୨୬/୧୧ ମୁମ୍ୱାଇ ଆକ୍ରମଣକୁ ପୂରିଲା ୧୬ ବର୍ଷ। ସୁରକ୍ଷା ବାହିନୀଙ୍କ ହାତରେ ଧରାପଡ଼ିଥିବା ଆତଙ୍କୀ କସାବ ଫାଶୀ ଖୁଣ୍ଟରେ ଝୁଲିଛି । ତେବେ ପୂରା ଘଟଣାର ମାଷ୍ଟର ମାଇଣ୍ଡ ଏଯାଏଁ ଖୁଲମଖୁଲ୍ଲା ବୁଲୁଛନ୍ତି ।
ନକଲି ମନି ଲଣ୍ଡରିଂ ମାମଲାରେ ଗିରଫ ହେବାର ଭୟ ଦେଖାଇ ମହିଳାଙ୍କଠାରୁ ଠକିନେଲେ ୩.୮କୋଟି ଟଙ୍କା। ମାସେରୁ ଅଧିକ ସମୟ ଧରି ଧରି ଠକ କରୁଥିଲା ବ୍ଲାକମେଲ୍।
ଆଜିଠୁ ବିଧାନସଭାର ଶୀତ ଅଧିବେଶନ। ଏଥିପାଇଁ ୩ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍। ସରକାରଙ୍କୁ ଘେରିବାକୁ ପ୍ରସଙ୍ଗ ବାଛି ସାରିଲେଣି ବିରୋଧୀ ।
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ...
ବିଧାୟକଙ୍କ ଜୋତା ଉଠାଇଲେ ନର୍ସ। ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
ସବୁ କାହାଣୀ ଓ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ। କାଲି ମୁଖ୍ୟ ପ୍ରଶାସକ ସଙ୍କେତ ଦେଇଥିଲେ। ଆଉ ଆଜି ଆଇନମନ୍ତ୍ରୀ ପୁରା ସ୍ପଷ୍ଟ କରିଦେଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ରହସ୍ୟପୂର୍ଣ୍ଣ ସୁଡ଼ଙ୍ଗ।
ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ।
ସ୍ତ୍ରୀକୁ ପୋଡି ମାରିବା ଫେରାର୍ ହୋଇଗଲା। କେତେବେଳେ ଶ୍ରମିକ ପାଲଟୁ ଥିଲା ତ ଆଉ କେତେବେଳେ ପରିଚୟ ବଦଳାଇ ପୋଲିସ ଆଖିରେ ଧୂଳି ଦେଉଥିଲା। ହେଲେ ଶେଷରେ ପୋଲିସ ହାତରେ ଧରା ପଡିଲା।
ଭୁବନେଶ୍ବର ସେକ୍ସ ରାକେଟରେ ବାଂଲା ସୁନ୍ଦରୀ। ଜଣେ କି ଦୁଇଜଣ ନୁହେଁ ୨୦ରୁ ଅଧିକ ବାଂଲାଦେଶୀ ଯୁବତୀ ଏବେ ଓଡ଼ିଶାରେ ସେକ୍ସ ରାକେଟରେ ସଂପୃକ୍ତି ଅଭିଯୋଗ ହୋଇଛି।
ସମାଜରେ ଅପରାଧ ବୃଦ୍ଧି ପାଉଛି ସତ ହେଲେ ଅନେକ ଲୋକ ଅଛନ୍ତି ଯେଉଁମାନେ ମାନବିକତା ଓ ମାନବିକ ମୂଲ୍ୟବୋଧକୁ ଅଧିକ ଗୁରୁତ୍ୱ ଦିଅନ୍ତି । ଭୁବନେଶ୍ୱରର ଜଣେ ଅଟୋ ଡ୍ରାଇଭରଙ୍କ ସଚ୍ଚୋଟତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯାଇଛି 'ସୁଭଦ୍ରା' ଟଙ୍କା । ସୁନ୍ଦରଗଡ଼ରେ ଟଙ୍କା ରିଲିଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍। ସୂତ୍ର ଅନୁଯାୟୀ ନଭେମ୍ବର ୨୮ରେ ହେବ ଶପଥ ଗ୍ରହଣ ସମାରୋହ ହେବ।
କମ୍ପାନୀର ୱେବସାଇଟ୍ ଅନୁଯାୟୀ ଯାଞ୍ଚ ପାଇଁ ଚେକ୍ ଇନ୍ ସମୟରେ ଏକ ବୈଧ ପରିଚୟ ପତ୍ର ଯେପରିକି ସ୍କୁଲ / ୟୁନିଭରସିଟି ଆଇଡି ଦାଖଲ କରିବାକୁ ପଡିବ । ଇଣ୍ଡିଗୋ ୱେବସାଇଟରେ କୁହାଯାଇଛି ଯେ ID ଦାଖଲ ନ କରିପାରିଲେ ଅତିରିକ୍ତ ଭଡ଼ା ଦେବାକୁ ପଡିବ ।
ପ୍ରେମରେ କଣ୍ଟା ସାଜିଥିଲା ପ୍ରେମିକାଙ୍କ ପଡ଼ୋଶୀ। ରାସ୍ତାରୁ ହଟାଇବାକୁ ପାର୍ସଲ ବୋମା ପଠାଇଲା ପ୍ରେମିକ । ତେବେ ପଡୋଶୀଙ୍କ ବଦଳରେ ପ୍ରେମିକା ଖୋଲିଲେ ପାର୍ସଲ, ହେଲା ଭୟଙ୍କର ବିସ୍ଫୋରଣ।
ବାୟୁ ପ୍ରଦୂଷଣ ପାଇଁ ପଞ୍ଜାବ ଏବଂ ହରିୟାଣାର ନଡ଼ା ଜାଳିବାକୁ ଦାୟୀ କରାଯାଏ। ମାତ୍ର ଚଳିତ ବର୍ଷ ଏହାକୁ ଜଳିବା ଉପରେ କଟକଣା ଲଗାଯାଇଛି। ଏହାସତ୍ତ୍ୱେ ବି ଦିଲ୍ଲୀର ପ୍ରଦୂଷଣସ୍ତର ଚଳିତ ବର୍ଷ ରେକର୍ଡ ଭାଙ୍ଗୁଛି।
କିଛିଦିନ ତଳେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିବା ବେଳେ ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରକୁ ପଥର ମାଡ଼ ହୋଇଛି। ସବୁଥର ଆକ୍ରମଣକାରୀ ଖସି ଯାଉଥିବା ବେଳେ ଏଥର କିନ୍ତୁ ପୋଲିସ ହାବୁଡ଼ରେ ପଡିଛି।
ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ ଓରଫ ଲଲ ଗିରଫ। ଭବ ପ୍ରକାଶଙ୍କୁ ଗିରଫ କଲା ଯାଜପୁର ଟାଉନ୍ ଥାନା ପୋଲିସ।
ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ସନ୍ଧ୍ୟା ୦୫.୦୯ ଗତେ ସିଂହ। ତିଥି- ୭ମୀ ସନ୍ଧ୍ୟା ୦୬.୦୮ ଗତେ ୮ମୀ।
ଲୋକ ଟଙ୍କା ରୋଜଗାର ପାଇଁ ସହର ମୁହାଁ ହେଉଥିବା ବେଳେ ଭାରତର ଏପରି ଏକ ଗାଁ ରହିଛି ଯେଉଁଠି କୋଟିପତି ବାସ କରନ୍ତି। ୩୦୫ ପରିବାର ମଧ୍ୟରୁ ୮୦ ଜଣ କୋଟିପତି । ଅଧିକନ୍ତୁ, ୫୦ ପରିବାର ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ ।
ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ୍ ତଥା ଦେଶର ଦ୍ୱିତୀୟ ଧନୀ ଶିଳ୍ପପତି ଗୌତମ ଆଦାନୀଙ୍କୁ ବଡ଼ ଝଟକା। ନିବେଶକଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦେଇ ଠକିଥିବା ଅଭିଯୋଗ ଆଣିଛି ଆମେରିକା।