• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Soumyaranjan Pattnaik
କେତେବେଳେ ବିଧାୟକ ତ କେତେବେଳେ ସଂପାଦକ ଜାଣି ପାରୁନାହାନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେ ବେଳେବେଳେ ରାଜ୍ୟ ସରକାରଙ୍କ ବିରୋଧରେ ମୁହଁ ଖୋଲି ସିଧାସଳଖ ଆକ୍ରମଣ କରନ୍ତି । ପୁଣି କେତେବେଳେ ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ଉତ୍ତର ନଦେଇ ପାଲଟା ପ୍ରଶ୍ନ ପଚାରି ପ୍ରସଙ୍ଗରୁ ଏଡାଇ ଯିବାକୁ ଚାହାନ୍ତି ।

Kashmir
ପ୍ରବଳ ଭିଡ଼, ଏଥର କାଶ୍ମୀରରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ! ମନ ମୋହୁଛି ଡାଲ ଲେକ-ମୋଗଲ ଗାର୍ଡେନ୍‌

ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ କାଶ୍ମୀର ଗସ୍ତ କରିଛନ୍ତି । କୋଭିଡ୍ କଟକଣା ସତ୍ତ୍ୱେ ଅକ୍ଟୋବରରେ ୯୩ ହଜାର ଓ ନଭେମ୍ବର ମାସରେ ଏକ ଲକ୍ଷ ସାତ ହଜାର ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି ।

Disable People's Life Story
ଅକ୍ଷମ ନୁହନ୍ତି ! ଏମାନେ ସମାଜ ପାଇଁ ପ୍ରେରଣା, ହ୍ୱିଲ୍‌ ଚେୟାରେ ବସି ସେବା କେନ୍ଦ୍ର ଚଳାଉଛନ୍ତି

ପରିବାର ଉପରେ ବୋଝ ହୋଇ ନାହାଁନ୍ତି କି ସରକାରୀ ସହାୟତାକୁ ହାତ ପତାଇ ନାହାଁନ୍ତି । ଦୃଢ ଇଛାଶକ୍ତି ଓ ସଂଘର୍ଷ ବଳରେ ଆଜି ସେମାନେ ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଅନ୍ୟଙ୍କ ପାଇଁ ଉଦାହରଣ ଦିବ୍ୟାଙ୍ଗ ଜୟନ୍ତ ଓ ଦିଲ୍ଲୀପ ।

Officers Off Cancel
ବାତ୍ୟା ମାଡ଼ି ଆସୁଛି ! ସବୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ..

ମାଡ଼ି ଆସୁଥିବା ବାତ୍ୟା ଏବଂ ତାର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା ।

Cyclone
ଆସୁଛି ବାତ୍ୟା ! ଏହି ସବୁ ଜିଲ୍ଲାରେ ଦୁଇ ଦିନ ପ୍ରବଳ ବର୍ଷା

ଏହାପରେ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାରି ପ୍ରଭାବରେ ୪ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଦିଆଯାଇଛି ରେଡ୍...

Mamita meher Case
ଗୃହରେ ବିରୋଧୀ, ବାହାରେ ଶାସକ କଲେ ପ୍ରତିବାଦ, ବିଜେପି ଦେଖାଇଲା କଳାଗାମୁଛା

ଗୃହରେ ବିରୋଧୀ, ବାହାରେ ଶାସକ କଲେ ପ୍ରତିବାଦ । ବିଜେପି ଦେଖାଇଲା କଳାଗାମୁଛା । ବାଚସ୍ପତିଙ୍କୁ ଟାର୍ଗେଟ୍‌ କଲା ବିଜେପି ।

Cyclone
୩ରେ ବର୍ଷିବ, ୪ରେ ବୁଡ଼େଇବ

୩ରେ ବର୍ଷିବ, ୪ରେ ବୁଡ଼େଇବ ।

Hirakud
ହୀରାକୁଦରେ ତିଆରି ହେବ ସୌର ବିଦ୍ୟୁତ ପ୍ରକଳ୍ପ, ଏଇ ଦିନଠୁ ଆରମ୍ଭ ହେବ କାମ

ହୀରାକୁଦରେ ତିଆରି ହେବ ସୌର ବିଦ୍ୟୁତ ପ୍ରକଳ୍ପ । ଚାଲିଛି ସର୍ଭେ କାମ, ଏଇ ଦିନଠୁ ଆରମ୍ଭ ହେବ କାମ ।

Media
ଲୋକସେବା ଭବନକୁ କାହିଁକି ସାମ୍ବାଦିକଙ୍କୁ ମନା ?

ଲୋକସେବା ଭବନକୁ କାହିଁକି ସାମ୍ବାଦିକଙ୍କୁ ମନା ? ଯୋଦ୍ଧା ଘୋଷଣା କଲେ କିନ୍ତୁ ଯୁଦ୍ଧ ଭଳି ସ୍ପିଡ୍‌ରେ ନ୍ୟୁଜ ସଂଗ୍ରହ କରିବାକୁ ସୁଯୋଗ ଦେଉନାହାନ୍ତି ସରକାର । ଜାଣନ୍ତୁ କଣ ରହିଛି କାରଣ ?

Omicron
ଟେନ୍‌ସନ୍‌ ଦେଲାଣି ଓମିକ୍ରନ, ଭାରତରେ ପ୍ରବେଶ କଲା ଭୟଙ୍କର ଭୂତାଣୁ

ଟେନ୍‌ସନ୍‌ ଦେଲାଣି ଓମିକ୍ରନ । ଭାରତରେ ପ୍ରବେଶ କଲା ଭୟଙ୍କର ଭୂତାଣୁ । ଚାଲିଛି କଂଟାକ୍ଟ ଟ୍ରେସିଂ ।

Omicron
ଚିନ୍ତା ବଢ଼ାଇଲାଣି ଓମିକ୍ରନ୍‌, ସଂକ୍ରମଣ ରୋକିବାକୁ ନିଆଯାଉଥିବା ସବୁ ପଦକ୍ଷେପ ଫେଲ୍‌

ଯାତ୍ରୀମାନେ ଯଦି ଲକ୍ଷଣ ଯୁକ୍ତ କିମ୍ବା ୧୫ ଦିନ ପୂର୍ବରୁ ଏହି ଦେଶକୁ ଯାଇଥାନ୍ତି, ସେମାନେ ମଧ୍ୟ ଆନୁଷ୍ଠାନିକ କ୍ୱାରେଣ୍ଟିନରେ ରହିବେ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Mamita meher Case
ଏତେ ସହଜରେ ବର୍ତ୍ତିପାରିବେନି ମନ୍ତ୍ରୀ ଦିବ୍ୟଶଙ୍କର, ଗୋଡ଼େ ଗୋଡ଼େ ଜଗିଛନ୍ତି ବିରୋଧୀ

ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ କଳା ଗାମୁଛା ସହ ହାତରେ ପ୍ଲାକାର୍ଡ ଓ ବ୍ୟାନର୍ ଧରି ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକମାନେ ବି ଗୃହ ଭିତରେ ପୋଷ୍ଟର ଓ ବ୍ୟାନର୍ ଦେଖାଇ ହୋହଲ୍ଲା କରିଥିଲେ ।

Khurdha Politics
ଚିଲିକା ବିଜେଡି ଦୁଇ ଫାଳ ! କିଏ କାଟିବ କାହାକୁ ?

ଚିଲିକାରେ ଏଥର ବିଜେଡି କର୍ମୀ କର୍ମୀ ଲଢେଇ । ଆଗରେ ରହିବେ ନେତା । ଯିଏ ଜିତିବ ସିଏ ଆଗକୁ ବଢିବ । ଆଉ ଯିଏ...

OMICRON
ମାଡ଼ି ଆସୁଛି ଶକ୍ତିଶାଳୀ ଓମିକ୍ରନ୍‌, ୫୬ଟି ଦେଶ ଲଗାଇଲେଣି କଟକଣା

ଖାଲି ସେତିକି ନୁହେଁ ଓମିକ୍ରନ ସଂକ୍ରମଣ ବଢୁଥିବା ପ୍ରାୟ ୧୪ଟି ଦେଶରୁ ଆସୁୁଥିବା ସମସ୍ତ ଯାତ୍ରୀଙ୍କ ତଥ୍ୟ ପ୍ରଦାନ ଲାଗି ଆମେରିକା ପ୍ରଶାସନ ପକ୍ଷରୁ ବିମାନ ସେବା କଂପାନୀକୁ କଡ଼ା ନିର୍ଦ୍ଦେଶ ରହିଛି ।

Viki - Katrina
ବିବାହ ପରେ ୨୫୦ କୋଟିର ମାଲିକ, ତଥାପି ଘର ଭଡ଼ା ନେଇ ରହିବେ କ୍ୟାଟ୍‌-ଭିକି ! କାହିଁକି ?

ଯଦି ଆମେ ଭିକି କୌଶଲଙ୍କ ସମ୍ପତ୍ତି ବିଷୟରେ କଥା ହେବା, ତେବେ ସେ ମାତ୍ର ୬ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ପ୍ରାୟ ୨୫ କୋଟି ଟଙ୍କା ରୋଜଗାର କରିସାରିଲେଣି ।

bjp
ଏତେ ସହଜରେ ଲିଭିବନି ମମିତା ନିଆଁ ! DGPଙ୍କୁ ଭେଟିଲା କଂଗ୍ରେସ, BJP ଘେରିବ ବିଧାନସଭା

ମମିତା ମେହେର ହତ୍ୟା ମାମଲାରେ ଆନ୍ଦୋଳନକୁ ଜୋରଦାର କରିବ ବିଜେପି । ଆସନ୍ତା ୯ ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ନିଷ୍ପତ୍ତି ନିଆଯାଇଛି

Leopard In Classroom
କ୍ଲାସ୍‌ ରୁମ୍‌ରେ ପଶିଲା ବାଘ, ଏକୁଟିଆ ଦେଖି ଝାମ୍ପ ମାରିଲା

ବାଘଟି କଲେଜ କ୍ଲାସ୍‌ ରୁମ୍‌ରେ ପ୍ରବେଶ କରିବା ନେଇ ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

Loka Seva Bhawan
କାମ ଚାପରେ ଅଛନ୍ତି କି ଏକାଧିକ ବିଭାଗ ଚାର୍ଜରେ ଥିବା ଆଇଏଏସ୍

କାମ ଚାପରେ ଅଛନ୍ତି କି ଏକାଧିକ ବିଭାଗ ଚାର୍ଜରେ ଥିବା ଆଇଏଏସ୍ I ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କ ଉନ୍ନୟନ କମିଶନରଙ୍କୁ ଚିଠିକୁ ନେଇ ଚର୍ଚ୍ଚା I କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ ଦାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ ।

Mamita Meher Murder Case
ଦିବ୍ୟ ଶଙ୍କରଙ୍କୁ ଗୃହରେ ପୂରାଇ ନଦେବାକୁ ଦୁଆର ଜଗିଲା କଂଗ୍ରେସ୍, କଳା ଗାମୁଛା ଦେଖାଇଲା ବିଜେପି

ମମିତା ମାମଲାରେ ଦିବ୍ୟ ଶଙ୍କରଙ୍କୁ ଗୃହରେ ପୂରାଇ ନଦେବାକୁ ଦୁଆର ଜଗିଲା କଂଗ୍ରେସ୍ I କଳା ଗାମୁଛା ଓ ବ୍ୟାନର ଦେଖାଇ ବିଜେପିର ହୋହଲ୍ଲା I ଆବାସ୍ ସ୍କିମରେ କେନ୍ଦ୍ର ଅବହେଳା ଅଭିଯୋଗ ଆଣି ବିଜେଡିର କାଉଣ୍ଟର I

Cyclone
ଡିପ୍ରେସନ ପରେ ଜାଣିହେବ କେଉଁଠି ଅତିକ୍ରମ କରିବ ବାତ୍ୟା

କାଲି ଡିପ୍ରେସନ ପରେ ଜାଣିହେବ କେଉଁଠି ଅତିକ୍ରମ କରିବ ବାତ୍ୟା I ଶନିବାର ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ଓ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ I ୮ ଆକ୍ସନ ପଏଣ୍ଟ ଉପରେ ହାଇଲେବଲ ମିଟିଂରେ ଗୁରୁତ୍ୱ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।