ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସୂଚନା । ୨ ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳି କରିଥିବା ସୂଚନା ।
ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗହଣା ବ୍ୟବସାୟୀଙ୍କୁ ଟାର୍ଗେଟ ସହ ବେଗୁନିଆ ଏବଂ ନୟାଗଡ଼ରେ ଗହଣା ଦୋକାନ ଲୁଟ ପଛର ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡିଛି ।
ବର୍ଷା ଘର ଛାଡ଼ନ୍ତୁ, ତାଙ୍କ ରହିବା ଲାଗି ଭଲ ବ୍ୟବସ୍ଥା କରିବୁ । ଭରଣ ପୋଷଣ ପାଇଁ ଇନକମ୍ ସାର୍ଟିଫିକେଟ୍ ଦିଅନ୍ତୁ । ପତ୍ନୀ ବର୍ଷାଙ୍କ ତରଫରୁ ଦାୟର ଘରୋଇ ହିଂସା ମାମଲାରେ ଅନୁଭବଙ୍କ ପକ୍ଷରୁ କରାଯାଇଥିବା ଏହି ଦୁଇଟି ପିଟିସନ ଉପରେ ଆଜି ଶୁଣାଣି ହୋଇଛି ।...
ସର୍ଭେରେ ନିୟୋଜିତ ଅଧିକାରୀ କହିଛନ୍ତି-ଓବିସିସି ଚିଠି ପରେ ଗାନ୍ଧିନଗର IIT ପକ୍ଷରୁ ସର୍ଭେ ହୋଇଛି ଓ ଖୁବଶୀଘ୍ର ରିପୋର୍ଟ ଦିଆଯିବ ।
ଆମେରିକା ନିବେଶ ପ୍ରୋତ୍ସାହନ ଚୁକ୍ତିନାମା ଚୂଡ଼ାନ୍ତ ହେଲେ ଆମେ ଆମର ଦୁଇ ଦେଶ ମଧ୍ୟରେ ପୁଞ୍ଜି ବିନିଯୋଗରେ ଠୋସ୍ ଅଗ୍ରଗତି ଦେଖିବା ବୋଲି ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ମୋଦି କହିଛନ୍ତି ।
ନୟାଗଡ଼ ଶରଣକୁଳର ପ୍ରସିଦ୍ଧ ପ୍ରଭୁ ଲଡ଼ୁବାବାଙ୍କ ଚାପ ବେଳେ ଓଲଟି ପଡ଼ିଲା ଡଙ୍ଗା। ଏପରି ଅଘଟଣ ଗତକାଲି ସନ୍ଧ୍ୟାରେ ଘଟିଥିବା ବେଳେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି।
ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ, ଅନୀଲ ଧୀର ମଧ୍ୟ ଭେଟିଲେ । ପ୍ରତିନିଧି ଦଳଙ୍କ ସହ ଅଛନ୍ତି ASIର ଅତିରିକ୍ତ ଅଧୀକ୍ଷକ ଚିତ୍ତରଂଜନ ଦାସ ।
ଅନ୍ୟପଟେ ଏବେ ଯେଉଁ ସର୍ଭେ ହେଉଛି, ତାହା ମଧ୍ୟ ଏଏସ୍ଆଇ କରୁନି । ଏହା ଛଡ଼ା ଏବେ ସମସ୍ତେ କେବଳ ରାଜନୈତିକ ବୟାନବାଜି କରୁଥିବାରୁ ତାକୁ ସେ ନାପସନ୍ଦ କରିଛନ୍ତି । ଶ୍ରୀଜଗନ୍ନାଥଙ୍କୁ ଖେଳନା କରାନଯାଉ ବୋଲି ବୋଲି କହିଛନ୍ତି ବିଜୟ ।
୧୩ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ଓ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ
ଏକ୍ସକ୍ଳୁସିଭ ଭିଜୁଆଲ ସହ ତଥ୍ୟ ଲାଗିଛି ଓଟିଭି ହାତରେ । ପୋଲିସ କହିଛି, ଗାଡି ଭିତରେ ୨ ଜଣ ଥିବାବେଳେ ଜଣେ ଧରାପଡ଼ିଛି ଆଉ ଜଣେ ଫେରାର ମାରିଛି ।
ଅନୁଭବ ତାଙ୍କୁ ୫ଟି ସର୍ତ୍ତ ରଖି ବଣ୍ଡ ପେପରରେ ସାଇନ କରିବାକୁ କହିଥିବା ବର୍ଷା ଏତଲାରେ ଦର୍ଶାଇଛନ୍ତି ।
ଯେଉଁ ଦିନଠାରୁ ଦାୟିତ୍ୱ ଗ୍ରହଣ କରିବେ ସେହି ଦିନଠୁ କାର୍ଯ୍ୟକାଳ ଆରମ୍ଭ ।
ମଣିଷର ପରିସ୍ଥିତି କିଭଳି ରହିଛି ତାହା ପ୍ରେମ ପାଇଁ କିଛି ଫରକ ପକାଏ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଏହି ଭିକ୍ଷୁକ ।
ଔରଙ୍ଗାବାଦ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ରବିବାର ତାକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲା ୨୦ ବର୍ଷିୟ ସାରନ୍ସିଂହ ସେଠି ।
ପ୍ରଥମ ଥର ପାଇଁ ଦଳରେ ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂଙ୍କୁ ମଧ୍ୟ ସାମିଳ କରାଯାଇଛି ।
ଏମିତି ଏକ ପ୍ରେମ କାହାଣୀ ପୁଣି ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ବି ଆର୍ଶ୍ଚ୍ୟ ହେବେ ।
ସିଂହ ପାଟି ଖୋଲି କାମୁଡ଼ିବା ବେଳକୁ ବ୍ୟକ୍ତି ଜଣକ ହାତ ବାହାର କରି ଆଣୁଥିଲେ । ହେଲେ ହଠାତ୍..
ଜେଲରେ ରୁଟି ଡାଲି ଖାଇବାକୁ ମନା କରିବା ପରେ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି । ସେଠାରେ ତାଙ୍କ ମେଡିକାଲ ଚେକ୍ଅପ୍ ହେବ ବୋଲି ଖବର ମିଳିଛି ।
ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଆରମ୍ଭ କରି ଗାଁର ମହିଳାଙ୍କ ସହ ମଧ୍ୟ ଭଲ ମନ୍ଦ ସୁବିଧା ଅସୁବିଧା ନେଇ ସବୁ ଆଲୋଚନାକ କରନ୍ତି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ମହିଳା ଜଣକ କିଏ ? କେଉଁ ନେତା ?
ପୋଲିସ ଅନୁମାନ କରୁଛି ଯେ, ଭାରତୀୟ ସେନା ବାହିନୀର ସାମରିକ ଶକ୍ତି ତଥା ଗୋପନୀୟ ତଥ୍ୟ ଗୁଡ଼ିକୁ ସେ ଏହି ମହିଳା ଆଇଏସ୍ଆଇ ଏଜେଣ୍ଟଙ୍କୁ ଦେଇଥାଇପାରନ୍ତି ।