• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Naveen Patnaik
5Tରେ ଯୋଡ଼ି ହେଲା ଆଉ ଏକ T ! ନୂଆ ଟିମ୍‌ର ନୂଆ ମନ୍ତ୍ରୀଙ୍କୁ 6T ମନ୍ତ୍ର ଦେଲେ ନବୀନ

ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ କହିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ସହିତ କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

Crime
କ୍ରାଇମ ପାଟ୍ରୋଲ ଦେଖି ଲୁଟ୍ ଯୋଜନା, ମହିଳାଙ୍କ ସହ ପ୍ରେମିକ ଗିରଫ

ଲୁଟ୍ ଘଟଣାରେ ମହିଳାଙ୍କ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିଛି କଟକ ଲାଲବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପ୍ରିୟଙ୍କା ସାହୁ ଓ ତାଙ୍କ ପ୍ରେମିକ ଅରବିନ୍ଦ ନାୟକ ।

New Ministers
ନବୀନ ନିବାସରେ ନୂଆ ମନ୍ତ୍ରୀ, ସୁପ୍ରିମୋ ଦେଲେ ଗୁରୁମନ୍ତ୍ର

ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥିବା ଟୁକୁନି ସାହୁଙ୍କୁ ରିପିଟ୍ କରାଯାଇଛି । ମନ୍ତ୍ରିମଣ୍ଡଳରେ ନୂଆ ମୁହଁ ଭାବେ ଏଥର ବିଜେପୁର ବିଧାୟିକା ରୀତା ସାହୁ ଓ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ସାମିଲ କରାଯାଇଛି ।

MP aparajita Sarangi
ପରିକ୍ରମା ପ୍ରକଳ୍ପ ମାମଲାରେ ଅପରାଜିତାଙ୍କ ଯୁକ୍ତି ! ହାଇକୋର୍ଟରେ କେସ୍‌ ଥିଲା, ସୁପ୍ରିମ୍‌କୋର୍ଟ ଗଲେ କାହିଁକି ?

ମାମଲା ହାଇକୋର୍ଟରେ ଥିବା ବେଳେ ସୁପ୍ରିମକୋର୍ଟ ଯିବା କିଛି କାରଣ ନଥିଲା । ଏନେଇ କିଛି ସ୍ପଷ୍ଟତା ଆସିନି, ଏସବୁର ସ୍ପଷ୍ଟ କରାଯିବା ଦରକାର ବୋଲି ସେ କହିଛନ୍ତି ।

Mobile Light Treatment
ସରକାରୀ ମେଡିକାଲରେ ଏମିତି ଚାଲିଛି ଚିକିତ୍ସା ! ମୋବାଇଲ ଲାଇଟ୍‌ରେ ହେଉଛି ମୁଣ୍ଡର ଷ୍ଟିଚ୍‌

ଭାଟପଡ଼ା ଗାଁର କୃପାସିନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲ ଆସିଥିଲେ । ପରେ ତାଙ୍କର ମୋବାଇଲ ଲାଇଟ୍‌ରେ ଚିକିତ୍ସା କରାଯାଇଥିଲା ।

Postmortem
ଅଭାବନୀୟ ଦୃଶ୍ୟ ! ମୃତକଙ୍କ ପୋଷ୍ଟମର୍ଟମ ପାଇଁ କାନ୍ଧରେ ଶବ ବୋହୁଛନ୍ତି ପରିବାର

ବ୍ୟବଚ୍ଛେଦ ପାଇଁ କାନ୍ଧରେ ବୋହି କୋରାପୁଟ ଚାଲିଲେ ପରିବାର । ଟିକିରି ଥାନା ପୋଲିସର ଦାୟିତ୍ୱହୀନତାକୁ ନେଇ ଅସନ୍ତୋଷ ।

Parvez Ahmed
ଗୋଟିଏ ଗୋଡ଼ରେ ପାହାଡ଼ ଡେଇଁ ଡେଇଁ ସ୍କୁଲ ଯାଉଛନ୍ତି ପରଭେଜ୍, ଭଲ କ୍ରିକେଟ୍ ବି ଖେଳୁଛନ୍ତି

ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ବି ନାହିଁ ଯେ, କୌଣସି ଗାଡ଼ି କି ଟ୍ରାଏ ସାଇକେଲ୍ କିଣି ପାରିବେ ପରଭେଜ୍ । ସ୍କୁଲରେ ଜଣେ ଭଲ ଛାତ୍ର ହେବା ସହ ଭଲ ଖେଳାଳି ମଧ୍ୟ ପରଭେଜ୍ ।

Sital Sasthi
ଆଶା ଆଶଙ୍କାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା

ସେବାୟତଙ୍କୁ ପୂର୍ବରୁ ଦିଆଯାଇଥିବା ଜମି ଠାକୁରଙ୍କ ଖାତାକୁ ଫେରିଯିବା ଏବଂ କପିଳନାଥ ଓ ପ୍ରଭୁ ଲିଂଗରାଜଙ୍କ ସେବାୟତଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ନହେବାରୁ ଅସହଯୋଗ କରିଛନ୍ତି ଉଭୟ ନିଯୋଗ ।

Punishment By Village Kangaroo Court
ନେତା ବି ବର୍ତ୍ତିଲେନି ! କଙ୍ଗାରୁକୋର୍ଟ ନିଷ୍ପତ୍ତି, ଗାଁରୁ ବାସନ୍ଦ ହେଲେ ଓ୍ୱାର୍ଡ ସଭ୍ୟା

ୱାର୍ଡ ସଭ୍ୟାଙ୍କ ସହ ତାଙ୍କୁ ସମର୍ଥନ କରିଥିବା ଗାଁର କିଛି ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏପଟେ ଜିଲ୍ଲାପାଳ କହିଛନ୍ତି, ଏଭଳି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Ambassador
ନୂଆ ରୂପରେ, ନୂଆ ଷ୍ଟାଇଲ୍‌ରେ ବଜାରକୁ ଆସିବ ଆମ୍ବାସଡର

ନୂଆ ଆଶା ନେଇ, ନୂଆ ଅବତାରରେ ପୁଣି ଫେରୁଛି ରାସ୍ତାର ରାଜା । ଦିନେ ଭାରତୀୟ ସଡ଼କର ସୁଲ୍‌ତାନ ଭାବେ ପରିଚିତ ଥିବା ଆମ୍ବାସଡର୍ କାର୍, ଆସନ୍ତା ୨ ବର୍ଷ ଭିତରେ ପୁଣି ଭାରତୀୟ ବଜାରରେ ନୂଆ ରୂପରେ ପ୍ରବେଶ କରିବ ବୋଲି ସ୍ପଷ୍ଟ କରିଛି ହିନ୍ଦୁସ୍ତାନ ମୋଟର୍ସ...

Horoscope
Daily Horoscope 4th June 2022: ବୃଷ-ସିଂହ-କନ୍ୟା ରାଶି ବ୍ୟକ୍ତିଙ୍କ ପାଇଁ ଘାତବାର, ଜାଣନ୍ତୁ କେମିତି କଟିବ ଦିନ

ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ  ଜାଣିବା । ୨୦୨୨ ମସିହା ଜୁନ ତା ୪ ରିଖ ଶନିବାର ବୃଷ ୨୧ ଦିନ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ପୂଷ୍ୟା । ନକ୍ଷତ୍ର କର୍କଟ ଚନ୍ଦ୍ର 

Cyber Crime
ପୁଣି ସାଇବର ଠକଙ୍କ ଆତଙ୍କ ! ଗୋଟିଏ କଲ୍‌ରେ ଉଡ଼ାଇ ନେଲେ ଲକ୍ଷାଧିକ ଟଙ୍କା

ଯେଉଁ ନମ୍ବରରେ ମେସେଜ ଆସିଥିଲା ସେ ନମ୍ବରକୁ ଫୋନ କରିବା ପରେ ସେ ତାଙ୍କ ଠାରୁ ଚତୁରତାର ସହ SBI ୟୋନୋର ଆଇଡି ପାସୱାର୍ଡ ମାଗି ନେଇଥିଲେ ।

Kashmir Killing
କଡ଼ ଲେଉଟାଉଛି କାଶ୍ମୀର ଇତିହାସ, ହିନ୍ଦୁଙ୍କୁ ଟାର୍ଗେଟ୍‌ କରି କରାଯାଉଛି ହତ୍ୟା

ତିନି ତିନି ଜଣ ଅଫ୍ ଡ୍ୟୁଟି ପୋଲିସ କର୍ମଚାରୀ ଏବଂ ଜଣେ ମଦଦୋକାନ ମାଲିକ । କେବଳ ମେ’ ମାସରେ ସାତ ସାତଟି ଟାର୍ଗେଟ୍ କିଲିଂ ହୋଇଥିବା ବେଳେ, ଆଜି ମଧ୍ୟ ଜଣଙ୍କୁ ହତ୍ୟା କରାଯାଇଛି ।

Supreme Court
ଛିଣ୍ଡୁନି ପରିକ୍ରମା ପ୍ରକଳ୍ପ ବିବାଦ ! ବେଆଇନ୍‌ ନିର୍ମାଣ କାମକୁ ନେଇ ଜିଦ୍‌ରେ ଅଟଳ ସରକାର

ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡେଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଶୁଣାଣି ହୋଇଥିଲା ।

Love Story
ପ୍ରେମକୁ ସ୍ୱୀକାର କଲାନି ପରିବାର, ପୋଲିସକୁ ସୁରକ୍ଷା ମାଗିଲେ ପ୍ରେମୀଯୁଗଳ

ଭୁବନେଶ୍ୱର ଏୟାରପୋର୍ଟରେ ପ୍ରେମକୁ ନେଇ ହାଇଡ୍ରାମା । ପ୍ରେମୀଯୁଗଳଙ୍କୁ ଏସ୍କର୍ଟ କରି ଆଣିଲା ପୋଲିସ । ପାଠ ପଢିବା ବେଳେ ଯୁବକ-ଯୁବତୀଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ ।

Bhagwant Maan
ସିଦ୍ଧୁଙ୍କ ହତ୍ୟା ପରେ ଆପ୍‌ର ଚେତା ପଶିଲା, VIPଙ୍କ ଠାରୁ ହଟାଇଥିବା ସୁରକ୍ଷା ପୁଣି ଲାଗୁ କଲା

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ୫ ଦିନ ପରେ ସରକାର ଏନେଇ ନିଷ୍ପତି ନେଇଛନ୍ତି ।

 Srimandir Heritage Corridor Row
ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ, ଜିଲ୍ଲାପାଳ-ଟାଟା ପ୍ରୋଜେକ୍ଟ -OBCC ନାଁରେ ଥାନାରେ ମାମଲା

ଥାନାରେ ମାମଲା ରୁଜୁ ପାଇଁ କୋର୍ଟ ଯାଇଥିଲେ ଓକିଲ ସଂଘ ସଂପାଦକ । ବେଆଇନ ଖନନ ଚାଲିଥିବାରୁ ମାମଲା ରୁଜୁ ପାଇଁ ଆବେଦନ କରିଥିଲେ ।

Kinner Fashion Show
କିନ୍ନରଙ୍କ ଫ୍ୟାଶନ ଶୋ ! ୫୦ କିନ୍ନର ଚାଲିଲେ ରାମ୍ପରେ, ଦର୍ଶକଙ୍କ ହୃଦୟ ଜିଣିଲେ

କିନ୍ନର ମାନଙ୍କୁ ଏହା ଏକ ପ୍ରକାର ମୁଖ୍ୟସ୍ରୋତରେ ସାମିଲ କରିବାର ପ୍ରୋତ୍ସାହନ ବୋଲି ଅନେକ ମତ ଦେଇଛନ୍ତି ।

Anubhav - Varsha
ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଟ୍ୱିଷ୍ଟ ! ବର୍ଷାଙ୍କୁ କୋର୍ଟଙ୍କ ବଡ଼ ଝଟ୍‌କା

ବାପା, ମା ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ଆବେଦନ କରିଥିଲେ । ବର୍ଷାଙ୍କ ଉପଯୁକ୍ତ ରହଣି ବ୍ୟବସ୍ଥା କରିବେ କହିଥିଲେ ଅନୁଭବ ।

farming
କ୍ୱାରେଣ୍ଟାଇନ୍‌ ସମୟରେ ଦାଦନ ଶ୍ରମିକଙ୍କୁ ବୁଝାଇଥିଲେ ସୁଜିତ, ଏବେ ଜଣେ ଜଣେ ସଫଳ କୁକୁଡ଼ା ଚାଷୀ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ସର୍ଗିପାଲି, ବାଘଝରନ, ନାନ୍ଦୁପଲା, ଡମନିମାଲ ଏବଂ ଭଟଲି ଭଳି ଅନେକ ଗାଁର ଦାଦନ ଶ୍ରମିକଙ୍କୁ ମିଳିଛି ସରକାରୀ ସହୟତା । ହିତାଧିକାରୀଙ୍କୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବ୍ରଏଲର କୁକୁଡ଼ା ଚାଷ ପାଇଁ ସହଯୋଗ କରାଯାଇଛି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।