• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Srimandir Corridor Project
ଶୁକସାରୀ ମନ୍ଦିର ପାଇଁ ଗୋଟେ ନିୟମ, ଶ୍ରୀମନ୍ଦିର ପାଇଁ ଅଲଗା ?

ସିଂହମୂର୍ତ୍ତିଟି ଆଜି ବି ସେମିତି ବାଲିମାଟିରେ ଲୋଟୁଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ସମ୍ବିତ୍ ପାତ୍ର ।

UFO
ଆମେରିକା ଆକାଶରେ ଅନ୍‌ଆଇଡେଣ୍ଟିଫାଏଡ୍ ଫ୍ଳାଇଂ ଅବଜେକ୍ଟ ବା UFO

ଗତ ୨୦ ବର୍ଷ ମଧ୍ୟରେ ୪ ଶହରୁ ଅଧିକ ଥର ଦେଖାଦେଲାଣି ଏହି ଅଜ୍ଞାତ ଉଡ଼ନ୍ତା ବସ୍ତୁ । ପ୍ରମାଣ ସ୍ୱରୁପ କିଛି ଭିଡିଓ ଏବଂ ଫଟୋ ଦେଖାଇ ଏହି ଦାବି କରିଛି ଆମେରୀକିୟ ନୌସେନାର ଗୁଇନ୍ଦା ବିଭାଗ ।

Marriage
କ’ଣ ଚାଲିଛି ଏଇଠି ! ବହାଘର ଚାଲିଥିବା ବେଳେ ହଠାତ୍ ହାତରୁ ଶଙ୍ଖା-ଚୁଡ଼ି-ମୁଦି ସବୁ ଖୋଲିଦେଲା କନ୍ୟା

ବାଲେଶ୍ୱର ଜିଲ୍ଲା ରେମୁଣା ଗାଁ । ଅଗ୍ନିକୁ ସାକ୍ଷୀ ରଖି ହାତକୁ ଦିହାତ ହେଲେ ବର କନ୍ୟା । ପଣ୍ଡିତଙ୍କ ମନ୍ତ୍ରପାଠ ପରେ ବେଦୀ ଉପରେ ହସ୍ତଗଣ୍ଠି ପଡ଼ିଲା । ଠିକ୍ ଏତିକି ବେଳକୁ କନ୍ୟା କାଢ଼ି ପକାଉଛନ୍ତି ଶଙ୍ଖା, ଚୁଡ଼ି ସହ ସୁନା ମୁଦି ।

chief secretary suresh mohapatra
୩୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର, ଭୁବନେଶ୍ୱରରେ ହେବ ବ୍ୟାରେଜ୍ ନିର୍ମାଣ

ରାଜ୍ୟ କ୍ୟାବିନେଟରେ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମିଶନ ଶକ୍ତି ମହିଳାଙ୍କ ପାଇଁ ୫ ବର୍ଷରେ ୪,୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ ।

BUS Accident
ଭୟଙ୍କର ! ସିସିଟିଭିରେ କଏଦ ହେଲା ଦୁଇ ବସ୍‌ ମୁହାଁ-ମୁହିଁ ଦୃଶ୍ୟ, ଦେଖନ୍ତୁ..

ଦୁର୍ଘଟଣାରେ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ୁଛି । କିନ୍ତୁ ଗାଡ଼ିର ସାମ୍ନା ପଟ ଛିନ୍‌ ଛତ୍ର ହୋଇଥିବା ଦେଖାଯାଇଛି ।

Marriage
ଅଜବ ଘଟଣା ! ଲାଇନ୍‌ କଟିଗଲା ବୋଲି ବଦଳିଗଲେ ବର-କନ୍ୟା

ଉଜୈନର ଇଙ୍ଗୋରିଆ ପୋଲିସ୍ ଥାନା ଅନ୍ତର୍ଗତ ଅସଲାନା ଗାଁରେ ରମେଶଲାଲଙ୍କ ତିନି ଝିଅ ଏବଂ ଗୋଟିଏ ପୁଅର ବିବାହ କାର୍ଯ୍ୟ ଥିଲା ।

Pension
ଖବର ପଢ଼ିବା ପରେ ଆପଣ ବି କହିବେ.. ଧିକ୍‌ ସେ ସରକାରୀ ଯୋଜନା !

ବିନିକାର ଗାନ୍ଧିନଗରପଡାର ୮୦ ବର୍ଷିୟା ବୃଦ୍ଧା ସୂର୍ଯ୍ୟ ସିନ୍ଦ୍ରିଆ ରିକ୍ସାରେ ଭତ୍ତା ନେବାକୁ ପ୍ରତିମାସରେ, ଏମିତି ପ୍ରତି ମାସରେ ଟ୍ରଲିରେ ବୁହା ହୋଇ ଯାଆନ୍ତି ସରକାରୀ ଭତ୍ତା ଆଣିବାକୁ ।

Family Issue
ଏମିତି ବି ହୁଏ ! ଶ୍ୱଶୁର ଘରେ ନବ ବଧୂର ଉତ୍ପାତ, ଥାନାରେ FIR ଦେଲେ ସ୍ୱାମୀଙ୍କୁ ମାଡ଼ ଖୁଆଇଲେ

ସ୍ତ୍ରୀର ନିର୍ଯାତନାରେ ଅତିଷ୍ଠ ହେଲାଣି ସ୍ୱାମୀ । ମାମଲା ଏତେ ବଢିଗଲାଣି ଯେ, ଏମିତି ସ୍ତ୍ରୀ ସାଙ୍ଗରେ କେମିତି ରହିବେ ସେ କଥା ଚିନ୍ତା କରୁଛନ୍ତି ନିରଞ୍ଜନ ।

Orphan
ଆଗ ପଛ ହୋଇ ଚାଲିଗଲେ ବାପା-ମାଆ ! ଏବେ ୩ ଅନାଥ ପିଲାଙ୍କ କାହାଣୀ ଭିଜେଇଦେବ ଆଖି

ବାପାଙ୍କ ମୃତ୍ୟୁ ପରେ ଇଚ୍ଛା ନଥାଇ ପାଠ ଛାଡ଼ିଦେଲା ବଡ଼ ଝିଅ । ସରକାର ଦେଉଥିବା ୨୦ କିଲୋ ଚାଉଳ ଏବେ ଏମାନଙ୍କ ପାଇଁ ସବୁକିଛି ।

Pinaki Misra
ପ୍ରରିକ୍ରମା ପ୍ରକଳ୍ପ ନେଇ ପୁଣି ଯୁକ୍ତି ବାଢ଼ିଲେ ପୁରୀ ସାଂସଦ, କହିଲେ GPRS କରାଯାଇଛି

ସେ ଟ୍ୱିଟ୍‌ କରି କହିଛନ୍ତି ଯେ, GPRS କରାଯାଇଛି, ଏ ସଂପର୍କିତ କାଗଜାତ ପ୍ରଦର୍ଶନ ହେବ । ବିନା GPRSରେ ଖନନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ।

Kartarpur Corridor
ସାହାରା ହେଲା ସୋସିଆଲ ମିଡିଆ, ୭୫ ବର୍ଷ ପରେ ହଜି ଯାଇଥିବା ଭାଇକୁ ପାଇଲେ ଭଉଣୀ

ପାକିସ୍ତାନର ଜଣେ ମୁସଲମାନ ମହିଳା ୭୫ ବର୍ଷ ପରେ ଭାରତରେ ରହୁଥିବା ଜଣେ ଶିଖ ଭାଇଙ୍କୁ ଭେଟିଛନ୍ତି । ଭାରତ-ପାକିସ୍ତାନ ବିଭାଜନ ସମୟରେ, ମମତାଜ ବିବି ଛୋଟ ପିଲା ଥିଲେ ।

Organ Donates
ସାବାସ୍‌ ସମୃଦ୍ଧି ! ତୁମେ ଚାଲିଗଲ ହେଲେ ଦୁଇ ଜଣଙ୍କ ଜୀବନ ବଞ୍ଚାଇଦେଲ.. ବାପା-ମାଆ ବି ଗର୍ବିତ

ବାପା-ମାଆଙ୍କ ପରି ହେବାର ସେ ସୁନେଲୀ ସ୍ୱପ୍ନ ଦେଖୁଥିଲା । କିନ୍ତୁ ଆଜି ସବୁ ଚୁରମାର ହୋଇଗଲା । ମୁଁ ନିଜେ ଡାକ୍ତର ହୋଇ ମଧ୍ୟ ତା ରୋଗ ଚିହ୍ନିପାରିଲିନି ।’

Glass Gate Broken
ଛତା ଖୋଲୁ ଖୋଲୁ ଭାଙ୍ଗିଗଲା ସପିଂ ମଲ୍‌ର କାଚ ଗେଟ୍ !

ରାଉରକେଲା ରେଳଷ୍ଟେସନ ନିକଟରେ ଥିବା କ୍ରସ୍‌ରୋଡ୍‌ ମଲ୍‌ରେ ଏଭଳି ଘଟଣା ଘଟିଛି । ଜଣେ ଯୁବତୀ ମଲ୍‌କୁ ବୁଲିବାକୁ ଆସିଥିଲେ ବୋଲି କହିଛନ୍ତି ।

Wall Collapsed
ଲୁଣ କମ୍ପାନୀ କାନ୍ଥ ଭୁଶୁଡ଼ି ୧୨ ମୃତ, ୧୫ରୁ ଅଧିକ ଆହତ

ଅନେକଙ୍କ ଅବସ୍ଥା ଗୁରୁତର ରହିଛି ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ରହିଛି ।

Brian dead girl
ଝିଅର ବ୍ରେନ୍‌ ଡେଡ୍‌ ଜାଣିବା ମାତ୍ରେ ଅଙ୍ଗଦାନ ନିଷ୍ପତ୍ତି ନେଇ ଉଦାହରଣ ସାଜିଛନ୍ତି ମାଆ ସୁନୀତା

ଚିକିତ୍ସା ଆରମ୍ଭ ହେବା ପରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିବା ମାତ୍ରେ ଝିଅର ଅଙ୍ଗଦାନ ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୁନୀତା।

ADR
୮୨ ଜଣ ଦାଗୀ ନେତାଙ୍କ ମଧ୍ୟରୁ ୬୬ ଜଣ ବିଜେଡିର

ଅପରାଧିକ ମାମଲା ଥିବା ବ୍ୟକ୍ତି, କୋଟିପତି ଓ ଦଶମ ପାସ୍ କରନିଥିବା ନେତା ହୋଇଛନ୍ତ ଜିଲ୍ଲା ପରିଷଦ ସଭ୍ୟ ।

Mid Day Meal
ଏଥର ଦୁର୍ନୀତି ପାଇଁ ନୁହେଁ ବରଂ ଦରଦାମ ବୃଦ୍ଧି ଯୋଗୁଁ ଛାତ୍ରଛାତ୍ରୀଙ୍କୁ ମିଳୁଛି ନିମ୍ନ ମାନର ମଧ୍ୟାହ୍ନ ଭୋଜନ

ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର, ପାଣିରେ ଭାସୁଛି ସୋୟା ବଡି । ତାକୁ ଲଗେଇ ଭାତ ଖାଉଛନ୍ତି ପିଲେ । ନିମ୍ନମାନର ଖାଦ୍ୟ ପରଷିବା ପଛର କାରଣ ଶୁଣିଲେ ମୁଣ୍ଡ ଚକ୍କର କାଟିବ ।

Balaram Sahu
ଚଉଠି ରାତିରେ ବୟଫ୍ରେଣ୍ଡ ସହ ନ୍ୟୁଡ୍ ଭିଡ଼ିଓ ଚାଟିଂ, ନବବିବାହିତା ପତ୍ନୀଙ୍କୁ ସାଜିଲା କାଳ

ତା’ପରଦିନ ଘରୁ ସୁନା, ଟଙ୍କା ଧରି ଖସିଯାଇଛନ୍ତି ନିଜ ବାପଘରକୁ ।

Kannad actress
ସୁନ୍ଦରୀ ହେବାକୁ ଇଚ୍ଛା କଲେ, ଚାଲିଗଲା ହିରୋଇନ୍‌ଙ୍କ ଜୀବନ

ଏ ଘଟଣା ପରେ ଚେତନାଙ୍କ ପରିବାର ଲୋକେ ହସ୍ପିଟାଲ ବିରୋଧରେ ଏତଲା ଦେଇଥିବା ବେଳେ ପୁଣି ଚର୍ଚ୍ଚାକୁ ଆସିଛି ସୁନ୍ଦରତା ବୃଦ୍ଧି ପାଇଁ କସ୍ମେଟିକ୍ ସର୍ଜରୀ ପ୍ରସଙ୍ଗ ।

Mid Day Meal
ମଧ୍ୟାହ୍ନ ଭୋଜନ ପାଇଁ ଟଙ୍କା ନାହିଁ ! ପିଲା ଖାଉଛନ୍ତି ପାଣିଆ ସୋୟାବଡ଼ି ତରକାରୀ

ଦରଦାମ ବୃଦ୍ଧି ଲାଗି ଏଭଳି ନିମ୍ନମାନର ଖାଦ୍ୟ ପାଉଛନ୍ତି ସ୍କୁଲ୍ ପିଲା । ବର୍ତ୍ତମାନ ତେଲ ଠାରୁ ଆରମ୍ଭ କରି ପନିପରିବା, ଡାଲିଜାତୀୟ ଶସ୍ୟ, ଗ୍ୟାସ୍ ସିଲିଣ୍ଡର, ଲେବର ଚାର୍ଜ ଆକାଶ ଛୁଆଁ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।