ସାଇମଣ୍ଡସ୍ ତାଙ୍କ କ୍ୟାରିୟରରେ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଏବଂ ୧୪ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ୧୪୬୨ ରନ୍ କରିଥିବା ବେଳେ ଦିନିକିଆରେ ୫୦୮୮ ରନ୍ ଏବଂ ଟି -୨୦ରେ ୩୩୩ ରନ୍ କରିଛନ୍ତି ।
ଧାଡ଼ି ଧାଡ଼ି କରି ରଖିଛନ୍ତି ଗରା, ବାଲଟି । ଅପେକ୍ଷା କରିଛନ୍ତି ପାଣି ଟ୍ୟାଙ୍କରକୁ । ପାଣି ନେଲେ ଘରେ ରୋଷେଇ ହେବ, ନିତ୍ୟ ବ୍ୟବହାର୍ଯ୍ୟ କାମରେ ଆସିବ ।
ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଏବଂ ଏହାର ତଦନ୍ତ ଜାରି ରହିଥିଲା । ପ୍ରକୃତରେ କେଉଁ କାରଣ ଲାଗି ସେ ଏତେବଡ଼ କଠୋର ନିଷ୍ପତ୍ତି ନେଲେ ତାହାର ତଦନ୍ତ ଚାଲିଛିି ।
ମୃତ ଶିକାରୀ ହେଲେ ନୌସାଦ ମେୱାଟୀ । ଏହାସହ ପୋଲିସ ଚାରିଜଣ ଶିକାରୀଙ୍କୁ ଗିରଫ କରିଛି ।
ଅଷ୍ଟ୍ରେଲିଆ ପାଇଁ ୨୬ ଟେଷ୍ଟ, ୧୯୮ ଦିନିକିଆ ଓ ୧୪ ଟି-ଟ୍ୱେଣ୍ଟି ଖେଳିଥିଲେ ସାଇମଣ୍ଡସ୍ ।
ଶିନବାର ରାତି ପ୍ରାୟ ୯ଟା ୧୦ ସମୟରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ ଫୋନ ଆସିଥିଲା ।
ନିକଟରେ ଧାୱନ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସାଥି ଖେଳାଳି କୈଗିସୋ ରବାଡା ତାଙ୍କୁ ଗୋଇଠା ମାରୁଥିବା ଦେଖାଯାଇଛି ।
ଏହି ମ୍ୟାଚରେ ରଜତ ପାଟିଦାର ୨୧ଟି ବଲରେ ୨୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ଦୁଇଟି ଲମ୍ବା ଛକା ମଧ୍ୟ ସାମିଲ ଅଛି । ତାଙ୍କର ଗୋଟିଏ ଛକା ଏକ ଦୁର୍ଘଟଣାକୁ ଅଳ୍ପକେ ଏଡାଇ ଯାଇଥିଲା ।
ଅଗ୍ନି ନିରାପତ୍ତା ତ୍ରୁଟି ଥିଲେ ୧୧୨ ଡାଏଲ କରି ସୂଚନା ଦେଇପାରିବେ ବୋଲି କହିଛନ୍ତି ଦିଲ୍ଲୀ ସରକାର ।
୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଗତକାଲି ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।
ନିଜ ଲୋକଙ୍କୁ ଖୋଜିବାକୁ ସମ୍ପର୍କୀୟ ମାନେ, ଏ ମେଡିକାଲ୍ରୁ ସେ ମେଡିକାଲ୍ ଦୌଡ଼ୁଛନ୍ତି ।
ସରକାର ଭୁଲ ମାନିଛନ୍ତି, ଆଉ ନିଜ ଭୁଲକୁ ସ୍ୱୀକାର କରି ଆଗକୁ ସଠିକ୍ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଲେଖିଛନ୍ତି ଅପରାଜିତା ।
ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ସେ ହାଜର ହୋଇଛନ୍ତି । ଭିଜିଲାନ୍ସ ନିର୍ଦ୍ଦେଶରେ ସେ ହାଜର ହୋଇଥିବା ଜଣାପଡିଛି ।
ଗୁରୁବାର ସକାଳ ସାଢ଼େ ୮ଟାରେ ବାହାରିଥିଲେ ସରୋଜ । ତା’ରେ ସେ ଆଉ ଘରକୁ ଫେରିନାହାନ୍ତି ।
ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ ସ୍ଥଗିତ ରହିଲେ ପ୍ରକଳ୍ପ ପାଇଁ ଅସୁବିଧା ନାହିଁ ବୋଲି ଚିଠିରେ ଦର୍ଶାଯାଇଛି ।
ASI ଡିଜିଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରକୁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ସ୍ଥାନାନ୍ତର ପ୍ରସ୍ତାବ ଉପରେ ରାଜି ହୋଇଛି ସିଏସି ।
ଗତ କିଛି ଦିନ ଧରି କର୍ଣ୍ଣାଟକରେ ଏହି ରୋଗ ଦେଖା ଦେଇଛି। ପୂର୍ବରୁ ତାମିଲନାଡୁ ଓ କେରଳରେ ଏହି ରୋଗ ଦେଖା ଦେଇଥିଲା। ତେବେ ଏହି ସଂକ୍ରାମକ ରୋଗ ଧୀରେ ଧୀରେ ବ୍ୟାପୁଥିବାରୁ କର୍ଣ୍ଣାଟକରେ ହାଇ ଆଲର୍ଟ ଜାରି କରାଯାଇଛି।
ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ସଂଶୟ ବଢୁଥିବାବେଳେ ଏଭଳି ଗଛ ଲଗାଇବାକୁ ଜଗନ୍ନାଥ ପ୍ରେମୀଙ୍କ ପାଖକୁ ନିଜେ ଗଜପତି ମହାରାଜା ଯିବେ ବୋଲି ଜଣାପଡ଼ିଛି।
ଏଏସ୍ଆଇର ସତ୍ୟପାଠ ସତ୍ତ୍ୱେ ହାଇକୋର୍ଟରୁ ଆଶ୍ୱସ୍ତି ନ ମିଳିବାରୁ ଶେଷରେ ସୁପ୍ରିମକୋର୍ଟ ଯିବ ମାମଲା
ରାତି ୧୨ଟା ଯାଏଁ ଡ୍ୟାନ୍ସବାର୍ ଖୋଲା ରଖିବାକୁ ଅନୁମତି ଦେଇଛି ଅବକାରୀ ବିଭାଗ