• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Elon Musk
ଏଲନ୍‌ଙ୍କ ଟ୍ୱିଟ୍‌ ପରେ ସୋସିଆଲ ମିଡିଆରେ ହଙ୍ଗାମା ! ୟୁଟ୍ୟୁବ୍‌ କିଣିବାକୁ ଉସ୍‌କାଉଛନ୍ତି ୟୁଜର୍ସ

ଏବେ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଏଲନଙ୍କର ହୋଇପାରି ନାହିଁ ଟ୍ୱିଟର । କାରଣ ଏଲନ୍‌ ମସ୍କ ଏବଂ ଟ୍ୱିଟର ମଧ୍ୟରେ ବାଧା ସୃଷ୍ଟି କରିଛି ଡକ୍ୟୁମେଣ୍ଟ ।

Khyama Bindu
‘ମୋ ସେକ୍ସ ଲାଇଫ୍‌ ନେଇ କାହାର ପ୍ରଶ୍ନ କରିବାର ଅଧିକାର ନାହିଁ, ମୁଁ କାହା ପତ୍ନୀ ହୋଇ ରହିବାକୁ ଚାହେଁନା’

ବିବାହ ପରେ କ୍ଷମା ବିନ୍ଦୁଙ୍କ ଖୁସି ବ୍ୟକ୍ତ । କହିଲେ, ୮ ଜଣ ଆତ୍ମୀୟ ସ୍ୱଜନଙ୍କ ଗହଣରେ ବିବାହ ସମ୍ପନ୍ନ ହେଲା । ମୁଁ ବହୁତ ଖୁସି ।

Mithali Raj
୧୪ ବର୍ଷରୁ ଆନ୍ତର୍ଜାତୀୟ କ୍ରିକେଟ୍ ! ୧୬ ବର୍ଷରେ ମଇଦାନରେ ଥିଲା ପ୍ରଚଣ୍ଡ ଚମକ

ଏକାଧିକ ବିଶ୍ୱକପ୍ ସହ ଅନେକ ଟୁର୍ଣ୍ଣାମେଣ୍ଟରେ ଟିମ୍‌ର ନେତୃତ୍ୱ ନେଇଥିଲେ। ମିତାଲିଙ୍କ ନାଁରେ ରହିଛି ଏକାଧିକ ରେକର୍ଡ।

Small Girl Child Punished
ପ୍ରଥମ ଶ୍ରେଣୀ ଛୁଆ ହୋମଓ୍ୱାର୍କ ନ କରିବାରୁ ଏମିତି ଦଣ୍ଡ ! କଂକ୍ରିଟ ଛାତରେ ସିଝୁଛି କଅଁଳ ଝିଅ

ହୋମ୍‌ୱାର୍କ କରିନି ବୋଲି ହାତ ଗୋଡ଼ ବାନ୍ଧି ଝିଅକୁ ପ୍ରଚଣ୍ଡ ଖରାରେ ଛାଡ଼ିଦେଲେ । ଭିଡିଓ ଭାଇରାଲ ପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ।

Odisha Beer Attack
କୂଅରୁ ଉଦ୍ଧାର ହେଲା କଲରାପତରିଆ, ବାଉଁଶ ସିଡ଼ିରେ ଚଢ଼ି ଜଙ୍ଗଲକୁ ମାରିଲା ଚମ୍ପଟ

ଅନ୍ୟପଟେ ମହାନଦୀ ମହାନଦୀ ମଝିରେ ଫସିଛନ୍ତି ୨ ହାତୀ । ଲୋକ ଦେଖି ଭୟରେ ବାହାରୁ ନାହାନ୍ତି ପାଣିରୁ । ସେହିଭଳି ବାଘ ଗଣନା ବେଳେ ୨ କର୍ମଚାରୀଙ୍କୁ କାମୁଡ଼ିଲା ଭାଲୁ ।

Barabati
ବାରବାଟୀ ବ୍ୟାଟେଲ୍ ! ଅଫ୍‌ଲାଇନ୍‌ରେ ବିକ୍ରି ହେବ ୧୨ ହଜାର ଟିକେଟ୍‌, ରାତିରୁ କାଉଣ୍ଟରରେ ଲାଗିପାରେ ଲାଇନ୍

ଟିକେଟ୍‌ କାଉଣ୍ଟରରେ ପରିଚୟପତ୍ର ଦେଖାଇ କିଣିବାକୁ ହେବ ଟିକେଟ । ମ୍ୟାଚ ପାଇଁ ଏୟାରପୋର୍ଟରୁ ହୋଟେଲ ଯାଏଁ କଡ଼ା ସୁରକ୍ଷାବ୍ୟବସ୍ଥା ।

Cancer Medicine
ଚିିକିତ୍ସା ବିଜ୍ଞାନରେ ଚମତ୍କାର ! ଔଷଧ ଖାଇ କ୍ୟାନ୍‌ସର୍‌ରୁ ହେଲେ ମୁକ୍ତ

କ୍ୟାନସର ରୋଗୀଙ୍କ ପାଇଁ ସଂଜୀବନୀର ନୂଆ ଆଶା । ଔଷଧ ନେଇ ଆମ ଦେଶରେ ଅଧିକ ଗବେଷଣା ଦରକାର ।

Repo Rate
ବଢ଼ିଲା ରେପୋ ରେଟ୍, ଆହୁରି ମହଙ୍ଗା ହେବ ଘର-କାର-ପର୍ସନାଲ ଲୋନ୍ EMI

ମାତ୍ର ୫ ସପ୍ତାହ ବ୍ୟବଧାନରେ ରେପୋ ରେଟ୍ ବୃଦ୍ଧି । ପୁଣି ୫୦ ବେସିସ ପଏଣ୍ଟ ବଢ଼ାଇଲା RBI । ୨୦୧୪ ପରେ ସବୁଠୁ ଅଧିକ ବଢ଼ିଲା ରେପୋ ରେଟ୍ ।

KL Rahul
ଓଡ଼ିଶା ଆସିବେନି ରାହୁଲ, ପୁରା ସିରିଜ୍‌ରୁ ପଡ଼ିଲେ ବାଦ୍‌

କଟକରେ ଆସନ୍ତା ୧୨ ତାରିଖରେ ରହିଛି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ । ଏଥିରେ ଖେଳିବେନି କେ ଏଲ୍ ରାହୁଲ ।

Cyber Crime
ସାବଧାନ ! ସାଇବର ଠକଙ୍କ ନୂଆ ଫଣ୍ଡା, ସେକ୍ସ ସାଇଟ୍‌ ମାଧ୍ୟମରେ ଲୁଟି ନେଉଛନ୍ତି ଟଙ୍କା

ନୂଆ ଉପାୟରେ ଚୂନ ଲଗାଇଛନ୍ତି ସାଇବର ଠକ । ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ମେଡିକାଲର ଫାର୍ମାସିଷ୍ଟଙ୍କଠାରୁ ଲକ୍ଷେ ଟଙ୍କା ଠକେଇ ହୋଇଛି ।

Mask
ପୁଣି ଡରାଇଲାଣି କରୋନା ! ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କଲା DGCA

ମାସ୍କ ବାଧ୍ୟତାମୂଳକ । ନିୟମ ଉଲ୍ଲଂଘନ କଲେ ନୋ ଫ୍ଲାଏ ଲିଷ୍ଟରେ ରଖାଯିବାକୁ ନିଷ୍ପତ୍ତି ।

Paddy MSP
ବଢ଼ିଲା ଧାନର MSP, ଏବେ କ୍ୱିଣ୍ଟାଲ ପିଛା ୨୦୪୦ ଟଙ୍କା

MSP ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି । କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା ।

Odisha Politics
BJPର ଦବ୍‌ଦବାରେ ଚେକ୍ ଦେବାକୁ BJDର ୨୪ ବ୍ଳୁ-ପ୍ରିଣ୍ଟ

ପଶ୍ଚିମ ଓଡ଼ିଶାର ୭ ବିଧାୟକ ଓଜନଦାର ଡିପାର୍ଟମେଣ୍ଟର ମନ୍ତ୍ରୀ । ବିଜେପି ଓ କଂଗ୍ରେସର ନିଶାନା-ବିକାଶ ନାହିଁ, ଖାଲି ଭୋଟ୍ ପାଇଁ ଲକ୍ଷ୍ୟ

Dukhadei Bisi
୮ ବର୍ଷ ଧରି ଉଈହୁଙ୍କା ଭଳି ଝୁମ୍ପୁଡ଼ିରେ ରହୁଛନ୍ତି ୭୦ ବର୍ଷିୟ ବୃଦ୍ଧା

ଦୁଃଖଦେଇଙ୍କୁ ଉପହାସ କରୁଛି ସରକାରୀ ଯୋଜନା । ଓଟିଭିରେ ଖବର ପ୍ରଶାରଣ ପରେ ଚେତିଲା ପ୍ରଶାସନ, ଥଇଥାନ ଉଦ୍ୟମ ।

Sanjay Panda
ରାତାରାତି ୟୁଟର୍ଣ୍ଣ ! ପୁରୀ ଅବକାରୀ ଇନ୍‌ସପେକ୍ଟରଙ୍କ ବଦଳିଲା ମତ

୨୪ ଘଣ୍ଟାରେ ମତ ପରିବର୍ତ୍ତନକୁ ନେଇ ନିଶାମୁକ୍ତି ଅଭିଯାନ ସଦସ୍ୟଙ୍କ ପ୍ରଶ୍ନ । ବିଭାଗୀୟ ଚାପ ନା ମାନସିକ ରୋଗ ? ଉଠିଲା ବଡ଼ ପ୍ରଶ୍ନ ।

CDS
କିଏ ହେବ ଆଗାମୀ CDS ? ନିୟମରେ ବଡ଼ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆ ଗାଇଡଲାଇନରେ କୁହାଯାଇଛି ଯେ ନିକଟରେ ୩ ସେନା ମୁଖ୍ୟ କିମ୍ବା ଉପ ମୁଖ୍ୟ ପଦରୁ ଅବସର ନେଇଥିବା ଅଧିକାରୀମାନେ ମଧ୍ୟ ସିଡିଏସ୍‌ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। କିନ୍ତୁ ସେମାନଙ୍କ ବୟସ ୬୨ ବର୍ଷରୁ କମ ହୋଇଥିବା ଅପରିହାର୍ଯ୍ୟ ।

K Pop Star
K-pop ଷ୍ଟାର ଗ୍ରୁପ୍‌ରେ ସାମିଲ ହେବା ପରେ ଗାଁ ମାଟିକୁ ଫେରିଲେ ଶ୍ରେୟା ଲେଙ୍କା

 କେ-ପପ୍ ଅର୍ଥାତ୍ କୋରିଆନ୍ ପପ୍ ସଙ୍ଗୀତକୁ ନେଇ ଏବେ ସାରା ବିଶ୍ୱରେ ଯୁବ ପିଢ଼ିଙ୍କ ମଧ୍ୟରେ ଖୁବ୍‌ କ୍ରେଜ୍‌ ରହିଛି । ତେବେ ଏହାରି ଭିତରେ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ଯେ, ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ଏହାର ଏକ ଅଶଂ । କେ-ପପ୍‌ର ନୂଆ ଗ୍ରୁପ୍...

Indian Army
କୁପ୍ରଥାର ଶିକାର ଭାରତୀୟ ଯବାନ, ଗାଁରୁ ହେଲେ ନିଆଁ ପାଣି ବାସନ୍ଦ

ଗଂଜାମ ଜିଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବାସନ୍ଦ ପ୍ରଥା । ସାମାନ୍ୟ ଭୁଲ କଲେ ଗାଁରୁ ତଡ଼ିପାର । ନଚେତ ନିଜ ଜାତିରୁ ବାସନ୍ଦ । ଗାଁ ମୁଖିଆ ଘୋଷଣା କରିଦେଲେ, ତାହା ବେଦର ଗାର ପାଲଟି ଯାଏ ।

Medicines
ଏବେ ବିନା ପ୍ରେସ୍‌କ୍ରିପ୍‌ସନ୍‌ରେ ମିଳିବ ଔଷଧ, ସରକାର କରୁଛନ୍ତି ଯୋଜନା

ଓଭର-ଦି-କାଉଣ୍ଟର ବିକ୍ରିର ଅର୍ଥ ହେଉଛି ଯେ, ଏକ ଔଷଧକୁ ଖୁଚୁରା ବଜାରରେ ବିନା କୌଣସି ଡାକ୍ତରୀ ପ୍ରେସକ୍ରିପସନରେ କିଣାଯାଇପାରିବ । ଦେଶରେ ଯେଉଁଠି ଆଣ୍ଟିବାୟୋଟିକ୍ ସମେତ ଅନେକ ଔଷଧ ସାଧାରଣ ଭାବେ କାଉଣ୍ଟରରେ ବିକ୍ରି ହୁଏ ।

Jhonny Deep
ପତ୍ନୀଙ୍କ ବିରୋଧରେ କେସ୍‌ ଜିତି ଖୁସି ମନାଇଲେ ହଲିଉଡ୍ ଷ୍ଟାର ଜନି ଡେପ୍‌ ! ଗୋଟିଏ ରାତିରେ ଖର୍ଚ୍ଚ କଲେ ୪୮ ଲକ୍ଷ

ଏମ୍ବର ହର୍ଡ ମାମଲାରେ କୋର୍ଟଙ୍କ ରାୟ ଜନି ଡେପ୍‌ଙ୍କ ସପକ୍ଷରେ ଯିବା ପରେ ସେ ବିଜୟ ଉତ୍ସବ ମନାଇଛନ୍ତି । ଇଂଲଣ୍ଡରେ ଏହି ରେସ୍ତୋରାଂ ଭାରତୀୟ ଖାଦ୍ୟ ପରିବେଷଣ କରିଥାଏ । ଯେଉଁଠି ୪୮ ଲକ୍ଷ ଖର୍ଚ୍ଚ କରିଛନ୍ତି ସେ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।