ସତ ହେଲା କି ସ୍ୱାସ୍ଥ୍ୟ ବିଭାଗର ଶଙ୍କା ? ରଥଯାତ୍ରା ପାଇଁ ଧାଏଁ କରି ବଢ଼ିଗଲା କି ସଂକ୍ରମଣ ? ଗତକାଲି ତୁଳନାରେ ରାଜ୍ୟରେ ଆଜି ପ୍ରାୟ ୫୦ ପ୍ରତିଶତ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବଢିଛି ଚିନ୍ତା । ଗତ କିଛି ଦିନ ହେଲା ସଂକ୍ରମଣର ୫ଶହ ଟ୍ରେଣ୍ଡ ଜାରି ରହିଥିବାବେଳେ ଆଜି ହଠାତ୍ ଲମ୍ବା ଡିଆଁ ମାରି ପହଞ୍ଚିଛି ୭୪୩ରେ ।
Published: Satyendu Shekher Mishra
Last updated: 13 July 2022, 08:35 PM IST
ରାଜ୍ୟରେ କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 ଚିହ୍ନଟ । ୨ ଜଣ ରୋଗୀଙ୍କ ଠାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।