• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Crime, Semi Porn Horror Film
ମଣିଷ ନା ପିଶାଚ ! ୩୦ କୁନି ପିଲାଙ୍କୁ ଦୁଷ୍ମର୍ମ ପରେ ହତ୍ୟା...

ଏଭିଳି ଏକ ଘଟଣା ସାମ୍ନାକୁ ଆସିଛି ଦେଶର ରାଜଧାନୀ ଦିଲ୍ଲୀରୁ ।

Viral CCTV Photo, Guddu Muslim
ଭାଇରାଲ CCTV ଫୁଟେଜ୍‌କୁ ନେଇ ନୂଆ ମୋଡ଼ ! ‘ମୋ ଫଟୋ ଦେଖାଇ କହୁଛନ୍ତି ଗୁଡ୍ଡୁ ମୁସ୍‌ଲିମ୍’

ସେଇ ଦିନ ସେ ନମାଜ ପାଠ କରିବାକୁ ଯାଇଥିଲେ। ତେବେ ଏ ପ୍ରସଙ୍ଗରେ ବରଗଡ଼ ପୋଲିସ ମୁହଁ ଖୋଲିନି ।

NEET aspirants forced to remove bra at Chennai
କ’ଣ ସତରେ ରହିଛି କି ଏମିତି ନିୟମ ? ପରୀକ୍ଷା କେନ୍ଦ୍ରକୁ ଅନ୍ତବସ୍ତ୍ର ମନା..!

ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକା ଏହି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ଆଉ ସେଠାରେ ଏଭଳି ସ୍ଥିତି ଦେଖି ଏକ ଟ୍ୱିଟ୍‌ କରିଥିଲେ । ଯାହାକି ଲୋକଙ୍କ ଖୁବ୍‌ ଦୃଷ୍ଟି ଆକର୍ଷଣ କରିଛି ।

Odisha Politics, Jharsuguda Bypoll
ଦିନକ ପରେ ଝାରସୁଗୁଡ଼ା ଭୋଟ୍, ପ୍ରଥମ ଥର ପାଇଁ ସବୁ ବୁଥ୍‌ରୁ ୱେବକାଷ୍ଟିଂ

EVM ଓ ଅନ୍ୟ ସରଞ୍ଜାମ ସହ ମତଦାନ କେନ୍ଦ୍ର ମୁହାଁ ପୋଲିଂ ପାର୍ଟି । ଶାନ୍ତି ଶୃଙ୍ଖଳା ରକ୍ଷାରେ ୭ କଂପାନୀ କେନ୍ଦ୍ରୀୟ ବଳ । ରାଜ୍ୟ ପୋଲିସର ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ ।

Odisha Politics, CM Naveen Patnaik
ବିଜେପି ପରେ ଖୋଦ୍ ଶାସକ ଦଳ MLA ଖୋଲିଲେ ଗୁମର...

ବିଧାୟକ ସୌମ୍ୟରଂଜନ ଖୋଲିଲେ ଶାସନ ବ୍ୟବସ୍ଥାର ଗୁମର । କିଛି ଜାଣୁନାହାନ୍ତି ମନ୍ତ୍ରୀ କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଧର୍ମେନ୍ଦ୍ରଙ୍କ ଶଶିକଳା ସିଣ୍ଡ୍ରୋମ ମନ୍ତବ୍ୟକୁ ଭିତ୍ତିହୀନ କହିଲା ବିଜେଡି ।

Odisha Politics, Congress
କଂଗ୍ରେସକୁ ପୁଣି ଗ୍ରାସିଲା ପୁରୁଣା ରୋଗ, ପିସିସି ସଭାପତିଙ୍କ ୯ରୁ ୯୦ ମିଶନକୁ ଚିରଞ୍ଜିବଙ୍କ ତାତ୍ସଲ୍ୟ

ଖୋଲା ମଞ୍ଚରୁ ନିଶାନା ସାଧିଲେ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ । ଜାନକୀ-ବସନ୍ତ ଲିଗାସିକୁ ନେଇ ନୂଆ ଆଞ୍ଚଳିକ ଦଳ ସମୀକରଣ ଚର୍ଚ୍ଚା ।

Odisha Weather News
ଏଥର ବି ମେ’ରେ ମୁଣ୍ଡ ଟେକୁଛି ବାତ୍ୟା

ବାଂଲାଦେଶ କିମ୍ବା ମିଆଁମାର ମୁହାଁଇବା ସମ୍ଭାବନା । ଆସନ୍ତା ୧୦ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ଅବପାତ । ଓଡ଼ିଶା ଉପରେ ବାତ୍ୟା ପ୍ରଭାବର ସମ୍ଭାବନା ନାହିଁ କହିଲେ ଆଇଏମଡି ।

Facebook
ସାବଧାନ ଫେସ୍‌ବୁକ୍‌ ୟୁଜର ! ଭେରିଫାଏଡ୍ ଆକାଉଣ୍ଟ ବି ହୋଇପାରେ ଫେକ୍, କରନ୍ତୁ ନାହିଁ ବିଶ୍ୱାସ

ପ୍ରଣାଳି ପୁରୁଣା ହୋଇଥିବାରୁ ଫେସ୍‌ବୁକ୍‌ ବା ମେଟା ଆବଶ୍ୟକ କରୁଥିବା ସମସ୍ତ ତଥ୍ୟ ଯୋଗାଡ଼ କରି ଯେକେହି ବି ବ୍ଲୁ-ଟିକ୍ ହାସଲ କରିବାରେ ସଫଳ ହୋଇପାରିବ ।

Social Media, Viral Video
ମନଛୁଆଁ ଭିଡିଓ :୨ ବର୍ଷର ଛୁଆକୁ ଛାଡ଼ି ଅଫିସ ଯିବାକୁ ଚାହୁଁନି ମା’, ହେଲେ ପୁଅ କହୁଛି...

ମାଆଙ୍କ କାନ୍ଦ ଦେଖି ପୁଅ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି । କହୁଛି ଅଫିସ ତ ଯିବାକୁ ପଡ଼ିବ । ଅଫିସ୍ ନଗଲେ କେମିତି ହେବ...

Cyber Crime, Black mail, Whatsapp Hack
ଗୋଟିଏ OTP, ହ୍ୱାଟ୍ସଆପ୍ ଆକାଉଣ୍ଟ ହାକ୍ ! DPରେ ପ୍ରଫେସରଙ୍କ ଫଟୋ ଲଗାଇ ଯୁବତୀଙ୍କୁ ପଠାଇଲା ଅଶ୍ଲିଳ ଭିଡିଓ

ଏକଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ଛାତ୍ରୀ ଏନେଇ ପ୍ରଫେସରଙ୍କ ପାଖକୁ ଆସି ଅଭିଯୋଗ କରିବାକୁ ସାହସ କଲେ । ଆଉ ପୁରା ଘଟଣା ପ୍ରଫେସରଙ୍କୁ ଜଣାଇଲେ ।

Tirupati Temple
ସାବଧାନ ! ତିରୁପତି ଦର୍ଶନ ପାଇଁ ଅନ୍‌ଲାଇନ୍‌ ଟିକଟ କିଣୁଛନ୍ତି କି ? ପଡ଼ିପାରନ୍ତି ଠକାମିରେ...

ଦୁଃଖର ବିଷୟ ଯେ, ଆପଣ ଭଗବାନଙ୍କୁ ଦର୍ଶନ ପାଇଁ ଯେଉଁ ଟିକେଟ କିଣିଥିବେ ତାହା ନକଲି ସାବ୍ୟସ୍ତ ହେବ ।

President Of India Droupadi Murmu
ଭାଷଣ ଦେଉଥିଲେ ମହାମହିମ ରାଷ୍ଟ୍ରପତି, କଟିଗଲା ଲାଇନ୍

ହଲରେ ପୂରା କିଟିକିଟି ଅନ୍ଧାରରେ ବସିଲେ ନିମନ୍ତ୍ରିତ ଅତିଥି । ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ବାରା ବିଜୁଳି ପୁନର୍ବାହାଲ ହୋଇଥିବା ସୂଚନା ମିଳିଛି ।

Alcohol Vending Machine In India
ATMରୁ ଟଙ୍କା ବାହାରିବା ଭଳି, ସ୍ୱିଚ୍‌ ଚିପିଲେ ବାହାରିବ ମଦ !

 ମଦ କିଣିବା ପରେ ଆପଣ ଅନ୍‌ଲାଇନ୍ ହେଉ କିମ୍ବା କ୍ୟାସ୍‌ରେ ପେମେଣ୍ଟ କରିବାର ଉଭୟ ସୁବିଧା ମଧ୍ୟ ରହିଛି ।

Samar Pratap Nayak
ଫର୍ଚ୍ୟୁନ୍ ଇଣ୍ଡିଆ ମାଗାଜିନ୍‌ରେ ସ୍ଥାନ ପାଇଲେ ୪ ଓଡ଼ିଆ, ‘୪୦ ଅଣ୍ଡର ୪୦’ରେ ସର୍ବ କନିଷ୍ଠ ସମର

ଭୁବନେଶ୍ୱରର ଏକ ଘରୋଇ କଲେଜରେ ସେ ମ୍ୟାନେଜମେଣ୍ଟ ପାଠ ପଢ଼ିବା ପରେ IIM ଅହମ୍ମଦାବାଦରୁ ଡିଗ୍ରୀ ହାସଲ କରିଛନ୍ତି । ପାଠ ପଢ଼ା ସରିବା ପରେ ସମର କେବେ ବି ୯-୫ ଚାକିରି କରିବା କଥା ଚିନ୍ତା କରି ନାହାଁନ୍ତି ।

Kings Charles 111
ବ୍ରିଟେନ୍‌ର ନୂଆ ରାଜା ଚାଲ୍ସଙ୍କର ହେବ ରାଜ୍ୟାଭିଷେକ...

ଗତ ସେପ୍ଟେମ୍ବରରେ କୁଇନ୍ ଏଲିଜାବେଥ ଦ୍ୱିତୀୟଙ୍କର ଦେହାନ୍ତ ପରେ ଏହି ପଦ କିଙ୍ଗ୍ ଚାର୍ଲସ ସମ୍ଭାଳିଥିଲେ ମଧ୍ୟ ତାଙ୍କର ବିଧିବଦ୍ଧ ରାଜ୍ୟାଭିଷେକ ହୋଇନଥିଲା ।

Nayapally Ladies Hostel
ରୋଡ୍‌ ରୋମିଓଙ୍କ ଉତ୍ପାତ ! ଲେଡିଜ୍‌ ହଷ୍ଟେଲ ଭିତରେ ପଶି କଲେ ହଙ୍ଗାମା...

ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଘଟିଥିଲା ଘଟଣା । ନୟାପଲ୍ଲୀ ପୋଲିସ ଘଟଣାର ଛାନଭିନ ଜାରି ରଖିଛି ।

President Of India Droupadi Murmu
ରାଷ୍ଟ୍ରପତିଙ୍କ ଗସ୍ତର ଅନ୍ତିମ ଦିନ, ସନ୍ଧ୍ୟାରେ ଫେରିଯିବେ ଦିଲ୍ଲୀ

ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସରେ ପ୍ରସ୍ତୁତ କୋର୍ମା ରାଷ୍ଟ୍ରପତିଙ୍କୁ ପରଷା ଯାଇଥିଲା।

Odisha Politics, Jharsuguda Bypoll, Naveen-Dharmendra
Jharsuguda Bypoll: ୭ରେ ହାଇଭୋଲଟେଜ ପ୍ରଚାର !

ଗୋଟିଏ ଦିନରେ ରାଜ୍ୟର ୨ ବରିଷ୍ଠ ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।

Crispy Chicken In Just 10 Rupees
ରାସ୍ତା କଡ଼ରେ ଦାମୀ କମ୍ପାନୀ ଭଳି କ୍ରିପ୍‌ସି ଚିକେନ୍, ମାତ୍ର ୧୦ ଟଙ୍କାରେ

ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ କହିବୁ ଯିଏ କି ଖୁବ୍‌ ଶସ୍ତାରେ ଏଭଳି ଖାଦ୍ୟ ଯୋଗାଇ ପାରୁଛନ୍ତି । ମାତ୍ର ୧୦ ଟଙ୍କାରେ ସେ ଦେଉଛନ୍ତି କ୍ରିପ୍‌ସି ଚିକେନ୍‌ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।