ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଘଟିଥିଲା ଘଟଣା । ନୟାପଲ୍ଲୀ ପୋଲିସ ଘଟଣାର ଛାନଭିନ ଜାରି ରଖିଛି ।
ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସରେ ପ୍ରସ୍ତୁତ କୋର୍ମା ରାଷ୍ଟ୍ରପତିଙ୍କୁ ପରଷା ଯାଇଥିଲା।
ଗୋଟିଏ ଦିନରେ ରାଜ୍ୟର ୨ ବରିଷ୍ଠ ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।
ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ କହିବୁ ଯିଏ କି ଖୁବ୍ ଶସ୍ତାରେ ଏଭଳି ଖାଦ୍ୟ ଯୋଗାଇ ପାରୁଛନ୍ତି । ମାତ୍ର ୧୦ ଟଙ୍କାରେ ସେ ଦେଉଛନ୍ତି କ୍ରିପ୍ସି ଚିକେନ୍ ।
ରାୟଗଡ଼ା ଜିଲ୍ଲାପାଳ ସ୍ୱାଧାଦେବ ମଧ୍ୟ ୭ ତାରିଖରୁ ଛୁଟିରେ ଯାଉଛନ୍ତି । ତେଣୁ ବିବାହ ଚର୍ଚ୍ଚା ଅଧିକ ଜୋର ଧରିଛି ।
କେହି କେହି ଏହାକୁ ସାଧୁବାଦ ଜଣାଉଥିବା ବେଳେ ଅନେକ ଏହାକୁ ଅଶୁଭ ସଙ୍କେତ ବୋଲି ମଧ୍ୟ କହିଛନ୍ତି । ତେବେ କିଛି କମ୍ପାନୀ ଏବେ ଏହି AI ପନ୍ଥା ଆପଣାଇବାକୁ ମଧ୍ୟ ପ୍ରସ୍ତୁତ ହେଲେଣି ।
ଏହି ଛାୟା ଚନ୍ଦ୍ରଗ୍ରହଣ ତୁଳା ରାଶି ଏବଂ ସ୍ୱାତୀ ନକ୍ଷତ୍ରରେ ଲାଗିବ । ତେବେ ଭାରତରେ ଏହାର ପ୍ରଭାବ ଦେଖାଯିବ ନାହିଁ ।
ଗୋପ ଜିଲ୍ଲାପରିଷଦ ଆସନ ଏବେ ବିଜେଡି ହାତରୁ ଖସି ବିଜେପି ଖାତାକୁ ଚାଲିଯାଇଛି ।
ପୂର୍ତ୍ତ ବିଭାଗ ଆଇବି ବଦଳରେ ଘରେ ରାତ୍ରିଯାପନ । ଘରେ ରାତ୍ରଭୋଜନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଭାରତୀୟ ସ୍ଥଳସେନାଠାରୁ ଆରମ୍ଭ କରି ବାୟୁସେନା ଓ ନୌସେନାରେ ମଧ୍ୟ ମହିଳାମାନେ କାମ କଲେଣି । ଯାହା ଆପଣ ପୂର୍ବରୁ ଜାଣି ସାରିଛନ୍ତି ।
ଯୁବତୀ ଜଣକ ସବୁବେଳେ ଯୁବକଙ୍କୁ ଫୋନ୍ କରି ତାଙ୍କର ଫଟୋ ଏବଂ ଭିଡିଓ ରଖିଥିବା କଥା କହୁଥିଲେ ।
ଘଟଣା ଘଟିବାର ତିନି ଦିନ ପରେ ସୋନୁଙ୍କ ପରିବାର ଲୋକ ଥାନାରେ ସେ ନିଖୋଜ ହୋଇଥିବା ନେଇ ଖବର ଦେଇଥିଲେ । ପୋଲିସ ମାମଲାକୁ ଗୁରୁତ୍ୱର ସହ ନେଇଥିଲା ।
ଗତକାଲି ଚଳିତ ସଂସ୍କରଣର ୪୬ ନମ୍ବର ମ୍ୟାଚ୍ରେ ଉଭୟ ଦଳ ମୋହାଲିରେ ମୁହାଁମୁହିଁ ହୋଇଥିଲେ । ଆଉ ମ୍ୟାଚ୍ ଆରମ୍ଭ ପୂର୍ବରୁ ଟଚ୍ ପକାଇବା ପାଇଁ ଉଭୟ ଦଳର ଅଧିନାୟକ ମଇଦାନକୁ ଆସିଥିଲେ । ଶିଖର ଧାୱନ୍ କଏନ୍ ଫିଙ୍ଗିଥିବା ବେଳେ ରୋହିତ ଶର୍ମା ହେଡ୍ ଡାକି ଟଚ୍...
ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଦାମପାହାଡ଼ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଲେ ରାଷ୍ଟ୍ରପତି । ହେଲିପ୍ୟାଡରୁ ଓହ୍ଲାଇ ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ କଲେ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ମୟୂରଭଞ୍ଜ ଗସ୍ତ । ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା...
ଖାଲି ସେତିକି ନୁହେଁ, ୟୁକ୍ରେନ୍ର ରାଜଧାନୀ କିଭ୍ ସହରରେ ଦୁଇଟି ଭୟଙ୍କର ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି ।
ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ସ୍ୱାଗତ କରିଛନ୍ତି ।
ପ୍ରଥମ ଖ୍ରୀଷ୍ଟାବ୍ଦର ସମ୍ରାଟ ଖାରବେଳ ସମୟରେ ଅନେକ ଶିଳାଲିପି ମଧ୍ୟ ପାହାଡରେ ଖୋଦିତ ହୋଇ ରହିଛି ।
ଏକଥା ଆପଣଙ୍କୁ ବିଶ୍ୱାସ ହେଉନଥିବ । କିନ୍ତୁ ବାସ୍ତବରେ ଏହା ସତ । ଆଉ ଏହାକୁ ସତ ପ୍ରମାଣିତ କରିଛନ୍ତି ଉକ୍ତ ଚାଷୀ ଉକାଭାଇ ଭାଟ୍ଟି ।
କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ସିଇଓଙ୍କ ପାଖେ ବିଜେପିର ଦାବି । ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ।
ଗୁପ୍ତଧନ ଓ ଭୂତ ଛଡ଼ାଇବାର ଭାଣ୍ଡାମି କରି ଲଗାଉଥିଲା ଚୂନା । ସାମ୍ନାକୁ ଆସିଲାଣି ୬ଟି ମାମଲା, ଦେଢ଼ କୋଟିର ମିଳିଛି ହିସାବ । ୪ ଦିନିଆ ପୋଲିସ ରିମାଣ୍ଡରେ ଗଲା ଭଣ୍ଡ ମୌଲାନା କୈଫି ଖାନ୍ ।