ଗୁଳିରେ କିଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି । ଏହି ଗୁଳିକାଣ୍ଡରେ ଏବେ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ପାରମ୍ପରିକ ରୀତିନୀତିରେ ବ୍ୟାଣ୍ଡ, ବାଜା ଓ ବାରାତ ଧରି ବର ପହଁଚିଥିଲେ କନିଆଁ ପାଖରେ। ହାତଗଣ୍ଠି ପଡିବା ପରେ ଅନନ୍ୟାଙ୍କ ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥୀ ବନାଇଥିଲେ ଚଂଚଳ ରାଣା।
୧୫ ଦିନ ଭିତରେ ପୁନର୍ବିଚାର କରିବାକୁ ନାକ୍ ନିକଟରେ ଆବେଦନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
ସମ୍ଭାବ୍ୟ ସ୍ଥିତିକୁ ନେଇ ରାଜ୍ୟ ସରକାର ବି ଆରମ୍ଭ କରିଦେଇଛନ୍ତି ପ୍ରାକ୍ ପ୍ରସ୍ତୁତି ।
ପ୍ରଚାର ମୈଦାନରେ ଜୋରଦାର ଟକ୍କର । ଏସବୁ ଭିତରେ ମୈଦାନରେ ଫ୍ୟାମିଲି କ୍ୟାମ୍ପେନ ବି ଚରମରେ ।
ଟିମ୍ର ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇପିଏସ୍ ତଥା ସାଂସଦ ବ୍ରିଜ୍ ଲାଲ୍ ଘଟଣାର ସିବିଆଇ ତଦନ୍ତ ସହ ଏ କ୍ଷେତ୍ରରେ ଏନ୍ଆଇଏର ସହଯଗ ନିଆଯିବାକୁ ଦାବି କରିଛନ୍ତି ।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହଦଗଡ଼ ପଞ୍ଚାୟତର ୪ଟି ଗାଁ ଲୋକଙ୍କ ଏକତା ସେ ବିଶାଳ ଚ୍ୟାଲେଞ୍ଜକୁ ଗ୍ରହଣ କରି ନିଜ ହାତରେ ପାହାଡ଼ କାଟି ନିଜ ପାଇଁ ତିଆରି କରିଛନ୍ତି ୮ କିଲୋମିଟର ଲମ୍ବର ସବୁଦିନିଆ ରାସ୍ତା ।
ବିଜେପିର କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ର ଗ୍ରାଉଣ୍ଡ ଭିଜିଟ୍ । ସମ୍ବଲପୁର ହିଂସାଗ୍ରସ୍ତ ଅଞ୍ଚଳ ବୁଲିଲେ କେନ୍ଦ୍ରୀୟ ଟିମ୍ ।
ବିଜେଡି ପ୍ରାର୍ଥୀ ଜଣେ ମହିଳା ହୋଇଥିବାରୁ ବିଜେପି ପାଇଁ ମହିଳା ଭୋଟ୍ ଜୁଟାଇବାର ଭାର ନେଇଛନ୍ତି ଟଙ୍କଧରଙ୍କ ପତ୍ନୀ ଗୁଡ଼ିଆ ।
ଜଳବାୟୁ ପରିବର୍ତ୍ତନ କର୍ମଶାଳାରେ ରାଜ୍ୟର ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ବହୁ ପ୍ରତିନିଧି ଯୋଗ ଦେଇଥିଲେ ।
ଗତମାସରେ ନାକ୍ ଟିମ୍ କ୍ୟାମ୍ପସରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଖସିଛି ମାନ୍ୟତା ।
ନିର୍ବାଚନ ପୂର୍ବରୁ ପଛୁଆ ଭୋଟ୍ ହାତେଇବାର ଉଦ୍ୟମ । ରାଜ୍ୟରେ ଆରମ୍ଭ ହେଲା ଓବିସି ସର୍ଭେ । ଘର ଘର ବୁଲି ସର୍ଭେ କରିବାକୁ ଦାବି କରିଛି ବିଜେପି ।
୩ ଦିନିଆ ସରକାରୀ ଯୋଜନାର ପ୍ରଚାରରେ ଡେପୁଟି ସିଏମ୍ । ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଖଡ୍ଗହସ୍ତ ଓଡ଼ିଶା ନେତା ।
ଉପ ନିର୍ବାଚନ ପାଇଁ ଜମୁଛି ଝାରସୁଗୁଡ଼ା ପ୍ରଚାର ମୈଦାନ । ଲଇକେରା ଓ କୋଲାବିରାରେ ବିଶାଳ ଜନସମାବେଶ ।
ଯେଉଁ କାମ ପାଇଁ ପୂର୍ବରୂ ୧୦ ଜଣ ଲୋଡ଼ା ପଡ଼ୁଥିଲେ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ସେହି କାମକୁ ଦୁଇ ଜଣ ତୁଲାଇ ପାରିବେ । ତେଣୁ ଏଠାରେ ୮ ଜଣଙ୍କ ଚାକିରି ଯିବା ନିଶ୍ଚିତ ।
ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ବସ୍ ଭିତରେ ଥିବା ସେହି ଭଗବାନ କିଏ ? କେଉଁ ରୂପରେ ଆସିଥିଲେ ଭଗବାନ ? କେମିତି ବଞ୍ଚିଗଲା ସମସ୍ତଙ୍କ ଜୀବନ ?
କେନ୍ଦ୍ର ଓବିସି ତାଲିକାରେ ଥିବା ୧୪ ଜାତି, ରାଜ୍ୟ ଏସଇବିସି ତାଲିକାରେ ନାହାନ୍ତି । ତେଣୁ କେମିତି ସର୍ଭେ କରିବେ ରାଜ୍ୟ ସରକାର ବୋଲି ବିଜେପି ପ୍ରଶ୍ନ କରିଛି ।
ଆପଣ ଭାବୁଥିବେ ଏଭଳି କଡ଼ା ନିଷ୍ପତ୍ତି କାହିଁକି ନେଲେ ଆସାମ ସରକାର ? ଆହୁରି ମଧ୍ୟ ପ୍ରଶ୍ନ ଆସୁଥିବ କେଉଁ ୩୦୦ ପୋଲିସ ଅଫିସରଙ୍କୁ ସରକାର ଅବସର ନେବା ପାଇଁ କହିଛନ୍ତି ? କ’ଣ ସେମାନଙ୍କର ଭୁଲ ?
କଲେଜର ‘ସି ଶକ୍ତି’ ଟିମ୍ର ୧୦ ଜଣିଆ ସଦସ୍ୟ ଏହି ବୋଟର ନିର୍ମାଣ ଓ ଡିଜାଇନ କରିଛନ୍ତି।
ସୁଟରଙ୍କ ପାଖରୁ ନକଲି ଆଧାରକାର୍ଡ ଜବତ କରିଛି SIT । ଆଧାର କାର୍ଡ ନାମ ଏବଂ ପିତାଙ୍କ ନାମ ସଠିକ୍ ଥିଲା, କିନ୍ତୁ ଠିକଣା ଭୁଲ ଥିଲା । ତିନି ଜଣଙ୍କ ଆଧାରକାର୍ଡରେ ସମାନ ଠିକଣା ଚିତ୍ରକୋଟ ଲେଖାଥିଲା ।