• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Bhubaneswar Dumping yard
ଆଉ ଦାରୁଠେଙ୍ଗରେ ପଡ଼ିବନି ସହର ଅଳିଆ

ଗାଁକୁ ଯିବନି ଭୁବନେଶ୍ୱର ଅଳିଆ, ବହୁ ବିରୋଧ ପରେ ବନ୍ଦ ହେବ ଭୁଆଶୁଣି ଡମ୍ପିଂୟାର୍ଡ ।

36 lakh Whatsapp Ban
ବନ୍ଦ ହେଲା ୩୬ ଲକ୍ଷ ଫେକ୍‌ ହ୍ୱାଟ୍ସଆପ୍‌ ଆକାଉଣ୍ଟ, ଆଗକୁ ଆହୁରି ବନ୍ଦ ହେବ...

ଫ୍ରଡ୍ ନମ୍ବର ଗୁଡ଼ିକ ଡିଆକ୍ଟିଭ୍ ହେବା ପରେ ଆପେ ଆପେ ହ୍ୱାଟ୍ସଆପ୍‌ ମଧ୍ୟ ବନ୍ଦ ହୋଇଯାଇଥିଲା ।

Social Media, Viral Video
Viral Video: ଜୀବନ ଦର୍ଶନର ସୁନ୍ଦର ଭିଡିଓ ଛାଡ଼ିଲେ ହର୍ଷ ଗୋଏଙ୍କା

ଏହି ଭିଡିଓ ଟିକେ ନିଆରା । କାରଣ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ଖୋଦ୍‌ ଶିଳ୍ପପତି ହର୍ସ ଗୋଏଙ୍କା ।

Delhi Politics
ଅଫିସର୍‌ ରାଜ୍‌ ! ସକାଳୁ ରାତି ଯାଏ ଅପେକ୍ଷା କଲେ ଶ୍ରମମନ୍ତ୍ରୀ, ତଥାପି ଦେଖାଦେଲେନି ସଚିବ

କୁହାଯାଉଛି ଓଡ଼ିଶା ଭଳି ଦିଲ୍ଲୀରେ ମଧ୍ୟ ଚାଲିଛି ବାବୁ ରାଜ୍‌ । ନେତା ମନ୍ତ୍ରୀଙ୍କ ବଦଳରେ ସରକାର ଚଳାଉଛନ୍ତି ସଚିବ । 

Fir Lodge Against Sashi Bhusan Behera
ଶଶିଭୂଷଣଙ୍କ ପରିବାରର ୫ଜଣଙ୍କ ନାଁରେ ଯୌତୁକ ନିର୍ଯାତନା ମାମଲା

ଶଶିଭୂଷଣଙ୍କ ପରିବାରର ୫ଜଣ ସଦସ୍ୟଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବା ଅଭିଯୋଗ କରିଥିଲେ ରୋନାଲି ।

Supreme Court On Divorce Case
‘ପ୍ରେମ କରି ବିବାହ କରିଥିବା ଅଧିକାଂଶ ଦମ୍ପତ୍ତି ମାଗୁଛନ୍ତି ଛାଡ଼ପତ୍ର’

ଏକଥା କୋର୍ଟ ସେତେବେଳେ କହିଥିଲେ ଯେତେବେଳେ ଓକିଲ କୋର୍ଟଙ୍କୁ ଜଣାଇଲେ ଯେ, ଏହି ଦମ୍ପତ୍ତିଙ୍କର ପ୍ରେମ ବିବାହ ହୋଇଛି ।

Union Minister Dharmendra Pradhan
ଝାରସୁଗୁଡା ଫଳାଫଳକୁ ନେଇ ବିଜେଡି-ବିଜେପି ଆରୋପ-ପ୍ରତ୍ୟାରୋପ

ଶ୍ରୀଜଗନ୍ନାଥଙ୍କ ଭୂମିରେ ଇଞ୍ଜିନ କାହାକୁ ଦିଆଯିବ ସେ ନିଷ୍ପତ୍ତି ଆଗକୁ ନିଆଯିବ।

Heat Wave
ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉପାନ୍ତ ସବୁଠି ତ୍ରାହି ତ୍ରାହି

ଯଦିଓ ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଛି, ଉପକୂଳରେ କିନ୍ତୁ କଲବଲ କରୁଛି ହ୍ୟୁମିଡିଟି ବା ଆଦ୍ରତା।

Matric Result
CBSE ଓ ICSE ପରେ ପ୍ରକାଶ ପାଇବ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ

ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ www.bseodisha.ac.inରେ ପରୀକ୍ଷା ଫଳ ଜାଣିପାରିବେ।

smart parking
ଦୁଇ ବର୍ଷ ତଳୁ ବ୍ୟବସ୍ଥା ହେଲାଣି, ହେଲେ ଏଯାଏଁ ସୁବିଧା ପାଉନାହାନ୍ତି ଜନସାଧାରଣ

ତେବେ ବିଡ଼ମ୍ବନାର ବିଷୟର, ଦୁଇବର୍ଷ ତଳୁ ଏ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ଏଯାଏଁ ତାହା କାର୍ଯ୍ୟକାରୀ ହୋଇପାରୁନି କି, ଇ ପାର୍କିଂ ବ୍ୟବସ୍ଥା କଣ, ତାହା ଏଯାଏଁ ଅଧିକାଂଶ ଲୋକେ ଜାଣି ବି ନାହାନ୍ତି।

sasi behera
ବଧୂ ନିର୍ଯାତନା ଅଭିଯୋଗରେ ଅଡୁଆରେ କେନ୍ଦ୍ରାପଡ଼ାର ବିଜେଡି ବିଧାୟକ ଶଶିଭୂଷଣ ବେହେରା

ବାହାଘରର ଦଶ ବାର ଦିନ ପରଠୁ ୪୦ ଲକ୍ଷ ଟଙ୍କା ପାଇଁ ଶାଶୁଘର ଲୋକେ ବୋହୂଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି ।

Arkesh Singhdeo Vs Adrija singdeo
ଦାଣ୍ଡରେ ପଡ଼ି ହାଟରେ ଗଡୁଛି ବଲାଙ୍ଗିର ରାଜା ଘର କଳି

୨୦୧୯ ବିଧାନସଭା ନିର୍ବାଚନରେ ବଲାଙ୍ଗିର ଏମଏଲଏ ପାଇଁ ଲଢୁଥିବା ସ୍ୱାମୀ ଅର୍କେଶଙ୍କ ପାଇଁ ପ୍ରଚାର ବି କରିଥିଲେ ।

Jajpur jewellery showroom loot
ଓଡ଼ିଶାରେ ଆଖି ପକାଇଛନ୍ତି କି ପଡ଼ୋଶୀ ଲୁଟେରା ?

ସହରରୁ ଅଳ୍ପଦୂରରେ ବାଇପାସ୍ ରୋଡ୍ ଥିବାରୁ ଲୁଟେରାଙ୍କୁ ଖସିପଳାଇବାକୁ ସହଜ ହୋଇଥିବା କୁହାଯାଉଛି।

Power Cuts
ଅସହ୍ୟ ଗୁଳୁଗୁଳିରେ ଅଘୋଷିତ ବିଜୁଳି କାଟ୍, ରାତି ଅଧରେ କରେଣ୍ଟ ବିନା କଲବଲ ଜନ ଜୀବନ

ଏପରିଦୃଶ୍ୟ କେଉଁ ଉପାନ୍ତ କି ଅବେହଳିତ ନୁହେଁ, ଖୋଦ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ।

Matric Result
ଏଇ ଗୁରୁବାର ସକାଳ ୧୦ଟା ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ

୧୨ ଟାରୁ ୱେବସାଇଟରେ ଉପଲବ୍ଧ, ଏସଏମଏସରେ ଜାଣି ହେବ । ୧୦ମ ଶ୍ରେଣୀ ରେଜଲ୍ଟ ଅପେକ୍ଷାରେ ୫ ଲକ୍ଷ ୪୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ।

Heat Wave
ମୁଣ୍ଡଫଟା ଖରା, ଅସହ୍ୟ ଗୁଳୁଗୁଳି, ଅସ୍ତବ୍ୟସ୍ତ କରୁଛି ଗରମ ! ପଶ୍ଚିମରେ ପାରଦ ୪୪ଂ ଉପରେ

କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳର କିଛି ସ୍ଥାନରେ ବର୍ଷା ହେବା ଫଳରେ ଲୋକେ ତାତିରୁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ।

sasi behera
ଅଡୁଆରେ BJD ବିଧାୟକ ଶଶିଭୂଷଣ, ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

ବାଙ୍କୀ ଥାନାରେ ମାମଲା ରୁଜୁର ୨ ମାସ ପରେ ସାମ୍ନାକୁ ଆସିଲେ ବୋହୂ । ନିର୍ଯାତନାର କାହାଣୀ ବଖାଣିଲେ ବୋହୂ ରୋନାଲି, ଶଶି କହିଲେ ଭିତ୍ତିହୀନ ।

Arkesh Singhdeo Vs Adrija singdeo
Royal Family Dispute: ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ବଲାଙ୍ଗିର ରାଜାଘର ଗୁମର

ସଂଗୀନ ଅଭିଯୋଗ ଆଣିଲେ ଅନଙ୍ଗ ଉଦୟଙ୍କ ବୋହୁ ଅଦ୍ରିଜା ସିଂଦେଓ । ଅର୍କେଶ ଡିଭୋର୍ସ ଦେବାକୁ ଚାହିଁବାର କାରଣ ଜାଣିପାରୁନି କହିଲେ ଅଦ୍ରିଜା । କୋର୍ଟରେ ମାମଲା ବିଚାରାଧୀନ ରହିଛି କହିଲେ ଅର୍କେଶ ସିଂଦେଓ ।

Vande Bharat Express From 18th May
ସରିଛି ଟ୍ରାଏଲ ରନ୍, ୧୮ରେ ଗଡ଼ିବ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ

୧୮ରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦି । ଓଡ଼ିଶାରେ ପ୍ରଥମ କରି ଚଳାଚଳ କରିବ ସେମି ହାଇସ୍ପିଡ୍ ଟ୍ରେନ୍ ।

Odisha Politics, Ministry Reshuffle
ଗଡୁଛି ସମୟ, ବଢୁଛି ଦ୍ୱନ୍ଦ୍ୱ ! ୨ ମନ୍ତ୍ରୀ ଓ ବାଚସ୍ପତିଙ୍କ ଇସ୍ତଫାକୁ ୩ ଦିନ ବିତିଲା

ସ୍ପଷ୍ଟ ହେଉନି ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଚିତ୍ର । ଅସନ୍ତୁଷ୍ଟଙ୍କୁ ବୋଧ ଦେବାକୁ ମାପିଚୁପି ଗୋଟି ଚାଳନାରୁ ବିଳମ୍ବ ଚର୍ଚ୍ଚା । ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ବଢୁଛି ଆଶାୟୀଙ୍କ ତାଲିକା ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।