/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687320359.jpg)
Today Panchang
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର । ଚନ୍ଦ୍ର – ବିଛା ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୮.୨୧ ଗତେ ପୂର୍ଣ୍ଣିମା, ଘାତ ଚନ୍ଦ୍ର – ଦିବା ୦୧.୧୭ ଗତେ ତୁଳା ଓ କୁମ୍ଭ, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ
Advertisment
ଶୁଭ ସମୟ:
ପ୍ରାତଃ ୦୭.୦୦ ରୁ ୦୯.୩୮
ଦିବା ୦୧.୨୯ ରୁ ୦୨.୫୫
ଦିବା ୦୪.୪୦ ରୁ ୦୪.୪୭
ସନ୍ଧ୍ୟା ୦୬.୨୫ ରୁ ୦୭.୫୨
ରାତ୍ରି ୧୦.୪୫ ରୁ ୧୨.୫୫
ଅଶୁଭ ସମୟ:
ଋାହୁକାଳ – ଦିବା ୦୪.୪୭ ରୁ ୦୬.୨୫
କାଳବେଳା – ଦିବା ୧୧.୫୦ ରୁ ୦୧.୨୯
ବାରବେଳା – ଦିବା ୧୦.୧୧ ରୁ ୧୧.୫୦
କାଳରାତ୍ରି – ରାତ୍ରି ୦୧.୧୨ ରୁ ୦୨.୩୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)