ସାପ ବେଙ୍ଗରେ କେମିତି ରହିବୁ? ୨୬ ବର୍ଷର ରେକର୍ଡ ଭଙ୍ଗା ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର । ୨୦ ରୁ ଅଧିକ ସ୍ଥାନରେ ସାଂଘାତିକ କୃତ୍ରିମ ବନ୍ୟା ସ୍ଥିତି ପାଇଁ ଅକଥନୀୟ ଦୁର୍ଦ୍ଦଶାରେ ସ୍ମାର୍ଟସିଟି ବାସିନ୍ଦା । ଡରରେ ସହର ମୋହ ଛାଡ଼ି ଗାଁକୁ ବେଡ଼ିଂ ବାନ୍ଧିଲେଣି ଲୋକେ ।
Published By: Satyendu Shekher Mishra
Last updated: 01 August 2023, 09:29 PM IST
ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।