• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୌର କୁମ୍ଭମାସ  ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୨ତାରିଖ ଶନିବାର । ଚନ୍ଦ୍ର- ତୁଳା ଦିବା ୦୮.୧୬ ଗତେ ବିଛା । ତିଥି-  ୬ଷ୍ଠୀ ପ୍ରାତଃ ୦୭.୫୪ ଗତେ ୭ମୀ
ଘାତଚନ୍ଦ୍ର- ନାସ୍ତି । ଘାତବାର- ବୃଷ, ସିଂହ ଓ କନ୍ୟା । 

ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୫୪ ଗତେ ୩ ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୨.୪୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

ଶୁଭ ସମୟ

ଦିବା-୧୦.୩୧ ରୁ ୦୧.୦୮
ରାତ୍ରି- ୦୮.୧୬ ରୁ ୧୦.୪୪
ରାତ୍ରି- ୧୨.୨୩ ରୁ ୦୨.୦୧
ରାତ୍ରି- ୦୨.୫୧ ରୁ ୦୪.୨୯

ଅଶୁଭ ସମୟ

ରାହୁକାଳ- ଦିବା ୦୯.୦୩ ରୁ ୧୦.୩୧
କାଳବେଳା- ପ୍ରାତଃ ୦୬.୦୯ ରୁ ୦୭.୩୬ ଓ ଦିବା ୦୪.୨୧ ରୁ ୦୫.୪୮
ବାରବେଳା- ଦିବା ୦୧.୨୬ ରୁ ୦୨.୫୩
କାଳରାତ୍ରି- ସନ୍ଧ୍ୟା ୦୫.୪୮ ରୁ ୦୭.୨୧ ଓ ନିଶାନ୍ତ ୦୪.୩୫ ରୁ ୦୬.୦୮