/odishatv-khabar/media/post_attachments/uploadimage/library/16_9/16_9_0/Panchang_1708566641.jpg)
Panchang
ସୌର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀ ୨୮ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ରାତ୍ରି ୦୮.୫୯ ଗତେ ତୁଳା । ତିଥି-୪ର୍ଥୀ ରାତ୍ରି ୦୪.୧୮ ଗତେ ୫ମୀ ।
Advertisment
ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୮.୫୯ ପର୍ଯ୍ୟନ୍ତ । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି ।
ଶୁଭ ସମୟ
ପ୍ରାତଃ-୦୬.୧୧ ରୁ ୦୭.୪୪
ଦିବା- ୧୦.୩୨ ରୁ ୧୧.୩୬
ଦିବା- ୦୧.୫୫ ରୁ ୦୫.୦୧
ସନ୍ଧ୍ୟା- ୦୬.୩୭ ରୁ ୧୦.୪୪
ରାତ୍ରି- ୦୨.୦୨ ରୁ ୦୩.୦୪
ନିଶାନ୍ତ- ୦୪.୩୭ ରୁ ୦୬.୧୦
ଅଧିକ ପଢ଼ନ୍ତୁ: ଘର ପାର୍ଶ୍ୱରେ ହସ୍ପିଟାଲ୍ ଥିଲେ ସାଂଘାତିକ; ଜାଣନ୍ତୁ କ’ଣ ହୁଏ କ୍ଷତି
Advertisment
ଅଶୁଭ ସମୟ
ରାହୁକାଳ- ଦିବା ୧୧.୫୯ ରୁ ୦୧.୨୬
କାଳବେଳା- ଦିବା ୦୯.୦୫ ରୁ ୧୦.୩୨
ବାରବେଳା- ଦିବା ୧୧.୫୯ ରୁ ୦୧.୨୬
କାଳରାତ୍ରି- ରାତ୍ରି ୦୩.୦୪ ରୁ ୦୪.୩୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)