ପୋଲିସର କହିବାନୁଯାୟୀ, ଗୌତମ ହେଉଛି ଜଣେ ମାନସିକ ବିକାରଗ୍ରସ୍ତ ଯୁବକ । ଘର କଳି ଯୋଗୁଁ ସେ ନିଜ ପତ୍ନୀଙ୍କୁ ହତ୍ୟା କରିଛି । ତା’ପରେ ତାଙ୍କ ମୁଣ୍ଡ କାଟି ହାତରେ ଧରି ବୁଲୁଥିଲା । ଗୋଟେ ହାତରେ କଟା ମୁଣ୍ଡ ଥିଲା ବେଳେ ଅନ୍ୟ ହାତରେ ଧାରୁଆ...
ନାମାଙ୍କନ ଦାଖଲ ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ। ଏଥିସହ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।
ଅଶ୍ୱିନୀଙ୍କ ଅମଳରେ ରେଳ ଯୋଗାଯାଗରେ ଆସିଛି ଢେର୍ ଉନ୍ନତି କହିଲା ବିଜେଡି । ଅଶ୍ୱିନୀ ସମୀକରଣକୁ କି ଦୃଷ୍ଟିରେ ଦେଖିବେ ଦୁଇ ଦଳର କର୍ମୀ ଓ ଭୋଟର ?
ପ୍ରମାଣିତ ହେଲା ବିଜେଡି-ବିଜେପି ନିବିଡ଼ ସମ୍ପର୍କ କହିଲା କଂଗ୍ରେସ । ବିଜେଡିର ଉତ୍ତର ରାଜ୍ୟ ସ୍ୱାର୍ଥ ପାଇଁ ଏଭଳି ନିଷ୍ପତ୍ତି।
ମନ୍ଦିରରେ ସାତୋଟି ଶିଖର ନିର୍ମାଣ କରାଯାଇଛି ଯେଉଁଥିରେ ପ୍ରଭୁ ରାମ, ଭଗବାନ ଶିବ, ଜଗନ୍ନାଥ, କୃଷ୍ଣ, ସ୍ୱାମୀନାରାୟଣ, ତିରୁପତି ବାଲାଜୀ ଏବଂ ଭଗବାନ ଆୟାପ୍ପାଙ୍କ ମୂର୍ତ୍ତି ରହିଛି।
ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ଏହି ହସପିଟାଲରେ ନିଜସ୍ୱ ଡିଜି ସେଟ୍ ନାହିଁ।
ପରୀକ୍ଷା ସକାଳ ସାଢ଼େ ୧୦ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ୧୦ ଟାରେ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯଦି ଆମେ ଗତ ୧୦ ଦିନର ପେଟିଏମ୍ ସ୍ଥିତିକୁ ଅନୁଶୀଳନ କରିବା ତେବେ ଏହା ପ୍ରାୟ ୫୫ ପ୍ରତିଶତ ହ୍ରାସ ପାଇଛି । ସେୟାର ମୂଲ୍ୟ ହ୍ରାସ ହେବା ପରେ ୧୦ ଦିନ ମଧ୍ୟରେ ନିବେଶକମାନେ ୨୬ ହଜାର କୋଟି ଟଙ୍କା ହରାଇଛନ୍ତି ।
ଉଭୟ ନେତାଙ୍କ ଭେଟଘାଟ୍ ପୁଣିଥରେ ପ୍ରଦୀପଙ୍କ ପଦ୍ମ ଦଳରେ ସାମିଲ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ଅନେକ ବଲିଉଡ କଳାକାର ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ନିରିହ ପଶୁମାନଙ୍କ ପ୍ରତି ଏଭଳି ଅତ୍ୟାଚାର ଠିକ୍ ନୁହେଁ ବୋଲି ସୋସିଆଲ ମିଡିଆରେ ଅନେକ ମତ ରଖିଛନ୍ତି ।
କଂଗ୍ରେସ ପକ୍ଷରୁ ଏହାକୁ ଅଧିକରୁ ଅଧିକ ଭାଇରାଲ କରାଯାଉଥିବା ଦେଖାଯାଇଛି । କଂଗ୍ରେସ ସମର୍ଥକମାନେ ଏଥିରେ ମୋଦିଙ୍କୁ ନାନା ଗାଳି ଗୁଲଜ କରିଥିବା ବେଳେ ମୋଦିଙ୍କ ପ୍ରତି ଅସନ୍ତୋଷ ମଧ୍ୟ ଝାଡ଼ିଛନ୍ତି । ଚାଷୀଙ୍କୁ ମୋଦି ହତାଦର କରୁଛନ୍ତି ବୋଲି କଂଗ୍ରେସ ସମର୍ଥକ କହୁଛନ୍ତି ।
ପୁଣି ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରି ଛାତ୍ରଛାତ୍ରୀଙ୍କୁ ନୂଆ ମ୍ୟାଜିକ ସ୍ମାର୍ଟ କାର୍ଡ। ଯାହାଦ୍ବାରା ଛାତ୍ରଛାତ୍ରୀମାନେ ମାଗଣାରେ ବସ୍ ଓ ଟ୍ରେନରେ ଯାତାୟତ କରିବା ସହ ଫ୍ରି ୱାଇଫାଇ ସୁବିଧା ପାଇପାରିବେ ।
ଏମିତିକି କିଛି ସାଇବର ଠକ ଟଙ୍କା ଲୁଟୁଥିବାର ବି ଅଭିଯୋଗ ଆସିବା ପରେ ତତ୍ପର ହୋଇଛି ସିବିଏସଇ। କେବଳ ନିଜ ଅଫିସିଆଲ୍ ‘X’ ହ୍ୟାଣ୍ଡେଲ୍ ଫଲୋ କରିବାକୁ ଦେଇଛି ପରାମର୍ଶ।
ନାମାଙ୍କନ ଭରିଥିବା ଦେବାଶିଷ ଓ ଶୁଭାଶିଷ କହିଛନ୍ତି ରାଜ୍ୟ ସ୍ୱାର୍ଥକୁ ଉଚ୍ଚ ସଦନରେ ଉଠାଇବାକୁ ସୁଯୋଗ ମିଳିଲା।
ସ୍ପଷ୍ଟ ଦିବାଲୋକରେ ଏଟିଏମ୍ ଭ୍ୟାନରୁ ୧ କୋଟି ୬୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ ୭ରୁ ୮ ଜଣ ମୁଖାପିନ୍ଧା ଡକାୟତ ।
ଏବେ ପ୍ରଶ୍ନ ଉଠୁଛି, ଯଦି ରାଜଧାନୀ ଉପକଣ୍ଠରେ ଏଭଳି ଘଟଣା ଘଟୁଛି, ତେବେ ରାଜ୍ୟରେ କେତେ ସୁରକ୍ଷିତ ଗଜରାଜ ?
ଟେକ୍ମେମେ ଏକ ଟେକ୍ ୱେବ୍ସାଇଟ୍, ଯାହାର ନାଁରୁ ହିଁ ସ୍ପଷ୍ଟ ବାରି ହେଉଛି । ଏହି ପ୍ଲାଟ୍ଫର୍ମରେ ସାରା ବିଶ୍ୱର ସମସ୍ତ ଟେକ୍ନୋଲୋଜି ୱେବ୍ସାଇଟ୍ ଦେଖି ହୋଇଥାଏ ।
ଡିଲର ପଏଣ୍ଟରେ ଫାଇଭ୍ଟି ଲୋଗୋ ଥିବା ବ୍ୟାଗ୍ ପୋଡ଼ି । ନିବୃତ ନହେଲେ ଆଗକୁ ବ୍ୟାପକ ହେବ ଆନ୍ଦୋଳନ ଚେତାବନୀ ।
କ୍ଲଷ୍ଟର ଜଗିବା ସହ କରିବେ ବୁଥ୍ ମ୍ୟାନେଜମେଣ୍ଟ । କଂଗ୍ରେସକୁ ବଳ ଦେବାକୁ ଆସିବେ ପ୍ରିୟଙ୍କା, ପାଇଲଟ୍ ।