• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Supreme Court
ପ୍ରଧାନ ବିଚାରପତିଙ୍କ ୪୦ ବର୍ଷ ତଳର ଦୋସ୍ତି, ଭେଟ ହେଲେ ସୁପ୍ରିମ୍‌କୋର୍ଟରେ

ମୁଖ୍ୟ ନ୍ୟାୟାଧିଶ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଦାଲତ କକ୍ଷରେ ସମସ୍ତେ ଏକାଠି ହୋଇଥିଲେ ।

Priyanka Gandhi
ରାହୁଲଙ୍କ ପରେ ପ୍ରିୟଙ୍କା-ସଚିନ୍ ଆସିବେ ଓଡ଼ିଶା

ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିବେ ପ୍ରିୟଙ୍କା-ସଚିନ୍ ।

Crime
ଖାଦ୍ୟ ସାମଗ୍ରୀ ପରେ ଓଜନ୍ ମେସିନ୍ ବି ନକଲି

ବେଆଇନ ଭାବେ ଓଜନ୍ ମେସିନ୍ ତିଆରୀ ହେଉଥିଲା ।

Ragging
MBBS ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ୨ ସିନିୟରଙ୍କ ରାଗିଂ, ଥାନାରେ ଏତଲା !

ପୀଡ଼ିତ ଛାତ୍ରଙ୍କ ବାପା ବୈଦ୍ୟନାଥପୁର ଥାନାରେ କରିଛନ୍ତି ଲିଖିତ ଅଭିଯୋଗ ।

EPFO
ବଢ଼ିଲା EPF ସୁଧ, ଖୁବ୍‌ଶୀଘ୍ର ବଢ଼ିବ ଦରମା...

ଗତ ୨୦୨୨-୨୩ରେ ସୁଧହାର ଥିଲା ୮.୧୫ । ଏବେ ଏହାକୁ ବୃଦ୍ଧି କରାଯାଇ ୮.୨୫ କରାଯାଇଛି । ସୁଧହାର ବୃଦ୍ଧି ଖବର ପ୍ରଚାରିତ ହେବା ପରେ ଏବେ ପ୍ରତ୍ୟେକ କେନ୍ଦ୍ରୀୟ କର୍ମଚାରୀ ଡିଏ ବୃଦ୍ଧି ଆଶା ନେଇ ଚାହିଁ ବସିଛନ୍ତି ।

Pakistan Politics
୭୫ ବର୍ଷରେ ୨୯ ପ୍ରଧାନମନ୍ତ୍ରୀ, ଜଣେ ବି ୫ ବର୍ଷ କରିପାରି ନାହାନ୍ତି ଶାସନ

ନେତାଙ୍କ ବଦଳରେ ସବୁବେଳେ ପାକିସ୍ତାନ ସେନା ହାତରେ ରହୁଛି ଶାସନ ଭାର ।

Imran Khan
ଜେଲ୍‌ରେ ଥାଇ ବି ପାକିସ୍ତାନ ନିର୍ବାଚନରେ ଚାଲିଲା ଇମ୍ରାନଙ୍କ ଯାଦୁ !

ପିଏମଏଲ-ଏନ ବିଜୟୀ ହୋଇଛି ବୋଲି କହି ସରକାର ଗଢିବାକୁ ଦମ୍ଭ ଦେଖାଇଛନ୍ତି ଦଳର ସୁପ୍ରିମୋ ନୱାଜ ଶରିଫ। 

V. Sugnana Kumari Deo
୮୭ ବର୍ଷ ବୟସରେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଚେନ୍ନାଇ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିିଥିଲେ। ରାଣୀଙ୍କ ବିୟୋଗରେ ରାଜ୍ୟ ରାଜନୀତି ମହଲରେ ଶୋକର ଛୋୟା ଖେଳିଯାଇଛି ।

Santrupta Mishra
ବିଜେଡି ମିଶିଲେ ପୂର୍ବତନ କର୍ପୋରେଟ୍ ଅଧିକାରୀ ସନ୍ତୃପ୍ତ ମିଶ୍ର

ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏଚ୍ଆର୍ ହେଡ୍ ଥିଲେ ସନ୍ତୃପ୍ତ ମିଶ୍ର । ୨୮ ବର୍ଷ ଧରି ଆଦିତ୍ୟ ବିର୍ଲା ଗ୍ରୁପରେ କାର୍ଯ୍ୟ କରୁଥିଲେ ।

Crime
ସୁପାରୀ କିଲର ଲଗାଇ ମାରିଦେଲେ, ଲେକ୍‌ରେ ଫିଙ୍ଗିଦେଲେ..!

୫ ଦିନ ତଳେ ଭବାନୀ ଓ ମନୋରଞ୍ଜନ ନିଖୋଜ ହୋଇଥିଲେ । ବ୍ଲୁ ଲେକ୍  ନିକଟରେ ରକ୍ତଛିଟା ବାଇକ ସହ ଚପଲ ମିଳିଥିଲା ।

Pregnant In West Bengal Jail
ଜେଲ୍‌ରେ ମହିଳା କଏଦୀ କିପରି ହେଉଛନ୍ତି ଗର୍ଭବତୀ..! ୧୯୬ ପିଲାଙ୍କ ବାପା କିଏ ?

ଅନେକ କହୁଛନ୍ତି ଏହି ପୂରା ଘଟଣା ପଶ୍ଚିମବଙ୍ଗର ବିଭିନ୍ନ ଜେଲ୍‌ରେ ଥିବା ମହଳାଙ୍କୁ ଜୌନ ଶୋଷଣ ମାମଲା ସହ ଜଡ଼ିତ ।

Uttarakhand Riots
ବେଆଇନ୍ ମଦ୍ରାସା ଭାଙ୍ଗିବାକୁ ନେଇ ତୀବ୍ର ଉତ୍ତେଜନା ! ୨୦ ବାଇକ୍-୨ ବସ ଜାଳିଦେଲେ

ଗଣ୍ଡଗୋଳରେ ୪ମୃତ, ୨୫୦ ଆହତ । ଗଣ୍ଡଗୋଳକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ।

Abhisekh Ghosalkar
ଉଦ୍ଧବ ଠାକରେ ଗୋଷ୍ଠୀର ନେତାଙ୍କୁ ଫେସ୍‌ବୁକ୍‌ ଲାଇଭ୍‌ରେ ଗୁଳିମାଡ଼

ଆକ୍ରମଣକାରୀ ମୋରିସ୍ ନୋରହ୍ନା ବି ଆତ୍ମହତ୍ୟା କରିଥିବା ସୂଚନା । ଆକ୍ରମଣ କିଛି ସମୟ ପୂର୍ବରୁ ଉଭୟ ଏକାଠି ଫେସବୁକ ଲାଇଭ କରୁଥିଲେ  ।

Interim Budget 2024
ନୂଆ ଓ’ରେ ୩ ବର୍ଷରେ ଖର୍ଚ୍ଚ ହେବ ୩୮୫ କୋଟି

ନିର୍ବାଚନ ବର୍ଷ ଥିବାରୁ ଏହି କାମଚଳା ବଜେଟ୍ ବେଶ୍ ଗୁରୁତ୍ୱବହନ କରୁଛି।

BJP
ସର୍ଭେ ରିପୋର୍ଟ ! ଉତ୍ତରପ୍ରଦେଶରେ ବିଜେପି ପାଇବ ୭୦ରୁ ୮୦ ଲୋକସଭା ସିଟ୍

ସଂସ୍ଥା ପକ୍ଷରୁ ଫେବ୍ରୁଆରୀ ୨୦୨୪ରେ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ମୋଟ ୩୫ ହଜାର ୮୦୧ ଜଣଙ୍କ ଠାରୁ ମତାମତ ଗ୍ରହଣ କରାଯାଇଛି । ୧୫ ଡିସେମ୍ବର ୨୦୨୩ ରୁ ୨୮ ଜାନୁଆରୀ ୨୦୨୪ ମଧ୍ୟରେ ଏହି ସର୍ଭେ କରାଯାଇଛି ।

Bomb In School
ଚେନ୍ନାଇର ଅନେକ ସ୍କୁଲକୁ ବୋମା ଧମକ ! ବମ୍‌ ସ୍କ୍ୱାଡ୍‌ ସହ ପହଞ୍ଚିଲା ପୋଲିସ

ସବୁଠାରୁ ବଡ଼ କଥା ହେଲା, ଗୋଟିଏ ନୁହେଁ ବରଂ ଏକାଧିକ ସ୍କୁଲକୁ ଏଭଳି ମେଲ୍‌ ପଠାଯାଇଛି । ଏଭଳି ଡରାଇବାର ମୂଳ ଉଦେଶ୍ୟ କ’ଣ ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।

Ganja Sezied
ନୂଆ ତରିକା, ହାଇଫାଇ ଷ୍ଟାଇଲ୍‌ରେ ଗଞ୍ଜେଇ ଚୋରା ଚାଲାଣ

୫ ଜଣଙ୍କୁ ବ୍ୟାପକ ଗଞ୍ଜେଇ ସହ ଅବକାରୀ ବିଭାଗ ଗିରଫ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି । ଏସଂପର୍କରେ ଅଧିକା ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଚନ୍ଦନ ପାଇକରାୟ।

Monkey Fever
ଭୟଙ୍କର ଭାବେ ବ୍ୟାପୁଛି ମଙ୍କି ଫିଭର, ଗଲାଣି ଦୁଇ ଜଣଙ୍କ ଜୀବନ

କର୍ଣ୍ଣାଟକରେ ଏବେ ସୁଦ୍ଧା ୬୪ଟି ‘ମଙ୍କି ଫିଭର’ ମାମଲା ସାମ୍ନାକୁ ଆସିଛି । ତେବେ ଦୁଇ ଜଣଙ୍କ ମତ୍ୟୁ ହେବା ପରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ମୋଡ୍‌କୁ ଆସିଛି ।

Photo Of the Year
ଫଟୋକୁ ଯେତେ ଦେଖିଲେ ବି ମନ ଭରୁନି, ଆହୁରି ଦେଖିବାକୁ ମନ କହୁଛି...

ଠିକ୍‌ ସେମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।