ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହର ପ୍ରତିଶ୍ରୁତି ଦେଇ ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତିରେ ଯୌନ ସମ୍ପର୍କକୁ ଦୁଷ୍କର୍ମ ଧରାଯିବନି ବୋଲି କହିଛନ୍ତି ହାଇକୋର୍ଟ । ଆବେଦନକାରୀ ମନୋରଞ୍ଜନ ଦାସଙ୍କ ପକ୍ଷରୁ ଦାୟର ଏକ ମାମଲାରେ ଜଷ୍ଟିସ ଆର.କେ. ପଟ୍ଟୟନାୟକ ସ୍ପଷ୍ଟ କରିଛନ୍ତି ଯେ, ଉତ୍ତମ...
ଖୁବ୍ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ୨୪ ନିର୍ବାଚନ ପୂର୍ବରୁ ପିଏମ ମୋଦିଙ୍କ ବଡ଼ ପ୍ରସ୍ତୁତି । ମନ୍ତ୍ରିମଣ୍ଡଳରୁ ବାଦ ପଡି ସଂଗଠନକୁ ଫେରିପାରନ୍ତି କିଛି ହେଭିୱେଟ୍ । ସାମିଲ ହୋଇପାରନ୍ତି କିଛି ନୂଆ ଚେହେରା । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁଯାୟୀ କିଏ ପଡିବେ ବାଦ୍ କିଏ...
ତିନି ଦିନ ବିତିଲା। ତଥାପି ସରୁନି DN ସାମ୍ରାଜ୍ୟ ଉପରେ ଇନ୍କମ୍ ଟ୍ୟାକ୍ସ ରେଡ୍ । ୧୦୫ କୋଟିର ବ୍ୟାବସାୟିକ ଦସ୍ତାବିଜ ଓ ଜବତ ୩ ଟ୍ରଙ୍କ୍ ଟଙ୍କାକୁ ନେଇ ଚାଲିଛି ତନାଘନା । ଏତେ ପରିମାଣର ଟଙ୍କା କାହାର, କଂପାନୀର ଜଣେ କର୍ମଚାରୀଙ୍କ ଘରେ କାହିଁକି ଲୁଚାଇ...
ପୁଣି ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା। ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲାରେ ଜଳିଗଲା ଓଡ଼ିଶା ଦେଇ ହାୱଡ଼ାରୁ ସିକନ୍ଦରାବାଦ ଯାଉଥିବା ଫଲକନୁମା ଏକ୍ସପ୍ରେସର ତିନିଟି ବଗି । ହେଲେ ସୌଭାଗ୍ୟକୁ ଏତେ ବଡ଼ ଦୁର୍ଘଟଣାରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ। ନିଆଁ ଲାଗିଥିବା ଜଣା ପଡ଼ିବାରୁ ଟ୍ରେନକୁ ତୁରନ୍ତ...
‘ବହୁତ ହେଇଗଲା..ଆଉ ମିଛ ପ୍ରତିଶ୍ରୁତିରେ ଫସିବାର ନାହିଁ.. ଏଥର ଆଉ ଚଳିବନି.. ଗାଁରେ ପଶିବାକୁ ଦେବୁନି.. ବୁଥ୍ ବି କରେଇ ଦେବୁନି.. ଆଗେ କାମ ସରିବ ଦେଖିବୁ ପରେ ଯାଇ ଭୋଟ୍’
ତାତିଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଲେମନଗ୍ରାସ ଚାଷୀ.. ତେଲର ଅଭାବୀ ବିକ୍ରିକୁ ନେଇ ହତାଶ ହୋଇ ଶେଷରେ ୧ ଶହରୁ ଊର୍ଦ୍ଧ୍ୱ ପ୍ରୋସେସିଙ୍ଗ୍ ପ୍ଲାଣ୍ଟ ବନ୍ଦ କରିଦେଲେ..ଦେଖନ୍ତୁ ରିପୋର୍ଟ
ଭିଡ଼ ଭିତରେ ସେ ଭିନ୍ନ.. ଅଜବ ତା ଖାଦ୍ୟାଭ୍ୟାସ.. ମାଆ, ମାଉସୀ, ସାହି ପଡ଼ିଶା, ଗୁରୁଜୀ ଗୁରୁମା ସମସ୍ତେ ଶତ ଚେଷ୍ଟା କରି ହାରିଗଲେ.. ହେଲେ ମୁଢି ହିଁ ତାର ପ୍ରିୟ ଆଉ ମୁଖ୍ୟ ଖାଦ୍ୟ..ଜନ୍ମରୁ ଆଜି ଯାଏ ଜାଣିନି କେମିତି ଭାତର ସ୍ୱାଦ..
୨୦୧୬ରୁ ଏଭଳି ଅଚଳ ହୋଇ ପଡି ରହିଛି.. ଖାଲିଟାରେ ବସି ବସି ଦରମା ନେଉଛନ୍ତି ୩ ଷ୍ଟାଫ୍.. ମରାମତି ନାଁରେ ପୁଳା ପୁଳା ଟଙ୍କା ଚଳୁ ଅଭିଯୋଗ.. ସେପଟେ ଉଚ୍ଚ ଦରରେ ଘରୋଇ ବୋଟ୍ ଭଡାରେ ନେଇ କାମ ଚଳାଉଛି ବିଭାଗ..
କାହାର ୮୧ ଦିନ, ତ କାହାର ୫୨ ଦିନରେ ଆସୁଛି ବିଜୁଳି ବିଲ୍.. ବର୍ଷକୁ ୧୨ଟି ବଦଳରେ ଆସୁଛି ୬ଟି କିମ୍ବା ୮ଟି ବିଲ୍.. ବିଜୁଳି ବିଲ୍ ଦେଖି ଗରିବଙ୍କ ଆଖି ଟେରା..ବିଦ୍ୟୁତ୍ ଉପଭୋକ୍ତାଙ୍କ ସହ ହେଉଛି ସାଂଘାତିକ ଧୋକାବାଜି.. ଓଟିଭି ହାତରେ ଲାଗିଛି ଏହି ଚଞ୍ଚକତାର ଠୋସ...
ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୪ ରାଜ୍ୟରେ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ଓ ତେଲେଙ୍ଗାନା ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ପ୍ରହଲ୍ଲାଦ ଯୋଶୀଙ୍କୁ ରାଜସ୍ଥାନ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ନିତିନ...
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ତଦନ୍ତ କରାଯାଇ ଘଟଣାରେ ସମ୍ପୃକ୍ତି ଥିବା ୩ ଜଣଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଗିରଫ କରାଯାଇଛି । ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତଙ୍କ ସହ ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ...
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କାଶିଆଡିହି ଗ୍ରାମର ୫୦ ବର୍ଷୀୟ ପ୍ରଶାନ୍ତ କୁମାର ବେହେରା । ଗାଁର ଅଧିକାଂଶ ଲୋକ ତାଙ୍କୁ ଷ୍ଟଣ୍ଟ୍ ମ୍ୟାନ ଭାବେ ଜାଣନ୍ତି । ନିଜ ସାଇକେଲରେ ବାଇକର ବିଭିନ୍ନ ଯନ୍ତ୍ରାଂଶ ଲଗାଇ ବାଇକର ରୂପ ଦେଇଛନ୍ତି । ପ୍ରଶାନ୍ତଙ୍କ ଏହି ଦୁଃସାହସିକ ଷ୍ଟଣ୍ଟ ଦେଖିବାକୁ...
ବର୍ଷ ପରେ ବର୍ଷ ବିତିଯାଇଥିଲା ହେଲେ ପୁରା ପରିବାର ଉର୍ମିଳାଙ୍କୁ ଖୋଜି ନୟାନ୍ତ ହୋଇଥିଲେ । ନିଖୋଜର ୧୨ ବର୍ଷ ବିତିଯାଇଥିବାରୁ ଶେଷରେ ଗାଁ ପୂଜକଙ୍କ ପରାମର୍ଶ କ୍ରମେ ଶୁଦ୍ଧିକ୍ରିୟା ପାଇଁ ଯୋଜନା କଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଉର୍ମିଳାଙ୍କୁ ଏବେ ତାଙ୍କ...
ବାପା ଘରୁ ଯାଇଛନ୍ତି ଯେ ଯାଇଛନ୍ତି । ମାସେ ହେଲା ସାଇକେଲ ନେଇ କେଉଁ ଆଡେ ଚାଲିଯାଇଛନ୍ତି ଯେ ଆଉ ଘରକୁ ଫେରୁନାହାନ୍ତି । ଏଣେ ଛୁଆ ଦୁଇଟା ବିକଳ ହୋଇ ସବୁଆଡ଼େ ଖୋଜି ଖୋଜି ନୟାନ୍ତ ହେଲେଣି । ପେଟକୁ ଦାନା ଖଣ୍ଡେ ଦେବା ପାଇଁ ଝିଅଟି...
ଗଛ ମୂଳରେ ପୂଜା ପାଉଛନ୍ତି ମହାଦେବ । ପାଖରେ ରହିଛି ଏକ ପଥର ନିର୍ମିତ ବୃଷଭ । ସନ୍ଧ୍ୟା ସମୟରେ ପୂଜା କରୁଥିବା ଜଣେ ମହିଳା ପଥର ବୃଷଭ ନିକଟରେ ଆଞ୍ଜୁଳିରେ ପାଣି ଦେଇଥିଲେ । ଆଉ କିଛି ସମୟ ମଧ୍ୟରେ ପାଣି ସରି ଯାଇଥିଲା
ଉଦୟପୁର ବେଳାଭୂମିରେ ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତରେ ଟିଣଛପର ଘରେ ଚାଲିଥିଲା ଦେହ ବ୍ୟବସାୟ । ବାଂଲାଦେଶରୁ ଆସି କରିଥିଲେ ଆଡ୍ଡା । ସୀମା ନିର୍ଦ୍ଧାରଣ କଲା ପରେ ଉଚ୍ଛେଦ କଲା ବାଲେଶ୍ୱର ଜିଲ୍ଲା ପ୍ରଶାସନ
ଋତୁସ୍ରାବରେ ଅସୁବିଧା ହେଉଛି କି? କାହିଁକି ବାରମ୍ବାର ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଛି ଏହି ସମସ୍ୟା ? ଯଦି ଦେଖାଯାଉଛି ତେବେ କଣ କରିବେ? ଦେଖନ୍ତୁ ଏହି ଭିଡିଓ
୨୨ ବର୍ଷର ସ୍ଥିର ସରକାର । ଏଯାଏଁ ଗାଁକୁ ମିଳିଲାନି ମୌଳିକ ସୁବିଧା...ପିଇବା ପାଣି ପାଇଁ ନଈ, ଆଲୁଅ ଲାଗି ଡିବିରି ଭରସା
ନାଁ ଯେମିତି କାମ ବି ସେମିତି । ବର୍ଦ୍ଦିରେ ଦେଖିବା ମାତ୍ରେ ଥରହର ମାଫିଆ । ଚୋରା ମଦଠୁ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସେ ମାଷ୍ଟର । ଉଲ୍ଲେଖନୀୟ କାମ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମିଳିଛି ପୁରସ୍କାର
ଆଶ୍ୱସ୍ତି ! ଏଣିକି ମାତ୍ର ୧୫ ଟଙ୍କାରେ ମିଳିବ ପେଟ୍ରୋଲ...ବତାଇ ଦେଲେ ପୂରା ଫର୍ମୁଲା