• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

BJP, BJD gears up for General Elections 2024
ବିଜେପିର ଗୌହାଟୀ ବ୍ଲୁ ପ୍ରିଣ୍ଟକୁ ଦେଖି ବିଜେଡିର କାଉଣ୍ଟର ପ୍ଲାନ୍

ଫୋକସରେ ୨୦୧୯ରେ ହାରିଥିବା ୯ ଲୋକସଭା ଓ ୩୩ ବିଧାନସଭା ସିଟ୍। ବିଜେଡି ନେତାଙ୍କୁ ଟିକେଟର ଗ୍ରୀନ୍ ସିଗନାଲ୍ ସହ ଗ୍ରାଉଣ୍ଡ ୱାର୍କକୁ ଗୁରୁତ୍ୱ ଦେଇ ବିଜୟକୁ ସୁନିଶ୍ଚିତ କରିବା ଦିଗରେ କାମ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।

ଶ୍ରୀମନ୍ଦିର ପ୍ରଶାସନର ନିୟମକୁ ଫୁ
ଶ୍ରୀମନ୍ଦିର ପ୍ରଶାସନର ନିୟମକୁ ଫୁ

ଶ୍ରୀମନ୍ଦିର ପ୍ରଶାସନର ନିୟମକୁ ଫୁ । ଘୋଷଯାତ୍ରା ବେଳେ ସେବକ ବେଶରେ ରଥ ଉପରେ ପୁଳା ପୁଳା ରିଲ୍ କରି ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରୁଛନ୍ତି ଅଣସେବାୟତ । ଆପତ୍ତି ଉଠାଇଲେ ଭକ୍ତ, ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବରିଷ୍ଠ ସେବାୟତଙ୍କ ଦାବି

Homeless people
ନିରାଶ୍ରୟଙ୍କୁ ବି ଠକିଦେଲ !

ଆଖି ଝଲସାଇବା ଭଳି କୋଠା...ଏକଦମ୍‌ ରାଜକୀୟ ଶୈଳୀରେ ନିର୍ମାଣ ହେଲା କୋଠା..ଯୋଜନା ଥିଲା ନିରାଶ୍ରୟମାନେ ଏଠାରେ ରହିବେ । ହେଲେ ମାସେ ନଯାଉଣୁ ସେମାନଙ୍କୁ ଏଠାରୁ ବାହାର କରିଦିଆଗଲା । ହେଲେ କାହିଁକି?

MP Aparajita Sarangi On Naveen Patnaik And 5T Secretary
‘ମୁଖ୍ୟମନ୍ତ୍ରୀ ଅସୁସ୍ଥ; ତାଙ୍କୁ ଗୃହବନ୍ଦୀ କରାଯାଇଛି, ଏଇ ୪ ବର୍ଷ ହେଲା ଏମିତି ଚାଲିଛି’

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ। ପୁଣି ଏମିତି କହି 5T ସଚିବଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଖୋର୍ଦ୍ଧା ମଳିପଡ଼ାରେ ଜୋନସ୍ତରୀୟ ମିଟିଂରେ 5T ସଚିବଙ୍କୁ ସେ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅସୁସ୍ଥ କହି ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା କଥା ସେ କହିଛନ୍ତି । ଏମିତିକି ଏବେ...

Divyang seeks financial assistance for livelihood
ବାପା-ମାଆ କେହି ନାହାନ୍ତି : ପର ଦୁଆରେ ମୁଣ୍ଡ ଗୁଞ୍ଜିଛନ୍ତି ମୋନାଲିସା

ଘରର ଅବସ୍ଥା ଦେଖିଲେ ଯିଏ ନାହିଁ ସିଏ କହିବ ସେଇଠି ମଣିଷ କେହି ରହୁନଥିବେ । ରହୁଥିବେ ଯଦି ଗାଈ କି ଛେଳି । ସ୍ଥିତି ଏମିତି ହେଲାଣି ଯେ ଘର କେତେବେଳେ ଭୁଶୁଡ଼ି ପଡିବ ସେକଥା କିଏ କହିବ ? କିଏ କାହିଁକି ନିଜ ଜୀବନକୁ ବାଜିରେ...

Odisha woman seeks financial assistance for treatment
ପୁଅକୁ ବିସ୍କୁଟ ଦେବାକୁ ବାପାଙ୍କ ପାଖରେ ପଇସା ନାହିଁ, କାନ୍ଦି କାନ୍ଦି ଦିନ କଟୁଛି

ବହୁବିଧ ରୋଗରେ ପଡିଛି ବାପା...ପୁଅକୁ ସବୁ ଖୁସି ଦେବାକୁ ବାପାର ବହୁତ ଇଚ୍ଛା । ହେଲେ ସାଥ୍‌ ଦେଉନି ଶରୀର । ପୁଅର ମେଡିସିନ୍‌ ଖର୍ଚ୍ଚ ପାଇଁ ଛେଳି ଚରାଉଛି ମାଆ । ସାହାଯ୍ୟ ନମିଳିଲେ ସଂସାର ଭାସିଯିବ

Single teacher runs this Odisha primary school
ଚେଇଁ ଶୋଇଛି ପ୍ରଶାସନ : ୫ ଶ୍ରେଣୀର ପିଲାଙ୍କୁ ଜଣେ ମାତ୍ର ଶିକ୍ଷକ

୫ଟି ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ମାତ୍ର ଜଣେ ଶିକ୍ଷକ । ଯଦି କୌଣସି ସରକାରୀ କାମରେ ସେ ଗଲେ ତେବେ ସେଦିନ ସ୍କୁଲ ଛୁଟି, ପାଠପଢା ବନ୍ଦ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ପିପିଲି ବ୍ଳକ ନାରଣକ୍ଷେତା ଗାଁରେ । ଯାହାକୁ ନେଇ...

renovation of ponds
ବନ୍ଧ ଖୋଲିଦେଲ, ଆମେ ଗାଧୋଇବୁ କେମିତି ?

ନୂଆପଡ଼ା ଜିଲ୍ଲାର ବୃହତ୍ତମ ଗାଁ ତୁକଲା । ଗାଁରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ରହୁଛନ୍ତି । ହେଲେ ଗାଧୋଇବା ଏବେ ଗାଁ ଲୋକଙ୍କ ଲାଗି ବଡ଼ ସମସ୍ୟା ଭାବରେ ଉଭା ହୋଇଛି । ବୈଶାଖ ଯାଇ ଆଷାଢ ହେଲାଣି କିନ୍ତୁ ଗାଁରେ ପାଣି ସମସ୍ୟାର ସମାଧାନ...

Meritorious student seeks financial assistance
କଷ୍ଟେମଷ୍ଟେ BCA ପଢିଲେ, MCA ପଢିବାକୁ ଇଚ୍ଛା ଥିଲେ ବି ପାଖରେ ନାହିଁ ଟଙ୍କା

ଝାଟିମାଟିର ଘର...କାନ୍ଥରୁ ମାଟି ଖସିଲାଣି, ତ ମଥାଣରୁ ଟାଇଲ ଫାଟିଲାଣି । ଏମିତି ଘରେ ପାଠପଢି ଭଲ ନମ୍ବର ରଖିବା ସହ ପୂରା ଏରିଆରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭଲ ନମ୍ବର ରଖିବା ପରେ ଆଗକୁ ପଢିବାକୁ ବି ଇଚ୍ଛା । କିନ୍ତୁ ପାଠ ପଢାରେ...

Rayagada farmers suffer due to lack of cold storage
ଶୀତଳଭଣ୍ଡାର ନାହିଁ, ଲକ୍ଷଲକ୍ଷ ଟଙ୍କାର ପଚୁଛି ସପୁରୀ

ଗଦାଗଦା ଫଳୁଛି ସପୁରୀ । ଦେଖିଲେ ଖାଇବାକୁ ଇଚ୍ଛା ହେବ । ପାହାଡ ଉପରେ ଏତେ ମାତ୍ରାରେ ସପୁରୀ ଫଳିବା ପରେ କାନ୍ଧରେ ବୋହି ବୋହି ବଜାରରେ ପସରା ମେଲାଇଛନ୍ତି ପାହାଡିଆ ଅଂଚଳରେ ରହୁଥିବା ଆଦିବାସୀମାନେ । ଆଉ ସପୁରୀ ଏତେ ମାତ୍ରାରେ ସ୍ୱାଦିଷ୍ଟ ଯେ ଯିଏ ଥରେ...

Pharmacist treats patients
ବାଃ ବାଃ: ଡାକ୍ତରଖାନା ଅଛି ହେଲେ ଡାକ୍ତର ନାହାନ୍ତି

ମେଡିକାଲ ଅଛି ହେଲେ ଡାକ୍ତର ନାହାନ୍ତି । ଦେହ ଖରାପ ହେଲେ ରୋଗୀ ଆସୁଛନ୍ତି ସତ ହେଲେ ଫେରିକି ଯାଉଛନ୍ତି । କାରଣ ମେଡିକାଲରେ ଜଣେ ମାତ୍ର ଫାର୍ମାସିଷ୍ଟ ଓ ଜଣେ ଆୟୁଷ ଡାକ୍ତରଙ୍କୁ ନେଇ ଚାଲିଛି ରୋଗୀସେବା । ଜାଣି ଆଶ୍ଚର୍ଯ୍ୟ ହେବେ କି ମେଡିକାଲ ଉପରେ...

Elephant
ହାତୀ ସହ ସେଲଫି ନେଉଥିଲେ..ରାଗିକି ଦଉଡାଇଲେ ହାତୀପଲ

ଆଜିକାଲି ସେଲଫି ନେବାରେ ଯୁବପିଢି ପାଗଳ । ଯିଏ ଯେଉଁଠି ପାଇଲା ସିଏ ସେଇଠି ସେଲଫି ନେଲା । ଫଟୋ ନିଶାରେ ଯୁବକମାନେ ଏମିତି ପାଗଳ ହେଲେଣି ଯେ ସ୍ଥାନକାଳ ପାତ୍ର କିଛି ମାନୁନାହାନ୍ତି । ହେଲେ ଏଇ ସେଲଫି ଯେ ସେମାନଙ୍କ ଜୀବନ ନେଇପାରେ କେବେ ସେମାନେ...

Lack of cold storage
ଶୀତଳଭଣ୍ଡାର ନାହିଁ, ଲକ୍ଷଲକ୍ଷ ଟଙ୍କାର ପଚୁଛି ସପୁରୀ

ଏ ସରକାର ଖାଲି କଥାରେ କହେ, କାମରେ କିଛି କରେନି । ବାରମ୍ବାର ଦାବି ପରେ ବି ଶୀତଳଭଣ୍ଡାରଟିଏ କରିପାରୁନି.... ଫସଲ ମେଞ୍ଚା ମେଞ୍ଚା କରୁଛନ୍ତି ହେଲେ ଶୀତଳଭଣ୍ଡାର ନଥିବାରୁ ସବୁ ପଚି ନଷ୍ଟ ହେଉଛି ।

Viral Video
ହାତୀ ସହ ସେଲଫି ନେଉଥିଲେ..ରାଗିକି ଦଉଡାଇଲେ ହାତୀପଲ

ମହଙ୍ଗା ପଡିଲା ହାତୀ ସହ ସେଲଫି ନେବା । ରାଗିଗଲେ ହାତୀ ପଲ...ବିଚ୍‌ ରାସ୍ତାରେ ଦଉଡାଇଲେ...ଜୀବନ ବଞ୍ଚାଇବାକୁ ଦଉଡୁଥିବା ବେଳେ ରାସ୍ତାରେ ପଡିଲେ ଯୁବକ । ଦେଖନ୍ତୁ ଏହି ଭିଡିଓ

Divyang seeks financial assistance
ବାପା-ମାଆ କେହି ନାହାନ୍ତି : ପର ଦୁଆରେ ମୁଣ୍ଡ ଗୁଞ୍ଜିଛନ୍ତି ମୋନାଲିସା

ବାପା-ମାଆ ଦୁହେଁ ନାହାନ୍ତି । ନିଜେ ପୁଣି ଦିବ୍ୟାଙ୍ଗ...ଘରର ଅବସ୍ଥା ଦେଖିଲେ କେତେବେଳେ ଭୁଶୁଡ଼ିବ କେହି କହିପାରିବେନି । ସରକାରୀ ସାହାଯ୍ୟ ପାଇଁ ବାରମ୍ବାର ଗୁହାରି କରିବା ପରେ ବି ଫଳ ଶୂନ । ଜିଲ୍ଲାପାଳ କହୁଛନ୍ତି

Udala health centre
ବାଃ ବାଃ: ଡାକ୍ତରଖାନା ଅଛି ହେଲେ ଡାକ୍ତର ନାହାନ୍ତି

ବାଃ ବାଃରେ ସ୍ୱାସ୍ଥ୍ୟସେବା । ଇଏ ଏମିତି ମେଡିକାଲ ଯେଉଁଠି ସବୁ ଅଛି ହେଲେ ଡାକ୍ତର ନାହାନ୍ତି । ଦେହ ଖରାପ ହେଲେ ରୋଗୀଙ୍କୁ ଫାର୍ମାସିଷ୍ଟ ହିଁ ସାହାଭରସା

ସରକାର ସାହାଯ୍ୟ କଲେ ଏମସିଏ ପଢିବେ ପାତ୍ର
କଷ୍ଟେମଷ୍ଟେ BCA ପଢିଲେ, MCA ପଢିବାକୁ ଇଚ୍ଛା ଥିଲେ ବି ପାଖରେ ନାହିଁ ଟଙ୍କା

ବାପା ଚାଲିଗଲେ, ମାଆ କଷ୍ଟେମଷ୍ଟେ ବିସିଏ ପଢାଇଲେ । ଏବେ କିନ୍ତୁ ଏମସିଏ ପଢାଇବାକୁ ଅଣ୍ଟାରେ ଆଉ ଦମ୍‌ ନାହିଁ । ସରକାରୀ ବାବୁଙ୍କୁ ଗୁହାରି କରୁଛନ୍ତି

renovation of ponds
ବନ୍ଧ ଖୋଲିଦେଲ, ଆମେ ଗାଧୋଇବୁ କେମିତି ?

ଶହଶହ ବର୍ଷର ପୁରୁଣା ପୋଖରୀ । ଦଳରେ ଏମିତି ଭର୍ତ୍ତି ହେଲାଣି ପୋଖରୀ କେଉଁଟା, ପଡିଆ କେଉଁଟା ଚିହ୍ନିବା କଷ୍ଟ । ଗାଧୋଇବା ଲାଗି ଏବେ ୨ କିମି ଧାଉଁଛନ୍ତି ଗାଁ ଲୋକେ

Teacher Problem
ଚେଇଁ ଶୋଇଛି ପ୍ରଶାସନ : ୫ ଶ୍ରେଣୀର ପିଲାଙ୍କୁ ଜଣେ ମାତ୍ର ଶିକ୍ଷକ

ବାଃ ବାଃରେ ଶିକ୍ଷା ବ୍ୟବସ୍ଥା । ୫ଟି ଶ୍ରେଣୀର ପିଲାଙ୍କୁ ପଢାଇବାକୁ ନିଯୁକ୍ତି ହୋଇଛନ୍ତି ଜଣେ ମାତ୍ର ଶିକ୍ଷକ । ଯଦି ସେ କାମରେ ଗଲେ ସେ ଦିନ ସ୍କୁଲ ଛୁଟି

Plus 2 Admission
+୨ ନାମଲେଖା ଆରମ୍ଭ; ସାମସ ପୋର୍ଟାଲରେ ସମସ୍ୟାରୁ ଆଡମିଶନରେ ବାଧା

ଉପାନ୍ତ ଅଞ୍ଚଳରେ କଲେଜ ସଂଖ୍ୟା କମ୍ ଥିବାରୁ ଘର ପାଖ କଲେଜରେ ଆଡମିଶନ୍ ମିଳୁନି । ଫଳରେ କାହା ପାଠରେ ଡୋରି ବନ୍ଧା ହେବାକୁ ଯାଉଛି ତ ଆଉ କେଉଁ ଅଭିଭାବକ ଖର୍ଚ୍ଚାନ୍ତ ହୋଇ ଦୂର କଲେଜରେ ପିଲାଙ୍କ ନାମ ଲେଖାଉଛନ୍ତି ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି