• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Fake doctor arrested in Odisha’s Ganjam
+୨ ପଢ଼ି ସାଜିଥିଲେ ଡାକ୍ତର; ଲୋକଙ୍କ ଜୀବନ ସହ ଖେଳୁଥିଲେ ଖେଳ

ଶୁଭ୍ରଜିତ ସେଭଳି କୌଣସି ଡାକ୍ତରୀ ବିଦ୍ୟା ଅଧ୍ୟୟନ କରିନାହାଁନ୍ତି । ପାଠ ପଢ଼ିଛନ୍ତି ମାତ୍ର ପ୍ଲସ ଟୁ ଯାଏଁ । ସାନଖେମୁଣ୍ଡିରେ କ୍ଲିନିକ୍ କରି ନିଜ ନାଁ ସହ ଯୋଡ଼ିଛନ୍ତି ଲମ୍ବା ଚଉଡ଼ା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା । କେବଳ ସାନଖେମୁଣ୍ଡି ନୁହେଁ, କଟକ ରାଣୀହାଟରେ ବି ଗତ...

Puri Srimandir
ଚାରି ଦ୍ୱାରରେ ଏଣ୍ଟ୍ରି ଅନୁମତି କେବେ ? ଅବଢ଼ା ପାଇଁ ବି ଓଳିଏ ଛିଡ଼ା ହେବାକୁ ପଡ଼ୁଛି ଲାଇନ୍‌ରେ...

ଡହଡହ ଖରା ହେଉ କି ଢୁ ଢୁ ବର୍ଷା। ଶ୍ରୀମନ୍ଦିର ଯିବାକୁ ନିଇତି ଦହଗଞ୍ଜ ହେଉଛନ୍ତି ପୁରୀ ବାସିନ୍ଦା, ବୟସ୍କ ଭକ୍ତ । କେବଳ ସିଂହଦ୍ୱାରକୁ ଛାଡ଼ି ଅନ୍ୟ କୌଣସି ଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ାଯାଉନଥିବାରୁ ତେଜୁଛି ଆନ୍ଦୋଳନ। ଏମିତିକି ଏଥିପାଇଁ ୧ଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିବାବେଳେ...

Devotees throng Lord Shiva temple on 2nd Shravan Somvar
ଆଖି ନାହିଁ କିନ୍ତୁ ଜନ୍ମରୁ ହୃଦୟରେ ମହାଦେବ

ସେଦୃଷ୍ଟିବାଧିତ ହୋଇଥାନ୍ତୁ କି ଶରୀରକୁ ଅସହ୍ୟ କଷ୍ଟ ଲାଗୁଥାଉ, ମହାଦେବଙ୍କ ଭକ୍ତି ଆଗରେ କିନ୍ତୁ ଏସବୁ ଯେ ଫିକା। ଯାହା ଦେଖିବାକୁ ମିଳିଛି ଶ୍ରାବଣ ଦ୍ୱିତୀୟ ସୋମବାରରେ। ଆଠଗଡ଼ର ଧବଳେଶ୍ୱର ଓ କୋରାପୁଟର ଗୁପ୍ତେଶ୍ୱର ପୀଠରେ ଏମିତି ତିନି ଜଣ ଅନନ୍ୟ ଶିବ ଭକ୍ତଙ୍କୁ ଭେଟିଥିଲା ଓଟିଭି।

Odisha Politics
ଜଗନ୍ନାଥ ସଂସ୍କୃତି ଆଳରେ ଏଣ୍ଟ୍ରି ମାରୁଛି କି ଧର୍ମ ରାଜନୀତି ?

ନିର୍ବାଚନ ପୂର୍ବରୁ ଧାର୍ମିକ ଭାବାବେଗ କାର୍ଡ ଖେଳୁଛି କି ବିଜେଡି ? ବିଜେପିକୁ ଚେକ୍ ଦେବାକୁ ସଫ୍ଟ ହିନ୍ଦୁତ୍ୱ ଫଣ୍ଡା ନୁହେଁ ତ ? ରତ୍ନଭଣ୍ଡାର ପ୍ରସଙ୍ଗରେ ଅଡୁଆରେ ଥିବାରୁ ଏହି ସ୍କିମ୍ କି ? ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମରେ କ୍ୟାବିନେଟ ମୋହର ବାଜିବା ପରେ...

Central Market Building Association
ପୁଣି ତେଜିଲା ଭୁବନେଶ୍ୱର ମାର୍କେଟ ବିଲଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବି

ପୁଣି ତେଜିଲା ଭୁବନେଶ୍ୱର ମାର୍କେଟ ବିଲଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବି । ଅନିର୍ଦ୍ଧିଷ୍ଟକାଳ ଧାରଣାରେ ସେଣ୍ଟ୍ରାଲ ବ୍ୟବସାୟୀ ସଂଘ । ବିଏମ୍ସି କହୁଛି ଆଲୋଚନାରେ ତୁଟିଯିବ ବିବାଦ । ଉଠାଦୋକାନୀଙ୍କ ଜିଦ୍, ଆମ ପାଖେ ଅଛି ହାଇକୋର୍ଟ ଷ୍ଟେ ଅର୍ଡର

Students stage protest against merger of Unit-9 govt girls high school in Bhubaneswar
୫୫ ବର୍ଷର ପୁରୁଣା ସ୍କୁଲକୁ କାହିଁକି ବନ୍ଦ କରିବେ ସରକାର ?

ରାଜଧାନୀର ଛାତି ଉପରେ 5T ସ୍କୁଲ୍ ଛାତ୍ରୀଙ୍କ ଗର୍ଜନ। ବିଇଓଙ୍କୁ ଘେରି ସରକାରଙ୍କୁ ଦେଲେ ଚାଲେଞ୍ଜ। ଶ୍ରେଣୀ ବର୍ଜନ ସହ ଫାଟକରେ ତାଲା ପକାଇ ସରକାର ବିରୋଧରେ ସ୍ଲୋଗାନ। ଭୁବନେଶ୍ବର ୟୁନିଟ-୯ ସରକାରୀ ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀ ଓ ଅଭିଭାବକମାନେ...

Awas Yojna
‘ବାବୁ... ୧୫ ବର୍ଷ ହେଲା ମାଗୁଛି, ହେଲେବି ଦେଉନୁ’

୧୫ ବର୍ଷ ହେଲାଣି ଆବାସ ଯୋଜନା ଲାଗି ଧାଇଁ ଧାଇଁ ନୟାନ୍ତ ହେଲେଣି । ଘର ଖଣ୍ଡିଏ ମିଳିପାରୁନି । ଶତପ୍ରତିଶତ ଦିବ୍ୟାଙ୍ଗ ହେବା ପରେ ବି ଯୋଜନାରେ ସାମିଲ କରାଯାଉନଥିବା ଅଭିଯୋଗ

Bridge Problem
ଟେଣ୍ଡର ହେଲା... ସେତୁ ହେଲାନି...ବର୍ଷା ହେଲେ ରାସ୍ତା ବନ୍ଦ

୧୫ ବର୍ଷ ହେଲାଣି ଆବାସ ଯୋଜନା ଲାଗି ଧାଇଁ ଧାଇଁ ନୟାନ୍ତ ହେଲେଣି । ଘର ଖଣ୍ଡିଏ ମିଳିପାରୁନି । ଶତପ୍ରତିଶତ ଦିବ୍ୟାଙ୍ଗ ହେବା ପରେ ବି ଯୋଜନାରେ ସାମିଲ କରାଯାଉନଥିବା ଅଭିଯୋଗ

Woman abandoned by children
ଦୁଇ ପୁଅ ଝଗଡା ଲାଗିଲେ...ମାଆକୁ ହତାଦର କଲେ...ଏବେ ଭୋକରେ କାନ୍ଦୁଛି ବୁଢୀ ମାଆ

ଦୁଇ-ଦୁଇଟି ପୁଅ...ମାଆର ଦେହ ଖରାପ ଶୁଣି ସାନ ଆସିଲା ବଡ ଆସିଲାନି । କିଛିଦିନ ସେବା ପରେ ସିଏ ବି ପଳାଇଲା । ଝିଅ ବି ମୁହଁ ଚାହିଁଲାନି । ୮ ଦିନ ହେଲାଣି ଘର ଦୁଆର ମୁହଁରେ ମୃତ୍ୟୁକୁ ସତେ ଯେମିତି ଅପେକ୍ଷା କରିଛି ବୁଢୀ ମାଆ

5T school
ଅଜବ ସ୍କୁଲ : ସ୍କୁଲରେ ଅଛନ୍ତି ଖାଲି ହିନ୍ଦୀ ଓ ସଂସ୍କୃତ ଶିକ୍ଷକ

ଏଇଟା କାଳେ ୫-ଟି ସ୍କୁଲ । ହିନ୍ଦୀ, ସଂସ୍କୃତ ଛଡା ଆଉ କିଛି ପଢାଯାଉନି । ଏମିତି ହେଲେ ପରୀକ୍ଷାରେ ଗଣିତ ପରୀକ୍ଷାରେ ପିଲା ଲେଖିବେ କଣ?

Elderly woman
କୋକିଳାଙ୍କ କମାଲ୍‌ : ଦେଶୀ ଷ୍ଟାଇଲ୍‌ରେ ରୋଷେଇ କରି ସୋସିଆଲ ମିଡିଆରେ ମଚାଉଛନ୍ତି ଧୁମ୍‌

ବୟସ ୮୦ ପାର୍‌ ହେଲାଣି । ଦେଶୀ ଷ୍ଟାଇଲ୍‌ରେ କରୁଛନ୍ତି କାଚମାର୍କ ରୋଷେଇ । ବିରିଖା ଶିଳରେ ମସଲା ବଟା...ପୁଣି ସୋରିଷ ତେଲର ଛୁଙ୍କ । ସିଏ ପୁଣି ସିରାମୁଣ୍ଡି ଶୁଖୁଆର ପାଗ ସହିତ ସଜନା ଗଛର ଶାଗ । ଓଃ...ଦେଖିଲା ବେଳକୁ ଖାଇବାକୁ ଇଚ୍ଛା ହେଉନି...ସୋସିଆଲ ମିଡିଆରେ...

 mineral smuggling
ଚୋରା ବାଲିଚାଲାଣକୁ ବିରୋଧ କଲେ ମାଡ଼ !

ନିଇତି ରାତିରେ ଶହଶହ ଟ୍ରିପ୍‌ ବାଲି ଚୋରାଚାଲାଣ କରୁଛନ୍ତି ମାଫିଆ । ୭ ଏକର ଜାଗାକୁ ପୂରା ଖୋଳ କରିଦେଲେଣି କିନ୍ତୁ ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଗାଁ ଲୋକ ବିରୋଧ କରିବାରୁ ମାରିଦେବାକୁ ଧମକ ଦେଉଛନ୍ତି ମାଫିଆ

Student seeks govt help
ମୋର ପାଠ ପଢିବାକୁ ଇଚ୍ଛା...ପଇସା ନାହିଁ ବୋଲି ଗାଈ ଚରାଉଛି

ପାଠ ପଢିବାକୁ ବହୁତ୍‌ ଇଚ୍ଛା, ହେଲେ ପଇସା ନାହିଁ । ସ୍କୁଲରେ ନାଁ ଲେଖାଇଲେ କିନ୍ତୁ ହଷ୍ଟେଲରେ ସିଟ୍‌ ମିଳିଲାନି । ଏବେ ବାଧ୍ୟ ହୋଇ ଗାଈ ଚରାଉଛି ମାଧବ...ସାହାଯ୍ୟ ମିଳିଲେ ପାଠ ପଢିବାକୁ ରଖିଛି ସ୍ୱପ୍ନ

Train Accident
ବଗି ଛାଡ଼ି ପଳାଇଲା ଟ୍ରେନ୍

ବଗି ଛାଡ଼ି ପଳାଇଲା ଟ୍ରେନ୍ । ଭୁବନେଶ୍ବରରେ ବଗି ଛାଡ଼ି ମାଲବାହୀ ଟ୍ରେନର ଇଞ୍ଜିନ୍ ଆଗକୁ ପଳାଇଥିବା ସୂଚନା ମିଳିଛି

National Capital inundated
୨୫ ହଜାରରୁ ଅଧିକ ବିପନ୍ନଙ୍କ ସହ ଉଦ୍ଧାର ହେଲା କୋଟିଏ ଟଙ୍କିଆ ଷଣ୍ଢ

ଯମୁନା ୪୫ ବର୍ଷର ରେକର୍ଡ ଭାଙ୍ଗି ଏବେବି ବିପଦ ସଂକେତ ଠାରୁ ୨ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ, ରାଜଧାନୀ ଦିଲ୍ଲୀର ବନ୍ୟା ସ୍ଥିତିରେ ସେଭଳି ବିଶେଷ ସୁଧାର ଆସିନି। ତଳିଆ ଅଞ୍ଚଳରୁ ଭିଆଇପି ଏରିଆ ଯାଏଁ, ସବୁଆଡ଼େ ଜଳବନ୍ଦୀ ସ୍ଥିତି। ଆଗକୁ ବି କିଛି ଦିନ...

Bhubaneswar Rain
ଡ୍ରେନ୍ ପାଣିରେ ଭାସିଲା ରାଜଧାନୀ, ସ୍ଥିତି ଦେଖି ଖୋଦ୍ ମେୟର ଅସହାୟ

ବର୍ଷର ପ୍ରଥମ ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର। କେଉଁଠି ରାସ୍ତା ନଦୀର ଭ୍ରମ ସୃଷ୍ଟି କରୁଛି ତ’ ଆଉ କେଉଁଠି ଡ୍ରେନ୍ ପାଣି ରାସ୍ତାକୁ ଉଛୁଳୁଛି । ଅନ୍ୟ କେଉଁଠି ଘରେ ପାଣି ପଶି ଲୋକଙ୍କ ରହିବା ମୁସ୍କିଲ କଲାଣି। ବର୍ଷା ଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ...

ବିଜେଡିରେ ଥାଇ ଜାନକୀଙ୍କ ସରକାରଙ୍କୁ ସୌମ୍ୟଙ୍କ ପ୍ରଂଶସା
ବିଜେଡିରେ ଥାଇ ଜାନକୀଙ୍କ ସରକାରଙ୍କୁ ସୌମ୍ୟଙ୍କ ପ୍ରଂଶସା

ବିଜେଡିରେ ଥାଇ ଜାନକୀଙ୍କ ସରକାରଙ୍କୁ ସୌମ୍ୟଙ୍କ ପ୍ରଂଶସା । କହିଲେ ସେତେବେଳେ ଅଫିସରଙ୍କୁ ଉଠବସ୍ କରାଉଥିଲେ ମନ୍ତ୍ରୀ, ହେଲେ ଏବେ ଚାକିରି ବଞ୍ଚାଇବାକୁ ଅଧିଆ ପଡୁଛନ୍ତି । ରାଜନୀତି ସମୀକ୍ଷକଙ୍କ ମତ ଉଭୟ ସରକାରଙ୍କୁ ଅତି ପାଖରୁ ଦେଖିଛନ୍ତି ସୌମ୍ୟ

Heavy Rain In Twin City
ରାଜ୍ୟ ସାରା ତୁହାକୁ ତୁହା ବର୍ଷା, ନର୍ଦ୍ଦମା ପାଣିରେ ଭାସିଲା ସହର ସହର

ରାଜ୍ୟର ଅଧିକାଂଶ ଜିଲ୍ଲାରେ ମାତ୍ର ଗୋଟିଏ ଦିନର ଲଗାଣ ବର୍ଷା, ଚାଷବାସରେ ଜୀବନ ଭରିଛି । ହେଲେ ଡ୍ରେନେଜ୍ ସମସ୍ୟାରୁ ସହର ସହର ନର୍ଦ୍ଦମା ପାଣିରେ ଭାସୁଛି । କଟକ ସହରରେ ତ ସାଂଘାତିକ ସ୍ଥିତି । ସେପଟେ ଏବେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୮...

Naba Das Murder Case
'ନବଙ୍କୁ ଗୁଣ୍ଡା ସଜେଇ ଦେଇଛି କ୍ରାଇମବ୍ରାଞ୍ଚ ଚାର୍ଜସିଟ୍'

ନବ ଦାସ ହତ୍ୟା ଘଟଣାରେ ଚାର୍ଜସିଟ୍ ଆସିବା ପରେ ବଢିଲା ବିବାଦ। ଖାସ୍ କରି ନବଙ୍କ ପତ୍ନୀ ଓ ପୁଅ, ଏହା ଏକ ପ୍ରିପ୍ଳାନ ବା ଯୋଜନାବଦ୍ଧ ମର୍ଡର ବୋଲି ଷ୍ଟେଟମେଣ୍ଟରେ କହିଥିବାରୁ ହୁଲସ୍ତୁଲ ସାରା ରାଜ୍ୟ। ଏହାପରେ କ୍ରାଇମବ୍ରାଂଚର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ। ହତ୍ୟା ପାଇଁ...

Congress MLA
କଂଗ୍ରେସରୁ ମୋକିମ୍‌, ଚିରଞ୍ଜୀବ ସସ୍‌ପେଣ୍ଡ

କଂଗ୍ରେସ ଦଳରୁ ନିଲମ୍ବିତ ହେଲେ କଟକ ବାରବାଟୀ ବିଧାୟକ । ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଦଳରୁ ସସ୍‌ପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ସସ୍‌ପେଣ୍ଡ କରିଥିବା ସୂଚନା ଦିଆଯାଇଛି । ସେହିପରି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଦଳରୁ ସସ୍‌ପେଣ୍ଡ ହୋଇଛନ୍ତି...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି