Advertisment

୨୦୨୪ ପାଇଁ ବିଜେପିର ରଣନୀତି; ୯ ନେତାଙ୍କୁ ମିଳିଲା ୪ ରାଜ୍ୟ ଦାୟିତ୍ୱ

ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୪ ରାଜ୍ୟରେ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ଓ ତେଲେଙ୍ଗାନା ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ପ୍ରହଲ୍ଲାଦ ଯୋଶୀଙ୍କୁ ରାଜସ୍ଥାନ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ନିତିନ ପଟେଲ ଓ କୁଲଦୀପ ବିଷ୍ଣୋଇ ରାଜସ୍ଥାନର ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଓମ୍‌ ପ୍ରକାଶ ମାଥୁର ଛତିଶଗଡ଼ର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବାବେଳେ ମନସୁଖ ମାଣ୍ଡଭୀୟ ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି ।

author-image
Sarbeswar

BJP Pralhad Joshi
Advertisment
Advertisment