ଅଜବ ପରମ୍ପରା । ପୁଅକୁ ୧୬, ଝିଅକୁ ୧୨ ହେବା ମାତ୍ରେ ହୁଏ ବାହାଘର । ଏତେ କମ୍ ବର୍ଷରୁ ବିବାହ ହେଉଥିବାରୁ ଅନେକଙ୍କ ସ୍ୱାମୀ ମରିଯାଉଛନ୍ତି ...ବିଧବା ହେବା ପରେ ବି ଏକାଏକା ଜୀବନ ବିତାଉଛନ୍ତି ଏମାନେ।
ଭୟଙ୍କର ସ୍ଥିତି ! ଛାତରୁ ପାଣି ଖସୁଛି, ରଡ୍ ଦିଶୁଛି...ଏମିତି ସ୍ଥିତିରେ ବି ପିଲାଏ ପଢୁଛନ୍ତି ପାଠ । ସ୍କୁଲ ସିନା ପିଲା ଆସୁଛନ୍ତି ହେଲେ ଚିନ୍ତାରେ ରହୁଛନ୍ତି ଅଭିଭାବକ।
ନିଜେ ଦିବ୍ୟାଙ୍ଗ...ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ସହ ପରିବେଶ ସୁରକ୍ଷା ପାଇଁ ଦେଉଛନ୍ତି ତାଲିମ୍ । ନିଜ ସ୍କୁଲଠାରୁ ପଡୋଶୀ ସ୍କୁଲ ଯାଏଁ...ବୁଲିବୁଲି ଲଗାଉଛନ୍ତି ଗଛ।
ମୋ ବୋଉଲୋ...ବିଲାତିରେ ମାରିହେଉନି ହାତ...ଘର ଭିତରେ ମେଞ୍ଚାଏ ବିଲାତି ଅଛି ହେଲେ ତାକୁ ନାଗ ସାପ ଜଗିଛି । ନିଅ..କେମିତି ନେଉଛ।
ଦୁଃଖ ୟାଙ୍କ ଭାଗ୍ୟରେ ଲେଖା ! ସ୍ୱାମୀ ଛାଡି ପଳେଇଲେ..ପାଖରେ କିଛି ନାହିଁ...ଭଡ଼ାଘରେ ରୋଗୀଣା ଆଈ ସହ ରହୁଛନ୍ତି ଅସହାୟ ମହିଳା । ଡାକ୍ତର ତ ଦେଖାଇଲେ, ହେଲେ ଔଷଧ ଦେବାକୁ ପାଖରେ ଟଙ୍କା ନାହିଁ।
ସ୍ୱାମୀଙ୍କ ସହ ସମ୍ପର୍କ ରଖିବାକୁ ଦେଲେନି... ଏବେ ବିବାହିତ ନାରୀଙ୍କ ସହ ସ୍ୱାମୀ ରଖିଛନ୍ତି ସଂପର୍କ । ପାଦରେ ଅଳତା ଲିଭିନଥିବା ବେଳଠୁ ମତେ ଦିଆଯାଉଛି ନିର୍ଯାତନା । କାନ୍ଦି କାନ୍ଦି ଶାଶୂଘର ସାମ୍ନାରେ ବସିଛି ବୋହୂ, ସେପଟେ ଶାଶୂ କହୁଛନ୍ତି, ମୋ ପୁଅ ୫ଟା ରଖିଛି ।
୪-୪ଟି ପୁଅ ଜନ୍ମ କରିଥିଲା । ୬ ଦିନ ହେଲାଣି ବୁଢୀ ମାଆ କହୁଛି ମତେ କିଛି ଖାଇବାକୁ ମିଳୁନି...ରାତି ହେଉ କି ଦିନ ଏମିତି ରାସ୍ତାରେ ଘୋଷାରି ହୋଇ ବଞ୍ଚିଛନ୍ତି ଜୀବନ । ସେପଟେ ପୁଅ କହୁଛନ୍ତି, ଆମେ ଖାଇବାକୁ ଦେଉଛୁ କି ନାହିଁ ଗାଁ ଲୋକଙ୍କୁ...
ରାତି ପାହିଲେ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି ଲକ୍ଷଲକ୍ଷ ଭକ୍ତ । ହେଲେ ୫୦ ଫୁ ଟର ଅଳିଆ ଗଦାକୁ ଦେଖି ସମସ୍ତେ ଟେକୁଛନ୍ତି ନାକ । ବାରମ୍ବାର ଗୁହାରି ପରେ ବି କିଛି ଶୁଣୁନି ପ୍ରଶାସନ...ଆଜିକାଲି କହି ଦିନ ଗଡାଉଛି କିନ୍ତୁ ଅଳିଆ ଉଠୁନି
କାହାରି କଥା ଶୁଣିଲେନି...ଭୁଲ ଅପରେସନ୍ କଲେ । ଦିବ୍ୟାଙ୍ଗ ହୋଇଗଲା ଭେଣ୍ଡିଆ ପୁଅ...ଏବେ ମାମଲା ରୁଜୁ ପରେ ୮୦ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ
ସାବାସ୍ ପ୍ରଶାସନ । ଦିନେ ରାସ୍ତାରେ ନିର୍ଯାତିତ ହୋଇ ବୁଲୁଥିବା ଝିଅକୁ ଉଦ୍ଧାର କରି ସୁଧାର ଗୃହରେ ରଖିଥିଲେ । ବାହା ହେବା ବୟସ ହେବା ପରେ କନ୍ୟା ଦାନ କଲେ ଅତିରିକ୍ତ ଜିଲ୍ଲାପାଳ । ଧୁମଧାମ୍ରେ ହୋଇଥିଲା ବାହାଘର....ବରଯାତ୍ରୀରେ ସାମିଲ ଥିଲେ...।
ଦେଢ କୋଟି ଟଙ୍କାରେ ବସଷ୍ଟାଣ୍ଡ ନିର୍ମାଣ ହେଲା, ଥରେ ହେଲେ ବି ବସ୍ ଗଡିଲାନି । ଏବେ ମଦୁଆଙ୍କ ଆଡ୍ଡାସ୍ଥଳ ହେବା ସହିତ ଗାଈଗୋରୁଙ୍କ ଗୋଚର ଭୂମି ପାଲଟିଲାଣି।
ଇଏ କେମିତିକା ପ୍ରେମ? ଗାଁରେ ଦେଖା ହେବା ପରେ ବାହାଘର ହେଲା...୩ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ସ୍ୱାମୀ ପଳାଇଲା । ଗଲା ଯେ ଆଉ ଫେରିଲାନି...ଏକା ଏକା ଦିବ୍ୟାଙ୍ଗ ଝିଅକୁ ନେଇ ବଡ଼ କଷ୍ଟରେ ବଞ୍ଚୁଛନ୍ତି ମମତା ।
ଗୋଟିଏ ଗୋଡ ନାହିଁ...କିନ୍ତୁ ସେ ହାର ମାନିନାହାନ୍ତି । ବରଂ ଟାଣୁଛନ୍ତି କାଠ ଗାଡ଼ି...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
ଏ ସ୍କୁଲରେ କିଛି ନାହିଁ । ପିଲାଙ୍କ ଲାଗି ପାଇଖାନା ନାହିଁ କି ପାଣିର ବ୍ୟବସ୍ଥା ନାହିଁ । କେତେବେଳେ ଲାଇନ୍ ଆସୁଛି ତ ଆଉ କେତେବେଳେ ସିଏ ବି ନାହିଁ । ପାଠ ପଢା ବେଳେ ଛାତରୁ ଖସୁଛି ସ୍ଲାବ୍ । ଏମିତି ସ୍ଥିତିରେ ପିଲାଏ କହୁଛନ୍ତି...
ରାଜଧାନୀର ଘର ମାଲିକ ସାବଧାନ୍ ! ବାସସ୍ଥାନ ଉଦ୍ଦେଶ୍ୟରେ ଘର କରି ତାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କଲେ ଘର ମାଲିକ ଗଣିବେ ତଣ୍ଡ । ସହରିଆଙ୍କୁ ତାଗିଦ୍ କରିବା ପାଇଁ ବିଏମସି ଏଭଳି ଆଭିମୁଖ୍ୟ ଗ୍ରହଣ କରିଛି। ହୋଲଡିଂ ଟିକସ ଏବଂ ଟ୍ରେଡ ଲାଇସେନ୍ସ ସମୟ ଅନୁସାରେ...
ଖୁବ୍ଶୀଘ୍ର ଆଲଗା ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀ । ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଲାଗି ନିର୍ଦ୍ଦେଶ...
ଆବେଦନକାରୀଙ୍କ ପିଟିସନ୍ ଅନୁଯାୟୀ, ରାଜ୍ୟରେ ସାମ୍ବାଦିକଙ୍କୁ କ୍ବାର୍ଟର୍ସ ମିଳିବା ନେଇ କୌଣସି ସ୍ପଷ୍ଟ ନୀତି ବି ନାହିଁ। 30ରୁ 40 ବର୍ଷ ଧରି ବହୁ ସାମ୍ବାଦିକ ନାମମାତ୍ର ମାସିକ ଭଡ଼ା ଦେଇ କ୍ୱାର୍ଟର୍ସ ମାଡ଼ି ବସିଥିଲା ବେଳେ ଇଲେକଟ୍ରୋନିକ ଓ ମହିଳା ସାମ୍ବାଦିକ ଏଥିରୁ ବଞ୍ଚିତ ହେଉଛନ୍ତି।
ପୁରୀ ବଳିଆ ପଣ୍ଡାରେ ଅଳିଆ ପାହାଡ । ପ୍ରାୟ ୮ ଏକର ଜମିରେ ଗଦା ହୋଇଛି ଆବର୍ଜନା । ବର୍ଷ ବର୍ଷ ଧରି ସହରର ଅଳିଆ ଆବର୍ଜନା ଏଠାରେ ପକାଯାଉଛି । ଆଉ ଏହା ଜମି ଜମି ଏକ ପାହାଡର ରୂପ ନେଇଛି । ଏଥିରୁ ବାହାରୁ ଥିବା...
ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର । ଛାତ୍ର ସଂସଦ ନିର୍ବାଚନ କରାନଯିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ । ବିରୋଧୀ ABVP ଓ ଛାତ୍ର କଂଗ୍ରେସ ସହ ସ୍ୱର ମିଳାଇଲେ । କେବଳ ରାଜନେତା ନୁହନ୍ତି କୁଳପତିଙ୍କ...
ଅଭିଯୋଗ ଶୁଣାଣିର ନୂଆ ଷ୍ଟାଇଲକୁ ନେଇ ବିବାଦ । ଜିଲ୍ଲା ଓ ରାଜ୍ୟସ୍ତରରେ ଅଭିଯୋଗ ଶୁଣାଣି କ୍ଷମତାକୁ ସଙ୍କୁଚିତ କରାଯାଉଛି କି ? ଗୌଣ ହୋଇଯାଉନି ତ ବ୍ଲକ, ଜିଲ୍ଲା ଓ ରାଜ୍ୟ ପ୍ରଶାସନ ? ଅଭିଯୋଗ ଶୁଣାଣିର ନୂଆ ବ୍ୟବସ୍ଥାକୁ ବିଜେପି ଓ କଂଗ୍ରେସର ବିରୋଧ ।...