• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Delhi floods
ଯମୁନା ବନ୍ୟାରେ ଉବୁଟୁବୁ ନୂଆଦିଲ୍ଲୀ; ଘରଠୁ ସଚିବାଳୟ ଯାଏଁ ସବୁଠି ପାଣି

ଗୋଟିଏ କି ଦୁଇଟି ନୁହେଁ ବସ୍, ଟ୍ରକ, କାର୍ ସବୁ ଏବେ ପାଣି ଘେରରେ । କାଶ୍ମୀର ଗେଟରୁ ଆଇଟିଓକୁ ଯାଉଥିବା ବେଳେ ହଠାତ୍ ଫ୍ଲାଏଓଭର ତଳ ରାସ୍ତାରେ ପାଣି ଜମିବାରୁ ଏଭଳି ସ୍ଥିତି ଉପୁଜିଛି । କୌଣସି ବାଟ ନପାଇ ଶେଷରେ ନିଜ ନିଜ ଗାଡ଼ିକୁ ଏଠି...

Chandrayaan-3
ଜହ୍ନ ଯିବ ଚନ୍ଦ୍ରାୟାନ

ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍...ଜୁଲାଇ ୧୪ ଦିନ ୨ଟା ୩୫ରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ଚନ୍ଦ୍ରାୟାନ-୩

Odisha Politics, BJD - BJP
୨୪ ଭୋଟ୍ ପାଇଁ BJPର କମରକଷା, କର୍ମୀଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିଲେ ବଂଶଲ

ଭୋଟ୍ ହାତେଇବା ପାଇଁ ବୁଥ୍‌କୁ ଫୋକସ୍ । ବିଜେପି-ବିଜେଡି ଲଢେଇ ପାଇଁ ଗ୍ରାଉଣ୍ଡ ୱାର୍କ । ତୃଣମୂଳ ସ୍ତରରେ ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ଦିଆଯାଉଛି ଟାସ୍କ । ବଂଶଲଙ୍କ ଷ୍ଟ୍ରାଟେଜି ବାନାମ୍ ନବୀନଙ୍କ ରଣନୀତି ।

କୃଷ୍ଣସାରଙ୍କ ଅଭୟାରଣ୍ୟ
କୃଷ୍ଣସାରଙ୍କ ଅଭୟାରଣ୍ୟ

ନା ଅଛି ହିଂସ୍ର ଜନ୍ତୁଙ୍କର ଡର ନା ଶିକାରୀଙ୍କ ଭୟ । ମଣିଷଙ୍କ ସ୍ନେହ ଶ୍ରଦ୍ଧା ଓ ସୁରକ୍ଷାରେ ବିଚରଣ କରୁଛନ୍ତି ବିରଳ କୃଷ୍ଣସାର ମୃଗ ଓ ହରିଣ । ଗ୍ରାମବାସୀଙ୍କ ପାଇଁ ଏମାନେ ଅମୂଲ୍ୟ ସମ୍ପଦ

Bahuda river
ଏକା ସାଙ୍ଗରେ ନଈରେ ଏତେ ମାଛ ମଲେ କେମିତି ?

ଥିଲେ ଥିଲେ ଏକା ସାଙ୍ଗରେ ବାହୁଦା ନଈରେ ଏତେ ମାଛ ମଲେ କେମିତି? କିଏ ଔଷଧ ପକାଇ ମାରିଦେଲା ନା ଆଉ ଅନ୍ୟ କାରଣ ରହିଛି? ଜାଣନ୍ତୁ କଣ ଥିଲା ପୂରା ଘଟଣା।

new school uniform
ସ୍କୁଲରେ ବି ରାଜନୀତି : ସରକାରୀ ଟଙ୍କାରେ ବିଜେଡି ରଙ୍ଗ !

ସ୍କୁଲ ଡ୍ରେସ୍‌ରେ ସବୁଜ ଛିଟା ...ଖପ୍ପା ହେଲେ ବିରୋଧୀ । ପିଲାଙ୍କ ୟୁନିଫର୍ମକୁ ସବୁଜିଆ କରି କ୍ୟାମ୍ପସ୍‌ରେ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସରକାର?

500-years-old Banyan tree
ବିରାଟ ବରଗଛ : ଲୋକଙ୍କ ଜୀବନ ବଞ୍ଚାଉଛି, ଆଶ୍ରା ବି ଦେଉଛି

ଶହଶହ ବର୍ଷର ପୁରୁଣା ଗଛ । ୧୯୭୧ ହେଉ କି ୯୯ ହେଉ...ସବୁବେଳେ ଲୋକଙ୍କର ଜୀବନ ବଞ୍ଚାଉଛି। ଗଛକୁ ସୁରକ୍ଷା ଦେବା ଲାଗି ସ୍ଥାନୀୟ ଲୋକଙ୍କ ଦାବି

Poorly constructed intake well
ପାନୀୟ ପ୍ରକଳ୍ପ ହୋଇଥିଲା, ଏବେ ଭୟଭୀତ ଲୋକ !

ଘର ଘରକୁ ପାନୀୟଜଳ ଯୋଗାଇ ଦେବାକୁ ପ୍ରଶାସନ ତିଆରି କଲା ପାଣି ଟାଙ୍କି । ହେଲେ ଏବେ ସେହି ପାଣି ଟାଙ୍କି ହିଁ ଲୋକଙ୍କ ଜୀବନକୁ ବିପଦରେ ପକାଇ ଦେଇଛି । ଯଦି କେତେବେଳେ ନଈ ବନ୍ଧ ଭାଙ୍ଗେ ତେବେ...

Rahul Sports Man
ବାପାଙ୍କଠାରୁ ମାଡ ଖାଇଲେ, ମାଆ ତାଗିଦ୍‌ କଲେ...କିନ୍ତୁ ଖେଳ ଛାଡିନଥିଲେ : ଏବେ ଦେଶରେ ଚାଲିଛି ପ୍ରଶଂସା

ସ୍କୁଲ ଯାଉଥିଲେ କିନ୍ତୁ ଖେଳରେ ବିଶେଷ ରୁଚି ଥିଲା..ପଡିଆରୁ ବାପାଙ୍କଠାରୁ ମାଡ ଖାଉଥିଲେ, ରାତିରାତି ମାଆ ଘରେ ବସି ବୁଝାଉଥିଲେ । ଖେଳ ପ୍ରତି ଥିବା ଭଲପାଇବା କେବେ କମିନଥିଲା । ଆଜି ଖେଳ ପାଇଁ ପୂରା ଦେଶରେ ତାଙ୍କୁ ନେଇ ବଢିଲାଣି ଚର୍ଚ୍ଚା

lack of infrastructure
ଭଙ୍ଗାଘରେ...ମନ୍ଦିର ପିଣ୍ଡାରେ ପଢୁଛନ୍ତି ଅଙ୍ଗନୱାଡ଼ି ପିଲା

ଏ ସରକାରକୁ ଲଜ୍ଜା ନାହିଁ । ମନ୍ଦିର ପିଣ୍ଡାରେ...ଭଙ୍ଗା କ୍ଲବ୍‌ ଘରେ ପିଲାଏ ପଢୁଛନ୍ତି ପାଠ । ବାରମ୍ବାର ଦାବି ପରେ ବି କେହି ଶୁଣୁନାହାନ୍ତି ୟାଙ୍କ ଦୁଃଖ

Metro rail project
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ । କଟକ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ। ପ୍ରାରମ୍ଭିକ ଭାବେ ୪ କିଲୋମିଟର ରାସ୍ତାର ମାଟି ନମୁନା ସଂଗ୍ରହ ଚାଲିଛି। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ DPR ଦେବା ପରେ ପ୍ରକଳ୍ପ ଲାଗି ପଡ଼ିବ ଭିତ୍ତିପ୍ରସ୍ତର

ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ
ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହେଲା ସର୍ଭେ

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ । କଟକ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ। ପ୍ରାରମ୍ଭିକ ଭାବେ ୪ କିଲୋମିଟର ରାସ୍ତାର ମାଟି ନମୁନା ସଂଗ୍ରହ ଚାଲିଛି। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ DPR ଦେବା ପରେ ପ୍ରକଳ୍ପ ଲାଗି ପଡ଼ିବ ଭିତ୍ତିପ୍ରସ୍ତର

Lord Jagannath Temple in Uttarkashi
ବିକଶିତ ହେବ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର

ବିକଶିତ ହେବ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର । ପୂର୍ବରୁ ବିଭିନ୍ନ ସମସ୍ୟା କାରଣରୁ ଏଠାରେ ସପ୍ତାହକୁ ମାତ୍ର ତିନିଦିନ ପୂଜା ହେଉଥିବା ବେଳେ ଏ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି।

Heavy rains
ରେଡ୍ ଆଲର୍ଟ ଜାରି ହୋଇଥିବା ହିମାଚଳରେ ହାହାକାର ସ୍ଥିତି, ଉବୁଟୁବୁ ଉତ୍ତରାଖଣ୍ଡ

ରେଡ୍ ଆଲର୍ଟ ଜାରି ହୋଇଥିବା ହିମାଚଳରେ ହାହାକାର ସ୍ଥିତି, ଉବୁଟୁବୁ ଉତ୍ତରାଖଣ୍ଡ । ଅବିଶ୍ରାନ୍ତ ମୌସୁମୀ ବର୍ଷା ସମଗ୍ର ଉତ୍ତର ଭାରତରେ ରଚିଛି ପ୍ରଳୟ। ବହୁ ନଦୀ ଫୁଲିବା ଫଳରେ ବନ୍ୟାସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ, ଭୂସ୍ଖଳନ ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି

ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ
ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ଆଉ ଏଥିରେ ଜଳି ପୋଡି ପାଉଁଶ ହୋଇଯାଇଛି କୋଟିଏରୁ ଅଧିକ ଟଙ୍କାର ଔଷଧ। ହେଲେ ଏହି ଅଗ୍ନିକାଣ୍ଡ ଆକସ୍ମିକ, ଅବହେଳା ନା ଇନସୁରାନ୍ସ ନାଁରେ ଔଷଧ ଗୋଦାମକୁ ନିଆଁ ଲଗାଇ ଦେବାକୁ ଷଡ଼ଯନ୍ତ୍ର ହୋଇଛି ତାକୁ ନେଇ ଉଠିଛି ପ୍ରଶ୍ନ।...

Odisha BJP
ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଟିକେଟ୍ ବାଣ

5T ସଚିବଙ୍କ ଗସ୍ତକୁ ନେଇ ବିବାଦ ବଢୁଥିବା ବେଳେ ଆଜି ବିଜେପି ନେତା ପ୍ରଦୀପ ପୁରୋହିତ ମାରିଛନ୍ତି ଟିକେଟ୍ ବାଣ। ଅଭିଯୋଗ କରିଛନ୍ତି, ଆସନ୍ତା ନିର୍ବାଚନ ଲାଗି ନବୀନଙ୍କ ଦସ୍ତଖତ ଥିବା ସାଦା ଟିକଟ ପାଣ୍ଡିଆନଙ୍କ ହାତରେ ଥିବାରୁ ବିଜେଡି ନେତାମାନେ ତାଙ୍କ ବିରୋଧରେ ମୁହଁ ଖୋଲିବାକୁ ଡରୁଛନ୍ତି।...

OTP sharing scam
ହନି ଆଉ ମନିଟ୍ରାପରେ ପଡ଼ି ଓଡ଼ିଆ ଯୁବକ ଯୁବତୀ ଶତ୍ରୁପକ୍ଷଙ୍କୁ ଟେକିଦେଇଛନ୍ତି କି ସୁରକ୍ଷା ସଂପର୍କିତ ତଥ୍ୟ ?

ହନି ଆଉ ମନିଟ୍ରାପରେ ପଡ଼ି ଓଡ଼ିଆ ଯୁବକ ଯୁବତୀ ଶତ୍ରୁପକ୍ଷଙ୍କୁ ଟେକିଦେଇଛନ୍ତି କି ସୁରକ୍ଷା ସଂପର୍କିତ ତଥ୍ୟ ? ଓଟିପି ସେୟାରିଂ ମାମଲାରେ ଗିରଫ ଓଡ଼ିଆ ଯୁବକଙ୍କ ସହ ଲିଙ୍କ୍ ଥିବା ଅଭିଯୁକ୍ତ ଅଭିଜିତ୍ ଜୁମ୍ବରେକୁ ATS, IB ଏବଂ STFର ଜେରା ପରେ ଆଜି ଭୁବନେଶ୍ବରରେ ଘାଣ୍ଟୁଛି...

Scanty rainfall in Odisha
ଜୁନ୍ ପହିଲାରୁ ଏପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ୱାଭାବିକ ଠାରୁ ୨୭ ପ୍ରତିଶତ କମ ବୃଷ୍ଟିପାତ

ସ୍ବଳ୍ପ ବୃଷ୍ଟି ପାଇଁ ରାଜ୍ୟରେ ବିଗିଡ଼ିବାରେ ଲାଗିଛି ଚାଷର ହାଲ୍। ରାଜ୍ୟର ୨୨ଟି ଜିଲ୍ଲାରେ ଜଳ ଜଳ ଦିଶିଲାଣି ଆସନ୍ନ ମରୁଡ଼ିର ସ୍ଥିତି। କେବଳ ସେତିକି ନୁହେଁ ଆଗାମୀ ତିନିଦିନ ଭିତରେ ବି ରାଜ୍ୟରେ ସେଭଳି ବଡ଼ ବର୍ଷାର ସମ୍ଭାବନା ନଥିବା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

ନବୀନଙ୍କ ବଡ଼ବାପା ପୁଅ ଭାଇ ଦିଲୀପ ପଟ୍ଟନାୟକ
ଆର୍ଥିକ ଅନଟନ ଓ ରୋଗ ଦୁଃଖରେ ଷଢୁଛନ୍ତି ବିଜୁବାବୁଙ୍କ ପୁତୁରା ଓ ଝିଆରୀ

କଟକ ଆନନ୍ଦ ଭବନର ଦୁଇଟି ଚିତ୍ର। ଗୋଟିଏ ପଟ ବିଜୁ ବାବୁଙ୍କ ଆନନ୍ଦ ଭବନ ଆଉ ଗୋଟିଏ ପଟ ହେଉଛି ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନ। ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ଏବେ ସଂଗ୍ରହାଳୟ ହୋଇଯାଇଛି ହେଲେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ଗଢିଥିବା ଆନନ୍ଦ...

Education system
ଆଦର୍ଶ ସ୍କୁଲରେ ଘର ନାହିଁ : ବର୍ଷେ ହେଲାଣି ଇଆଡେ ସିଆଡେ ବୁଲୁଛନ୍ତି ପିଲା

ଆଦର୍ଶ ସ୍କୁଲର ଭୟଙ୍କର ବ୍ୟବସ୍ଥା । ବର୍ଷେ ହେଲାଣି ଘର ତିଆରି ହେଉଛି ଯେ ସରିବାର ନା ଧରୁନି । ୧୨ ଦୁଆର ଶୁଣ୍ଢିପିଣ୍ଡା ପରି ଏ ସ୍କୁଲରେ ପଢୁଛନ୍ତି ସେ ସ୍କୁଲରେ ପରୀକ୍ଷା ଦେଉଛନ୍ତି ପିଲା । ଯାହାକୁ ନେଇ ତେଜୁଛି ଅସନ୍ତୋଷ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି