ପ୍ରତୀକ୍ଷାର ହେଲା ଅନ୍ତ। ସାଧାରଣ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ମେ’ ଏବଂ ଜୁନରେ ଭୋଟ୍ ଦେବ ଓଡ଼ିଶା। ୨୦୧୯ ଭଳି ଏଥର ବି ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବ ମତଦାନ।
ପ୍ରତୀକ୍ଷାର ଅନ୍ତ। ଘୋଷଣା ହୋଇଛି ବହୁ ପ୍ରତୀକ୍ଷିତ ସାଧାରଣ ନିର୍ବାଚନ ତାରିଖ। ଏପ୍ରିଲ୍ ୧୯ରୁ ଜୁନ୍ ୧ ମଧ୍ୟରେ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ।
ଟି-20 ବିଶ୍ୱକପରୁ କ୍ରିକେଟ ମ୍ୟାଚରେ ପରମାନେଣ୍ଟ ଲାଗୁ ହେବ ଷ୍ଟପ କ୍ଳକ୍ ନିୟମ । ସୀମିତ ଓଭର ଅନ୍ତର୍ଜାତୀୟ ମ୍ୟାଚରେ ଏହି ନିୟମ ହେବ ବାଧ୍ୟତାମୂଳକ ।
୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା କାଉଣ୍ଟଡାଉନ୍ ଆରମ୍ଭ। ଆସନ୍ତାକାଲି ଅପରାହ୍ନ ୩ଟାରେ ବିସ୍ତୃତ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବେ ECI।
କାହା ଭୁଲ୍ ପାଇଁ ଘଟିଗଲା ଏତେବଡ଼ ଦୁର୍ଘଟଣା ? ଇନୋଭା ଡ୍ରାଇଭର ନା ଟ୍ୟାଙ୍କର ଡ୍ରାଇଭରଙ୍କ ଥିଲା ତ୍ରୁଟି ? ତାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ସମ୍ବଲପୁର-କଟକ ୫୫ ନମ୍ବର NHର ସଂପ୍ରସାରଣ କାର୍ଯ୍ୟକୁ ବି ଦାୟୀ କରିଛନ୍ତି ଲୋକେ ।
ଏଟିଏମକୁ ଟଙ୍କା ଉଠାଇବାକୁ ଗଲା ବେଳେ ମେସିନ୍ କାମ କରୁନି କି ? ଏଟିଏମ୍ ଭିତରେ କାର୍ଡ ଲାଖି ଯାଉଛି କି ? ଯଦି ଏମିତି ହେଉଛି, ତାହେଲେ ସାବଧାନ ହୋଇଯାଆନ୍ତୁ ।
ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାବାସୀଙ୍କୁ କଂଗ୍ରେସରର ୧୦ଟି ଗ୍ୟାରେଣ୍ଟି। ପ୍ରଥମରେ ରହିଛି ବୋନସ୍ ସହିତ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ପ୍ରଦାନ, କୃଷି ଋଣ ଛାଡ଼ ଓ ଚାଷୀଙ୍କୁ ମାସିକ ୨ ହଜାର ଟଙ୍କାର ପେନସନ୍।
ମେଣ୍ଟ ସସପେନ୍ସ ପଛର ସତ କ’ଣ। କିଏ ଓ କାହିଁକି ଏହି ଚର୍ଚ୍ଚାକୁ ଆଗକୁ ବଢଉଛି। ଖାଲି ନେତା ନୁହେଁ ମେଣ୍ଟ ଗୋଲକ ଧନ୍ଦାକୁ ନେଇ ଜନତା ଜନାର୍ଦ୍ଦନ ବି ଦ୍ୱନ୍ଦ୍ୱରେ।
ଦିଲ୍ଲୀରେ ଇଣ୍ଡିଆ ଟୁଡେର କନକ୍ଲେଭରେ ଯୋଗଦେଇ ଶାହା କହିଛନ୍ତି, ଓଡ଼ିଶାରେ ବିଜେପି କେମିତି ଆଗକୁ ବଢ଼ିବ ସେନେଇ କାର୍ଯ୍ୟ କରୁଛୁ। ତା’ସହ ଶାହା କହିଛନ୍ତି, ଓଡ଼ିଶାରେ ବିଜେପିର ଭୋଟ ହାର ଭଲ ବଢ଼ିବ।
ମେଣ୍ଟ ସସପେନ୍ସ ପଛର ସତ କ’ଣ। କିଏ ଓ କାହିଁକି ଏହି ଚର୍ଚ୍ଚାକୁ ଆଗକୁ ବଢଉଛି। ଖାଲି ନେତା ନୁହେଁ ମେଣ୍ଟ ଗୋଲକ ଧନ୍ଦାକୁ ନେଇ ଜନତା ଜନାର୍ଦ୍ଦନ ବି ଦ୍ୱନ୍ଦ୍ୱରେ।
ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାବାସୀଙ୍କୁ କଂଗ୍ରେସରର ୧୦ଟି ଗ୍ୟାରେଣ୍ଟି। ପ୍ରଥମରେ ରହିଛି ବୋନସ୍ ସହିତ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ପ୍ରଦାନ, କୃଷି ଋଣ ଛାଡ଼ ଓ ଚାଷୀଙ୍କୁ ମାସିକ ୨ ହଜାର ଟଙ୍କାର ପେନସନ୍।
୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା କାଉଣ୍ଟଡାଉନ୍ ଆରମ୍ଭ। ଆସନ୍ତାକାଲି ଅପରାହ୍ନ ୩ଟାରେ ବିସ୍ତୃତ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବେ ECI।
ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଅମିତାଭ୍ ବଚ୍ଚନଙ୍କ ଡୁପ୍ଲିକେଟ୍ କୁହାଯାଉଥିବା ଶଶିକାନ୍ତ ପେଡୱାଲ।
ଏହି ବୈଠକରେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଡକାଯାଇଥିବା ସୂଚନା ରହିଛି।
ଏହି ବିଜୟ ସହ ମୁମ୍ବାଇ ରେକର୍ଡ ୪୨ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିଛି। ଫାଇନାଲରେ ପରାଜୟ ସହ ତୃତୀୟ ଥର ପାଇଁ ଟାଇଟଲ୍ ଜିତିବାର ସ୍ୱପ୍ନ ବଦର୍ଭ ଭାଙ୍ଗିଯାଇଛି।
ଏହି ଦୁଇ ନାଁରେ ଯଦି ମୋହର ଲାଗେ ତାହେଲେ ସୁଖବୀର ସାନ୍ଧୁ ଓ ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ନିର୍ବାଚନ କମିଶନର ହେବେ।
ରାଜ୍ୟରେ ୭୮୬ ଅଧ୍ୟାପକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି SSB।
୧୮ ହଜାର ୬୨୬ ପୃଷ୍ଠାର ବିଶିଷ୍ଟ ଦୀର୍ଘ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି । କମିଟି ଗଠନର ୧୯୧ ଦିନ ପରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛି ।
ଫିରୋଜାବାଦ ସଦର SDM କୃତି ରାଜ ମାର୍ଚ୍ଚ ୧୨ରେ ଗୋପନୀୟ ଭାବେ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଞ୍ଚ କରିବା ପାଇଁ ପହଞ୍ଚିଥିଲେ। ସେ ତାଙ୍କ କାରକୁ ଡାକ୍ତରଖାନଠାରୁ ବହୁ ଦୂରରେ ରଖି ଏକ ରୋଗୀ ବେଶରେ ଆସିଥିଲେ।
ଏକର ଏକର ଜମିରେ ଫଳିଛି ଅଫିମ। କେଉଁଠି ଫୁଲ ଧରିଛି ତ କେଉଁଠି ଫଳ ପାଚିଲାଣି। ଫସଲ ଏମିତି ମାଡ଼ିଛି ଯେ, କ୍ଷେତକୁ ଆଖି ପାଉନି। ନିଶାଦ୍ରବ୍ୟ ଅଫିମର ଏହି ହବ୍ ହେଉଛି ଶିମିଳିପାଳ।