ଫୋନ୍ କରି କହିଥିଲା ‘ବୋଉଲୋ ମୋତେ ଖୋଜିବୁନି ମୁଁ ରାତି ୧୦ଟା ବେଳକୁ ଘରକୁ ଆସିବି..’ ହେଲେ ଚାରି ରାତି ବିତିଗଲାଣି.. ନା ପୁଅ ଫେରିଲା.. ନା ମିଳିଲା ଖୋଜଖବର.. ଯାହା ମିଳିଲା ଦେହ ଥରାଇଦେଲା..
ତାଙ୍କ ହାତର ଛାଟ ଖାଇ ମଣିଷ ହେବାର ବାଟ ଦେଖୁଥିବା ପିଲାମାନେ ତାଙ୍କ ଉପଦେଶ ସବୁକୁ ମିସ୍ କରିବେ। ଖାସ୍ ସେଇଥିପାଇଁ ସ୍କୁଲରେ ଆଜି ସାରଙ୍କ ଶେଷଦିନ ବୋଲି, ଲାଗିଛି ଏମିତି ଗହଳ ଚହଳି।
ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରେମାନନ୍ଦ।
କାହିଁକି ଶିଶୁ ପୁତ୍ରର ତଣ୍ଟି ତା’ର ମା’ କାଟିଲା ତାହାର କାରଣ ଜଣାପଡିନି।
କ୍ରେଜ୍ ଏତେ କି ହଲ୍ ଭିତରେ ହିଁ ନିଆଁ ଲଗାଇ ତା ଉପରେ ଡେଇଁଲେ।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ୧୪ଶୀ ଦିବା ୦୮.୦୨ ଗତେ। ଅମାବାସ୍ୟା (କ୍ଷୟ) ରାତ୍ରି ୦୪.୨୯ ଗତେ ପ୍ରତିପଦ।
ଗାଁ କୁ ବ୍ଲକ୍ ଏବଂ ଜିଲ୍ଲା ମୁଖ୍ୟାଳୟ ସହ ଯୋଡିବାକୁ ସରକାର ଆରମ୍ଭ କଲେ ଲକ୍ଷ୍ମୀ ବସ୍ ସେବା । ସ୍ୱତନ୍ତ୍ର ଭାବେ ପଟାଙ୍ଗି ଠାରୁ କୋଟିଆକୁ ଏକ ବସ୍ ଚଳାଚଳ ପାଇଁ ବ୍ୟବସ୍ଥା ରହିଥିଲାବେଳେ ଏଯାଏଁ କିନ୍ତୁ ବସ ଚାଲିପାରି ନାହିଁ ।
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗାଁର ଡ୍ରମପେଡ ମାଷ୍ଟର ଡମ୍ବରୁଧର ଅଧିକାରୀଙ୍କୁ ଗତ ୨୫ ତାରିଖ ରାତିରେ ଅତି ନିର୍ମମ ଭାବ ହତ୍ୟା କରାଯାଇଛି ... ଯାହାକୁ ନେଇ ସେହି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି...
ସରକାର ଆମକୁ ବ୍ଲକ ଦିଅ, ବ୍ଲକ ଦିଅ... ଏ ଆର୍ତ୍ତ ଚିତ୍କାର ଆଜିର ନୁହେଁ ଏହା ଦୀର୍ଘ ବର୍ଷର ଦାବୀ, ଆଦିବାସୀଙ୍କ ପାଇଁ ମାଳ ମାଳ ଯୋଜନା କରି ଡିଣ୍ଡିମ ପିଟୁଥିବା ସରକାର ସେମାନଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା କହିଛନ୍ତି ମୟୁରଭଞ୍ଜ ଶରତ ବାସିନ୍ଦା
ଓଠ ନୁହେଁ, ହୃଦୟ ଏଠି କଥାକୁହେ, ଠାର ବି ଆପଣାର କରିପାରେ, ମନର ମଣିଷକୁ। କାନ ନୁହେଁ ମନ ଶୁଣେ ମନର ଭାଷାକୁ। କିଛି କିଛି ଅକ୍ଷର କେବଳ ଠାରରେ ଠାରରେ ଜୀବନ୍ତ ହୁଅନ୍ତି। ହସରେ ହସରେ ଜୀବନ ବଞ୍ଚିବାର ବାଟ କଢେଇ ନିଅନ୍ତି।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର। ଚନ୍ଦ୍ର- ଧନୁ ଦିବା ୧୦.୦୩ ଗତେ ମକର। ତିଥି- ୧୩ଶୀ ଦିବା ୧୧.୧୭ ଗତେ ୧୪ଶୀ।
ଗତ ୧୦ ବର୍ଷ ଧରି ମିଛ ବିବାହ ବନ୍ଧନ, ହୃଦୟହୀନ ସମ୍ପର୍କ ଏବଂ କଷ୍ଟଦାୟକ ବର୍ଷ ଏସବୁ ଥିଲା। ଏବେ ଖୁସି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଅନୁଭବ ଲେଖିଛନ୍ତି।
ହୃଦଘାତ ହେତୁ ପତ୍ନୀଙ୍କ ମୃତ୍ୟୁ ହେବାର ମାତ୍ର ୧୨ ଘଣ୍ଟା ମଧ୍ୟରେ ଶେଷ ନିଶ୍ୱାସ ତ୍ୟାଗ କଲେ ସ୍ୱାମୀ।
ଓଡ଼ିଶାରେ ଚାଲିଛି ବିଜେପି-ବିଜେଡି ପାର୍ଟନରସିପ୍ ସରକାର ! ନବୀନ ଓ ମୋଦିଙ୍କ ସହଭାଗିତାରେ ସରକାର ଚାଲିଛି ! ୨ ଜଣ ଯାକ ଏକାଠି ମିଶି କାମ କରୁଛନ୍ତି !
ଗତକାଲି ସାମ୍ବାଦିକ ସମ୍ମିଳନୀ। ଆଉ ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ। ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିରୋଧରେ ବିଜେଡିର ହଲ୍ଲାବୋଲ୍। ପରୀ ଘଟଣାକୁ ବିଜେପି ରାଜନୀତିକରଣ କରିଥିବା କହି, ଓଡ଼ିଶାବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ ।
ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ତାଙ୍କୁ ଡକାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓଲଟା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, 'ଯଦି ଦୁଇ ବର୍ଷ ଧରି ତଦନ୍ତ ଚାଲିଛି, ତେବେ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ଡକାଯାଉଛି ?
ପୋଡିୟମରେ ଚଢ଼ି ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ବିଜେପି ବିଧାୟକ ନାଉରୀ ନାଏକ।
ଏହାକୁ ଜୁଲିଏଟ୍ ରୋଜ୍ କୁହାଯାଏ। ଏହା ହେଉଛି ଦୁନିଆର ସବୁଠାରୁ ମହଙ୍ଗା
ଖୁବଶୀଘ୍ର ମୋ ସରକାରର ତୃତୀୟ ପାଳି ଆରମ୍ଭ ହେବାକୁ ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଗାମୀ ୫ ବର୍ଷ ବିକାଶର ନୂଆ ସୋପାନରେ ଆମେ ପହଞ୍ଚିବୁ ।