• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

UNGA
UNରେ କିପରି ହୁଏ ଭୋଟିଂ, ପ୍ରସ୍ତାବ ପାରିତ ହେଲେ ହୁଏ କ’ଣ ?

ଜାତିସଂଘ ସାଧାରଣ ସଭାରେ ଯେକୌଣସି ଦେଶ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ତେବେ ଏହି ପ୍ରସ୍ତାବ ଉପରେ ଭୋଟିଂ ହେବ କି ନାହିଁ ତାହା ଅଧ୍ୟକ୍ଷ ନିଷ୍ପତ୍ତି ନେବେ। ଭୋଟ୍ ଦେବା ପରେ, ଏହି ପ୍ରସ୍ତାବ ପାରିତ ହେବାକୁ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକ।

Fire In Bus Depot
ବେଙ୍ଗାଲୁରୁରେ ଭୟାବହ ଅଗ୍ନିକାଣ୍ଡ, ହୁତ୍ ହୁତ୍ ହେଇ ଜଳିଗଲା ଏକାଧିକ ବସ୍

ପରିସ୍ଥିତି ଏମିତି ହୋଇଛି କି ବହୁ ଦୂର ଯାଏଁ ଏହାର ପ୍ରଭାବ ଅନୁଭୂତ ହୋଇଛି । ବେଙ୍ଗାଲୁରୁ ବସ୍‌ ଡିପୋରେ ଲାଗିଥିବା ଏହି ନିଆଁକୁ ଆୟତ୍ତ କରିବା ପାଇଁ ଲାଗିଛି ୫ରୁ ଅଧିକ ଅଗ୍ନିଶମ ବାହିନୀର ଗାଡ଼ି।

Bharat on Google Maps
ଗୁଗୁଲ୍ ମ୍ୟାପ୍‌ରେ ବଦଳିଲା ଦେଶର ନାଁ, ସର୍ଚ୍ଚ କଲେ ତ୍ରିରଙ୍ଗା ସହ ଆସୁଛି ‘ଭାରତ’

ଆପଣ ଗୁଗୁଲ୍ ମ୍ୟାପ୍‌ରେ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ଲେଖନ୍ତୁ ଏଥିରେ କିଛି ଫରକ ପଡ଼ିବ ନାହିଁ। ଯଦି ଆପଣ ଭାରତକୁ ହିନ୍ଦୀ କିମ୍ବା ଇଂରାଜୀରେ ଲେଖନ୍ତି, ତେବେ ଗୁଗୁଲ ଆପଣଙ୍କୁ କେବଳ ‘ଇଣ୍ଡିଆ’ ଦେଖାଇବ। ଗୁଗୁଲ୍ ମ୍ୟାପ୍ସ ଉଭୟ ‘ଇଣ୍ଡିଆ’ ଏବଂ ଭାରତକୁ 'ଦକ୍ଷିଣ ଏସିଆର ଏକ...

Monkey Snatches 3 Year Old Girl
୩ ବର୍ଷର ଝିଅକୁ ଉଠାଇନେଲା ମାଙ୍କଡ଼, ଫୋପାଡ଼ିଲା ପାହାଡ଼ ଉପରେ

ଝିଅଟିକୁ ଖୋଜିବା ପାଇଁ ପରିବାର ଲୋକଙ୍କୁ ପୋଲିସର ସାହାଯ୍ୟ ନେବାକୁ ପଡିଥିଲା। ପାହାଡ଼ିଆ ରାସ୍ତାରେ ପୋଲିସ ବହୁ ଖୋଜାଖୋଜି କରିଥିଲା। ବହୁ ଖୋଜାଖୋଜି ପରେ ଝିଅଟିକୁ ପାଇଥିଲା ପୋଲିସ। ମାଙ୍କଡ ଝିଅକୁ ନେଇ ଏକ ପାହାଡ଼ ଉପରେ ଫୋପାଡ଼ି ଦେଇଥିଲା।

demand reopening of all gates of Srimandi
କେବେ ଖୋଲିବ ଶ୍ରୀମନ୍ଦିର ଚାରିଦ୍ୱାର ?

ଧର୍ମ ମାସ କାର୍ତ୍ତିକରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ତ୍ରାହି ତ୍ରାହି ଡାକିଲେଣି ଭକ୍ତ। ଶ୍ରୀମନ୍ଦିର ସେବାୟତ ବି ସରକାରଙ୍କ ଉପରେ ଝାଡ଼ିଲେଣି ଖୋଲା ଖୋଲି ଅସନ୍ତୋଷ। ଏହାରି ଭିତରେ ଚାରିଦ୍ୱାର ଖୋଲିବାକୁ ଦାବି ଏବେ ରାଜନୈତିକ ପ୍ରସଙ୍ଗ ପାଲଟିଲାଣି ।

Brain Stroke
ଦିନକୁ ଦିନ ଘାତକ ହେଉଛି ବ୍ରେନ ଷ୍ଟ୍ରୋକ୍

ଘାତକ ସାଜିଛି ବ୍ରେନ ଷ୍ଟୋକ୍ । କ୍ଷଣିକରେ ନେଇ ଯାଉଛି ଜୀବନ। ନ ହେଲେ ସାରା ଜୀବନ ପାଇଁ କରିଦେଉଛି ଅଚଳ। ହେଲେ ସଠିକ୍ ସମୟରେ ସଠିକ୍ ଚିକିତ୍ସା କିଛି ମାତ୍ରାରେ ରୋଗକୁ ପ୍ରତିହତ କରିପାରୁଛି।

Servitors launch campaign for decent dress code in Puri Srimandir
ହାଫ୍ ପ୍ୟାଣ୍ଟ ପିନ୍ଧା ଭକ୍ତଙ୍କୁ ଶାଳୀନତା ଶିଖେଇଲେ, ଧୋତି ପିନ୍ଧେଇ ଶ୍ରୀମନ୍ଦିର ଛାଡ଼ିଲେ ଯାତ୍ରୀପଣ୍ଡା

ଶାଳୀନତା ପୂର୍ଣ୍ଣ ପୋଷାକ ବିନା ଭକ୍ତଙ୍କୁ ଶ୍ରୀମନ୍ଦିର ମନା। ଆସନ୍ତା ନୂଆ ବର୍ଷଠୁ ଏଭଳି ନିୟମ କଡ଼ାକଡ଼ି ପାଳନ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ। ହେଲେ ତା ପୂର୍ବରୁ ଆଜି କାର୍ତ୍ତିକ ଆରମ୍ଭରୁ ମାର୍ଜିତ ପୋଷାକ କଣ ତାର କିଛି ଝଲକ ଦେଖିବାକୁ ମିଳିଛି ସିଂହଦ୍ବାର ସାମ୍ନାରେ।

Odisha Disaster Preparedness Day
ରାଜ୍ୟର ପ୍ରତି ଘରୁ ବାହାରିବେ ବିପର୍ଯ୍ୟୟ ଯୋଦ୍ଧା

ପ୍ରାକୃତିକ ହେଉ କି ମନୁଷ୍ୟକୃତ। ବିପର୍ଯ୍ୟୟର ସଫଳ ମୁକାବିଲା ଓ ଜିରୋ କାଜ୍ବାଲଟି ନୀତିର ସଫଳ ରୂପାୟନ ଲାଗି ଓଡ଼ିଶା କରୁଛି ବଡ଼ ବନ୍ଦୋବସ୍ତ। ସବୁ ଘରୁ ବାହାରିବେ ବିପର୍ଯ୍ୟୟ ଯୋଦ୍ଧା, ଭିତ୍ତିଭୂମିକୁ ସୁଦୃଢ଼ କରିବେ ରାଜ୍ୟ ସରକାର।

Ollywood Controversy
ତୁଟିବ କି ଓଲିଉଡ୍ କଳି ? ସମାଧାନ ପାଇଁ ଆଗକୁ ଆସିଲେ ଅରିନ୍ଦମ୍

ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ୍ ଷ୍ଟାର ଅରିନ୍ଦମ୍ ରାୟଙ୍କ ଏ ଯୋଡ଼ହସ୍ତ ନିବେଦନ ପରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ବିବାଦରେ ପଡ଼ିବ କି ଯବନିକା ?

Keral Blast
କେରଳ ବ୍ଲାଷ୍ଟ ପଛରେ ଅଛି କି ଇସ୍ରାଏଲ୍-ହମାସ୍ ଯୁଦ୍ଧ ଲିଙ୍କ୍ ?

ସଭାଗୃହ ଭିତରେ ଥିଲେ ପ୍ରାୟ ଅଢ଼େଇ ହଜାର ଲୋକ। କୋଚ୍ଚିଠୁ ମାତ୍ର ୧୦ କିଲୋମିଟର ଦୂରରେ ଘଟିଥିବା ଏହି ସିରିଏଲ୍ ବ୍ଲାଷ୍ଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଆହତ ହୋଇଛନ୍ତି ।

Keral Blast
କେରଳରେ ସିରିଜ୍ ବିସ୍ଫୋରଣକୁ ନେଇ ହଇଚଇ, ବ୍ଲାଷ୍ଟ ପଛରେ ଅଛି କି ଇସ୍ରାଏଲ୍-ହମାସ୍ ଯୁଦ୍ଧ ଲିଙ୍କ୍ ?

ସଭାଗୃହ ଭିତରେ ଥିଲେ ପ୍ରାୟ ଅଢ଼େଇ ହଜାର ଲୋକ। କୋଚ୍ଚିଠୁ ମାତ୍ର ୧୦ କିଲୋମିଟର ଦୂରରେ ଘଟିଥିବା ଏହି ସିରିଏଲ୍ ବ୍ଲାଷ୍ଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଆହତ ହୋଇଛନ୍ତି ।

Brain Stroke
ଦିନକୁ ଦିନ ଘାତକ ହେଉଛି ବ୍ରେନ୍ ଷ୍ଟ୍ରୋକ୍, ପ୍ରତି ୪ ଜଣରେ ଜଣଙ୍କୁ ରହିଛି ଷ୍ଟ୍ରୋକର ରିସ୍କ

ଏବେ ନଜର ପକାନ୍ତୁ ବ୍ରେନ୍ ଷ୍ଟ୍ରୋକ୍ ରୋଗର ଲକ୍ଷଣ ଓ ପ୍ରତିଷେଧକ ଉପରେ । ଡାଇବେଟିସ ଓ ରକ୍ତଚାପ ନିୟନ୍ତ୍ରଣ ରଖିଲେ ଆପଣ କିଛି ମାତ୍ରାରେ ଏହାକୁ ପ୍ରତିରୋଧ କରିପାରିବେ। ସମୟ ସମୟରେ ନିୟନ୍ତ୍ରଣ ହରାଇବା, ମୁଣ୍ଡ ବ୍ୟଥା କିମ୍ବା ମାନ୍ଦା ଲାଗିଲେ ସଙ୍ଗେ ସଙ୍ଗେ ଡାକ୍ତରୀ ପରାମର୍ଶ...

Ollywood Controversy
ଓଲିଉଡ୍‌ କଳି ସମାଧାନ ପାଇଁ ଆଗକୁ ଆସିଲେ ଅରିନ୍ଦମ୍, ଘର କଳି ଘରେ ତୁଟାଇବାକୁ ମନୋଜଙ୍କୁ ନିବେଦନ

ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ୍ ଷ୍ଟାର ଅରିନ୍ଦମ୍ ରାୟଙ୍କ ଏ ଯୋଡ଼ହସ୍ତ ନିବେଦନ ପରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ବିବାଦରେ ପଡ଼ିବ କି ଯବନିକା ? କାଳାକାର ପରିବାର ଭିତରେ ତୁଟିବ କି କଳି?

Suicide
ସୁରଟ ଅଞ୍ଚଳରେ ଅଭାବନୀୟ ଘଟଣା, ପରିବାରର ୭ ସଦସ୍ୟଙ୍କୁ ବିଷ ଦେଇ ନିଜେ କଲେ ଆତ୍ମହତ୍ୟା

ମନିଷ ସୋଲାଙ୍କି ନାମକ ଜଣେ ବ୍ୟବସାୟୀ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି ।

Death
କୁମାର ପୂର୍ଣ୍ଣିମାରେ ଚାଲିଗଲା କୁମାରୀ ରଶ୍ମିତାଙ୍କ ଜୀବନ

ରଶ୍ମିତା ଜେନା କୁମାର ପୂର୍ଣ୍ଣିମା ପାଇଁ ସାଜସଜ୍ଜା କରୁଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Sand Smuggling
ଗଞ୍ଜାମରେ ସକ୍ରିୟ ବାଲି ମାଫିଆ, ନକଲି କାଗଜ ପତ୍ରରେ ରାଜ୍ୟ ବାହାରକୁ ଚୋରାଚାଲାଣ

ବାଲି ଚୋରା ଚାଲାଣ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର, ଆଉ ମାଲାମାଲ୍ ହେଉଛନ୍ତି ମାଫିଆ। ଏଭଳି ସ୍ଥିତିରେ ସାଧାରଣ ଲୋକେ ମଧ୍ୟ ଏଥିଯୋଗୁଁ ପ୍ରଭାବିତ ହେଉଛନ୍ତି।

Bhubaneswar Loot
ଚୋରି ହୋଇଥିଲା ୧୦ ହଜାର, ପୋଲିସ୍ ଫେରାଇଲା ୨୬ ଲକ୍ଷ

ଏହି ଚୋରି ମାମଲାରେ ସାମ୍ନାକୁ ଆସିଛି ଚୋରର ସଇତାନ ଦିମାଗ୍। ୪୦ ଲକ୍ଷ ଟଙ୍କା ଚୋରି କରିବା ପରେ ୪ ଜଣ ଚୋରଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଭାଗ ବଣ୍ଟା ହୋଇଥିଲା। ତେବେ ଏମାନଙ୍କ ମଧ୍ୟରୁ ଅଧିର ଓଝା ନାମକ ଜଣେ ଅଭିଯୁକ୍ତ ନିଜ ଭାଗ...

Bahanaga Train Tragedy
ନିଲାମ ହେଲା ବାହାନଗା ଟ୍ରେନ୍ ଟ୍ରାଜେଡିର ମୁକସାକ୍ଷୀ, ଦୁର୍ଘଟଣାର ୫ ମାସ ପରେ କଟା ହେଲା ବଗି

ଏହି ମର୍ମନ୍ତୁଦ ଦୁର୍ଘଟଣା ଅନେକ ଲୋକଙ୍କୁ କରିଦେଇଛି ସର୍ବଶ୍ୱାନ୍ତ। ଦୁର୍ଘଟଣାରେ ଜୀବନ ହରାଇଥିଲେ ୨୯୫ ଯାତ୍ରୀ। ଆଉ ସବୁଠୁ ବଡ଼ ଯନ୍ତ୍ରଣା ଥିଲା ନିଜ ସଂପର୍କୀୟଙ୍କ ମୃତଦେହକୁ ଚିହ୍ନଟ କରି ତା’ର ଶୁଦ୍ଧିକ୍ରିୟା କରିବା।

Ollywood
ଓଲିଉଡ୍ କଳିରେ ନେତାଙ୍କ ଏଣ୍ଟ୍ରି ପରେ ଘନେଇଲା ବିବାଦ, ରାଜନୀତି ନ ପୁରାଇବାକୁ ଅଭିନେତାଙ୍କ ନିବେଦନ

ଓଲିଉଡ୍ କଳିରେ ପଲିଟିକାଲ ଏଣ୍ଟ୍ରିକୁ ନେଇ ତେଜିଛି ବୟାନବାଜି। ଅଭିନେତା ଶ୍ରୀତମ ଦାସ କହିଛନ୍ତି, ପଶ୍ଚିମ ଓଡିଶାରୁ ଆସି ଏଠି ବହୁ କଳାକାର ନମ୍ବର ୱାନ ହୋଇଛନ୍ତି। ଏହା ଆମ ପରିବାରର କଳି। ଏହାକୁ ନେଇ କେହି ରାଜନୀତି କରିବା ଅନୁଚିତ।

Asian Para games
ଏସିଆନ୍ ପାରା ଗେମ୍ସ: ରୌପ୍ୟ ପଦକ ଜିତିଲେ ଓଡ଼ିଆ ଚେସ୍ ତାରକା

୭ ରାଉଣ୍ଡର ଗେମ୍‌ରେ ୫ ରାଉଣ୍ଡରେ ବିଜୟ ସହ ମୋଟ ସାଢେ ୫ ପଏଣ୍ଟ ହାସଲ କରି ରୌପ୍ୟ ପଦକ ଆଣିଛନ୍ତି ସୌନ୍ଦର୍ଯ୍ୟ । ସେହିପରି ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଛି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।