ସାରା ବିଶ୍ଵ ଅ।ଜି ପାଳନ କରୁଛି ଅନ୍ତର୍ଜାତୀୟ ମହିଳା ଦିବସ। ଆଜିର ଏହି ଅବସରରେ ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ସହ ପରିଚୟ କରାଇବୁ ଯାହାକୁ ଦେଖି ଦୁନିଆ କହିବ ଅକ୍ଷମ ନୁହେଁ ସେ ସକ୍ଷମ । ସେ ହେଲେ ସୁନ୍ଦରଗଡ଼ ଜିଲ୍ଲା ସରଫଗଡ଼ ପଞ୍ଚାୟତ ଭଅଁର...
ପବିତ୍ର ଭାରତବର୍ଷର ତୃତୀୟ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱର । ଭାରତର ପବିତ୍ର ଉଜ୍ଜୟିନୀ ନଗରୀରେ ଭଗବାନ ଶଙ୍କର ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ଭାବେ ପୂଜିତ ହେଉଛନ୍ତି।
ଝିଅର ସ୍କାର୍ପ ଗାଡି ଚକାରେ ପଶିଯିବାରୁ ଚଳନ୍ତା ଗାଡିରେ ବସି ସ୍କାର୍ପ କାଢିବା ବେଳେ ଡାହାଣ ହାତ ପଶିଯାଇ ଛିଡିଯାଇଥିଲା।
ପୁଣି ଚର୍ଚ୍ଚାରେ ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି। ଏଥର କିନ୍ତୁ କ୍ରିକେଟ୍ ପାଇଁ ନୁହେଁ ବରଂ ରାଜନୀତି ପାଇଁ।
ସୌର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୮ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ରାତ୍ରି ୦୯.୧୯ ଗତେ କୁମ୍ଭ। ତିଥି- ୧୩ଶୀ ରାତ୍ରି ୦୯.୫୮ ଗତେ ୧୪ଶୀ ।
ନାଜିମ ପିଏମ ମୋଦୀଙ୍କ ସହ ସେଲଫି ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ପିଏମ ମୋଦୀ ଏହି ଯୁବକଙ୍କର ଇଚ୍ଛା ପୂରଣ କରିଥିଲେ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ସେଲଫି ମଧ୍ୟ ସେୟାର କରିଥିଲେ।
ଗଣେଶ ବରେୟା ଗୁଜୁରାଟର ଭବନଗର ସରକାରୀ ଡାକ୍ତରଖାନାରେ ଏବେ ଡାକ୍ତର ଭାବେ କାର୍ଯ୍ୟରତ।
ସେହିପରି ଆଉଟସୋର୍ସିଂ କର୍ମଚାରୀ ଓ ସର୍ଭିସ ପ୍ରୋଭାଇଡର୍ ଏଜେନ୍ସି ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଓଡ଼ିଶା ଷ୍ଟେଟ୍ ଆଉଟସୋର୍ସିଂ ଏମ୍ପ୍ଲୋଇଜ୍ ଲୋକପାଳ ଗଠନ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବିଗତ କିଛି ଦିନ ହେବ ଲୋହିତ ସାଗରରେ କମୁନି ହୁତି ବିଦ୍ରୋହୀଙ୍କ ଉତ୍ପାତ। ବାରମ୍ବାର ଚେତାବନୀ ପରେ ବି ମାନୁନାହାନ୍ତି ବିଦ୍ରୋହୀ ଗୋଷ୍ଠୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ଭାବରେ ବର୍ଣ୍ଣନା କରି ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ଏକ ସଂପୂର୍ଣ୍ଣ ବିକଶିତ ରାଷ୍ଟ୍ର ଭାବରେ ବିଶ୍ୱଗୁରୁ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଜଣେ ସ୍ୱାସ୍ଥ୍ୟକର୍ମୀ ୫ ଫୁଟ୍ ଗଭୀର ବରଫ ମଧ୍ୟରେ ଯାଇ ଶିଶୁଙ୍କ ନିକଟରେ ପୋଲିଓ ଟିକା ପହଞ୍ଚାଇଥିଲେ।
ବାଘକୁ ଘରେ ପୂରାଇ ବାହାରୁ କବାଟ ବନ୍ଦ କରିଦେଲା ୧୨ ବର୍ଷର ଶିଶୁ।
ଏଣିକି ଆଉ ବର୍ତ୍ତି ପାରିବେନି ସାଇବର୍ ଠକ। ଲୋକଙ୍କୁ ଭୁଆଁ ବୁଲେଇ କଲ୍, ମେସେଜ୍ କିମ୍ବା ହ୍ବାଟସ୍ ଆପ୍ ମାଧ୍ୟମରେ ଠକୁଥିବା ସାଇବର ଲୁଟେରାଙ୍କୁ ଚେକ୍ ଦେବ ଟେଲିକମ୍ ବିଭାଗ।
ନିର୍ବାଚନ ଯେତିକି ପାଖଉଛି, ବିଜେଡି ଟିକେଟ୍ କଳି ସେତିକି ବଢୁଛି। ଶୀର୍ଷ ନେତୃତ୍ୱଙ୍କୁ ଚାଲେଞ୍ଜ ଦେଉଛନ୍ତି ଆଶାୟୀ। ରାଜଧାନୀରେ ତ ଟିକେଟ କଳି ତୀବ୍ର ରୂପ ଧାରଣ କଲାଣି।
ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ହଜାର କୋଟିର ବିବିଧ ବିକାଶମୁଖୀ ପ୍ରକଳ୍ପ ଉପହାର। ଚଣ୍ଡିଖୋଲରେ ରେଲୱେ, ରାଜପଥ ଓ ଗ୍ୟାସ କ୍ଷେତ୍ରରେ ବିଭିନ୍ନ ନୂଆ ପ୍ରକଳ୍ପର ଲୋକାର୍ପଣ ସହ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।
ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ। ରିସେପସନରୁ ଟଙ୍କା, ସୁନା, ଗିଫ୍ଟ ନେଇ ମାରୁଛନ୍ତି ଚମ୍ପଟ।
ଅଭୂତପୂର୍ବ ଜନ ସମାବେଶ..ଅଭିଭୂତ ମୋଦି। ସମୟ ପାଖାପାଖି ୩ଟା ୫୦। ଏକ ସୁସଜ୍ଜିତ ଖୋଲା ଜିପରେ ଚଣ୍ଡିଖୋଲର ବିଶାଳ ଗ୍ୟାରେଣ୍ଟି ସମାବେଶକୁ ଆସିଲେ ପ୍ରଧାନମନ୍ତ୍ରୀ ମୋଦି।
ଏଣିକି ଆଉ ବର୍ତ୍ତି ପାରିବେନି ସାଇବର୍ ଠକ। ଲୋକଙ୍କୁ ଭୁଆଁ ବୁଲେଇ କଲ୍, ମେସେଜ୍ କିମ୍ବା ହ୍ବାଟସ୍ ଆପ୍ ମାଧ୍ୟମରେ ଠକୁଥିବା ସାଇବର ଲୁଟେରାଙ୍କୁ ଚେକ୍ ଦେବ ଟେଲିକମ୍ ବିଭାଗ।
ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ହଜାର କୋଟିର ବିବିଧ ବିକାଶମୁଖୀ ପ୍ରକଳ୍ପ ଉପହାର। ଚଣ୍ଡିଖୋଲରେ ରେଲୱେ, ରାଜପଥ ଓ ଗ୍ୟାସ କ୍ଷେତ୍ରରେ ବିଭିନ୍ନ ନୂଆ ପ୍ରକଳ୍ପର ଲୋକାର୍ପଣ ସହ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।
କଟକରେ ବକ୍ସ ଡ୍ରେନ ଲୋକାର୍ପଣ ପରେ ଆରମ୍ଭ ହୋଇଛି ରାଜନୀତି। ବକ୍ସଡ୍ରେନ ନିର୍ମାଣର ଶ୍ରେୟ କାହାକୁ ଯିବ ତାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ ହୋଇଛି।