Advertisment

ବଡ଼ ଅଘଟଣରୁ ବର୍ତ୍ତିଗଲେ ପ୍ରସନ୍ନ

କାହା ଭୁଲ୍ ପାଇଁ ଘଟିଗଲା ଏତେବଡ଼ ଦୁର୍ଘଟଣା ? ଇନୋଭା ଡ୍ରାଇଭର ନା ଟ୍ୟାଙ୍କର ଡ୍ରାଇଭରଙ୍କ ଥିଲା ତ୍ରୁଟି ? ତାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ସମ୍ବଲପୁର-କଟକ ୫୫ ନମ୍ବର NHର ସଂପ୍ରସାରଣ କାର୍ଯ୍ୟକୁ ବି ଦାୟୀ କରିଛନ୍ତି ଲୋକେ ।

author-image
Santosh Kumar Sahoo

ବାକିଥିଲା ଆଉ ମାତ୍ର ଅଢ଼େଇ ଘଣ୍ଟାର ରାସ୍ତା । ପ୍ରାୟ ୧୨୦ କିଲୋମିଟର ଅତିକ୍ରମ ପରେ ହୁଏତ ବରଗଡ଼ ଘରେ ପହଞ୍ଚିଯାଇଥାନ୍ତେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । କିନ୍ତୁ, ଦୁର୍ଯୋଗ ଛକି ରହିଥିଲା ରାଜପଥ ଉପରେ । ସାମ୍ନାପଟୁ ଆସୁଥିବା ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଗଲା ପ୍ରସନ୍ନଙ୍କ କାର୍ । ସୌଭାଗ୍ୟକୁ ବଡ଼ ଅଘଟଣରୁ ସେ ବର୍ତ୍ତିଯାଇଥିଲେ ବି ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଛି ତାଙ୍କୁ । ତେବେ କେମିତି ଓ କାହିଁକି ଘଟିଲା ଦୁର୍ଘଟଣା ? ଜାଣନ୍ତୁ...

Advertisment
Accident Prasanna Acharya
Advertisment
Advertisment