ପ୍ରତିବର୍ଷ ବାହାରୁଛି ୫୦ ହଜାର ମେଟ୍ରିକ୍ ଟନ୍, ମିଳିଛି ସ୍ୱତନ୍ତ୍ର ମାନ୍ୟତା.. ତଥାପି ଅଦାକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି କି ଗୁରୁତ୍ୱ ଦେଉନାହାନ୍ତି..
ଶିବଙ୍କ ଗୁହାରି ମୋତେ କୃତ୍ରିମ ଗୋଡ଼ଟେ ଦେଲେ ମୁଁ ନିଜ ଗୋଡରେ ଠିଆହେବି.. ନ ଦେଲେ ବି ଜୀବନରେ କେବେ ଭିକ ମାଗିବିନି..
କୁହନ୍ତି ନା ହାତକୁ ହାତ ମିଶିଲେ ବଳ ବଢିଯାଏ.. ଯେମିତି ଏ ଦାଦା ପୁତୁରା ଯୋଡ଼ି ଗରିବ ଚାଷୀରୁ ହେଇଗଲେ ଲକ୍ଷପତି
ଗତ ୪ ବର୍ଷରେ ରାଜ୍ୟରୁ ଉଭାନ ହୋଇଗଲେଣି ୧୯୨ଟି କଲରାପତରିଆ।
ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇବ ଯୁବ କଂଗ୍ରେସ।
ସୌର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀରେ ୦୧ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି-୫ ମୀ (ମଳ) ପ୍ରାତଃ ୦୬.୨୨ ଗତେ ୬ଷ୍ଠୀ।
ମାତ୍ର ୩ ସପ୍ତାହ ବ୍ୟବଧାନରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ସହ-ପ୍ରଭାରୀ ଲତା ଉସେଣ୍ଡି।
ସରକାରୀ ଯୋଜନା, ବିଜେଡିର ପ୍ରଚାର। ଅଭିଯୋଗ ଆସିଲା ଆଉ ନିର୍ବାଚନ ପୂର୍ବରୁ ଧରିଲେ ନିର୍ବାଚନ କମିଶନ।
ବଢୁଛି ବିଜେପି, ଛିଡୁଛି ବିଜେଡି । ଜଣଙ୍କ ପରେ ଜଣେ ବିଜେଡିର ହେଭିୱେଟ ଦଳକୁ ବାଏ ବାଏ କରି ପଦ୍ମ ଶିବିରରେ ସାମିଲ ହେଉଛନ୍ତି।
ଆଜି ବିଜେପିରେ ସାମିଲ ହୋଇଥିବା ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର ୧୯୯୦ ଓ ୧୯୯୫ରେ ବେଗୁନିଆରୁ ନିର୍ବାଚନ ଲଢ଼ିଥିଲେ।
ଡାକ୍ତରମାନେ ଦୀର୍ଘ ଆଠ ଘଣ୍ଟାର ଅପରେସନ୍ କରି ସେହି ବ୍ୟକ୍ତିଙ୍କ ଫୁସ୍ଫୁସ୍ରୁ ୪ ସେମି ଲମ୍ବାର ଏକ ଅସରପା ବାହାର କରିଥିଲେ।
ବୁଧବାର ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ୨୪ଟି ବ୍ୟାଗ୍ ଧରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍କୁ ଯାଇଥିଲେ । ଏହି ୨୪ଟି ବ୍ୟାଗ୍ରେ ଫେକ୍ ଭୋଟରଙ୍କ ତାଲିକା ରହିଥିଲା।
ଏକ ଜାତୀୟ ଗଣମାଧ୍ୟମ ପାୱାରଫୁଲ୍ ଇଣ୍ଡିଆନ୍ସ-୨୦୨୪ ନାମରେ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାର ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କର ଦିଗପହଣ୍ଡି ରାଜନୀତିରେ ବେଶ୍ ଦବଦବା ରହିଛି।
ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ।
ଉତ୍ସାହ...ଉତ୍କଣ୍ଠା...ଉନ୍ମାଦନା... ନିଜ ମାଟିର ଝିଅ ଆଜି ଯେତେବେଳେ ଦେଶର ରାଷ୍ଟ୍ରପତି, ତାଙ୍କରି ଝଲକଟିଏ ପାଇବା ପାଇଁ ଏବଂ ତାଙ୍କୁ ଅତି ନିକଟରୁ ଦେଖିବାରୁ ସୁଯୋଗ ଯେତେବେଳେ ଆଜି ଆସିଛି କିଏ ବା କାହିଁକି ହାତଛଡ଼ା କରିବ ।
ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ୧୨ ଟଙ୍କା ନେଇ ପାନେ ପାଇଲା ପାର୍କିଂ ଠିକାସଂସ୍ଥା। ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ ପାର୍କିଂରେ ଏଭଳି ମନମୁଖୀ କାର୍ଯ୍ୟ ପାଇଁ, ଦେବାକୁ ପଡ଼ିବ ୩ ଲକ୍ଷରୁ ଅଧିକ ଟଙ୍କାର ତଣ୍ଡ।
ପଞ୍ଚାୟତ ନିର୍ବାଚନରେ କଣାସ ବ୍ଲକକୁ ଛଡାଇ ନେଇଛି BJP । ଆଉ ପୂର୍ବରୁ କଣାସ, ବ୍ରହ୍ମଗିରିରେ ରହିଥିବା ବେଳେ ସେଠାରେ ସଞ୍ଜୟଙ୍କ ପୁରୁଣା ସଙ୍ଗଠନ ରହିଛି । ତେଣୁ ଯଦି ଦଳ ସଞ୍ଜୟଙ୍କୁ ସତ୍ୟବାଦୀରେ ଟିକେଟ ଦିଏ ତାହେଲେ କଣାସ କ୍ରାଇସିସ ମ୍ୟାନେଜ କରିବାରେ ସକ୍ଷମ ହୋଇପାରନ୍ତି ସଞ୍ଜୟ...
କର୍କଟ ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ନୂଆ ସଫଳତା । ମାରାତ୍ମକ କ୍ୟାନସରକୁ ମାତ୍ ଦେବ ମାତ୍ର ୧୦୦ ଟଙ୍କିଆ ଟାବଲେଟ୍ । ଶରୀରରେ କ୍ୟାନସର ସେଲ୍ ବ୍ୟାପିବାରୁ ରୋକିବ ।
ବାପାଙ୍କ ବାଟରେ ଝିଅ। ବାପାଙ୍କ ହାତ ଧରି ଝିଅ ଲଢ଼ିବେ ନିର୍ବାଚନ। ଶିଖିବେ ରାଜନୀତିର ଖଡ଼ିପାଠ। ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା ବେଳେ ଚର୍ଚ୍ଚାରେ ଏ ତିନି ନେତା କନ୍ୟା।