• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

drinking water crisis
ବାଟ ହୁଡ଼ିଛି ବସୁଧା ସ୍କିମ୍

ଗାଁ ମୁଣ୍ଡରେ ଚକାଚକ୍ ଗେଟ୍ । ନୂଆ ପାଣି ଟାଙ୍କି ବି ବସିଛି । ତାସାଙ୍ଗକୁ କାନ୍ଥରେ ବସୁଧା ଯୋଜନାର ଡିଣ୍ଡିମ ପିଟା ବିଜ୍ଞାପନ ହେଲେ ଗାଁ ଭିତରେ ନାହିଁ ପାନୀୟ ଜଳ ଯୋଗାଣ ।

BJP Campaign
ପ୍ରାର୍ଥୀ ଚୟନ ସହ ପ୍ରଚାର କସରତ, ୨୧ ଲୋକସଭାରେ ୨୧ଟି ବଡ଼ ସଭା କରିବ ବିଜେପି

ପ୍ରାର୍ଥୀ ଚୟନ ସହ ପ୍ରଚାର କସରତ। କେଉଁ ନେତା କେଉଁଠି କରିବେ ପ୍ରଚାର। ପ୍ରଧାନମନ୍ତ୍ରୀ ମୋଦି କେଉଁଠି କରିବେ ରୋଡ୍ ଶୋ, ଶାହ କେଉଁଠି କରିବେ ସଭା । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।

BJD Leader
ପଦ୍ମ ପୋଖରୀକୁ ଡିଆଁ ମାରୁଛନ୍ତି ବିଜେଡି ନେତା

ଆଉ ମ୍ୟାନେଜ୍ ମୁଡ୍‌ରେ ନାହାନ୍ତି ବିଦ୍ରୋହୀ ବିଜେଡି ନେତା । ଟିକେଟ୍ ନମିଳିବା ଜାଣି ସିଧା ପଦ୍ମ ପୋଖରୀକୁ ମାରୁଛନ୍ତି ଡିଆଁ । ଆଜି ବିଜେପିରେ ମିଶିଲେ ପ୍ରିୟଦର୍ଶୀ ମିଶ୍ର ଓ ସନ୍ତୋଷ ଜେନା ।

Ollywood Star
ଚାରି ଦିନରେ ବିଜେଡି ଛାଡ଼ିଲେଣି ୪ ଅଭିନେତା

ବିଜେଡିରୁ ଖାଲି ହୋଇଯିବେ କି କ୍ରାଉଡପୁଲର ? ଗତ ୪ ଦିନରେ ଶଙ୍ଖ ଦଳଠୁ ସଂପର୍କ ଛିନ୍ନ କଲେଣି ଚାରି ଚାରି ଜଣ ଓଲିଉଡ ଷ୍ଟାର। ଅରିନ୍ଦମ ଓ ସିଦ୍ଧାନ୍ତଙ୍କ ପରେ ଆଜି ବିଜେଡିକୁ ଅଲବିଦା କହିଛନ୍ତି ଅନୁଭବ ଓ ଆକାଶ।

BJD
ରାଜଧାନୀ ଛୁଇଁଲା ବିଜେଡି ବିଦ୍ରୋହ

ଏକାମ୍ରରୁ ମଧ୍ୟ, ଭୁବନେଶ୍ବରର ୩ ଆସନରେ ବିଦ୍ରୋହୀଙ୍କ ଶାଣିତ ସ୍ବର । ବିଜେଡି ଝାଳନାଳ, କାହାକୁ ଦେବେ ଟିକେଟ୍ ଚିନ୍ତାରେ ଦଳ ସୁପ୍ରିମୋ ।ଏଥର ରାଜଧାନୀରେ ବଡ଼ ଲଢ଼େଇ ହେବା ନେଇ ବଢ଼ିଲା ଚର୍ଚ୍ଚା...

Drinking Water Problem
ତାତି ସହ ଦାଉ ସାଧୁଛି ଜଳାଭାବ

ବୈଶାଖ ଆସିବା ଆଗରୁ ମୁଣ୍ଡଫଟା ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହର ତାଉ । ଆଭ୍ୟନ୍ତରୀଣ ଓଡ଼ିଶାରେ ତ ଅଘୋଷିତ କର୍ଫ୍ୟୁ ।

No Vote
ମାଳ ମାଳ ପ୍ରତିଶ୍ରୁତି, କିନ୍ତୁ ଭୋଟରଙ୍କୁ ମିଳୁନି ମୌଳିକ ସୁବିଧା

ନିର୍ବାଚନ ଆସୁଛି ବୋଲି ରାଜନେତା ଓ ରାଜନୈତିକ ଦଳ ସିନା ଭୋଟ୍ ଗୋଟେଇବାକୁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ରାଗ ତମ ତମ ହୋଇ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଭୋଟର୍ ।

Drinking Water Problem
ତାତି ସହ ଦାଉ ସାଧୁଛି ଜଳାଭାବ, ଗୋଳିଆ ଓ ଦୂଷିତ ପାଣିରେ ବିତୁଛି ଜୀବନ

ବୈଶାଖ ଆସିବା ଆଗରୁ ମୁଣ୍ଡଫଟା ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହର ତାଉ । ଆଭ୍ୟନ୍ତରୀଣ ଓଡ଼ିଶାରେ ତ ଅଘୋଷିତ କର୍ଫ୍ୟୁ ।

No Vote
ନିର୍ବାଚନ ପୂର୍ବରୁ ଜନତାଙ୍କ ଚେତାବନୀ, ‘ଏଥର ନେତାଙ୍କୁ କରିବୁ ବୟକଟ୍’

ନିର୍ବାଚନ ଆସୁଛି ବୋଲି ରାଜନେତା ଓ ରାଜନୈତିକ ଦଳ ସିନା ଭୋଟ୍ ଗୋଟେଇବାକୁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ରାଗ ତମ ତମ ହୋଇ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଭୋଟର୍ ।

Ollywood Star
ସିନେଷ୍ଟାର ଶୂନ୍ୟ ହୋଇଯିବ କି ବିଜେଡି ? ଚାରି ଦିନରେ ଦଳ ଛାଡ଼ିଲେଣି ୪ ଅଭିନେତା

ବିଜେଡିରୁ ଖାଲି ହୋଇଯିବେ କି କ୍ରାଉଡପୁଲର ? ଗତ ୪ ଦିନରେ ଶଙ୍ଖ ଦଳଠୁ ସଂପର୍କ ଛିନ୍ନ କଲେଣି ଚାରି ଚାରି ଜଣ ଓଲିଉଡ ଷ୍ଟାର। ଅରିନ୍ଦମ ଓ ସିଦ୍ଧାନ୍ତଙ୍କ ପରେ ଆଜି ବିଜେଡିକୁ ଅଲବିଦା କହିଛନ୍ତି ଅନୁଭବ ଓ ଆକାଶ।

Morning Classes
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ଚାଲିବ ପାଠପଢ଼ା

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବଢୁଥିବା ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

Bed Course
ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଖୋଲିପାରୁନି ବିଏଡ୍‌, ତେଜୁଛି ଅସନ୍ତୋଷ

ନୟାଗଡ଼ ବିଧାୟକ ଅରୁଣ ସାହୁ ଉଚ୍ଚଶିକ୍ଷା ମନ୍ତ୍ରୀ ବି ଥିଲେ। ହେଲେ ମନ୍ତ୍ରୀ ଥାଇ ବି ଜିଲ୍ଲାର କୌଣସି ଶିକ୍ଷାନୁଷ୍ଠାନରେ ବିଏଡ୍‌ ଖୋଲି ନ ପାରିବାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି।

Gold
୭୦ ହଜାର ଛୁଇଁଲା ଖାଣ୍ଟି ସୁନା ଦର, ମାସକରେ ମହଙ୍ଗା ହେଲାଣି ୫ ହଜାର ଟଙ୍କା

ରେକର୍ଡ ସ୍ତରରେ ସୁନା ଦର । ୭୦ ହଜାର ଛୁଇଁଲା ଖାଣ୍ଟି ସୁନା । ୨୨ କ୍ୟାରେଟ୍ ୬୩ ହଜାର ପାର୍ । ସୁନାର ଏମିତି ଦର ଦେଖି ସୁନାଗହଣା କିଣିବାକୁ ଡରିଲେଣି ଗ୍ରାହକ ।

Water Problem
ତାତିକୁ ବଳି ଯାଇଛି ଜଳକଷ୍ଟ, କେଉଁଠି ଅଚଳ ତ ଆଉ କେଉଁଠି ଭାଙ୍ଗି ଗଲାଣି ୱାଟର ଏଟିଏମ

କେଉଁଠି ପାଣି ଟ୍ୟାପ୍ ଅଚଳ ତ ଆଉ କେଉଁଠି ଭାଙ୍ଗି ଗଲାଣି । ରାଉରକେଲାରେ ପାଣି ନେବା ପାଇଁ ବ୍ୟକ୍ତି ଜଣଙ୍କ ଟ୍ୟାପ୍ ପ୍ରେସ୍ କରୁଛନ୍ତି, ହେଲେ ପାଣି ଆସୁନି ।

Blood
୧୦ ବର୍ଷରେ ପ୍ରାୟ ୪ ହଜାର ଲିଟର ରକ୍ତ ପିଇସାରିଲେଣି ଏହି ମହିଳା

କାଲିଫର୍ଣ୍ଣିଆ ଲାନକାଷ୍ଟରର ୨୯ ବର୍ଷୀୟା ମହିଳା ମିଚେଲ୍‌। ସେ କିଶୋର ଥିବା ସମୟରୁ ଘୁଷୁରୀ ରକ୍ତ ପିଉଛନ୍ତି।

VK Pandian
ଫାଇଭ୍‌-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ୍‌ !

ଏମାନଙ୍କ ବ୍ୟତୀତ ପାଣ୍ଡିଆନଙ୍କ ପାଇଁ ଜଣେ ପର୍ସନାଲ୍ ସିକ୍ୟୁରିଟି ଅଫିସର୍ ମଧ୍ୟ ନିଯୁକ୍ତ କରାଯାଇଛି।

unemployment in india
ILO ରିପୋର୍ଟ କଲା ଖୁଲାସା, ଭାରତରେ ଅଧିକ ଶିକ୍ଷିତ ହେଲେ ଚାକିରି ମିଳିବା ସମ୍ଭାବନା କମ୍

୧୫-୨୯ ବର୍ଷ ବୟସରେ ବେକାରୀ ହାର ୨୦୦୦ ମସିହାରେ ୮୮.୬ ପ୍ରତିଶତ ଥିବାବେଳେ ୨୦୨୨ ବେଳକୁ ଏହା ହ୍ରାସ ପାଇ ୮୨.୯ ପ୍ରତିଶତ ହୋଇଛି।

Techie turned thief
କୋଭିଡ୍‌ରେ ଚାଲିଗଲା ଚାକିରି, ପାଲଟିଗଲେ ଲାପଟପ୍‌ ଚୋର

ବେଙ୍ଗାଲୁରୁର ପିଜିରୁ ୧୦ ଲକ୍ଷରୁ ଅଧିକ ମୂଲ୍ୟର ୨୪ଟି ଲାପଟପ୍‌ ଚୋରି ଅଭିଯୋଗରେ ୨୬ ବର୍ଷ ବୟସ୍କ ଜଣେ ପୂର୍ବତନ IT କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ୍।

Sukant Nayak
ବିଜେପି ଛାଡ଼ିଲେ ସୁକାନ୍ତ ନାୟକ, ରାଜ୍ୟ ସଭାପତିଙ୍କୁ ପଠାଇଲେ ଧାଡ଼ିକିଆ ଇସ୍ତଫା ପତ୍ର

୨୦୧୯ ନିର୍ବାଚନ ପୂର୍ବରୁ ପ୍ରବଳ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡ଼ି ବିଜେପିକୁ ଆସିଥିଲେ ସୁକାନ୍ତ।

Srimandir
ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅସମ୍ଭାଳ ଭିଡ଼, ହଇରାଣ ହେଉଛନ୍ତି ଶତାଧିକ ଶ୍ରଦ୍ଧାଳୁ

ଖରା ବଢ଼ିଥିବା ବେଳେ ଏଭଳି ଭିଡ଼ ଅନେକ ସମସ୍ୟା ସୃଷ୍ଟି କରିଛି। ଥରେ ଅଧେ ନୁହେଁ ଏଭଳି ଗଳା ବାଟରେ ବାହାରୁ ଆସିଥିବା ପର୍ଯ୍ୟଟକଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ା ଯାଉଛି।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।