ଏଯାଏଁ ନିଜେ ନିଜ ଭବିଷ୍ୟତକୁ ଗଢ଼ି ସାରି ନାହାନ୍ତି, କିନ୍ତୁ ଅତି ନିଆରା ଢଙ୍ଗରେ ଅନ୍ୟ ଅନେକ ପିଲାଙ୍କ ଭବିଷ୍ୟତ ଗଢ଼ାରେ ଲାଗିପଡ଼ିଛନ୍ତି। ଆମେ କହୁଛୁ ଭଦ୍ରକ ସନ୍ଥରାର ସମସ୍ତଙ୍କ ସାର୍ ୨୬ ବର୍ଷୀୟ ଦୀପକ ସାରଙ୍କ କଥା।
ବିଶ୍ୱରେ ପ୍ରଥମ ଥର ପାଇଁ ଶିମିଳିପାଳ ନିକଟରେ ହେବ କଳାବାଘ ସଫାରୀ। ହେଲେ କେମିତି ହେବ ଏହାର ରୂପରେଖ ? ଇନ୍ ବ୍ରିଡିଂ ଯୋଗୁ କଳାବାଘଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହ୍ରାସ ପାଉଥିବା ମହାବଳ ବଂଶକୁ କେମିତି ଦିଆଯିବ ସୁରକ୍ଷା ?
ଦିନକ ଭିତରେ ପଲଟିଗଲା ବିହାର ବାଜି। ହଟଚମଟ ସୃଷ୍ଟି କରି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ମହାମେଣ୍ଟକୁ ବାଏ ବାଏ କରି ପୁଣି ବିଜେପି ନେତୃତ୍ୱାଧୀନ NDAରେ ସାମିଲ ହୋଇଛନ୍ତି।
ଭୁବନେଶ୍ୱରରେ ବିଜେପି କରିବ ବିଶାଳ ମହିଳା ସମାବେଶ। ଯୋଗ ଦେବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି। ସମାବେଶରେ ୧୪ ରାଜ୍ୟର ପ୍ରାୟ ୨୫ ହଜାର ମହିଳାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ।
ଭୁବନେଶ୍ୱରରେ ବିଜେପି କରିବ ବିଶାଳ ମହିଳା ସମାବେଶ। ଯୋଗ ଦେବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି। ସମାବେଶରେ ୧୪ ରାଜ୍ୟର ପ୍ରାୟ ୨୫ ହଜାର ମହିଳାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ।
ଦିନକ ଭିତରେ ପଲଟିଗଲା ବିହାର ବାଜି। ହଟଚମଟ ସୃଷ୍ଟି କରି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ମହାମେଣ୍ଟକୁ ବାଏ ବାଏ କରି ପୁଣି ବିଜେପି ନେତୃତ୍ୱାଧୀନ NDAରେ ସାମିଲ ହୋଇଛନ୍ତି।
ସିନର୍ ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ନିଜ ନାମରେ କରିଛନ୍ତି। ସେ ମେଦଭେଦେବଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି।
ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ନୀତୀଶଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ।
କଂଗ୍ରେସର ଛବି ଏବେ ସମ୍ପୂର୍ଣ୍ଣ ଦେଶରେ ମଳିନ ହୋଇଯାଇଛି। ତିନି ରାଜ୍ୟରେ ବିଜେପିର ବିଜୟ ପରେ କଂଗ୍ରେସର ଅବସ୍ଥା ବହୁତ ଖରାପ ବୋଲି ସେମାନେ ତାହା ଜାଣି ସାରିଲେଣି।
ଚଳିତବର୍ଷ ହିଁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଶ୍ରୀରାମଙ୍କ ରାଜ୍ୱତି ସମ୍ବିଧାନ ପ୍ରଣେତାଙ୍କୁ ମଧ୍ୟ ଅନେକ ପ୍ରେରଣା ଓ ଦିଗଦର୍ଶନ ଯୋଗାଇଥିଲା ବୋଲି ମନ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
ନୀତୀଶ କୁମାରଙ୍କ ସହ ୮ ଜଣ ମନ୍ତ୍ରୀ ମଧ୍ୟ ଆଜି ସଂନ୍ଧ୍ୟାରେ ଶପଥ ନେବେ। JDU ଓ ବିଜେପିରୁ ୩ ଜଣ ଲେଖାଏଁ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ।
ସାରା ଦେଶରେ ଦୁଇଟି ବଡ଼ ବଡ଼ ମହିଳା ସମାବେଶ ଆୟୋଜନ ହେଉଥିବା ବେଳେ ଗୋଟିଏ ମଧ୍ୟପ୍ରଦେଶ ଏବଂ ଆଉ ଗୋଟିଏ ଓଡ଼ିଶାରେ ଆୟୋଜିତ ହେବ।
ଯେଉଁ ବୟସରେ ପିଲା କଥା ପଦେ କହିବା ସହଜ ନୁହେଁ ସେହି ବୟସରେ ନିଜର ଅବିଶ୍ୱସନୀୟ ସ୍ମରଣ ଶକ୍ତି ପାଇଁ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଅୟଂଶ ରାଜ ଦାସ |
ପ୍ରଭୁ ଶ୍ରୀରାମଙ୍କ ପାଇଁ ଅମ୍ବାନୀ ପରିବାର ୩୩ କିଲୋ ସୁନା ଏବଂ ତିନିଟି ସୁନାର ମୁକୁଟ ଦାନ କରିଥିବା ଚର୍ଚ୍ଚା ହେଉଥିଲା । ହେଲେ ଏହାକୁ ନେଇ ଶ୍ରୀ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି...
ବିହାରରେ ହଟଚମଟ ଭିତରେ ବିହାରରେ ୭୯ ଆଇପିଏସ ଅଧିକାରୀଙ୍କ ବଦଳି କରାଯାଇଛି । ୭୯ ଆଇପିଏସଙ୍କ ସହ ୪୫ ବିହାର ପ୍ରଶାସନିକ ଅଧିକାରୀଙ୍କ ବଦଳି କରାଯାଇଛି ।
ଏଇ ଆମ ଓଡ଼ିଶାରେ, କୋକେଇରେ ଶବ ନାହିଁ କିନ୍ତୁ ମଶାଣୀକୁ ଗଲା ମିଛ ଶବ । ଗାଁ ଦାଣ୍ଡରେ ଶୁଭୁଛି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ। ଶବ ନାହିଁ ସତ କିନ୍ତୁ କୋକେଇ ପାଖରେ ବସି କାନ୍ଦୁଛନ୍ତି ପରିବାର ଲୋକେ ।
ସ୍ୱାଧୀନତାରେ ୭ ଦଶନ୍ଧି ପରେ ବି ଆଜି ଏମିତି ଅନେକ ଗାଁ ଗଣ଼୍ଡା ରହିଛି ଯେଉଁଠି ରାସ୍ତା ସମସ୍ୟା ନ କହିବା ଭଲ । ଏମିତି ଅନେକ ନଦୀ ଅଛି ଯାହାକୁ ପାର୍ କରିବା ପାଇଁ ପୋଲ୍ ନାହିଁ, ସାହା କେବଳ କାଠ ପୋଲ । ଆଉ...
କଫି ଚାଷ ପାଇଁ ଚାଷୀମାନଙ୍କୁ ଆକୃଷ୍ଟ ଓ ସେମାନଙ୍କ ଅର୍ଥନୈତିକ ବିକାଶ ଲକ୍ଷ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। କୋରାପୁଟ କଫିର ସମ୍ପ୍ରସାରଣ ପାଇଁ କ୍ୟାବିନେଟ ନିଷ୍ପତି ବି ନିଆଯାଇଛି। ଯାହାକୁ ନେଇ ଚାଷୀ ମହଲରେ ଉତ୍ସାହ ରହିଛି କିନ୍ତୁ ଦୁଇ ବର୍ଷ ତଳେ ଘୋଷଣା...
ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୭ ତାରିଖ ଶନିବାର ଚନ୍ଦ୍ର- କର୍କଟ ଦିବା ୦୧.୦୧ ଗତେ ସିଂହ। ତିଥି- ୨ୟା ରାତ୍ରି ୦୩.୩୭ ଗତେ ୩ୟା।
ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ଟ୍ରକ ସହ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଏବଂ ମେଡିକାଲ ଯିବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା।