ଗତ ୧ ମାସ ହେଲା ଆନ୍ଦୋଳନ ଜାରି ରଖିଥିଲେ ପ୍ରାଣୀ ଚିକିତ୍ସକ । ଯାହାଫଳରେ ଚିକିତ୍ସା ନ ପାଇ ଛଟପଟ ହୋଇ ଆସୁଥିଲେ ଅସୁସ୍ଥ ଗୃହପାଳିତ ପଶୁ ପକ୍ଷୀ।
ରେଲୱେ ଟ୍ରାକରେ ପଡିଥିବା ମୃତଦେହ ମଧ୍ୟରେ ଗୋଟିଏ ଆଠ ମାସର ଶିଶୁ ଓ ଗୋଟିଏ ଅଢେଇ ବର୍ଷ ଝିଅର ମୃତଦେହ ଅଛି ।
ଗତ ୧୫ ତାରିଖରେ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ କରିଥିଲା।
GSLV-F14 ରକେଟ୍ ‘INSAT-3DS’ ସାଟେଲାଇଟ୍କୁ ଉତ୍କ୍ଷେପଣର ପ୍ରାୟ ୧୮ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷ ପଥରେ ପହଞ୍ଚାଇବ ।
ବିଜେପିର ରାଷ୍ଟ୍ରୀୟ ଅଧିବେଶନରେ ପ୍ରଥମେ ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ବସିବ। ଏଥିରେ ଓଡ଼ିଶାର ଚାରି ଜଣ ନେତା ଭାଗ ନେବେ।
ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରି ଆକାଶ ମାର୍ଗରେ ପହଞ୍ଚାଇ ପାରିଥିବା ସରକାର ଓ ଦଳୀୟ ନେତା ପ୍ରଚାର କରୁଛନ୍ତି..ହେଲେ ବାସ୍ତବତା ହେଲା ଏଇୟା..
କ୍ଷଣିକ ସୁଖର ବଶବର୍ତ୍ତୀ ହୋଇ ଜନ୍ମ କଲା ବାପା ମା’ ଆଉ ଗୁରୁଜନଙ୍କୁ ଭୁଲିଯାଉଛନ୍ତି.. ଭୁଲିଯାଉଛନ୍ତି ନିଜ ଗାଁ ମାଟି, ସଂସ୍କୃତି ପରମ୍ପରାକୁ.. ଶେଷରେ ପୁଅ ଝିଅକୁ ଅପେକ୍ଷା କରି କରି ବୃଦ୍ଧାବସ୍ଥାରେ ଏକାକୀ ଜୀବନ କାଟୁଛନ୍ତି ଅସହାୟ ବାପା ମାଆ.. ଅନେକଙ୍କ ଠିକଣା ବୃଦ୍ଧାଶ୍ରମକୁ ବଦଳିଯାଉଛି..
ଘଣ୍ଟେ ଚାର୍ଜ କରିଦେଲେ ଗଡ଼ିବ ୫୦ କିମି.. ପେଟ୍ରୋଲ ବି ଦରକାର ନାହିଁ.. ଇଣ୍ଡିକେଟର୍, ଲାଇଟ୍ ସହ ଏଲଇଡି ଲାଇଡ୍ ବି ଲାଗିଛି..
ଏଇଠି ଖାଇବ...ଘରକୁ ଯାଇ ହାତ ଧୋଇବ । ହଁ ଆଜ୍ଞା ଠିକ୍ ଏପରି କିଛି କଥା ଦେଖିବାକୁ ମିଳିଛି ଅଙ୍ଗନବାଡିର କୁନିକୁନି ପିଲାଙ୍କ କ୍ଷେତ୍ରରେ ।
ଏଥର ୬ଟି ପେଣ୍ଡାଲରେ ନାମୀଦାମୀ ୧୨ ଯାତ୍ରାପାର୍ଟି ମଞ୍ଚସ୍ଥ କରିବେ.. ମନଇଚ୍ଛା ଯାତ୍ରା ଟିକଟ ଦାମ ଲଗାଇ ପାରିବେନି କମିଟି.. ଟିକଟର ଦାମ ସ୍ଥିର ହୋଇଛି..
ପରକୀୟା ପ୍ରୀତି ଧରାପଡ଼ିଯିବାରୁ ସ୍ତ୍ରୀ ଏ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।
ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ରାଜ୍ୟ ସରକାରଙ୍କ ତମାମ ଢୋଲପିଟା ଯୋଜନା ସତ୍ତ୍ୱେ ଲୋକେ ପାଣି ପାଇଁ କେମିତି ଡହଳବିକଳ ହେଉଛନ୍ତି, ତାର ଚିତ୍ର ଖୋଦ୍ ନିଜ ଆଖିରେ ଦେଖିଲେ ରାଜ୍ୟପାଳ।
ଅଭିନେତା ନୀତୀଣ ତାଙ୍କ ଆଇଏଏସ ପତ୍ନୀ ସସ୍ମିତା ଭରଦ୍ୱାଜଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଛନ୍ତି। ନୀତୀଶଙ୍କୁ ତାଙ୍କ ପତ୍ନୀ ମାନସିକ ନିର୍ଯାତନା ଦେଉଥିବାର ସେ ଅଭିଯୋଗ କରିଛନ୍ତି।
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଆଉ ଚାଲିବନି ନିର୍ବାଚନୀ ବଣ୍ଡ।
ଫାରୁକ୍ କହିଛନ୍ତି, ‘ମୁଁ ଭାବୁଛି ଜାମ୍ମୁ କାଶ୍ମୀରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ। ତେବେ ଆଗାମୀ ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବ ଏଥିରେ କୌଣସି ଦ୍ୱିମତ ନାହିଁ’।
କିନ୍ତୁ ପୋଲିସ୍ର ଏହି ଡ୍ରୋନ୍କୁ ଖସାଇବାରେ ସଫଳ ହୋଇଛନ୍ତି କୃଷକ। ଗୁଡ଼ି ସାହାଯ୍ୟରେ ଡ୍ରୋନ୍ଗୁଡ଼ିକୁ ଚାଷୀମାନେ ତଳକୁ ଖସାଇବାକୁ ଚେଷ୍ଟା କରିଥିଲେ।
୨୦୨୪ରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍ରେ ଖେଳାଯିବ ଟି-୨୦ ବିଶ୍ୱକପ୍।
୨୦୨୧ ମସିହାରେ ଦିଆଯାଇଥିବା ଏହି ସାକ୍ଷାତକାରରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କହିଥିଲେ କି ବିଭିନ୍ନ କାରଣ ପାଇଁ ସେ ୨୦ରୁ ଅଧିକ ଫୋନ୍ ବ୍ୟବହାର କରନ୍ତି।
ନିର୍ବାଚନୀ ବଣ୍ତ ଜରିଆରେ ଦାତାଙ୍କ ନାଁ ଗୋପନୀୟ ରଖାଯାଉଥିବାରୁ ଏହା ମୁଖ୍ୟତଃ ସୂଚନା ଅଧିକାର ଆଇନ ଓ ସମ୍ବିଧାନର ଧାରା ୧୯ (୧)କୁ ଉଲ୍ଲଂଘନ କରୁଥିବା ଦର୍ଶାଇଛନ୍ତି ସୁପ୍ରିମକୋର୍ଟ ।
ବୌଦ୍ଧ ଜିଲ୍ଲା ନଳୀକୁମ୍ପା ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେସନ୍ କରୁଥିବାବେଳେ ହଠାତ୍ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୨ SOG ଯବାନ ଗୁରୁତର ଆହତ ହୋଇଥିଲେ।