• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Odisha matric exam 2024
ଦେଢ଼ ଘଣ୍ଟା ପୂର୍ବରୁ ହଲକୁ ଏଣ୍ଟ୍ରି କରିବେ ମାଟ୍ରିକ୍ ପରୀକ୍ଷାର୍ଥୀ

ପାଖେଇ ଆସିଲାଣି ଛାତ୍ର ଜୀବନର ଗୁରୁତ୍ୱପୂର୍ଣ୍ଣ ସୋପାନ୍ କୁହାଯାଉଥିବା ମାଟ୍ରିକ ପରୀକ୍ଷା । ମଝିରେ ରହିଲା ଆଉ ମାତ୍ର ୨ ସପ୍ତାହ । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ପରୀକ୍ଷା ।

Poonam Pandey
ବଞ୍ଚିଛନ୍ତି ପୁନମ୍ ପାଣ୍ଡେ, କହିଲେ ସଚେତନତା ପାଇଁ କରିଥିଲି ଏମିତି

ମିଛ ମୃତ୍ୟୁର ସତ ନାଟକ। ଖୋଦ୍ ପୋଷ୍ଟ କଲେ ମୃତ୍ୟୁ ଖବର, ଟିମ୍ ଦ୍ୱାରା ସେୟାର ହୋଇଛି ବୋଲି ଦର୍ଶାଇଲେ, ଆଉ ୨୪ ଘଣ୍ଟା ନ ପୁରୁଣୁ ଭିଡିଓ ପୋଷ୍ଟ କରି ବଞ୍ଚିଥିବା କଥା ସାମ୍ନାକୁ ଆସି କହିଲେ ବିବାଦୀୟ ସେଲିବ୍ରିଟି ପୁନମ୍ ପାଣ୍ଡେ ବଞ୍ଚିଛନ୍ତି।

Modi Guarantee
ସମ୍ବଲପୁର ଗ୍ୟାରେଣ୍ଟି ସମାବେଶରେ ମୋଦିଙ୍କ ଗ୍ୟାରେଣ୍ଟି, ‘ଯାହାର କେହି ନାହିଁ, ତା ପାଖରେ ମୋଦି ଅଛି’

ଓଡ଼ିଶାରେ ଗରିବଙ୍କୁ ସଶକ୍ତୀକରଣ, ସବୁ କଚ୍ଚା ଘର ପକ୍କା ହେବ, କୃଷକଙ୍କ ଆୟ ବଢିବ। ସମ୍ବଲପୁର ଗ୍ୟାରେଣ୍ଟି ସମାବେଶ ମଞ୍ଚରୁ ଓଡ଼ିଶାବାସୀଙ୍କୁ ଏହି ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

LK Advani To Be Honoured With Bharat Ratna
ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ, ରାମ ମନ୍ଦିର ଆନ୍ଦୋଳନର ଥିଲେ ମୁଖ୍ୟ ପୁରୋଧା

ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପି ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହେବେ ଆଡଭାନୀ।

Class 8th student designs hacking device
ଅଷ୍ଟମ ଛାତ୍ରଙ୍କ ଫ୍ରିକ୍ଵେନ୍ସି ହ୍ୟାକିଂ ଡିଭାଇସ୍

ଘିରି ଘିରି ହେଇ ୨ ଆଡକୁ ବୁଲି ପଡୁଥିବା ଏ ଯନ୍ତ୍ର ଶତ୍ରୁପକ୍ଷର ସମସ୍ତ ଯୋଜନାକୁ ଧୂଳିସାତ୍ କରିଦେବ।

GRS demanding bribe
'ଆମେ କଣ ଅଧିକ ମାଗୁଛୁ, ଖୁସିବାସି ପାଇଁ ଦିଅ'

ଆମେ କଣ ଅଧିକ ମାଗୁଛୁ । ଖୁସିବାସି କରିବାକୁ ଟଙ୍କା ଦିଅ । ଆବାସ ଯୋଜନାରେ ବିଲ୍ କରାଇଦେବାକୁ ଏମିତି ଟଙ୍କା ମାଗୁଛନ୍ତି ଗ୍ରାମ ରୋଜଗାର ସେବକ । ଆଉ ତାର ରେକର୍ଡିଂ ଏବେ ଫୋନରୁ ଫୋନ୍ ଘୁରିବୁଲୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ରଣପୁର...

financial assistance for son’s treatment
କେବେ ଦୂର ହେବ ସାମୁଏଲଙ୍କ ଯନ୍ତ୍ରଣା?

ନାଁ ତାର ସାମୁଏଲ ଖେମୁଡୁ । ଚଲାବୁଲା କରିପାରେନି କି ସ୍କୁଲ ଯାଇପାରେନି। ତାର ଜଙ୍ଘ ହାଡ଼ ଭାଙ୍ଗି ଯାଇଥିବାରୁ ଯନ୍ତ୍ରଣାରେ ହେଉଛି ଛଟପଟ । ତଥାପି ଆଶା ଅଛି ସାମୁଏଲ ଚାଲିବ, ସାଇକେଲ ଚଲେଇବ।

emotional on his last working day
ଅବସର ନେଲେ, ଲୁହରେ ଭିଜିଗଲା ପୋଲିସ ମୁଖ୍ୟାଳୟ

ସାଙ୍ଗ ମୁଁ ଯାଉଛିରେ । କାଲିଠୁ ଏ କାମ ତୋର । ଟାଇମରେ ଆସିବୁ ଗେଟ୍ ଫିଟାଇବୁ ।

Drone Deal
ଭାରତ କିଣିବ ଅତ୍ୟାଧୁନିକ MQ-9B ଆର୍ମଡ୍ ଡ୍ରୋନ୍, ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ରହିବ ତୀକ୍ଷ୍ଣ ନଜର

ଏହି ଡ୍ରୋନ୍‌ କିଣିବା ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବ। ବିନା ଚାଳକରେ ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ରହିବ ତୀକ୍ଷ୍ଣ ନଜର।

Ind vs Eng
ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ, ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ରାହୁଲଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍‌ ରଜତ ପାଟିଦର ଚୁଡ଼ାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି। ସେହିପରି ରବିନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ କୁଲଦୀପ ଯାଦବ କିମ୍ବା ୱାସିଂଟନ ସୁନ୍ଦର ଚୁଡ଼ାନ୍ତ ଏକାଦଶରେ ଖେଳିପାରନ୍ତି।

Panchang
Panchang Today 2nd February 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୨ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୭ମୀ ଦିବା ୦୪.୦୨ ଗତେ ୮ମୀ। ଘାତଚନ୍ଦ୍ର- ନାସ୍ତି।

Treatment Under Phone Light
ମୋବାଇଲ୍ ଲାଇଟରେ ଚାଲିଛି ଚିକିତ୍ସା

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ରୋଗୀ ସେବା। ବିଦ୍ୟୁତ କାଟ ହୋଇଯିବାରୁ କରେଣ୍ଟ୍ ଆସିବାକୁ ଲାଗିଥିଲା ୧୦ରୁ ୧୫ ମିନିଟ୍। ସେହି ସମୟରେ ଛଟପଟ ହେଉଥିଲେ ଜଣେ ଗୁରୁତର ରୋଗୀ। ମୋବାଇଲ୍ ଲାଇଟରେ ଚିକିତ୍ସା କଲେ ଡାକ୍ତରଖାନା ନର୍ସ।

Temple attracts locals for its natural beauty
ମନ୍ଦିରର ଶୋଭା ବଢ଼ାଉଛି ଗାର୍ଡେନ

ଏହି ଉଦ୍ୟାନରେ ରହିଛି ବିଭିନ୍ନ ପ୍ରଜାତିର ଭଳିକି ଭଳି ଗୋଲାପ, ଜିନିଆ, ଡାଲିଆ, ଗେଣ୍ଡୁ ଫୁଲ ଗଛ ସହିତ ବିଭିନ୍ନ ପ୍ରକାର ଦେଶୀ ବିଦେଶୀ ସୋ ଗଛ। 

Unique Teacher
ପିଲାଙ୍କୁ ଆକୃଷ୍ଟ କରୁଛି କାହ୍ନୁ ସାରଙ୍କ ଛତା ପାଠପଢ଼ା

ପିଲାଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ବୋଇପାରିଗୁଡ଼ା ସିଆରସିସି କାହୁଁ ଚରଣ ବେହେରାଙ୍କ ନିଆରା ପ୍ରୟାସ। ପିଲାଙ୍କୁ ଆକୃଷ୍ଟ କରିବା ପାଇଁ କାହ୍ନୁ ସାରଙ୍କ ଛତା ପାଠପଢ଼ାକୁ ନେଇ ଏବେ କୋରାପୁଟ ଜିଲ୍ଲାରେ ବେଶ ଚର୍ଚ୍ଚା।

Road Problem
ବିଜୁ ବାବୁ ଶୁଭ ଦେଇଥିଲେ, କେବେ ହେବ ଉଦଘାଟନ ?

ସମ୍ପୂର୍ଣ୍ଣ ହୋଇପାରୁନି ୩୩ ବର୍ଷ ତଳେ ବିଜୁ ବାବୁ ଦେଇଥିବା ଶୁଭ... ଏବେ ଅପେକ୍ଷା କେବେ ସମୂର୍ଣ୍ଣ ହେବ ଏହି ଅଧାପନ୍ତରିଆ ରାସ୍ତା।

Arvind Kejriwal
କେଜ୍ରିୱାଲଙ୍କୁ ଗିରଫ କରିବ କି ଇଡି ? ଦିଲ୍ଲୀ ମଦ ଦୁର୍ନୀତିରେ ସମନ କରିଛି ଇଡି

ଏହି ହେଉଛି କେଜରିୱାଲଙ୍କୁ ପଞ୍ଚମ ସମନ। ଆଗରୁ ୪ ଥର ନୋଟିସ୍ କରାଯାଇଥିଲେ ମଧ୍ୟ ସେ ଇଡିରେ ହାଜର ହୋଇ ନାହାନ୍ତି।

Panchang
Panchang Today 1st February 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୧ ତାରିଖ ଗୁରୁବାର । ଚନ୍ଦ୍ର- କନ୍ୟା ଦିବା ୦୨.୩୧ ଗତେ ତୁଳା। ତିଥି- ୬ଷ୍ଠୀ ଦିବା ୦୨.୦୩ ଗତେ ୭ମୀ।

Rahul Gandhi
ଫେବ୍ରୁଆରୀ ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ବୀରମିତ୍ରପୁରରେ ସ୍ୱାଗତ କରିବ କଂଗ୍ରେସ

ରାହୁଲଙ୍କ ଓଡ଼ିଶା ଗସ୍ତ ଖବର ପରେ ଏବେ ଚଳଚଞ୍ଚଳ ହୋଇ ଉଠିଛି କଂଗ୍ରେସ କ୍ୟାମ୍ପ । ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ିବାକୁ ଲାଗିଛି ଦଳ।

Bhadrayani Mahotsav
ମନମୋହୁଛି ଭଦ୍ରାୟଣୀ ମହୋତ୍ସବ

ଆରମ୍ଭ ହୋଇଗଲାଣି ଭଦ୍ରାୟଣୀ ମହୋତ୍ସବ.. ଶୀତୁଆ ସନ୍ଧ୍ୟାରେ ନେହେରୁ ଷ୍ଟାଡିୟମରେ ନାହିଁ ନଥିବା ଭିଡ଼ ଜମୁଛି..

Kapilash temple
କପିଳାସରେ ଦିଅଁ ଦର୍ଶନ ପରେ ବଣଭୋଜି.. ମଜା ଆସିଯିବ

ପିକନିକ କରିବାକୁ ଢେଙ୍କାନାଳ ଯାଆନ୍ତୁ.. ଦିଅଁ ଦର୍ଶନ ସାଙ୍ଗକୁ ବଣଭୋଜି ବି କରିପାରିବେ.. ପ୍ରାଣୀ ଉଦ୍ୟାନରେ ଦେଖିବେ ହାତୀ, ଭାଲୁ, ହରିଣ ସାଙ୍ଗକୁ ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀ.. ଆଉ ପିଲାଏ ଖେଳିବେ ପାର୍କରେ.. ବୋଟିଂ କରିବେ ଆଉ ତାପରେ ପେଟେ ଖାଇ ପିକନିକର ମଜା ଉଠାଇବେ..

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।