ସମଗ୍ର ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଧାରା ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛି ।
ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି । ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାହା ଏବେ ଯାଏଁ ଜଣାପଡ଼ିନି ।
ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ଉପସ୍ଥିତ ରହିବେ ।
ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ କେନ୍ଦ୍ର ସରକାରଙ୍କୁ କଡ଼ା ହମଲା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ କିପରି ରଖୁଛନ୍ତି ତା ଉପରେ ସାରା ଦେଶର ନଜର ରହିଛି ।
ଗତକାଲି ରାତିରେ ରାଜଧାନୀର ଜୟଦେବ ବିହାର ନିକଟରେ ଡ୍ୟୁଟି ସାରି ଫେରୁଥିବା ଜଣେ ଟ୍ରାଫିକ କନଷ୍ଟେବଲଙ୍କ ବାଇକକୁ ଏକ ଭାରିଯାନ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।
ଦିଲ୍ଲୀ ଦରବାରରେ ବିଜେଡିର ବିରୋଧୀ ଭୂମିକାକୁ ନେଇ ସରଗରମ ରାଜ୍ୟ ରାଜନୀତି । ନିଟ୍ ପ୍ରସଙ୍ଗରେ ରାଜ୍ୟରେ ଦଳର ସାଂସଦଙ୍କ ହଙ୍ଗାମାକୁ ବିଜେପି କଡ଼ା ସମାଲୋଚନା କରି ଦିଲ୍ଲୀରେ ଇଏ ବିଜେଡିର ଅସ୍ତିତ୍ବ ବଞ୍ଚାଇବାର ପ୍ରୟାସ ବୋଲି କହିଛି ।
ସୂର୍ଯ୍ୟକୁମାର ଯାଦବ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାରତୀୟ ଦଳ ଚାମ୍ପିୟନ ହେବା ପରେ ପୂରା ମାହୋଲ ଇମୋସନାଲ ଥିଲା । ତେବେ ଏହାରି ମଧ୍ୟରେ ଯେତେବେଳେ ଏହି ଉଭୟ ଷ୍ଟାର ଖେଳାଳି ଅବସର ଘୋଷଣା କରିଥିଲା, ଏହାପରେ ସମସ୍ତେ ବହୁତ ଇମୋସନାଲ ହୋଇଯାଇଥିଲେ...
ଦୁଇଟି ବିଶ୍ୱକପ୍, ଦୁଇଟି ଅଭୁଲା କ୍ୟାଚ୍ । କୁହାଯାଏ ନା କ୍ୟାଚ୍ ବଦଳାଇ ଦିଏ ମ୍ୟାଚ୍ । ଏଠି ତ ଗୋଟିଏ କ୍ୟାଚ୍ ବିଶ୍ୱକପ୍ ଟ୍ରଫି ହିଁ ଆଣିଦେଲା।
ଗତକାଲି ଟି-୨୦ ଫର୍ମାଟରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ପରେ ଆଜି ରବୀନ୍ଦ୍ର ଜାଡେଜା ଅବସର ଘୋଷଣା କରିଛନ୍ତି ।
ପ୍ରଦୀପ ଜେନାଙ୍କ ପରେ ମୁଖ୍ୟ ଶାସନ ସଚିବ ଭାବେ ୧୯୯୦ ବ୍ୟାଚର ମନୋଜ ଆହୁଜା ଅଧିକାରୀଙ୍କ ନାଁ ଉପରେ ମୋହର ମାରିଥିଲେ ରାଜ୍ୟ ସରକାର ।
ଶେଷ ଦିନରେ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଜେନେରାଲ ମନୋଜ ପାଣ୍ଡେ ଦେଶର ୨୯ତମ ସ୍ଥଳ ସେନା ମୁଖ୍ୟ ଭାବେ ୨୦୨୨ ଏପ୍ରିଲ ୩୦ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ ।
ବିଶ୍ୱକପ୍ ବିଜୟ ପରେ ଅଧିନାୟକ ରୋହିତ ଶର୍ମା କରିଥିଲେ ଏକ ନିଆରା ସେଲିବ୍ରେସନ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି କହିଛନ୍ତି ମୋହନ ଚରଣ ମାଝୀ ।
ଗତକାଲି ବିଶ୍ୱକପ୍ ବିଜୟ ପରେ ପ୍ରତ୍ୟେକ ଭାରତୀୟଙ୍କ ପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବେଶ୍ ଖୁସି ଥିଲେ। ମ୍ୟାଚ୍ ପରେ ସେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ ଫୋନରେ କଥା ମଧ୍ୟ ହୋଇଛନ୍ତି ।
ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା ।
କୋହଲିଙ୍କ ଅର୍ଦ୍ଧଶତକ ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ୍ କରିବାରେ ସଫଳ ହୋଇଛି । ଯାହାଫଳରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୭୭ ରନ୍ ଟାର୍ଗେଟ ରଖିଛି ।
ହଟିଲା ୨ ବର୍ଷର ପ୍ରତିବନ୍ଧକ, ପୁଣି ଆରମ୍ଭ ହେଲା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ ଆସିବାର ୪ ମାସ ପରେ ଆରମ୍ଭ ହୋଇଛି ଆପାର୍ଟମେଣ୍ଟ ପଞ୍ଜୀକରଣ।
ନାଁକୁ ଥିଲା ଢାବା...କିନ୍ତୁ ବିଜେଡି ନେତାଙ୍କ ସାଜିଥିଲା ମଉଜର ଠିକଣା...କିଏ କହିଲେଣି ଚାଲିଥିଲା ରଙ୍ଗଶାଳା...ଜମୁଥିଲା ମଦମାଂସର ଆସର ତ ଆଉ କିଏ କହୁଛନ୍ତି ହେଉଥିଲା ବେଆଇନ ଆର୍ଥିକ କାରବାର ।
ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଟସ୍ ଜିତିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍ ରୋହିତ ଶର୍ମା ।
ଉତ୍କଣ୍ଠାରେ ଅନ୍ତ ଲାଗି ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା। ୱେଷ୍ଟଇଣ୍ଡିଜର ବାର୍ବାଡସରେ ଆରମ୍ଭ ହେବ ଟି ଟ୍ବେଣ୍ଟି ଗ୍ରାଣ୍ଡ ଫିନାଲେ। ଓଭାଲ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା।