• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Narendra Modi
ଅନୁଗୁଳରେ ବର୍ଷିଲେ ମୋଦି; କହିଲେ, ବିଜେଡି ଶାସନରେ ବି ସୁରକ୍ଷିତ ନୁହେଁ ଜଗନ୍ନାଥ ସଂସ୍କୃତି

ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ବିଜେଡି ଉପରେ ବର୍ଷିଛନ୍ତି ମୋଦି । ସେ କହିଛନ୍ତି, ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ । ଗଲା ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି ।

Sura Routray
ପକାଇଲା ଛେପ ଢ଼ୋକିଲେ ସୁର; ବିଜେଡି ମଞ୍ଚରେ ଚଢ଼ିଲେ, ପାଣ୍ଡିଆନଙ୍କୁ ସ୍ୱାଗତ କଲେ !

ଏବେ ଯେମିତି ସୁରଙ୍କର ସେହି କଥା ପାଇକ ପୁଅର ନୁହେଁ ବରଂ ପାଣିର ଗାର ପରି ଦୃଶ୍ୟମାନ ହୋଇଛି । ବାରମ୍ବାର ନୀତି, ନୈତିକତା ଓ ଜଣେ ଶୃଙ୍ଖଳିତ କର୍ମୀ ବୋଲି କହି ଆସୁଥିବା ସୁର ଆଜି ପୁତ୍ର ମୋହରେ ଯେମିତି ଅନ୍ଧ ହୋଇଯାଇଛନ୍ତି ।

Son missing in Bengaluru
ଶୁଖୁନି ମା’ର ଲୁହ, ଦାଦନ ଯାଇ ଫେରୁନି ପୁଅ

ପୁଅର ଫେରିବା ବାଟକୁ ଅନାଇ ବସିଛି ପରିବାର । କାନ୍ଦି କାନ୍ଦି ବାପା-ମା’ ଓ କୁନି ଭଉଣୀ ଆଖିରୁ ଲୁହ ଶୁଖିଲାଣି ।

Odisha Second Phase Voting 2024
Odisha Election 2024 Phase 2 Voting Live Updates: ବାଜିରେ ଲାଗିଛି ହେଭିୱେଟ୍‌ ନେତାଙ୍କ ଭାଗ୍ୟ

ଭୋଟ୍ ଦେଉଛି ଓଡ଼ିଶା। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର

Odia Asmita
ପରିକ୍ରମା ପ୍ରକଳ୍ପରେ ଓଡ଼ିଆ ଅସ୍ମିତାକୁ ହୋଇଛି ବଜ୍ର ପ୍ରହାର ! ବୁଲଡୋଜର୍ ମାଡ଼ରେ ନିଶ୍ଚିହ୍ନ ବହୁ ପୁରାତନ ଐତିହ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ ଜଗନ୍ନାଥ ମନ୍ଦିର ଚାରିପାଖେ ଥିବା ପ୍ରାୟ ୨୦ଟି ପୁରାତନ ମଠର ହଜି ଯାଇଛି ସତ୍ତା ।

Samir Dash
ପଦ୍ମ ଧରିଲେ ସମୀର ଦାଶ, ବଦଳାଇ ଦେବେ ନିମାପଡ଼ା ସମୀକରଣ !

ବିଜେଡିକୁ ଲାଗିଲା ବଡ଼ ଝଟକା । ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଶେଷରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।

Election 24
ନିର୍ବାଚନ ଡ୍ୟୁଟି ବେଳେ ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ !

ଟିଟିଲାଗଡ଼ ଡିଏଭି କଲେଜ ଡିସପୋଜାଲ୍ ସେଣ୍ଟରରୁ ଭୋଟିଂ ସାମଗ୍ରୀ ସଂଗ୍ରହ ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ସୁଶୀଲ ଆଚାର୍ଯ୍ୟ । ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ବଲାଙ୍ଗିର ସ୍ଥାନାନ୍ତର ବେଳେ ଆଖି ବୁଜିଥିଲେ ସୁଶୀଲ ଆଚାର୍ଯ୍ୟ ।

Narendra Modi
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ, ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ମୋଦି ।

Meteor flashes
ଅଦ୍ଭୁତ ଦୃଶ୍ୟ ! ଅଚାନକ ରାତି ହୋଇଗଲା ଦିନ

ସ୍ପେନ ଓ ପର୍ତ୍ତୁଗାଲବାସୀ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଛନ୍ତି, ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

DGP on Election
ଭୋଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେବେ ୩୩ ହଜାର ପୋଲିସ କର୍ମଚାରୀ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ୫ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ମୋଟ ୩୩ ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Devi Mishra
ପ୍ରଚାର ମୈଦାନରେ ହଟହଟା ହେଲେ ଦେବୀ ମିଶ୍ର, ଗରା ଓ ବାଲଟି ଧରି ବିରୋଧ କଲେ ଗ୍ରାମବାସୀ

ହଟହଟା ହେଲେ ବଡ଼ମ୍ବା ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର । ପାଣି ସମସ୍ୟାର ସମାଧାନ ପାଇଁ ଘେରିଲେ ଗାଁ ଲୋକ ।

Rajnath Singh
ରେଢ଼ାଖୋଲରେ ବର୍ଷିଲେ ରାଜନାଥ; କହିଲେ, ବିଜେପି ସରକାର ଆସିଲେ ହେବ ରତ୍ନଭଣ୍ଡାର ତଦନ୍ତ

ଓଡ଼ିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର କରିନି । ବିଜେପି ସରକାର ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ ।

Aparajita Sarangi
ପାଣ୍ଡିଆନଙ୍କୁ ଅପରାଜିତାଙ୍କ ଟାର୍ଗେଟ, ସୀମା ଭିତରେ ରହିବାକୁ ଦେଲେ ପରାମର୍ଶ

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ‘ଔକାତ୍’ ଏବଂ ‘ଦମ୍’ ଶବ୍ଦର ବ୍ୟବହାର କରିବା ବି ଅନୁଚିତ । ପୂର୍ବତନ ଆଇଏଏସ୍ ଅଧିକାରୀ ପାଣ୍ଡିଆନ ବାବୁଙ୍କୁ ଏହା ଶୋଭା ପାଉନି ବୋଲି କହିଛନ୍ତି ଅପରାଜିତା ।

Amit Shah
୨୧ରେ ପୁଣି ଆସିବେ ଅମିତ ଶାହ, ୪ଟି ସ୍ଥାନରେ କରିବେ ଜନସଭା

ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ସମ୍ବଲପୁରରେ ବିଶାଳ ଜନସଭା କରିବେ ଶାହ । ଏହାପରେ କେନ୍ଦୁଝର, ପର୍ଜଙ୍ଗ ଓ ନୟାଗଡ଼ ସଭାରେ ଯୋଗ ଦେବେ ଅମିତ ଶାହ ।

Inflation Rate in Odisha
ଦରଦାମ ବୃଦ୍ଧିରେ ଓଡ଼ିଶା ଏକ ନମ୍ବର, ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୧ %

ଏପ୍ରିଲ ମାସରେ ଦେଶର ହାରାହାରି ମୁଦ୍ରାସ୍ଫୀତି ହାର ୧୧ ମାସର ସର୍ବନିମ୍ନ ସ୍ତର ୪.୮ ପ୍ରତିଶତକୁ ଖସିଥିବା ବେଳେ ଓଡ଼ିଶାରେ କିନ୍ତୁ ଖସିବାର ନାଁ ଧରୁନି ଦରଦାମ ବୃଦ୍ଧି ।

Gautam Gambhir
ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବେ ଗମ୍ଭୀର !

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ କୋଚ୍‌ କରିବାକୁ ଚାହୁଁଛି ବିସିସିଆଇ ।

Bus Accident
ଟୁରିଷ୍ଟ ବସ୍‌ରେ ଲାଗିଲା ନିଆଁ, ଚାଲିଗଲା ୯ ଜୀବନ

୬୦ ତୀର୍ଥଯାତ୍ରୀଙ୍କୁ ଧରି ଯାଉଥିବା ବେଳେ ନୁହର ତାବଡ଼ ଉପମଣ୍ଡଳ ସୀମାରେ ହଠାତ୍‌ ବସ୍‌ରେ ନିଆଁ ଲାଗି ଯାଇଥିଲା । ଶୁକ୍ରବାର ରାତି ପ୍ରାୟ ୧.୩୦ରେ ଏହି ଭୟଙ୍କର ବସ୍‌ ଦୁର୍ଘଟଣା ହୋଇଥିଲା ।

Bikram Keshari Arukha
ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ, ଭାଇରାଲ ହେଲା ଭିଡିଓ

ତନରଡା ନିକଟରେ ପୋଲିସ ଗାଡି ଚେକିଂ ଚାଲିଥିଲା। ଏହି ସମୟରେ ଆସୁଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡିକୁ ଚେକିଂ ପାଇଁ ପୋଲିସ ଅଟକାଇ ଥିଲେ । ହେଲେ ମନ୍ତ୍ରୀ ଆରୁଖ ହଠାତ୍ ଗାଡ଼ିରୁ ଓହ୍ଲାଇ ପୋଲିସକୁ ଚଢ଼ା ଗଳାରେ ଗାଡି ଚେକ୍ କର ବୋଲି କହିଥିଲେ ।...

Mangalyaan-2
ଇସ୍ରୋର ମିଶନ୍ ମଙ୍ଗଳୟାନ-୨, ମଙ୍ଗଳରେ ଅବତରଣ କରିବ ରୋଭର ଓ ହେଲିକପ୍ଟର

ମଙ୍ଗଳ ଗ୍ରହରେ ଯୋଜନାରେ ଅନୁସାରେ ରୋଭରର ନିର୍ଦ୍ଧାରିତ ଲାଣ୍ଡି ପାଇଁ ପୂର୍ବରୁ ନାସା ଦ୍ୱାର ସଫଳ ଭାବେ ପ୍ରୟୋଗ ହୋଇଥିବା ସୁପରସୋନିକ ପାରାଚ୍ୟୁଟ୍ ଓ ସ୍କାଇ କ୍ରେନ୍ ବ୍ୟବସ୍ଥାକୁ ଆପଣାଯିବ ।

Heat Wave
ପୁଣି ଫେରିଲା ହିଟୱେଭ୍‌, ୨୦ ଓ ୨୧ ତାରିଖ ପାଇଁ ସତର୍କ ସୂଚନା

ଆଜିଠୁ ୨୧ ତାରିଖ ଯାଏ ତାପମାତ୍ରା ୩ରୁ ୫ ବୃଦ୍ଧି ପାଇବ । ୨୦ ତାରିଖ ପାଇଁ ୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।