• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

RERA Notice
ବିଲଡରଙ୍କୁ ‘ରେରା’ ଛାଟ; କ୍ରେତା ଖୁସ୍, ଚିନ୍ତାରେ ବିକ୍ରେତା

ବିଲଡରଙ୍କୁ ରେରା ଛାଟ । ପ୍ରକଳ୍ପ ପାଇଁ ସବୁ ସର୍ତ୍ତ ନ ମାନିଲେ ଫେରସ୍ତ ପାଇବେନି ସିକ୍ୟୁରିଟି ଡିପୋଜିଟ୍ । ତେବେ ରିଅଲ୍ ଇଷ୍ଟେଟ କାରବାର କ୍ଷେତ୍ରରେ କ୍ରେତାଙ୍କୁ ମିଳିବ ଫାଇଦା ।

SJTA Chief
ଆଡ଼ପ ପହଣ୍ଡି ବେଳେ ଅଘଟଣ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ଭୁବନେଶ୍ୱର ବାର ଆସୋସିଏସନ ।

Traffic Checking
ଅମାନିଆ ସାବଧାନ୍‌, ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଚକାରୁ ହାୱା ଖୋଲିଦେବ ପୋଲିସ୍‌

ରାଜଧାନୀ ଭୁବନେଶ୍ୱରରେ ଜୋରଦାର ହୋଇଛି ଗାଡି ଚେକିଂ । ଗତକାଲି ରାତିରେ ୧୪ଟି ଗାଡିକୁ ସ୍ପାଇକ ବ୍ୟାରିୟର ଜରିଆରେ ଲିକ୍ କରାଯାଇଛି ।

Pooja Khedkar
ଜଏନିଂ ପୂର୍ବରୁ ଟ୍ରେନି IAS ଅଫିସରଙ୍କ ଭିଆଇପି ଡିମାଣ୍ଡ, ସାମ୍ନାକୁ ଆସିଲା ହ୍ୱାଟ୍ସଆପ୍‌ ଚାଟ୍‌....

ସାମ୍ନାକୁ ଆସିଥିବା ହ୍ୱାଟ୍ସଆପ୍‌ ଚାଟ୍‌ରେ ସେ ଅଧିକାରୀ ଜଣଙ୍କୁ କହୁଛନ୍ତି ଯେ, ‘ମୁଁ ଜୁନ୍‌ ୩ରେ ଯୋଗଦେବା ପୂର୍ବରୁ ଦୟାକରି କ୍ୟାବିନ୍‌ ଓ ଗାଡ଼ି ବ୍ୟବସ୍ଥା କର । ପରେ ସମୟ ମିଳିବ ନାହିଁ ।

Woman Jumps off Bridge
ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁପଡିଲେ ଯୁବତୀ !

ତାରତୋଲ ଗାଁ ଆମ୍ବତୋଟାରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଏହି ଖବର ପାଇବା ପରେ ସଂପୃକ୍ତ ଯୁବତୀ ନଦୀକୁ ଡେଇଁପଡିଥିବା ସୂଚନା ମିଳିଛି ।

Drought situation in Balangir
ଆଷାଢ଼ରେ ନାହିଁ ବର୍ଷା, ଗଜା ମରୁଡ଼ିରୁ ବଞ୍ଚିବା ପାଇଁ ସାହା ପାଣି ଟ୍ୟାଙ୍କର

ଅଭାବୀ ବର୍ଷା ଯୋଗୁଁ ଫସଲ ବଞ୍ଚାଇବା ପାଇଁ ଚାଷୀର ସଂଘର୍ଷ । ଗଜା ମରୁଡ଼ିରୁ ବଞ୍ଚିବା ପାଇଁ ଜମି ଭିତରେ ପିଇବା ପାଣିର ଟ୍ୟାଙ୍କର । କିନ୍ତୁ ପିଇବା ପାଇଁ ଏହି ପାଣି ଆସିନାହିଁ । ପହ୍ଳା ବଂଚାଇବା ପାଇଁ ଟ୍ୟାଙ୍କରରେ ଆସିଛି ପାଣି ।

unique Marriage
ଭଦ୍ରକରେ ନିଆରା ବାହାଘର, ସାତ ଜନ୍ମର ସାଥୀ ହେଲେ ଦୁଇ ଦିବ୍ୟାଙ୍ଗ

ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଜୀବନରେ ସ୍ୱପ୍ନ ଓ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ଯିବାକୁ ସଂକଳ୍ପ କରିଛନ୍ତି ଭଦ୍ରକର ଦିବ୍ୟାଙ୍ଗ ନବଦମ୍ପତି ।

Cyber Loot
ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା, ୬ ମାସରେ ଲୁଟିଲେଣି ୩୬ କୋଟି

୨୦୨୪ ଜାନୁଆରୀରୁ ଜୁନ୍, ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି । ଏଥିମଧ୍ୟରୁ ୧୧୦ଟି ମାମଲା ପଞ୍ଜୀକୃତ ହୋଇଛି ।

AI Anchor Lisa
ଆଜି ଓଟିଭି AI ଆଙ୍କର ‘ଲିସା’ର ଜନ୍ମଦିନ, ଜାଣନ୍ତୁ କେମିତି ଥିଲା ବର୍ଷକର ଯାତ୍ରା...

ଆଜି ହେଉଛି ଓଟିଭିର AI ଆଙ୍କର ‘ଲିସା’ର ଜନ୍ମଦିନ । ୨୦୨୩ ମସିହା ଜୁଲାଇ ୯ ତାରିଖରେ ଓଡ଼ିଆ ଟେଲିଭିଜନ୍‌ ସାମ୍ବାଦିକତାକୁ ‘ଓଟିଭି’ ଭେଟି ଦେଇଥିଲା ପ୍ରଥମ ଓଡ଼ିଆ AI ନ୍ୟୁଜ୍‌ ଆଙ୍କର ‘ଲିସା’ ।

Women Flocking to Gym
ଜିମ୍‌ ଯାଉଛନ୍ତି ହାଉସ୍‌ୱାଇଫ୍‌

ବଦଳୁଛି ସମୟ... ବଦଳୁଛି ଲୋକଙ୍କ ଜୀବନଶୈଳୀ । ଶାରୀରିକ ଓ ମାନସିକ ରୋଗରୁ ମୁକ୍ତି ପାଇଁ ଏଣିକି ସମସ୍ତେ ଜିମ ଯିବାକୁ ପସନ୍ଦ କରୁଛନ୍ତି । ବାଲେଶ୍ୱରର ଜିମ୍ ସେଣ୍ଟର୍ ଗୁଡ଼ିକରେ ପୁରୁଷଙ୍କଠୁ ଅଧିକ ଜମୁଛି ମହିଳାଙ୍କ ଭିଡ଼ ।

Ratha Yatra in Japan
ଜାପାନରେ ଗଡ଼ିଲା ଜଗନ୍ନାଥଙ୍କ ରଥ

ଜଗନ୍ନାଥ ସାରା ଜଗତର ନାଥ । ସୁଦୂର ଟୋକିଓ ସହରରେ ଓଡିଶା କମୁନିଟି ଜାପାନର ସଦସ୍ୟମାନେ ଜାପାନୀ ଭକ୍ତଙ୍କ ସହ ମିଶି ବହୁତ ଧୁମଧାମରେ ପାଳନ କରୁଛନ୍ତି ରଥଯାତ୍ରା । ଏହି ରଥଯାତ୍ରାକୁ କିଛି ଓଡ଼ିଆ ଭାଇ ଭଉଣୀମାନେ ମିଶି ଜାପାନରେ ୧୭ ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ...

Jagannath Bhajan
‘ତରଙ୍ଗ ମ୍ୟୁଜିକ୍‌’ର ନୂଆ ଭଜନ ‘ମୋ ଜଗନ୍ନାଥ’

ଓଡ଼ିଆ ଦର୍ଶକ ଏବଂ ଶ୍ରୋତାଙ୍କୁ ସବୁବେଳେ ମନଛୁଆଁ ଆଉ ନିଆରା ଗୀତ ଦେଇଆସୁଥିବା ‘ତରଙ୍ଗ ମ୍ୟୁଜିକ୍‌’ ଏବେ ଜଗନ୍ନାଥଙ୍କୁ ନେଇ ପ୍ରସ୍ତୁତ କରିଛି ଆଉ ଏକ ଭାବବିହ୍ୱଳ ଭଜନ । ଏହି ଭଜନଟିର ଶୀର୍ଷକ ‘ମୋ ଜଗନ୍ନାଥ’ ରଖାଯାଇଛି ।

No electricity
ଗାଁରେ ନାହିଁ ବିଜୁଳି, ଅନ୍ଧାରରେ ବିତୁଛି ଜୀବନ

ଏବେ ବି ଗାଁରେ ନାହିଁ ବିଜୁଳି। ବିଦ୍ୟୁତ୍ ସେବା ଖାଲି ଯାହା ବହିରେ ପଢ଼ିଛନ୍ତି ପିଲାଏ। ଆଜି ବି ଏମିତି ଗାଁ ଅଛି, ଏମିତି ଅନ୍ଧାରରେ ଲୋକେ ରହୁଛନ୍ତି।

Panchang
Panchang Today 9th July 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ମଙ୍ଗଳବାର । ଚନ୍ଦ୍ର- କର୍କଟ ପ୍ରାତଃ ୦୭.୫୩ ଗତେ । ସିଂହ ତିଥି- ୩ୟା (ମଳ) ପ୍ରାତଃ ୦୬.୦୯ ଗତେ ୪ର୍ଥୀ ।

Tiger
ଭଞ୍ଜନଗରରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ଗାଁକୁ ଗାଁ ବୁଲୁଛି, ଗାଈ ବାଛୁରୀ ଶିକାର କରି ଖାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ ମହାବଳକୁ ଠାବ କରିପାରୁନି ବନ ବିଭାଗର କ୍ୟାମେରା ।

Ratha jatra
ଆରମ୍ଭ ହେଲା ରଥଟଣା, ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଲା ରଥ

ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଥରେ ଗଡ଼ିଛି । ପ୍ରଥମେ ଗଡ଼ିଲା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ମରିଚିକୋଟ ଛକରୁ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ।

President Of India
ମହୋଦଧି କୂଳରେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି

ପୁରୀ ରାଜଭବନ ପଛ ପାଖରେ ଥିବା ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତି ମର୍ଣ୍ଣିଂ ୱାକ୍ କରିଛନ୍ତି। ସମୁଦ୍ର କୂଳରେ ରାଷ୍ଟ୍ରପତି ଅନେକ ବାଟ ଚାଲିଥିଲେ ।

Ratha Jatra
ରତ୍ନବେଦୀରୁ ଜନ୍ମବେଦୀ, ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ

ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ । ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଟଣାଯିବ ।

Sambit Routray
ହାରିବା ପରେ ମୁହଁ ଖୋଲିଲେ ସମ୍ବିତ; କହିଲେ, ‘ନବୀନ ହାରିନାହାନ୍ତି, ତାଙ୍କୁ ହରାଇ ଦିଆଯାଇଛି’

ଗତ ନିର୍ବାଚନରେ ନବୀନ ପଟ୍ଟନାୟକ ହାରି ନାହାନ୍ତି ତାଙ୍କୁ ହରାଯାଇଛି। ସୁଚିନ୍ତିତ ଭାବେ ନବୀନ ପଟ୍ଟନାୟକଙ୍କୁ ହରାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

Pahandi Bije
ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି, ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସୁଛି କାଳିଆ

ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ନିର୍ଦ୍ଧାରିତ ସମୟର ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାମୂରତି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।