ଏହି ନନ୍ଦୀ ମୂର୍ତ୍ତି ଦେହରେ ଘଣ୍ଟି, ମାଳ ଏବଂ ଦଉଡ଼ିକୁ ମଧ୍ୟ ନିଖୁଣ ଭାବେ ପଥରରେ ଉତାରିଛନ୍ତି ଶିଳ୍ପୀ ଅରୁଣ ଯୋଗୀରାଜ । କିଛି ଦିନ ତଳେ ଏହି ମୂର୍ତ୍ତି ମହୀଶୁରରୁ ପଠାଯାଇ ଅମରାନାଥ ପୀଠ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ।
ଏହି ଢାବା କାହାକୁ ମିଳିଥିଲା, ପ୍ରକାଶ କଲେ ସ୍ଥାନୀୟ ଅଞ୍ଚଳର ସଂଜୀବ ଜେନା । ଏହି ‘ବଲ୍ଲେ ବଲ୍ଲେ ଢାବା ଜଣେ ବିଜେଡି ନେତ୍ରୀଙ୍କ ସ୍ବାମୀଙ୍କୁ ଚଳାଇବାକୁ ଦିଆଯାଇଥିଲା ବୋଲି ସେ କହିଛନ୍ତି ।
ଆଜି ସିଏମଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ନେଇ ସ୍ଥିତି ଅନୁଧ୍ୟାନ କରିଛି ସାଧାରଣ ପ୍ରଶାସନ ବିଭାଗ । ଜୁଲାଇ ୧ ତାରିଖରୁ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶୁଣାଣି କରିବେ।
ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ଶାସନ ସଚିବ । ମୂଳତଃ ପଞ୍ଜାବ ନିବାସୀ ତଥା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଏହି ବରିଷ୍ଠ ଆଇଏଏସ୍ଙ୍କୁ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା କ୍ୟାଡରକୁ ଫେରାଯାଇଥିଲା ।
ଦିନେ ଯିଏ ବନ୍ଧା ହୋଇ ଜେଲ୍ ଯାଇଥିଲା, ସେହି ନକଲି ଡାକ୍ତର ଜେଲରୁ ବାହାରି ପୁଣି ଚଳାଇଲା ରୋଗୀ ସେବା । ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇ କାହା ପାଇଁ ଔଷଧ ଲେଖୁଥିଲା ତ ଆଉ କାହାର ଡାଏଲିସିସ୍ କଲା ।
ଯାଜପୁରର ଦୁଇ ଟାଣୁଆ ବିଜେଡି ନେତା ବବି ଆଉ ଜିତୁ । ଅଖଣ୍ଡ କ୍ଷମତାଶାଳୀ । ଆଉ କିପରି କ୍ଷମତାର ଅପବ୍ୟବହାର କରୁଥିଲେ ତାର ପ୍ରମାଣ ଏବେ ମିଳୁଛି ।
ବୁଡ଼ିଲା, ଭାସିଲା, ଭାଙ୍ଗିଲା । ରାଜଧାନୀବାସୀଙ୍କୁ ନାକେଦମ୍ ସାଙ୍ଗକୁ ଜୀବନ ବି ନେଲା । ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା ଭାଙ୍ଗିଦେଲା ୮୮ ବର୍ଷର ପୁରୁଣା ରେକର୍ଡ ।
ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୮ ବର୍ଷ ହେଲାଣି ଭକ୍ତ-ଭଗବାନଙ୍କ ମଧ୍ୟରେ ହୋଇପାରୁନି ମିଳନ ।
୧୮ ବର୍ଷ ହେଲାଣି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପଡ଼ିଛି ବାଡ଼ । ମନ୍ଦିରକୁ ପ୍ରବେଶ ବାରଣ । ୫୦ ଫୁଟ୍ ଦୂରରୁ ଲୁହା ଗ୍ରୀଲ୍ ଫାଙ୍କରୁ ଶ୍ରଦ୍ଧାଳୁ କରୁଛନ୍ତି ଦିଅଁ ଦର୍ଶନ ।
ଚାକିରୀ ଦେବା କହି ଆଦାୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଦଲାଲ ଲଗାଇ ଟଙ୍କା ଆଦାୟ ପରେ, କୋଟି କୋଟି ଟଙ୍କାର ମାଲିକ ହେଉଛନ୍ତି ମାଷ୍ଟର ମାଇଣ୍ଡ ।
ସୂଚନା ଅନୁସାରେ ଯେ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ ଗତକାଲି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ AIIMS ର ଜିରିଆଟ୍ରିକ୍ ବିଭାଗ (ବୃଦ୍ଧମାନଙ୍କୁ ଚିକିତ୍ସା କରୁଥିବା ବିଭାଗ) ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା ।
ଗତ ୨୦ ତାରିଖରେ ଅନୁଗୁଳ, ବଅଁରପାଳ ଓ ଆଠମଲ୍ଲିକ ଅଞ୍ଚଳର ୧୩ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା ଏକ ଘରୋଇ ଚକ୍ଷୁ ଚିକିତ୍ସା କେନ୍ଦ୍ରରେ । ଅସ୍ତ୍ରୋପଚାରର ୨୪ ଘଣ୍ଟା ପରେ ଆଖିରେ ଯନ୍ତ୍ରଣା ସହ ମୁଣ୍ଡବ୍ୟଥା ଆଦି ହୋଇଥିବା ରୋଗୀ ଅଭିଯୋଗ କରିଥିଲେ ।
ସୁସ୍ଥ ହେବା ସହ ଜଗାର ବୟସ ମଧ୍ୟ ବଢ଼ିବାରେ ଲାଗିଛି । ତା’ର ବୟସ ଏବେ ୯ ପୂରି ୧୦ ଚାଲିଛି । ବୟସ ବଢ଼ୁଥିବାରୁ ଜଗାର ପାଠ ପଢ଼ିବା ପାଇଁ ଆଗ୍ରହ ବଢ଼ୁଛି ।
ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ରହିଛି । ଏନେଇ ବିଚାର ବିମର୍ଶ ଚାଲିଛି । ହେଲେ ଏବେଠୁ କିଛି କହି ହେବନି, ଯାହା ନିଷ୍ପତ୍ତି ହେବ ଛାତ୍ର ସମାଜଙ୍କ ଭଲ ପାଇଁ ସରକାର ନେବେ ।
ନିଟ୍-ୟୁଜି ପରୀକ୍ଷା ପେପର ଲିକ୍ର ନିରପେକ୍ଷ ଯାଞ୍ଚ ହେବ ବୋଲି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ।
ମୋ ସରକାର ଆରମ୍ଭରୁ ଏମ୍ଏସ୍ପି ବୃଦ୍ଧି କରିଛନ୍ତି । ଫଳରେ ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ସେହିପରି ଆୟୁଷ୍ମାନ ଯୋଜନାର ଲାଭ ୭୦ ବର୍ଷର ଊର୍ଦ୍ଧ୍ୱ ଲୋକଙ୍କୁ ବି ମିଳିବ ବୋଲି କହିଛନ୍ତି ରାଷ୍ଟ୍ରପତି।
ଶ୍ରୀକ୍ଷେତ୍ରରେ ଆଉ ନାହିଁ ଗହଳି ଚହଳି, ଶୁଭୁନି ଜୟ ଜଗନ୍ନାଥ ଧ୍ବନି। ସ୍ନାନ ପୂର୍ଣ୍ଣମାରେ ୧୦୮ ଗରା ଜଳରେ ସ୍ନାନ କରି ଚତୁର୍ଦ୍ଧା ମୂରତି ଏବେ ଜ୍ବରରେ ପୀଡ଼ିତ । ଅଣସର ପିଣ୍ଡିରେ ପ୍ରଭୁଙ୍କର ଚାଲିଛି ଗୁପ୍ତ ସେବା।
ଏକଜୁଟ୍ ହୋଇ ରହିବାକୁ ଦଳୀୟ କର୍ମୀଙ୍କୁ ନବୀନଙ୍କ ଆହ୍ୱାନ ପରେ ଉଠିଛି ଏମିତି ଅନେକ ପ୍ରଶ୍ନ । ଶନିବାର ନବୀନ ନିବାସରେ କବିସୂର୍ଯ୍ୟନଗର, ତେଲକୋଇ, ବାଙ୍କୀ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀଙ୍କୁ ଭେଟିବା ବେଳେ ଏକଜୁଟ୍ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ ।
ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଭୁବନେଶ୍ବରସ୍ଥିତ କିସ୍କୁ ଜଙ୍ଗଲ ଜମି ଆବଂଟନ ମାମଲାରେ ବଡ଼ ଟ୍ବିଷ୍ଟ୍।
ବର୍ଷ ବର୍ଷ ଧିର ପରିଶ୍ରମ କରିଥିବା ପିଜି ଛାତ୍ର ଛାତ୍ରୀ ଏହି ସ୍ଥଗିତାଦେଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେବଳ ଯେ ବୌଦ୍ଧିକ ବିକାଶରେ ବାଧା ନୁହେଁ, ଏହା ଦ୍ବାରା ଛାତ୍ରଛାତ୍ରୀ ମାନସିକ ଭାବେ କ୍ଷତି ସହିଥିବା କହିଛନ୍ତି ଅଭିଭାବକ ।