• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Flash Flood
ତାଣ୍ଡବ ରଚୁଛି ପ୍ରକୃତି, ନେଲାଣି ୩ ଶହ ଜୀବନ

ପ୍ରକୃତି ଯେବେ କରାଳ ରୂପ ଧାରଣ କରେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ତ୍ରାହି ତ୍ରାହି ଡାକନ୍ତି । ଜୀବନ ବଞ୍ଚାଇବାକୁ କରିଚାଲନ୍ତି ସଂଘର୍ଷ । ଠିକ୍‌ ଯେମିତି ଆଫ୍‌ଗାନିସ୍ତାନରେ ତାଣ୍ଡବ ରଚୁଛି ପ୍ରକୃତି ।

Aparajita Sarangi
‘୪୨ ଶହ କୋଟିର ବ୍ୟୟ ସାର୍ବଜନୀନ ହେଉ’

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ କାହିଁକି ଭୁଲ୍ ଡିପିଆର କରାଗଲା, ଅଭିଜ୍ଞତା ନଥାଇ କାହିଁକି ଦକ୍ଷିଣ ଭାରତର ଭୂମିପୁତ୍ର ନାମକ ଏକ କଂପାନୀକୁ କାମ ଦିଆଯାଇଥିଲା ?

Baijayant Panda
‘ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି’

ଯାହାଙ୍କୁ ଓଡ଼ିଶାବାସୀ ଭୋଟ ଦେଇଥିଲେ ତାଙ୍କୁ ବନ୍ଦୀ କରାଯାଇଛି। କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଇଛି। ଭୁବନେଶ୍ୱରରେ ପ୍ରେସମିଟରେ ଏଭଳି ସାଂଘାତିକ କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Anubhav Mohanty
ଅନୁଭବ କାହିଁକି ଗିରଫ ହେବେ ?

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ Non Bailable Warrant ଜାରି କରିଛନ୍ତି କଟକ JMFC କୋର୍ଟ ।

MLA-voter slap each other
ବୁଥ୍‌ରେ ହଙ୍ଗାମା...ଭୋଟ୍ ଦେବାକୁ ନେଇ ଭୋଟର୍- ବିଧାୟକ ଚାପୁଡ଼ା ମରାମରି

ଆନ୍ଧ୍ରପ୍ରଦେଶର ଏକ ମତଦାନ କେନ୍ଦ୍ରରେ ଜଣେ ବିଧାୟକ ଓ ଭୋଟରଙ୍କ ମଧ୍ୟରେ ମାରପିଟ୍‌ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

Anubhav Mohanty
ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି, ଜାରି ହେଲା NBW

ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ଚାର୍ଜଫ୍ରେମ୍ ପାଇଁ ହାଜର ନ ହେବାରୁ NBW ଜାରି କଲେ କୋର୍ଟ ।

CBSE Results
ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ, ଏଥର ବି ବାଜି ମାରିଲେ ଛାତ୍ରୀ

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ CBSE ୱେବସାଇଟ୍‌ରେ ରେଜଲ୍ଟ ଦେଖିପାରିବେ ।

Baijayant Panda
‘ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି, କେବଳ ଜଣଙ୍କୁ ତାଙ୍କ ସହ ଦେଖିବାକୁ ମିଳୁଛି’

ଯାହାଙ୍କୁ ଓଡ଼ିଶାବାସୀ ଭୋଟ ଦେଇଥିଲେ ତାଙ୍କୁ ବନ୍ଦୀ କରାଯାଇଛି। କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଇଛି। ଭୁବନେଶ୍ୱରରେ ପ୍ରେସମିଟରେ ଏଭଳି ସାଂଘାତିକ କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Narayanpatana
ମୌଳିକ ସମସ୍ୟା ସମାଧାନ ଦାବିରେ ନାରାୟଣପାଟଣାରେ ଭୋଟ୍‌ ବର୍ଜନ

ମୌଳିକ ସମସ୍ୟା ସମାଧାନ ଦାବିରେ ନାରାୟଣପାଟଣାରେ ଭୋଟ୍‌ ବର୍ଜନ କରିଛନ୍ତି ଭୋଟର। ଲକ୍ଷ୍ମୀପୁର ନାରାୟଣପାଟଣା ବ୍ଲକ ୧୭୩ ନମ୍ବର ବୁଥରେ ଭୋଟ ବର୍ଜନ କରିଛନ୍ତି ।

Narendra Modi
ବିଜେପି ଫୋକସରେ ଚାଷୀ ଭୋଟ୍, ମୋଦିଙ୍କ MSP ଗ୍ୟାରେଣ୍ଟିକୁ ନେଇ ଉତ୍ସାହିତ ଚାଷୀ

ଡବଲ ହେବ ଧାନର ମୂଲ୍ୟ । ୩୧ ଶହ ଟଙ୍କାରେ ଚାଷୀ ବିକିବେ ଧାନ । ପଶ୍ଚିମଓଡ଼ିଶାର ବଲାଙ୍ଗୀର ଓ ବରଗଡ ସଭାରେ ଓଡ଼ିଶାର ଚାଷୀଙ୍କୁ ମୋଦିଙ୍କ ଏ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା ।

Narendra Modi
ପୁଣି ଓଡ଼ିଶା ଆସୁଛନ୍ତି ବିଜେପିର ୩ ଶୀର୍ଷ ନେତା; ୧୫ରେ ଶାହ, ୧୭ରେ ନଡ୍ଡା ଓ ୨୦ରେ ପିଏମ୍ ମୋଦି

ବିଜେପିର ଫୋକସରେ ଓଡ଼ିଶା । ଖାଲି ଅଧିକ ସଂଖ୍ୟକ ସାଂସଦ ନୁହନ୍ତି, ରାଜ୍ୟରେ ଶାସନ ଗାଦି ବି ଆବଶ୍ୟକ । ଆଉ ସେଥିପାଇଁ ଖୋଦ୍ ପିଏମ୍ ମୋଦି ବନିଛନ୍ତି ଚେହେରା ।

Manmohan Samal
‘ପ୍ରଧାନମନ୍ତ୍ରୀ ବିନା ଗଣିତରେ କୌଣସି କଥା କୁହନ୍ତିନି’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଓଡ଼ିଶାରେ ସରକାର ପରିବର୍ତ୍ତନ ପାଇଁ ରାସ୍ତା ଫିଟିସାରିଛି ।

Rahul Gandhi
୧୫ରେ ବଲାଙ୍ଗିର ଆସିବେ ରାହୁଲ, ବାଇକ୍‌ ରାଲି ସହ କରିବେ ଜନସଭା

ବାଇକ୍ ରାଲି ସହ ଜନସଭାରେ ଯୋଗ ଦେବେ ରାହୁଲ ଗାନ୍ଧି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ।

Amit Shah
‘POK ଭାରତର, ଆମେ ଏହାକୁ ଫେରାଇ ଆଣିବୁ’

‘ରାହୁଲ ବାବା, ଯଦି ଆପଣ ପରମାଣୁ ବୋମାକୁ ଡରିବାକୁ ଚାହାଁନ୍ତି, ତେବେ ଡରନ୍ତୁ। ଆମେ ଭୟଭୀତ ନୁହଁ। ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଅଟେ ଏବଂ ଆମେ ଏହାକୁ ଫେରାଇ ଆଣିବୁ’ ବୋଲି କହିଛନ୍ତି ଶାହ ।

Mango
ଆମ୍ୱ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ଏହା ଆଣିପାରେ ବଡ଼ ରୋଗ...

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଆମ୍ବକୁ ବଜାରରୁ ଆଣିବା ପରେ ଏହାକୁ ସଠିକ ଭାବେ ଧୋଇ କରି ଖାଆନ୍ତୁ । କାରଣ ସାଧାରଣତଃ ଆମ୍ୱ ପଚାଇବାକୁ କ୍ୟାଲସିୟମ୍ କାର୍ବାଇଡ୍ ନାମକ ଏକ ରାସାୟନିକ ପଦାର୍ଥର ବ୍ୟବହାର କରାଯାଏ ।

Narendra Modi
ପୁଣି ୨୦ରେ ଓଡ଼ିଶା ଆସିବେ ମୋଦି, ପୁରୀରେ କରିବେ ରୋଡ୍‌ ସୋ’

ପୁରୀରେ ୨୦ ତାରିଖରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ । ସେହିଦିନ ଅନୁଗୁଳ ଓ କଟକରେ ବିଶାଳ ଜନସଭାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ।

Police DG
ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସୁରକ୍ଷା କଡ଼ାକଡ଼ି, ମୁତୟନ ହେବେ ୧୭ ହଜାର ପୋଲିସ ଫୋର୍ସ

ଏଥିପାଇଁ ମୁତୟନ ହୋଇଛନ୍ତି ୧୭ ହଜାର ପୋଲିସ ଫୋର୍ସ ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି ।

Naveen Patnaik
ମୋଦିଙ୍କ ସମାଲୋଚନାକୁ ନବୀନଙ୍କ କାଉଣ୍ଟର; କହିଲେ, 'ମୋର କ’ଣ ମନେ ଅଛି, ଓଡ଼ିଶାବାସୀ ଜାଣିଛନ୍ତି’

‘ମୋର କ’ଣ ମନେ ଅଛି କି ନାହିଁ, ଓଡ଼ିଶାବାସୀ ୨୪ ବର୍ଷ ହେଲା ଭଲଭାବେ ଜାଣିଛନ୍ତି। କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆପଣ ଓଡ଼ିଶାକୁ କେତେ ମନେରଖିଛନ୍ତି ।

Rishabh Pant
ଦିଲ୍ଲୀକୁ ବଡ଼ ଝଟକା, ଗୋଟିଏ ମ୍ୟାଚ୍‌ ପାଇଁ ବ୍ୟାନ୍‌ ହେଲେ ପନ୍ତ

ଆଇପିଏଲ କୋଡ୍‌ ଅଫ୍‌ କଣ୍ଡକ୍ଟର ଉଲ୍ଲଂଘନ କରିଥିବାରୁ ଋଷଭ ପନ୍ତଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Bhadrak
ଭଦ୍ରକରେ ରାଜନୈତିକ ହିଂସାକାଣ୍ଡ, ନାମାଙ୍କନବେଳର ମୁହାମୁହିଁ ସ୍ଥିତିରୁ ମାଡ଼ପିଟ୍

ଗତକାଲି ନାମାଙ୍କନବେଳେ ଉପୁଜିଥିବା ମୁହାମୁହିଁ ସ୍ଥିତି କ୍ରମେ ଉଗ୍ରରୂପ ଧାରଣ କରି ମାଡ଼ପିଟ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ବିଜେଡି-ବିଜେପି କର୍ମୀ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।