• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Bahuda Jatra
ସନ୍ଧ୍ୟା ହେଲେ ଏଠି ପହଣ୍ଡି ହୁଏ

ଦୀର୍ଘ ୧୧ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଏଭଳି ଏକ ଭିନ୍ନ ଢଙ୍ଗରେ ପାଳିତ ହୋଇଛି ରଥଯାତ୍ରା।

Niladri Bije
ଆଜି ରତ୍ନବେଦୀରେ ବିରାଜିବେ ମହାପ୍ରଭୁ

ନୀଳାଦ୍ରିବିଜେରେ ଆଜି ରତ୍ନବେଦୀରେ ବିରାଜିବେ ମହାପ୍ରଭୁ । ବଡ଼ଦାଣ୍ଡ ଛାଡି ବଡ଼ଦେଉଳରେ ପ୍ରବେଶ କରିବେ ଶ୍ରୀଜିଉ ।

Shubman Gill
ଗମ୍ଭୀର କଲେ ବଡ଼ ପରିବର୍ତ୍ତନ...ଜାଣନ୍ତୁ ରୋହିତ, ସୂର୍ଯ୍ୟଙ୍କ ପରେ କିଏ ହେବେ ଟିମ୍‌ ଇଣ୍ଡିଆର ଅଧିନାୟକ ?

ଟି-୨୦ ଓ ଦିନିକିଆ ଫର୍ମାଟରେ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ଏହା ସଙ୍କେତ ଦେଉଛି କି ଶୁଭମନ ଗିଲ୍‌ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି ।

Bangladesh Protest
ବାଂଲାଦେଶରେ ଉଗ୍ରରୂପ ନେଲା ସଂରକ୍ଷଣ ବିରୋଧୀ ଆନ୍ଦୋଳନ, ହିଂସାକାଣ୍ଡରେ ୩୯ ମୃତ

ୟୁନିଭରସିଟିରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ଏବେ ସାରା ବାଂଲାଦେଶରେ ପଡ଼ିଛି ।

Panchang
Panchang Today 19th July 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୧୩ଶୀ ରାତ୍ରି ୦୭.୪୧ ଗତେ ୧୪ଶୀ ।

Ratnabhandar
ରତ୍ନଭଣ୍ଡାର ଭିତରେ ରହିଛି କି ଗୁପ୍ତ ବାଟ ?

ସୁଡ଼ଙ୍ଗ ବା ଗୁପ୍ତ ଦ୍ବାର ଅଛି କି ନାହିଁ ASI କରିବ ଅନୁଧ୍ୟାନ କହିଲେ ଗଜପତି । ଯାଞ୍ଚ କମିଟି ଅଧ୍ୟକ୍ଷ କହିଲେ, ଆମ ଆଖିରେ ପଡ଼ିନି ସେଭଳି କିଛି ଦୃଶ୍ୟ ।

Ratnabhandar
ଭିତର ଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହେଲା ରତ୍ନ ଅଳଙ୍କାର

ଭିତର ଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର ହେଲା ରତ୍ନ ଅଳଙ୍କାର । ପ୍ରାୟ ସାଢ଼େ ୭ ଘଣ୍ଟା ଧରି ଚାଲିଲା ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ।

Odisha Politics
୧୬ ମନ୍ତ୍ରୀଙ୍କୁ ଜଗିବେ ୫୦ ବିଜେଡି ବିଧାୟକ

ବିଧାୟକଙ୍କୁ ନବୀନଙ୍କ ଦାୟିତ୍ୱ ବଣ୍ଟନ, ସରଗରମ ରାଜ୍ୟ ରାଜନୀତି । ନିଷ୍ପତ୍ତି ତାମିଲ ବାବୁଙ୍କର କହି ବର୍ଷିଲା ଶାସକ ବିଜେପି ।

Marathon Raid in Several Mines
ଖୋଲିବ ଡଙ୍କାରୀ ଖଣି ଗୁମର

ଆରମ୍ଭ ହେଲା ବେଆଇନ ଖଣି ଉପରେ ଆକ୍ସନ। ତଦନ୍ତ ପାଇଁ ଗଠିତ ଟିମ୍ କଲା ଖାଦନରେ ଜୋରଦାର ରେଡ୍।

Balangir
ଚିକିତ୍ସା ନାଁରେ ଯୁବତୀଙ୍କ ତାଳୁରେ ଫୋଡ଼ିଲା କଣ୍ଟା

ଶାରିରୀକ ସମସ୍ୟାର ସମାଧାନ ପାଇଁ ତାନ୍ତ୍ରିକ ପାଖକୁ ଯାଇ ଏବେ ଭୋଗୁଛନ୍ତି ଯମ ଯନ୍ତ୍ରଣା । କାରଣ ତାଙ୍କ ମୁଣ୍ଡ ଭିତରେ ଫୋଡ଼ାଯାଇଛି ଛୁଞ୍ଚି ଆକାରର କଣ୍ଟା ।

Marathon Raid in Several Mines
ଯାଜପୁରରୁ ଆରମ୍ଭ ହେଲା ବେଆଇନ୍ ଖଣି ଉପରେ ଆକ୍ସନ୍, ଖୋଲିବ ଡଙ୍କାରୀ ଗୁମର

ଆରମ୍ଭ ହେଲା ବେଆଇନ ଖଣି ଉପରେ ଆକ୍ସନ। ତଦନ୍ତ ପାଇଁ ଗଠିତ ଟିମ୍ କଲା ଖାଦନରେ ଜୋରଦାର ରେଡ୍।

Balangir
ଅନ୍ଧବିଶ୍ବାସର ଭୟଙ୍କର କାହାଣୀ, ଚିକିତ୍ସା ନାଁରେ ଯୁବତୀଙ୍କ ତାଳୁରେ ଫୋଡ଼ିଲା କଣ୍ଟା

ଶାରିରୀକ ସମସ୍ୟାର ସମାଧାନ ପାଇଁ ତାନ୍ତ୍ରିକ ପାଖକୁ ଯାଇ ଏବେ ଭୋଗୁଛନ୍ତି ଯମ ଯନ୍ତ୍ରଣା । କାରଣ ତାଙ୍କ ମୁଣ୍ଡ ଭିତରେ ଫୋଡ଼ାଯାଇଛି ଛୁଞ୍ଚି ଆକାରର କଣ୍ଟା ।

Adharapana
Adhara Pana 2024 Live Updates: ସରି ଆସୁଛି ଦିବ୍ୟଲୀଳା, ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି

ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ି ଆସି ଶ୍ରୀମନ୍ଦିର ସମ୍ମୁଖରେ ରଥାରୁଢ଼

Pahandi Bije
ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି, ଝୁଲି ଝୁଲି ଆସୁଛନ୍ତି ବଡ଼ଠାକୁର ବଳଭଦ୍ର

ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଶୂନ୍ୟ ପହଣ୍ଡିରେ ରଥରେ ବିଜେ କରିଛନ୍ତି ଶ୍ରୀ ସୁଦର୍ଶନ ।

Bahuda Jatra
ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ, ଅପରାହ୍ନ ୪ଟାରେ ରଥଟଣା

ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ। ଏଥିପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି ।

3 ministers will be in Puri
କାଲିଠୁ ପୁରୀରେ ରହିବେ ୩ ମନ୍ତ୍ରୀ, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରି, ସେସବୁ ଯେପରି ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେବ ତାହା ସୁନିଶ୍ଚିତ କରିବାକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Fire Mishap
ଟଳିଲା ଅଘଟଣ, ବଞ୍ଚିଲା ଅନେକ ଜୀବନ

ଟଳିଗଲା ବଡ଼ ଅଘଟଣ । କଟକ ପୁରୀଘାଟ ଥାନା ନିକଟ ତ୍ରିଶା ହସ୍ପିଟାଲରେ ନିଆଁ ଆଉ ଧୂଆଁରୁ ବର୍ତ୍ତିଗଲା ଅନେକଙ୍କ ଜୀବନ ।

BJD
ବିଜେଡିରେ ଏବେ ସବୁ ଗୋଳମାଳିଆ

ପରାଜୟ ପରଠୁ ବିଜେଡିରେ ଏବେ ସବୁ ଗୋଳମାଳିଆ । ଦଳ ଭିତରୁ ଧିରେ ଧିରେ ବିରୋଧର ସ୍ବର ତୀବ୍ର ହେଉଛି । ଗୋହି ଖୋଳାଖୋଳି ବଢ଼ିଚାଲିଛି । କାହା ମୁହଁରେ ଯେମିତି ଲଗାମ୍ ନାହିଁ।

Rath Jatra
ଦିନକ ପରେ ବାହୁଡ଼ା; ବିଳମ୍ବର ଘଟୁନି ଅନ୍ତ

ଦିନକ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । କିନ୍ତୁ, କ୍ରମାଗତ ବିଭ୍ରାଟ ସହ ଶ୍ରୀଜିଉଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବର ଘଟୁନି ଅନ୍ତ । କେତେବେଳେ ସକାଳ ଧୂପ ମଧ୍ୟାହ୍ନରେ ତ ଆଉ କେତେବେଳେ ମଧ୍ୟାହ୍ନ ଧୂପ ରାତିରେ ହେଉଛି ।

Ratna Bhandar
ଆସନ୍ତାକାଲି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଏମିତି ହୋଇପାରେ ସମ୍ଭାବ୍ୟ ରତ୍ନଭଣ୍ଡାର SOP । ସାତ୍ତ୍ୱିକ ଆହାର ଭୋଜନ, ସେବାୟତଙ୍କ ଭଳି ପୋଷାକ ପରିଧାନ ! ଶ୍ରୀଲୋକନାଥଙ୍କ ଆଗରେ ଶପଥ, ବାହାରେ କରିବେନି ରହସ୍ୟ ପ୍ରଘଟ !

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।