• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

DS Kutey
କେଉଁଠି ଅଛନ୍ତି IPS ଡି.ଏସ୍. କୁଟ୍ଟେ ?

କୁଆଡ଼େ ଗଲେ IPS ଅଫିସର ଡିଏସ୍ କୁଟ୍ଟେ ? ତାଙ୍କ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହାର ହୋଇଛି ନା ନାହିଁ ?

DS Kutey
କେଉଁଠି ଅଛନ୍ତି IPS ଡି.ଏସ୍. କୁଟ୍ଟେ ? ଗୃହ ବିଭାଗରେ ନାହିଁ କିଛି ବି ସୂଚନା !

ପୁଣି ଚର୍ଚ୍ଚାରେ ବିବାଦୀୟ IPS ଅଫିସର ଡିଏସ କୁଟ୍ଟେ । ନିର୍ବାଚନ ପରେ ନିଲମ୍ବନ ହଟିଲା, ହେଲେ ଏବେ ସେ କେଉଁଠି, କେଉଁ ପଦବୀରେ । ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।

BJD
ବିଜେଡିରେ ଏବେ ସବୁ ଗୋଳମାଳିଆ, ପରାଜୟ ପରଠୁ ଦଳରେ ତେଜୁଛି ବିରୋଧର ସ୍ବର

ପରାଜୟ ପରଠୁ ବିଜେଡିରେ ଏବେ ସବୁ ଗୋଳମାଳିଆ । ଦଳ ଭିତରୁ ଧିରେ ଧିରେ ବିରୋଧର ସ୍ବର ତୀବ୍ର ହେଉଛି । ଗୋହି ଖୋଳାଖୋଳି ବଢ଼ିଚାଲିଛି । କାହା ମୁହଁରେ ଯେମିତି ଲଗାମ୍ ନାହିଁ।

Ratna Bhandar
କେତେବେଳେ ଖୋଲିବ ରତ୍ନଭଣ୍ଡାର, ସମୟ କହିଲେ ତଦାରଖ କମିଟି ଅଧ୍ୟକ୍ଷ

‘ଦିନ ୧ଟା ପରେ ଶୁଭ ସମୟ ଆସୁଛି, ୧ଟା ପରେ ହିଁ ରତ୍ନଭଣ୍ଡାର ଖୋଲାଯିବ । ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ ।

Ratna Bhandar
କାଲି ଖୋଲିବ ରତ୍ନଭଣ୍ଡାର, ଶ୍ରୀମନ୍ଦିର ପ୍ରଶାସନକୁ ଦିଆଗଲା SOP

ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଗଲା ନିର୍ଦ୍ଧାରିତ ଏସ୍ଓପି । ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ୍ଓପି ମିଳିବା ପରେ, ଶ୍ରୀମନ୍ଦିର ପ୍ରଶାସନର ଜରୁରୀ ବୈଠକ ଚାଲିଥିବା ସୂଚନା ମିଳିଛି ।

Ratna Bhandar
ଘଟିବ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ! ଆସନ୍ତାକାଲି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର

ସାତ୍ତ୍ବିକ ଆହାର ଭୋଜନ, ସେବାୟତଙ୍କ ଭଳି ପୋଷାକ ପରିଧାନ ! ଶ୍ରୀଲୋକନାଥଙ୍କ ଆଗରେ ଶପଥ, ବାହାରେ କରିବେନି ରହସ୍ୟ ପ୍ରଘଟ ! ରତ୍ନଭଣ୍ଡାର ଭିତରେ ସଭିଏଁ ମାନିବେ ନିର୍ଦ୍ଧାରିତ ବିଧି ବ୍ୟବସ୍ଥା ।

Mohan Majhi
କଟକ ତ୍ରିଶା ହସ୍ପିଟାଲରେ କେମିତି ଲାଗିଲା ନିଆଁ ? ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅଗ୍ନିକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହସ୍ପିଟାଲରେ ଅଗ୍ନି ନିରାପତ୍ତା ସମ୍ପର୍କରେ ତଦନ୍ତ ପାଇଁ ଅଗ୍ନିଶମ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Dengue
ସୁନ୍ଦରଗଡ଼ରେ ଚିନ୍ତା ବଢାଇଛି ଡେଙ୍ଗୁ, ହଟସ୍ପଟ୍ ପାଲଟିଛି ରାଉରକେଲାର ସେକ୍ଟର-୧୪

ଚଳିତ ବର୍ଷ ଆରମ୍ଭରୁ ଜୁଲାଇ ୯ ପର୍ଯ୍ୟନ୍ତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୫୭ ରହିଛି । ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ରୋଗୀ ସେକ୍ଟର-୧୪ ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି ।

Anant Amabani
ଅନନ୍ତଙ୍କ ହାତ ଧରିବେ ରାଧିକା, ହିନ୍ଦୁ ରୀତିନୀତି ଅନୁସାରେ ପଡ଼ିବ ହାତଗଣ୍ଠି

ବାହାଘର ପାଇଁ ଆଣ୍ଟେଲିଆରୁ ଏକ ସୁସଜ୍ଜିତ କାରରେ ଅନନ୍ତ ଅମ୍ବାନୀ ବାହାରି ମୁମ୍ବାଇ ସ୍ଥିତ ଜିଓ ସେଣ୍ଟରକୁ ଯାଇଛନ୍ତି ।

Budget
ମୋହନ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ କସରତ, ବିଶେଷଜ୍ଞଙ୍କ ମତ ଶୁଣିଲେ CM

ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି । ନୂଆ ତରିକା, ନୂଆ ଅନ୍ଦାଜ୍ । ଅର୍ଥ ବିଭାଗ ଦାୟିତ୍ବରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ସବୁ ଅଂଶୀଦାରଙ୍କଠୁ ମତାମତ ଶୁଣିଲେ, ନୋଟ୍ ମଧ୍ୟ କଲେ ।

Scam at 5T School
ସ୍କୁଲ ରୂପାନ୍ତରୀକରଣ ନାଁରେ 'ଷ୍ଟିକର୍' ସ୍କାମ୍ ! ବିନା ଟେଣ୍ଡରରେ କାମ ଦେଇ ୮ କୋଟି ହରିଲୁଟ୍ !

ସ୍କୁଲ ରୂପାନ୍ତରୀକରଣ ନାଁରେ ସାଂଘାତିକ 'ଷ୍ଟିକର୍' ସ୍କାମ୍ ! ବିନା ଟେଣ୍ଡରରେ କାମ ଦେଇ ୮ କୋଟି ଟଙ୍କା ହରିଲୁଟ୍ ! କେନ୍ଦୁଝର ଜିଲ୍ଲାରେ DMF କେଳେଙ୍କାରୀର କଳା ଫର୍ଦ୍ଦ !

Hockey India League
ପୁଣି ଫେରିବ ହକି ଇଣ୍ଡିଆ ଲିଗ୍‌, ଡିସେମ୍ବର ୨୭ରେ ଖେଳାଯିବ ପ୍ରଥମ ମ୍ୟାଚ୍‌

୨୦୧୭ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍‌ । ଡିସେମ୍ବର ୨୭ରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ ।

Samvidhaan Hatya Diwas
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଜୁନ୍‌ ୨୫ରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’

ଜୁନ୍‌ ୨୫କୁ ଦେଶର ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

OCA President
‘OCA ସଭାପତି ପଦରୁ ବବି ଦାସ୍ ଇସ୍ତଫା ଦେବା ଉଚିତ୍‌’

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ୍‌ । ଯେମିତି ଦେବାଶିଷ ସାମନ୍ତରାୟ ସ୍ୱେଚ୍ଛାକୃତ ଇସ୍ତଫା ଦେଲେ ସେହିପରି ବବି ଦାସ ମଧ୍ୟ ଇସ୍ତଫା ଦେଇଦେବା ଉଚିତ୍ ।

FAO President
ଦେବାଶିଷ ଆଉଟ୍‌, ଫୁଟବଲ ସଂଘର ସଭାପତି ହେଲେ ସମୀର ଦେ

ଦୀର୍ଘ ବର୍ଷ ଧରି ‘ଫାଓ’ ସଭାପତି ଥିବା ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସ୍ଥାନରେ ସଭାପତି ହୋଇଛନ୍ତି ସମୀର ।

pre-budget consultation
‘ବଜେଟ୍‌ ପାଇଁ ୧୨ ହଜାର ଲୋକ ଦେଇଛନ୍ତି ମତାମତ’

ମୋହନ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଆଜି ବସିଥିଲା ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

'Dakshina Moda'
ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଆଜ୍ଞାମାଳ ବିଜେ ପରେ ତିନି ରଥର ଦକ୍ଷିଣ ମୋଡ଼

ଆଜି ତିନି ରଥର ଦକ୍ଷିଣ ମୋଡ଼ କରାଯାଉଛି । ଆଜ୍ଞାମାଳ ବିଜେ ପରେ ରଥର ଦକ୍ଷିଣ ମୋଡ଼ କରାଯାଉଛି ।

Narendra Modi
ବଜେଟ୍‌ ପୂର୍ବରୁ ମୋଦିଙ୍କ ବଡ଼ ବୈଠକ, ଅର୍ଥନୀତି ବିଶାରଦଙ୍କ ସହ କଲେ ଆଲୋଚନା

ବିଦେଶ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ବଜେଟ ପ୍ରସଙ୍ଗରେ ବୈଠକ କରିଛନ୍ତି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ ।

Gajapati ADM
ଏମିତି ବି ଆସେ ମୃତ୍ୟୁ, ଗୀତ ଗାଉ ଗାଉ ଟଳି ପଡ଼ିଲେ ଗଜପତି ADM

ଚଳଚଞ୍ଚଳ ଥିଲେ...ସମସ୍ତଙ୍କୁ ଆପଣାର କରି ବାଟ ଚାଲୁଥିଲେ... ଈଶ୍ବର ଭକ୍ତି ସହ ମଣିଷ ପଣିଆର ଭିନ୍ନ ଏକ ଭାବ ବନ୍ଧନରେ ବାନ୍ଧି ହୋଇଥିଲେ । କିଏ ଜାଣିଥିଲା ଏହି ସମୟରେ ସେ ଫେରିଯିବେ ଅଫେରା ରାଇଜକୁ !

State Budget
୨୫ରେ ଆସିବ ରାଜ୍ୟ ବଜେଟ୍‌, ଆଜି ଲୋକସଭା ଭବନରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ୍ । ତା’ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।