• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Western Odisha Politics
ଭୋଟ୍ ପୂର୍ବରୁ ୩ ଦଳର ଫୋକସରେ ପଶ୍ଚିମ ଓଡ଼ିଶା, ଭୋଟରଙ୍କ ଆସ୍ଥା ଜିତିବାକୁ ଜୋରଦାର କସରତ୍

ବିଜେଡି, ବିଜେପି ଓ କଂଗ୍ରେସ । ସଭିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ୨୪ ନିର୍ବାଚନ ପାଇଁ ଭୋଟରଙ୍କୁ ମନେଇବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ଵରୀ ପ୍ରକଳ୍ପର ଲୋକାର୍ପଣ କରିବେ।

Nitish may return to NDA
ବିହାର ରାଜନୀତିରେ କଂପନ, ମହାଗଠବନ୍ଧନ ଛାଡ଼ି ପୁଣି NDAକୁ ଡେଇଁ ପାରନ୍ତି ନୀତୀଶ

ବିହାର ବିଧାନସଭାରେ ୨୪୩ ଆସନ ମଧ୍ୟରୁ ଆରଜେଡର ଏବେ ୭୯ ବିଧାୟକ ଅଛନ୍ତି। ବିଜେପିର ବିଧାୟକଙ୍କ ସଂଖ୍ୟା ୭୮ ହୋଇଥିବା ବେଳେ ଜେଡିୟୁ ୪୫, କଂଗ୍ରେସ ୧୯, ବାମମେଣ୍ଟ ୧୬, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନ ମାଞ୍ଝିଙ୍କ HAMର ୫ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି।

Akhilesh Yadav on Nitish Kumar
ଅଖିଳେଶଙ୍କ ବଡ଼ ବୟାନ; କହିଲେ, ‘INDIA’ରେ ରହିଥିଲେ ନୀତୀଶ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ !

ଯଦି ନୀତୀଶ କୁମାର I.N.D.I.Aରେ ରହିଥାନ୍ତେ ତେବେ ସେ ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ। ପ୍ରଧାନମନ୍ତ୍ରୀ ପଦ ପାଇଁ ଏଠାରେ ଯେକୌଣସି ବ୍ୟକ୍ତିଙ୍କୁ ବିଚାରକୁ ନିଆଯାଇପାରେ।

Nitish Kumar
ବିହାର ରାଜଭବନରେ ନୀତୀଶ କୁମାର, ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିପାରେ ସରକାର !

କୁହାଯାଉଛି କି ନୀତୀଶ କୁମାର ଏବେ ସରକାର ଭାଙ୍ଗିବେନି। ବରଂ ବିଜେପିର ସମର୍ଥନରେ ସରକାର ରହିବ। ପରେ ବିଧାନସଭା ଭାଙ୍ଗି ନୂଆ ନିର୍ବାଚନ କରାଯିବ।

Accident
କୋରାପୁଟ ବୋରିଗୁମ୍ମାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୩ ଜୀବନ

ଅଟୋରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି, ଗୁରୁତର ଆହତଙ୍କୁ ମଧ୍ୟରୁ ୪ ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।

Manmohan Samal On Modi
‘ଓଡ଼ିଶାରେ ଆରମ୍ଭ ହୋଇସାରିଛି ରାମରାଜ୍ୟ ପ୍ରକ୍ରିୟା’

ଗରିବଙ୍କୁ ଚାଉଳ ଦିଆଯାଉଛି, ଗରିବଙ୍କ କଷ୍ଟ କେବଳ ମୋଦି ହିଁ ବୁଝୁଛନ୍ତି । ତେଣୁ ରାଜ୍ୟରେ ବିକଳ୍ପ ସରକାର ଭାବେ ବାଛିବା ପାଇଁ ଲୋକେ ମନ ସ୍ଥିର କରି ସାରିଛନ୍ତି ବୋଲି କହିଛନ୍ତି ମନମୋହନ।

Nitish Kumar
ବିହାର ରାଜନୀତିରେ ହଟଚମଟ, ପୁଣି ଥରେ ବିଜେପି ସହ ମେଣ୍ଟ କରିପାରନ୍ତି ନୀତୀଶ !

ଏସବୁ ଚର୍ଚ୍ଚା ଭିତରେ ଆଜିର ଏକ ଦୃଶ୍ୟ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବସିବା ପାଇଁ ମଞ୍ଚରେ ପାଖାପାଖି ଚୌକି ପଡିଥିଲା। କିନ୍ତୁ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିଥିବା ଚୌକିରେ ନ ବସି ଅନ୍ୟ ଆସନ...

cooking food on train tracks
ଟ୍ରେନ୍‌ ଟ୍ରାକ୍‌ରେ କଲେ ରୋଷେଇ, ଭିଡିଓ ଭାଇରାଲ୍‌ ପରେ ଏମିତି କହିଲେ ରେଲୱେ କର୍ତ୍ତୁପକ୍ଷ...

ଏହି ଭିଡିଓରେ ଦେଖିବାକୁ ମିଳୁଛି କି କିଛି ମହିଳା ରେଲୱେ ଟ୍ରାକ୍‌ରେ ରୋଷେଇ କରୁଛନ୍ତି। ସେହିପରି କିଛି ଝିଅ ପାଠ ପଢ଼ୁଥିବାବେଳେ ଛୋଟ ପିଲା ଟ୍ରାକ୍‌ରେ ଦୌଡୁଛନ୍ତି।

Ramlalla
Ayodhya Ram Mandir: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ପୂଜିତ ବିଗ୍ରହଙ୍କ ନାଁ ହେଲା ‘ବାଲକ୍ ରାମ’

ଅଯୋଧ୍ୟାକୁ ଏବେ ଛୁଟୁଛି ଭକ୍ତଙ୍କ ସୁଅ। ସବୁରି ମୁହଁରେ ଜୟ ଶ୍ରୀରାମ। ପ୍ରଭୁଙ୍କ ଟିକିଏ ସାନ୍ନିଧ୍ୟ ପାଇବାକୁ ବ୍ୟାକୁଳ ଭକ୍ତ। ତେବେ ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କ ନାଁ ରହିବ ‘ବାଲକ୍ ରାମ’ ।

Pakistan Ram Mandir
ଏମିତି ଏକ ମନ୍ଦିର ଯେଉଁଠି ହିନ୍ଦୁମାନଙ୍କୁ ପ୍ରବେଶ ମନା

ଏମିତି ଏକ ମନ୍ଦିର ଯେଉଁଠି ହିନ୍ଦୁମାନଙ୍କୁ ପ୍ରବେଶ ମନା । ଆପଣଙ୍କ ଭାବୁଥିବେ ମନ୍ଦିରରେ ପୁଣି ହିନ୍ଦୁଙ୍କୁ ପ୍ରବେଶ ମନା? ହେଲେ କଥାଟା ପୁରା ସତ । ଏବେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ସବୁଆଡେ ଆଲୋଚନା ହେଉଥିବା ବେଳେ ଚର୍ଚ୍ଚାକୁ ଆସିଛି ଏହି ମନ୍ଦିର ।...

Bolangir MP reviews construction work
ମନ୍ଥର ବାଇପାସ୍ କାମ, ତାଗିଦ୍ କଲେ ସାଂସଦ

କାହିଁକି...କଣ ପାଇଁ, ରାସ୍ତା କାମ ଅଗ୍ରଗତି ହେଉନାହିଁ, ନିର୍ବାହୀ ଯନ୍ତ୍ରୀଙ୍କୁ ସିଧାସଳଖ ପଚାରିଥିଲେ ବଲାଙ୍ଗିର ସାଂସଦ ।

doctor installs statue of his late gardener
ଡାକ୍ତର ନିର୍ମାଣ କଲେ ମାଳିଙ୍କ ମୂର୍ତ୍ତି

ଡାକ୍ତର ନିର୍ମାଣ କରାଇଛନ୍ତି ମାଳିଙ୍କ ମୂର୍ତ୍ତି। ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଘଟଣା ।

Panchanga
Panchang Today 24th January 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୪ ତାରିଖ ବୁଧବାର। ଚନ୍ଦ୍ର- ମିଥୁନ ରାତ୍ରି ୦୧.୪୭ ଗତେ କର୍କଟ। ତିଥି- ୧୪ଶୀ ରାତ୍ରି ୦୯.୫୦ ଗତେ ପୂର୍ଣ୍ଣିମା।

Myanmar Army Aircraft Crash
ରନୱେରେ କ୍ରାସ୍‌ ହେଲା ସେନା ଏୟାରକ୍ରାଫ୍ଟ, ୬ ସେନା କର୍ମଚାରୀ ଗୁରୁତର

ମିଆଁମାର ସେନା ସେମାନଙ୍କ ସୈନିକଙ୍କୁ ନେଇ ଯାଉଥିବା ବେଳେ ଲିଙ୍ଗପୋଇ ବିମାନବନ୍ଦର ରନୱେରେ ଏହି ଅଘଟଣ ଘଟିଛି।

Amitabh Bachchan shares Ram Lalla pic
ସରିଲା ପ୍ରାଣ ପ୍ରତିଷ୍ଠା, ଭକ୍ତିରେ ବିଭୋର ହେଲେ ଅମିତାଭ୍‌

ମଙ୍ଗଳବାର ସୋସିଆଲ ମିଡିଆରେ ଭବ୍ୟ ରାମ ମନ୍ଦିର ଓ ରାମଲାଲାଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି ବଲିଉଡ୍‌ର ଭେଟରାନ୍‌ ଅଭିନେତା ଅମିତାଭ ବଚ୍ଚନ।

suspension removed from 3 congress leaders
ନିର୍ବାଚନ ପୂର୍ବରୁ କଂଗ୍ରେସର ଘର ସଜଡ଼ା, ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ଉଠିଲା ନିଲମ୍ବନ

କଂଗ୍ରେସକୁ ଫେରିଲେ ୩ ବରିଷ୍ଠ ନେତା। ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ନିଲମ୍ବନ ହଟାଇଲା ଦଳ ।

Samaleswari Temple
ମା’ ତୁଇ ମୋର୍ ସାହା ଭରସା...ଆମ ଦୁଇ ଜଣଙ୍କୁ ଏକ କରିଦେ ମା’...

ମା’ ମୁଁ ବହୁତ ଭରସାରେ ତୋତେ ଚିଠି ଲେଖୁଛି... ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ... ମୋର ବି କରିଦେ ମା’... ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି...ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ...

IPL 2024 Inaugration Date
ମାର୍ଚ୍ଚ ୨୨ରୁ ଆରମ୍ଭ ହେବ IPL ସିଜିନ୍‌-୧୭ ! ଏହି ଦିନ ଖେଳାଯାଇପାରେ ଫାଇନାଲ ମ୍ୟାଚ୍‌

କ୍ରିକ୍‌ବଜ୍‌ର ଏକ ରିପୋର୍ଟ ଅନୁସାରେ, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୭ତମ ସିଜିନ୍‌ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ। ଏହା ସହ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ମେ’ ୨୬ରେ ଖେଳାଯିବ।

Diamod Crown for Ramlalla
ରାମଲାଲାଙ୍କୁ ଦାନ କଲେ ୧୧ କୋଟିର ହୀରା ମୁକୁଟ

ରାମଲାଲାଙ୍କୁ ୧୧ କୋଟିର ହୀରା ମୁକୁଟ ଦାନ କରିଛନ୍ତି ଜଣେ ରାମଭକ୍ତ। ସୁରତର ବ୍ୟବସାୟୀ ତଥା ଗ୍ରୀନ୍ ଲ୍ୟାବ ଡାଇମଣ୍ଡ କମ୍ପାନୀ ମାଲିକ ମୁକେଶ ପଟେଲ ଏହି ମୁକୁଟ ଦାନ କରିଛନ୍ତି।

Fire in Hospital
ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଲାଗିଲା ନିଆଁ

ନିଆଁ ଲାଗିବା ପରେ ତୁରନ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।