କର୍ଣ୍ଣାଟକ ବିଜେପି ମୁଖ୍ୟ BY ବିଜୟେନ୍ଦ୍ର ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି ଏହି ଘଟଣାକୁ କଂଗ୍ରେସ ମଧ୍ୟରେ ଏକ ବୃହତ ସାଂସ୍କୃତିକ ବିଭେଦର ସୂଚକ ବୋଲି ଦର୍ଶାଇଛନ୍ତି।
ଅପରେସନ ମେଘଦୂତର ମୁଖ୍ୟ ଲକ୍ଷ୍ୟ ଥିଲା, ସିଆଚେନରେ ପାକିସ୍ତାନ ସେନା ପୁରାଇ ନ ଦେବା । କାରଣ ଏହି ଅଞ୍ଚଳ ଭାରତର ସାମରିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ।
ଆମେରିକାର ଗୁଇନ୍ଦା ସଂସ୍ଥା ମଧ୍ୟ ଇରାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଆକଳନ କରିଛି ।
ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଘଟଣା ଗତ ଶୁକ୍ରବାର ଦିନ ୩ଟାରେ ଉତ୍ତରପ୍ରଦେଶର ମାଣିକ ଗାଁରେ ଘଟିଛି ।
କେବଳ ଚୈତ୍ର ମାସରେ ଏହି ସ୍ଥାନକୁ ସଫା କରିଥାଏ ପ୍ରଶାସନ । ହେଲେ ଅନ୍ୟ ଦିନ ମାନଙ୍କରେ ପୀଠ ଅପରିଷ୍କାର ହୋଇ ପଡ଼ିରହିଥାଏ ।
ବିଜେଡି ମୋତେ ଟିକେଟ୍ ନ ଦେଇ କୋଟିଏ ଟଙ୍କାର ପ୍ରଲୋଭନ ଦେଖାଇଛି ।
ସବୁଠାରୁ ବଡ଼ କଥା ହେଉଛି ସେହି ବ୍ୟକ୍ତି ଜଣକ ତାଙ୍କ ଝିଅର ସ୍କୁଲ ଫି’ ନ ଦେଇ ଆଇପିଏଲ ଟିକେଟ୍ କିଣିଛନ୍ତି ।
ରାଜ ମହଲ ଭିତରକୁ ଯାଇ ରାଜ ପରିବାରର ଡାଇନିଂ ରୁମରେ ଥିବା ଖାଦ୍ୟକୁ ମଧ୍ୟ ଖାଇଥିଲା। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି।
ମାର୍କେଟ ଆନାଲିଷ୍ଟ ତଥା ମୋବିୟସ୍ ଇମର୍ଜିଂ ଅପରଚ୍ୟୁନିଟି ଫଣ୍ଡର ଅଧ୍ୟକ୍ଷ ମାର୍କ ମୋବିୟସ୍ କହିଛନ୍ତି, ସେନସେକ୍ସ ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଛୁଇଁବ ।
ନିଜ ସମର୍ଥକଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ଅସିତ୍।
ବିଜେପିରେ ସାମିଲ ହେବା ପରେ ବିଜେଡି ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ କୈଲାସ କୁଲେସିକା । ‘ଲକ୍ଷ୍ମୀପୁର ପାଇଁ ବିଜେଡି ଟିକେଟ ଘୋଷଣାକୁ ନେଇ ମୁଁ ନିରାଶ। ପ୍ରତିଶ୍ରୁତି ଦେଇ ବିଜେଡି ମୋ ସହ ବିଶ୍ୱାସଘାତକତା କରିଛି ।
ଆଜିଠାରୁ ପାରଦ ବଢ଼ିବା ସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଭୋଗରାଇ ବିଧାନସଭା ଆସନରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ କମଳା ଦାସ ।
ଭୁବନେଶ୍ୱରରେ ଶୁଭାଶିଷ ଖୁଣ୍ଟିଆ ଓ ସୁନୀଲ ମହାନ୍ତିଙ୍କ କଳି ତୁଟାଇବାକୁ ଚେଷ୍ଟା । ଉଭୟ ଗୋଷ୍ଠୀଙ୍କୁ ଶଙ୍ଖ ଭବନ ପକ୍ଷରୁ ଡ଼ାକରା ଆସିଛି ।
ଜୈନିକ ବ୍ୟକ୍ତି ତାଙ୍କ ପେଟକୁ ଦାନା ଦେଉଥିବା କମ୍ପାନୀକୁ ଠକି କୋଟିଏ ଟଙ୍କାର ଘୋଟାଲା କରିଥିଲେ। ଆଉ ସେହି ଟଙ୍କାକୁ ଏବେ ଲୁଟି ନେଇଛି ସାଇବର ଲୁଟେରା। ଆଉ ସେ ଏବେ ଜେଲରେ ପେଷୁଛନ୍ତି ଚକି!
WA ବିଟାର ଏକ ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସ୍ ଆପ୍ ଆଣ୍ଡ୍ରଏଡ୍ ୟୁଜର୍ସମାନଙ୍କ ପାଇଁ ଏକ ନୂତନ ଫିଚର୍ ପରୀକ୍ଷା କରୁଛି।
ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ପରେ ଜଣାପଡ଼ୁଛି ଯେ ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡିଟିକୁ ଏକ ଗଛରେ ପିଟି ଦେଇଥିଲା।
ସଫ୍ଟୱେୟାର ଇଞ୍ଜିନିୟର ଜିତେନ୍ଦ୍ର ସିଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କ୍ଡିନ୍ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ଲେଖାଯାଇଛି କି, ତୁରନ୍ତ ନିଯୁକ୍ତି, ମୁଁ ମୋ ଜୀବନରେ ସାମିଲ ହେବା ପାଇଁ ଏକ ‘ଜୁନିଅର ୱାଇଫ୍’ ଖୋଜୁଛି ।
ବାକି ଥିବା ୩୫ଟି ବିଧାନସଭା ସିଟରୁ ଆଜି ପ୍ରାୟ ୨୦ ସିଟରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ତା ସହ ୨୦ ତାରିଖ ପୂର୍ବରୁ ଅନ୍ୟ ସିଟରେ ପ୍ରାର୍ଥୀ ଘୋଷଣା ହେବ ବୋଲି କହିଛନ୍ତି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ।
ଗତ ମଙ୍ଗଳବାର ଚାନ୍ଦ ଦେଖା ନ ଯିବାରୁ ୧୧ ତାରିଖରେ ଇଦ୍ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ଗୁରୁବାର ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା ।