Advertisment

କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ?

ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ? ବିଜେଡିରେ ଯୋଗ ଦେବେ ନା ବିଦେଶ ପଳେଇବେ ? କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ?

author-image
Santosh Kumar Sahoo

ସ୍ବାମୀ ପାଣ୍ଡିଆନଙ୍କ ଆଇଏଏସ୍ ଚାକିରି ଛାଡ଼ିଲେ ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ। ସ୍ବାମୀ ପାଣ୍ଡିଆନଙ୍କ ରାସ୍ତାରେ ଯାଇ IAS ସୁଜାତା କାର୍ତ୍ତିକେୟନଙ୍କ ଭିଆରଏସ ଆବେଦନକୁ କେନ୍ଦ୍ର ମଞ୍ଜୁର କରିଥିବା ସୂଚନାରୁ କଳ୍ପନାଜଳ୍ପନା । ନୂଆ ସରକାରରେ କୋଣଠେସା ହେବାରୁ ଦେଲେ ଭିଆରଏସ୍, କାରଣକୁ ନେଇ ଚର୍ଚ୍ଚା ।

Advertisment
BJD VK Pandian
Advertisment
Advertisment