Advertisment

‘ସୁଭଦ୍ରାରୁ ୧ ଲକ୍ଷ ୮୩ ହଜାର ୭୮୫ ବାଦ୍ ’

୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ। ଦ୍ବିତୀୟ କିସ୍ତିରେ ୯୮ ଲକ୍ଷ ୮୨ ହଜାର ୯୨ ଜଣ ଟଙ୍କା ପାଇଛନ୍ତି।

author-image
Santosh Kumar Sahoo

ସୁଭଦ୍ରାରୁ ୧ ଲକ୍ଷ ୮୩ ହଜାର ୭୮୫ ବାଦ୍। ଦ୍ବିତୀୟ କିସ୍ତିରୁ ଏତେସଂଖ୍ୟକ ହିତାଧିକାରୀ ବାଦ ପଡିଛନ୍ତି। ବିଧାନସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ। ଦ୍ବିତୀୟ କିସ୍ତିରେ ୯୮ ଲକ୍ଷ ୮୨ ହଜାର ୯୨ ଜଣ ଟଙ୍କା ପାଇଛନ୍ତି। ପ୍ରଥମ କିସ୍ତିରେ ସରକାର ୫ ଜହାର ୩୨ କୋଟି ୯୩ ଲକ୍ଷ ଦେଇଛନ୍ତି। ଦ୍ବିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ପ୍ରଦାନ କରିଛନ୍ତି।

Advertisment
Odisha Subhadra Pravati Parida
Advertisment
Advertisment