ବନ୍ଧା ହେବେ କଂଗ୍ରେସ ନେତା
ଲୋୟର ପିଏମଜିରେ ହିଂସାକାଣ୍ଡ ଘଟଣା I ମିର୍ଜା ଇସଲାମ ବାଗ ଗିରଫ। ଇସଲାମ ବାଗ୍ ନାଁରେ ପୂର୍ବରୁ ରହିଛି ମାଳମାଳ ମାମଲା । ଆଜି ଏକ ଠକେଇ ମାମଲା ମଧ୍ୟ ଯୋଡ଼ି ହୋଇଛି । ଅଭଯୁକ୍ତ ନାଁରେ କୋଟି କୋଟି ଟଙ୍କା ଠକେଇ କରିବା ଭଳି ସଂଗୀନ ମାମଲା ରହିଛି I ଧାରଣାସ୍ଥଳରୁ ସିସିଟିଭି ଫୁଟେଜରୁ ବହୁତ ଗୁଡିଏ ପ୍ରମାଣ ମିଳିଛି। କିଛି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଧରପଗଡ଼ ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)