କେ.ଏଲ୍ ରାହୁଲ, ଶ୍ରେୟସ ଆୟାର ଜସପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ,ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ
ବୈଷୟିକ ତ୍ରୁଟିଜନିତ କାରଣରୁ ପୂର୍ବରୁ ଜାରି ହୋଇଥିବା ନୋଟିସକୁ ରଦ୍ଦ କରାଯାଇଛି ।
ପରିବା କିଣିଲେ ଜର୍ମାନୀ ମନ୍ତ୍ରୀ ଭଲକର୍ ଉଇସିଂ । ୟୁପିଆଇରେ ଦେଲେ ଟଙ୍କା । ବ୍ୟବସ୍ଥାର ପ୍ରଶଂସା କଲେ । କହିଲେ, ଭାରତର ସଫଳତାର କାହାଣୀ..
ପୋଲିସ ସହ ଲୁଚକାଳି ଖେଳୁଥିବା ପୂର୍ବତନ ବିଡିଓ ଶେଷରେ ଗିରଫ ହୋଇଛନ୍ତି । ତାଙ୍କ ନାଁରେ ୭ଟି ପ୍ରକଳ୍ପରେ ୩୪ ଲକ୍ଷ ଟଙ୍କା ହଡ଼ପ ମାମଲା ରହିଛି ।
ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ଜହ୍ନର ପୁଣି ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ- ୩ର ଲ୍ୟାଣ୍ଡର । କେଉଁ ସ୍ଥାନରେ କରାଯିବ ଲ୍ୟାଣ୍ଡିଂ,ଫଟୋ ଦେଖି ନିଷ୍ପତ୍ତି ନେବ ଇସ୍ରୋ । ଲ୍ୟାଣ୍ଡିଂ ବେଳେ ପାହାଡ଼ କିମ୍ବା ଗର୍ତ୍ତ ଯେଭଳି ବାଧକ ନ ସାଜେ ସେନେଇ ହେବ ସହାୟକ...
ଅଡିଓରେ ତାଙ୍କୁ ଜଣଙ୍କ ମୁଣ୍ଡ ଦରକାର ବୋଲି କହୁଛନ୍ତି ଜେଲର । ଜୀବନ୍ତ କିମ୍ବା ମୃତ ଯେମିତି ହେଲେ ମୁଣ୍ଡ ଦରକାର ବୋଲି କହୁଛନ୍ତି ।
କଳାହାଣ୍ଡି କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତି । ଘରେ ଥିବା ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ।
ଅବତରଣ ପ୍ରକ୍ରିୟା ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ । ସନ୍ଧ୍ୟା ୬ଟା ୦୪ରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ । ଲ୍ୟାଣ୍ଡର୍ ୧୯ ମିନିଟ୍ ଭିତରେ ୨୫ କିମି ଉଚ୍ଚତାରୁ ଖସିବ ।
ସାମାଜିକ କାର୍ଯ୍ୟରେ ଭାଗ ନେଇପାରୁନଥିବା ଅଭିଯୋଗ । କର୍ତ୍ତୃପକ୍ଷଙ୍କ ଆକଟ ଲାଗି ଘଟୁନି ପିଲାଙ୍କ ବୌଦ୍ଧିକ ବିକାଶ !
ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ପ୍ରଥମ ବର୍ଷର ଛାତ୍ରଙ୍କ ଅଭିଯୋଗକୁ ଆଧାର ଥାନାରେ ଏତଲା । ପେଣ୍ଠକଟା ମେରାଇନ ଥାନାରେ ଏତଲା ଦେଲେ ଡିନ୍ ।
କାମ ଠିକରେ ହୋଇନଥିଲା କି ? ଯଦି ହୋଇଥିଲା କିଭଳି ଭୁଶୁଡ଼ି ପଡିଲା ? ଲୋକଙ୍କ ଅଭିଯୋଗ, ନିମ୍ନମାନର କାମ ହୋଇଛି।
ଗଞ୍ଜାମ ଭେଟନଇ-ଭେଜିପୁଟ ରାସ୍ତାରେ ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ ଓ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ସୂଚନା ।
ଅପରାହ୍ମ ୫ଟା ୪୫ରୁ ଅବତରଣ ପ୍ରକ୍ରିୟା ଆରମ୍ଭ । ସଫଳ ହେଲା ଚନ୍ଦ୍ରଯାନ-୩ ର ଦ୍ୱିତୀୟ ଡିବୁଷ୍ଟିଂ ।
'ଶାସନ ବ୍ୟବସ୍ଥାରେ ସୁଧାର ପାଇଁ ଛୋଟିଆ ପଦକ୍ଷେପ । ବ୍ୟବସ୍ଥାରେ ସୁଧାର ନ ଆସିବା ଯାଏଁ ପ୍ରତିବାଦ କରିବି ।
ପୁଅର ପ୍ରେମ ପାଇଁ ବୃଦ୍ଧ ମୁସଲମାନ ଦମ୍ପତିଙ୍କ ଜୀବନ ଚାଲିଗଲା । ପଡ଼ିଶା ଘର ଝିଅକୁ ନେଇ ବିବାହ କରିବା ପରେ ପିଟି ପିଟି ମାରିଦେଲେ ଝିଅ ଘର ଲୋକ ।
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ସହ ସମ୍ବିଧାନ କିପରି ପ୍ରଣୟନ ହୋଇଥିଲା ତା ମଧ୍ୟ ଲିପିବଦ୍ଧ ହୋଇଛି ଏଠାରେ ।
ରାହୁଲ ସୀମା ନେଇ ମନ୍ତବ୍ୟ ଦେବା ପରେ ଏହାକୁ ନାପସନ୍ଦ କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ
ବିକଳ ଚିତ୍କାରରେ ଫାଟି ପଡ଼ୁଥିଲା ସ୍ଥାନୀୟ ଅଞ୍ଚଳ । ବସ୍ ଭିତରେ ଜୀବନ୍ତ ଜଳିଗଲେ ୩୦ ଜଣ ।
ପଡିଆ ଚାରିପଟ ବଡ଼ ବଡ଼ ଅନାବନା ଗଛଲତାରେ ଭର୍ତ୍ତି। ସନ୍ଧ୍ୟା ହେଲେ ଅସାମାଜିକ ଯୁବକଙ୍କ ମଦ ଆସର ଜମୁଛି। ପ୍ରଶ୍ନ ଉଠୁଛି କଣ କେବଳ ପାଚେରି ଓ ଗେଟରେ ନିର୍ମାଣ ହୋଇଛି ୨୦ ଲକ୍ଷ ଟଙ୍କା ? ଖେଳାଳିଙ୍କ ପାଇଁ କାହିଁକି ବାକି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇନି ?