• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

World Athletics Championships
ପୁଣି ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା, ପଞ୍ଚମ ସ୍ଥାନରେ ରହି ମନଜିଣିଲେ ଓଡ଼ିଆ ପୁଅ କିଶୋର ଜେନା

ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଲେ ନୀରଜ ଚୋପ୍ରା..୮୮. ୧୭ ମିଟର ଫୋପାଡି ସ୍ୱର୍ଣ୍ଣ ପଦ..ନୀରଜଙ୍କ ସ୍ୱର୍ଣ୍ଣିମ ସଫଳତାରେ ସାରାଦେଶ ଉତ୍ସବମୁଖର

Clash erupts between BJD and BJP workers
5T ସଚିବଙ୍କୁ ବିରୋଧ ବେଳେ ଉତ୍ତେଜନା : ପୋଲିସ୍ ଉପସ୍ଥିତିରେ ଖଣ୍ଡଯୁଦ୍ଧ, ୪ ବିଜେପି କର୍ମୀ ଆହତ

ବିଜେପି-ବିଜେଡି କର୍ମୀ ମୁହାଁମୁହିଁ । ପ୍ରାୟ ଅଧ ଘଣ୍ଟା ଧରି ଦିଗପହଣ୍ଡିରେ ଉତ୍ତେଜନା । ୪ ବିଜେପି କର୍ମୀ ଆହତ,MKCG ମେଡିକାଲରେ ଭର୍ତ୍ତି ।

blast
ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୮ ଜୀବନ

ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ଅଞ୍ଚଳରେ ବିସ୍ଫୋରଣ । ବିସ୍ଫୋରଣର ଏତେ ପ୍ରଚଣ୍ଡ ଥିଲା ଯେ ଘରର ଛାତ ଭୁଶୁଡ଼ିଲା ।

Anubhav Patnaik takes
ସୌମ୍ୟଙ୍କର ଏହା ହତାଶ ଓ ନୈରାଶ୍ୟର ଭାବ: ଅନୁଭବ

ସୌମ୍ୟଙ୍କୁ ଚ୍ୟାଲେଞ୍ଜ ଦେଲେ ଅନୁଭବ ପଟ୍ଟନାୟକ । ପ୍ରମାଣ ଦେଇଦେଲେ ରାଜନୀତି ଛାଡିଦେବି ବୋଲି କହିଲେ ଅନୁଭବ ।

Florida Shooting
ଘୃଣାରୁ ଅନ୍ଧାଧୂନ ଗୁଳିମାଡ଼ : ୩ କୃଷ୍ଣକାୟ ବ୍ୟକ୍ତିଙ୍କୁ ଗୁଳିମାରି ଆତ୍ମହତ୍ୟା କଲା ହତ୍ୟାକାରୀ

Florida Shooting : ଜ୍ୟାକସନଭିଲେରେ ଶନିବାର ସନ୍ଧ୍ୟାରେ ଜଣେ ଦୁର୍ବୃତ୍ତ ୩ ଜଣ କୃଷ୍ଣକାୟ ଲୋକଙ୍କୁ ଗୁଳି କରି ହତ୍ୟା କରିଛି

constable
ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କଲେ କନେଷ୍ଟବଳ

କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

no basic amenities
ଯୁଆଡେ ଚାହିଁବ ସିଆଡେ ଅନ୍ଧାର, ସଞ୍ଜ ନଇଁଲେ ଏଠି ଖେଳିଯାଏ ଆତଙ୍କ

ସେମାନଙ୍କ ପାଇଁ ସାତ ସପନ ପାଲଟିଛି ବିଜୁଳି ଆଲୁଅ । ଖୁଣ୍ଟରେ ସୀମିତି ବିଦ୍ୟୁତ ଆଲୋକ ସେବା ।

 Divyang became an example
ଡାକ୍ତର ହେବେ ଦିବ୍ୟାଙ୍ଗ ଯୁବକ ସଂଗ୍ରାମ ସ୍ୱାଇଁ

ଚାଳ ଛପର ଘର ଉପରେ ପଡିଛି ବାଉଁଶ କଣି। ଦେଖିଲେ ଲାଗୁଛି ସତେ କି କେଉଁ କାଳୁ ଛାଆଣି ହୋଇନି। କାନ୍ଥ ନାହିଁ ଯେ, ଜରିପାଲ ଢଙ୍କା ହୋଇଛି। ଖରା ବର୍ଷା, ଶୀତକାକରବାରମାସୀ ଏ ମାଆ ପୁଅଙ୍କୁ ଏଇ ଝାଟିମାଟି କୁଡିଆରେ ହିଁ ଜୀବନ କାଟିବାକୁ ପଡ଼େ। ହେଲେଆପଣ...

odisha government jaga mission
 ଫେଲ୍ ମାରିଛି କି ରାଜ୍ୟ ସରକାରଙ୍କ ଜାଗା ମିଶନ ?

ଯୋଜନାକୁ ୬ ବର୍ଷ ପରେ ବି ପଟ୍ଟାରୁ ବଞ୍ଚିତ ସହରାଞ୍ଚଳର ହଜାର ହଜାର ଭୂମିହୀନ ବସ୍ତିବାସିନ୍ଦା, କଣ୍ଟା ସାଜିଛି କିସମ, ଅଡୁଆକରୁଛି ଜବରଦଖଲ, ଭୁବନେଶ୍ୱରରେ ସର୍ଭେରେ ଅନିୟମିତତା ଅଭିଯୋଗ, ବର୍ଷିଲେ ହିତାଧିକାରୀ...

National Space Day
ଚନ୍ଦ୍ର ବିଜୟ ପାଇଁ ଇସ୍ରୋ ହିରୋଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ୍

ଚନ୍ଦ୍ର ବିଜୟ ପାଇଁ ଇସ୍ରୋ ହିରୋଙ୍କୁ ସାଲ୍ୟୁଟ୍ ଜଣାଇ ଭାବବିହ୍ବଳ ପ୍ରଧାନମନ୍ତ୍ରୀ ମୋଦି। ଗ୍ରୀସରୁ ଫେରି ପ୍ରଧାନମନ୍ତ୍ରୀ ସିଧା ବେଙ୍ଗାଳୁରୁ ସ୍ଥିତ ଇସ୍ରୋ କମାଣ୍ଡ ସେଣ୍ଟରକୁ ଯାଇ ମୁନ୍ ମିଶନରେ ସଂପୃକ୍ତ ବୈଜ୍ଞାନିକଙ୍କୁ ଭେଟି ବଧେଇ ଜଣେଇଥିଲେ। ଏଇ ଅବସରରେ ଚନ୍ଦ୍ରରେ ଚନ୍ଦ୍ରୟାନ-ଥ୍ରୀ ଅବତରଣ ସ୍ଥଳର ନାମକରକଣ କରି...

Gopalpur MLA Pradeep Panigrahy
ପ୍ରଦୀପ, ପୋଲିସ ଆଉ ପଲିଟିକ୍ସ

ପ୍ରଦୀପ, ପୋଲିସ ଆଉ ପଲିଟିକ୍ସ। ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ପୋଲିସ୍ ର ନିଷ୍କ୍ରିୟତା। ଯାହାକୁ ନେଇ ତେଜିଛି ରାଜନୀତି। କଂଗ୍ରେସ୍ ଓ ବିଜେପି ଜନ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

MLA Pradeep Panigrahy
ପୂର୍ବରୁ ଶୀତଳ ଯୁଦ୍ଧ ହେଉଥିଲା, ଏବେ ପୂରା ଓପନ ୱାର୍

ପ୍ରଦୀପ-ପାଣ୍ଡିୟାନ୍ ବିବାଦକୁ ନେଇ ଉଠୁଛିପଡୁଛି ରାଜ୍ୟ ରାଜନୀତି। ସରଗରମ ଗଂଜାମ ପଲିଟିକସ୍। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଫାଇଭ୍ ଟି ସଚିବଙ୍କ ସଭାକୁ ଯାଉଥିବାବେଳେ ବିଜେଡି କର୍ମୀଙ୍କ ସହ ହୋଇଥିଲା ଠେଲାପେଲା-ଧସ୍ତାଧସ୍ତି।

Turmeric Bandage
ଖୁବଶୀଘ୍ର ବଜାରକୁ ଆସିବ ଚମତ୍କାରୀ ହଳଦୀ ବ୍ୟାଣ୍ଡେଜ୍, ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନ ILS କରିଛି ପ୍ରସ୍ତୁତ

ଖୁବଶୀଘ୍ର ଔଷଧ ଦୋକାନରେ ମିଳିବ ଚମତ୍କାରୀ ହଳଦୀ ବ୍ୟାଣ୍ଡେଜ..ଶରୀରର କ୍ଷତ ଭଲ କରିବ ହଳଦୀ ବ୍ୟାଣ୍ଡେଜ୍ । ବ୍ୟାବସାୟିକରଣ ପାଇଁ ଆଗ୍ରହୀ ଭାରତୀୟ କମ୍ପାନି ।

 Divyang became an example
କୁଡିଆରେ ପାଠପଢ଼ି କଲେ ନିଟ୍ କ୍ୱାଲିଫାଏ, ଡାକ୍ତର ହେବେ ଦିବ୍ୟାଙ୍ଗ ଯୁବକ ସଂଗ୍ରାମ ସ୍ୱାଇଁ

ଭଲରେ ଚାଲି ନ ପାରିଲେ ବି ଚାଷ କରି ପଢ଼ିଛନ୍ତି ପାଠ । ବୁର୍ଲା ବଡ଼ମେଡିକାଲରେ ଲେଖାଇଛନ୍ତି ନାଁ। ସରକାର ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଲା, ଭତ୍ତା ଭୁଲିଗଲା । 

Jhulana Jatra
ଶ୍ରୀକ୍ଷେତ୍ର ପରମ୍ପରାରୁ ହଜିଯିବ କି ଝୁଲଣ ଯାତ୍ରା ?

ବଡ଼ଓଡ଼ିଆ ମଠରେ ୩ ବର୍ଷ ଧରି ବନ୍ଦ ଝୁଲଣ ଯାତ୍ରା । ପରିକ୍ରମା ପ୍ରକଳ୍ପରେ ମଠ କ୍ଷତିଗ୍ରସ୍ତ ହେବାରୁ ପରମ୍ପରା ବନ୍ଦ । ସ୍ଥାନାଭାବରୁ ବହୁ ମଠରେ ନିରାଡ଼ମ୍ବର ଆୟୋଜନ । ଶ୍ରୀମନ୍ଦିର ପ୍ରଶାସକ କହିଲେ, ଖୁବଶୀଘ୍ର ପୁନରୁଦ୍ଧାର ହେବ ସବୁ ମଠ ।

Pragyan rover on moon
ଜହ୍ନମାମୁ ଘରେ ବୁଲୁଛି ପ୍ରଜ୍ଞାନ୍‌ : ଚନ୍ଦ୍ରୟାନ-୩ ମିଶନର ନୂଆ ଭିଡିଓ ଛାଡ଼ିଲା ଇସ୍ରୋ

ନୂଆ ଭିଡିଓ ସାର୍ବଜନୀନ କରିଛି ଇସ୍ରୋ..ଆଜି ଆଉ କିଛି ମିଟର ଆଗକୁ ଯାଇଛି ପ୍ରଜ୍ଞାନ..ଗତକାଲି ଚନ୍ଦ୍ରପୃଷ୍ଠରେ ୮ମିଟର ବାଟ ଗଡିଥିଲା

Narendra Modi
ଇସ୍ରୋର ସଫଳତାରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା କଥା କହିଲେ ପ୍ରଧାନମନ୍ତ୍ରୀ

ମହିଳା ବୈଜ୍ଞାନିକଙ୍କ ଅବଦାନ କଥା କହିଲେ ପ୍ରଧାନମନ୍ତ୍ରୀ

dengue
ରାଜଧାନୀରେ ଡେଙ୍ଗୁ ବେକାବୁ,ଅନ୍ୟ ଜିଲ୍ଲାକୁ ବି ବ୍ୟାପୁଛି.. କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଲାଇନ

 ରାଜଧାନୀରେ ହୁ ହୁ ହୋଇ ବଢ଼ି ଚାଲିଥିବା ଡେଙ୍ଗୁ । ଜ୍ୱର ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏବେ ରକ୍ତ ପରୀକ୍ଷା କରିବାକୁ ଲାଗୁଛି ଲୋକଙ୍କ ଲମ୍ବା ଲାଇନ୍।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।