କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଆସିଲା ବିବାହ ପ୍ରସ୍ତାବ...
ଅନେକ ବାଦବିବାଦ ପରେ ଆସନ୍ତାକାଲି ହେବ ବନକଲାଗି ନୀତି ।
ଟମାଟୋକୁ ସୁରକ୍ଷା ଦେବାକୁ ମାଷ୍ଟରପ୍ଲାନ୍, ୨୨,୦୦୦ ଟଙ୍କା ଖର୍ଚ୍ଚ କରି ଟମାଟୋ କ୍ଷେତରେ CCTV ଲଗାଇଛନ୍ତି ଚାଷୀ ।
ମାର୍ଶଲ ଆର୍ଟରେ ପାରଙ୍ଗମ ଏହି ଦୁଇ ସେଲିବ୍ରିଟି ଶିଳ୍ପପତିଙ୍କ ମଧ୍ୟରେ ଖୁବଶୀଘ୍ର ହୋଇପାରେ କେଜ୍ ଫାଇଟ୍ । ଏହି ମୁକାବିଲା ଲାଗି ପ୍ରଥମେ ମସ୍କ ନିଜ ଆଡ଼ୁ ଜୁକରବର୍ଗଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ଏଥିସହ କହିଥିଲେ ଯେ, ଏହି ଫାଇଟ୍ ଏକ୍ସ ପ୍ଲାଟଫର୍ମରେ ସିଧାପ୍ରସାରଣ ହେବ ।
ରାତି ଅଧରେ ନିଶାସକ୍ତ ଅବସ୍ଥାରେ ଘରେ ପଶିଲା.. ସ୍ୱାମୀ ସ୍ତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ କଲା.. ସ୍ୱାମୀ ଗୁରୁତର, ସ୍ତ୍ରୀଙ୍କ ଅବସ୍ଥା ସୁଧୁରୁଛି
ସାବଧାନ..କୌଣସି ମହିଳା କିମ୍ବା ଯୁବତୀଙ୍କୁ ହାର୍ଟ ଇମୋଜି ପଠାଉଛନ୍ତି କି ..
ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କ ଭଳି ନୂଆ ହିତାଧିକାରୀ ଭତ୍ତା ପାଇବେ । ନୂଆ ହିତାଧିକାରୀ ଅଗଷ୍ଟ ୧୫ରେ ପ୍ରଥମ ଭତ୍ତା ପାଇବେ ।
ମଣିଷ ଉଚ୍ଚତା ଠାରୁ ବଡ଼ ତାଲା.. ଭଗବାନ ଶ୍ରୀରାମଙ୍କ ପାଇଁ ବିଶାଳକାୟ ତାଲା ତିଆରି କଲେ ଭକ୍ତ ।
ସେହପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ବି ୬୭୭୮ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ବୋର୍ଡ ୱେବସାଇଟରେ ଉଭୟ ରେଜଲ୍ଟ ଉପଲବ୍ଧ ଅଛି ।
ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ ପାଇଁ ଲାଗିଛି ୬ଟି ଅଗ୍ନିଶମ ଗାଡ଼ି ।
କେଉଁ ଦିନ ଜୀବନର ଶେଷ ଦିନ ଆଉ ଶେଷ ରାତି ହେବ କିଏ କହିବ । ଆଜି ହସଖୁସିରେ ଫାଟି ପଡ଼ୁଥିବା ପରିବାରରେ ହୁଏତ କାଲି କାନ୍ଦବୋବାଳି ପଡ଼ିବ । କନ୍ନଡ଼ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ସହ ଏପରି ହୋଇଛି । ହୃତଘାତରେ ତାଙ୍କ ସ୍ତ୍ରୀ ସବୁଦିନ ପାଇଁ...
ସଂସଦକୁ ଫେରିଲେ ରାହୁଲ ଗାନ୍ଧୀ। ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ଶୁଭୁଛି ବିକଳ କାନ୍ଦଣା.. କିଏ ହାତ ଠାରି ଉଦ୍ଧାର କରିବା ପାଇଁ ଡାକୁଛି ତ କିଏ ଫସିଥିବା ଘର ଲୋକଙ୍କୁ ବଞ୍ଚାଇବା ପାଇଁ ନିବେଦନ କରୁଛି । ପାକିସ୍ତାନର ନୱାବସାହା ଷ୍ଟେସନ ପାଖରେ ହଜାରା ଏକ୍ସପ୍ରେସ ଲାଇନଚ୍ୟୁତ ।
ଉଦଘାଟନୀ କାର୍ଯ୍ୟକ୍ରମରେ ବିରୋଧୀଙ୍କୁ ତେରଛା ବାଣ । ‘ଏବେ ବି ବିରୋଧୀ ପୁରଣା ଚିନ୍ତାଧାରାରେ ଅଛନ୍ତି’ ।
ଭିଡିଓ ସେୟାର କଲେ କଂଗ୍ରେସ ନେତା...
ସୂଚନା ଦେଲେ କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର
ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅସନ୍ତୋଷ । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ମିଳୁଥିବା ଅଭିଯୋଗ।
ହିଂସାକାଣ୍ଡ ପରେ ନୁହରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। କୌଣସି ପ୍ରକାରର ହିଂସା ଏଡ଼ାଇବା ଲାଗି ନୁହରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି।