• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Jojanara Na Hariloot
ଦିଗହରା ସରକାରୀ ପ୍ରକଳ୍ପ,ର-ଠ କାମ କରି ଲକ୍ଷ ଲକ୍ଷ ଟଙ୍କା ହଡପ୍

MCL ଅଧିଗ୍ରହଣ କରିଥିବା ଗାଁରେ ବ୍ଲକ ପ୍ରଶାସନ କରୁଛି ସରକାରୀ ପ୍ରକଳ୍ପ। କରୁଛି ତ କରୁଛି ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ।

Dutee Chand
ଆଥଲେଟ୍ ଦୂତିଙ୍କୁ ହୋଇଥିଲା କ୍ୟାନସର

ଲେଭଲ ୱାନ୍ କ୍ୟାନସରରେ ପୀଡିତ ଥିଲେ ଆଥଲେଟ୍ ଦୂତି ଚାନ୍ଦ । ଏଥିପାଇଁ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥିଲେ ।

Sarpanch
ଟଙ୍କା ଦେଲେ ଘର ମିଳିବ, ସରପଂଚଙ୍କ ସ୍ୱାମୀଙ୍କ ଗୁଣ୍ଡାରାଜ୍‌

ହିତାଧିକାରୀ ତାଲିକାରେ ନା ଥିବା ପରେ ବି ରାଗ ରଖି କାଟି ଦେଉଛନ୍ତି ନା । ପଚାରିବାରୁ କହୁଛନ୍ତି, ତୁମେ ମତେ ଭୋଟ୍‌ ଦେଇନ, ଘର ମିଳିବନି । କ୍ୟାମେରା ଦେଖି ଧାଉଁଛନ୍ତି ବିଡିଓ

 Panchang
Today Panchang 19th August 2023: ଜାଣନ୍ତୁ ଆଜିର ଶୁଭଅଶୁଭ ସମୟ

ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର । ଚନ୍ଦ୍ର- ସିଂହ ପ୍ରାତଃ ୦୫.୪୦ ଗତେ କନ୍ୟା । ତିଥି – ୩ୟା ରାତ୍ରି ୧୦.୧୯ ଗତେ ୪ର୍ଥୀ । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର, ପ୍ରାତଃ...

Sarpanch spends own money to build new houses for villagers in Mayurbhanj’s Udala
ଅସହାୟ ଲୋକଙ୍କ ସାଥୀ...ସାବାସ୍‌ ସରପଞ୍ଚ ମ୍ୟାଡମ୍

ଲୋକଙ୍କ ଅସୁବିଧାର ସାଥୀ । ସରପଂଚ ହେବା ପରେ ସାହାଯ୍ୟ କରିବାକୁ କରିଛନ୍ତି ଶପଥ...ଗାଁ ଗାଁ ବୁଲୁଛନ୍ତି ଲୋକଙ୍କୁ ଦେଉଛନ୍ତି ନୂଆ ନୂଆ ଘର

Love marriage
କେଡ଼େ ନିଷ୍ଟୁର ସେ ସ୍ୱାମୀ!ଯାହାଙ୍କୁ ଭଲପାଇ ବାହା ହୋଇଥିଲେ ସିଏ ପର କରିଦେଲା

କୋଳରେ କୁନି ଝିଅ, ଦେହରେ ପୁଣି ରୋଗ । ଏମିତି ପରିସ୍ଥିତିରେ କେମିତି ବଞ୍ଚିବେ ସେନେଇ ଚିନ୍ତାରେ କାଟୁଛନ୍ତି ଦିନ...ଯଦି ଆପଣ ସାହାଯ୍ୟ କରନ୍ତେ ତେବେ...

social media
ମନ୍ତ୍ରୀଙ୍କ ଆଗରେ କୁନି ଝିଅର ପୁଳାପୁଳା ଅଭିଯୋଗ, ଭାଇରାଲ ହେଲା ଭିଡିଓ

ଅଭିନୟ ବେଳେ କୋରାପୁଟରେ ମନ୍ତ୍ରୀଙ୍କ ଆଗରେ ବାଢ଼ିଲା ପୁଳାପୁଳା ଅଭିଯୋଗ । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ବେଳର ଭିଡିଓ ।

Chandrayaan-3
ସଫଳତା ପଥେ ଆଉ ପାଦେ ବଢ଼ିଲା ଚନ୍ଦ୍ରଯାନ-୩, ପ୍ରୋପଲସନ୍ ମୋଡ୍ୟୁଲରୁ ଅଲଗା ହେଲା ଲ୍ୟାଣ୍ଡର

ବର୍ତ୍ତମାନ ଅବତରଣ କରିବା ପର୍ଯ୍ୟନ୍ତ ଯାତ୍ରା ନିଜେ ସମାପ୍ତ କରିବ ଲ୍ୟାଣ୍ଡର୍

Narendra Modi
‘ପୁଣି ଆଉ ଥରେ ମୋଦି ସରକାର’ : ଟାଇମସ ନାଓ ସର୍ଭେ

ଆଜି ନିର୍ବାଚନ ହେଲେ NDA ପୁଣି କେନ୍ଦ୍ରରେ ସରକାର କରିବ । ଟାଇମସ ନାଓ ETG ପକ୍ଷରୁ ଓପିନିୟନ ପୋଲ ସର୍ଭେ । ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିବେ ମୋଦି ସରକାର ।

crime
ଭକ୍ତି ନା ପାଗଳାମୀ! ଭୋଳାବାବାଙ୍କୁ ଅର୍ପଣ କରିବାକୁ ବେକ କାଟିଦେଲେ ଯୁବକ

ଭଗବାନ ଶିବଙ୍କୁ ମୁଣ୍ଡ ଚଢ଼ାଇବା ପାଇଁ ମନ୍ଦିରରେ ପହଞ୍ଚିଲେ ଯୁବକ, ଇଲେକ୍ଟ୍ରିକ୍‌ କଟର ମେସିନରେ କାଟିଲେ ବେକ, ତା’ପରେ...

Rain fury
ଉତ୍ତର ଭାରତରେ ପ୍ରକୃତିର କୋପ, ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଂଜାବରେ ସ୍ଥିତି ସାଂଘାତିକ। ଭାଙ୍ଗିଛି ବହୁ ଘରଦ୍ୱାର, ଉଦ୍ଧାର କରୁଛି NDRF ।

Magic Mirror Fraud
କୁହୁକ ଦର୍ପଣ ନାଁରେ ଠକେଇ,ତିନି ଠକ ଗିରଫ

ପଶ୍ଚିମବଙ୍ଗର ତିନି ଠକଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ଗୋଟିଏ କାର ସହ ୨୮ ହଜାର ଟଙ୍କା, ୫ଟି ମୋବାଇଲ ଜବତ । ବିରଳ ଦର୍ପଣ କହି ଲୋକମାନଙ୍କୁ ଭୁଆଁ ବୁଲାଉଥିଲେ ।

Chandrayaan-3
ଇସ୍ରୋ ପାଇଁ ଅଗ୍ନି ପରୀକ୍ଷା, ପ୍ରପଲ୍ସନ ମଡ୍ୟୁଲରୁ ବିଚ୍ଛିନ୍ନ ହେବ ଚନ୍ଦ୍ରୟାନର ଲ୍ୟାଣ୍ଡର୍

ସରିଲା ଚନ୍ଦ୍ରୟାନ-୩ର କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା । ଆଜି ଇସ୍ରୋ ପାଇଁ ଆଉ ଏକ ଅଗ୍ନି ପରୀକ୍ଷା ।

Breast cancer
ସ୍ତନ କର୍କଟ ଚିକିତ୍ସାକୁ ବଳ,ବ୍ରେଷ୍ଟ କ୍ୟାନସରର କାରଣ ସାଜିଥିବା ଜିନ୍ ଚିହ୍ନଟ କଲା ILS ଭୁବନେଶ୍ୱର

ସ୍ତନ କର୍କଟ ଆରୋଗ୍ୟ ଦିଗରେ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ILSକୁ ସଫଳତା। ଗୋଟିଏ ପଟେ ବ୍ରେଷ୍ଟ କ୍ୟାନସରକୁ ବଢ଼ାଉଥିବା ଏକ ନୂଆ ମଲିକୁଲ୍ ଆବିଷ୍କାର କରିଛିପ୍ରତିଷ୍ଠାନ।

heavy rainfall alert
ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ପ୍ରଭାବରେ ଆଜିଠୁ ବଢିବ ବର୍ଷା ପରିମାଣ

ଆଜିଠୁ ବଢିବ ବର୍ଷା ପରିମାଣ,ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ

 lightning strike
ଆକାଶରୁ ଖସିଲା ଆକସ୍ମିକ ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୫ ଜଣଙ୍କର ଜୀବନ

ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ୪ ମୃତ, ୬ ଆହତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଜଣେ ମୃତ, ୩ ଆହତ ।

Union Minister Nirmala Sitharaman
ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ପରେ ‘ମୋ ମାଟି ମୋ ଦେଶ ଅଭିଯାନ’ରେ ସାମିଲ ହେବେ,ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Teacher Protest
ରାଜଧାନୀରେ ଶିକ୍ଷକ ଗର୍ଜନ

୨୦-୩୦ ବର୍ଷ ଚାକିରୀ ପରେ ବି ହକ୍ ଆଉ ଅଧିକାର ପାଇଁ ଲଢେଇ। ସେ ପୁଣି ସରକାରଙ୍କ ବିରୋଧରେ ଶିକ୍ଷକମାନଙ୍କର। ଆଜି ଲୋୟର ପିଏମଜିରେ ସମାନ କାମକୁ ସମାନ ଦରମା ଦାବୀରେ ଗର୍ଜିଛନ୍ତି ୧୦ ହଜାରରରୁ

Dengue
ଡେଙ୍ଗୁ ବଢାଉଛି ଡର,ଆତଙ୍କ ବଢାଉଛି ଏଡିସ୍ ମଶା

ଡେଣା ମେଲାଉଛି ଡେଙ୍ଗୁ। ରାଜ୍ୟ ରାଜଧାନୀରେ ଅସମ୍ଭାାଳ ହେଲାଣି ଡେଙ୍ଗୁର ସ୍ଥିତି। ବିଏମସିର ତଥ୍ୟ କହୁଛି, ରାଜଧାନୀରେ ଜୁନ୍ ମାସରେ ୧୦୩ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଜୁଲାଇରେ ସଂଖ୍ୟା ପହଞ୍ଚିଥିଲା ୫୪୧।

Viswakarma Scheme
ପିଏମ୍ ବିଶ୍ବକର୍ମା ଯୋଜନାକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଂଜୁରୀ

ଆସନ୍ତା ବିଶ୍ବକର୍ମା ଜୟନ୍ତୀଠୁ ଆରମ୍ଭ ହେବାକୁ ଥିବା ଏଇ ଯୋଜନାରେ ୧୮ଟି ବିଭିନ୍ନ କୌଳିକ ବୃତ୍ତିରେ ଥିବା ହିତାଧିକାରୀଙ୍କୁ ୫ ପ୍ରତିଶତ ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବାର ବ୍ୟବସ୍ଥା ରହିଛି। ଯେଉଁଥିରେ ଉପକୃତ ହେବେ ୩୦ ଲକ୍ଷ ପରିବାର।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।