• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

SolarMissionAdityaL1
ସୂର୍ଯ୍ୟରେ ଲୁଚିଛି ଅନେକ ରହସ୍ୟ...ଏବେବି ଅଜଣା ଅନେକ ଦିଗ

ଏବେବି ରହସ୍ୟ ଘେରରେ ସୂର୍ଯ୍ୟର ଅନେକ ଦିଗ। ଆଜିସୁଦ୍ଧା ସୂର୍ଯ୍ୟର ବିଭିନ୍ନ ପ୍ରକ୍ରିୟାକୁ ଭଲଭାବେ ବୁଝିପାରିନାହାନ୍ତି ବୈଜ୍ଞାନିକ। ତେବେ ଆଦିତ୍ୟ-L1 ଭଳି ସୌର ଅଭିଯାନ ଖାଲି ସୂର୍ଯ୍ୟ ନୁହେଁ, ବ୍ରହ୍ମାଣ୍ଡର ଅଗଣିତ ନକ୍ଷତ୍ର ସଂପର୍କରେ ବି ଅନେକ ନୂଆ ତଥ୍ୟ ଉଜାଗର କରିବ ବୋଲି ଆଶା କରାଯାଉଛି। ନଜର...

Aditya-L1
ଆରମ୍ଭ ହେଲା ସୂର୍ଯ୍ୟକୁ ଭାରତର ଯାତ୍ରା, ୧୫ ଲକ୍ଷ କି.ମି. ଦୂର L-1 ପଏଣ୍ଟ ଯିବାକୁ ଲାଗିବ ୧୨୫ ଦିନ

ଆରମ୍ଭ ହେଲା 'ମିଶନ୍ ଆଦିତ୍ୟ'ର ୪ ମାସିଆ ଯାତ୍ରା। ଆଜି ମଧ୍ୟାହ୍ନରେ PSLV-C57 ରକେଟ୍ ସହାୟତାରେ ଆଦିତ୍ୟ-L1ର ହୋଇଛି ସଫଳ ଉତକ୍ଷେପଣ। ଏହା ଏବେ ନିର୍ଦ୍ଧାରିତ କକ୍ଷପଥରେ ପୃଥିବୀକୁ ପରିକ୍ରମା କରୁଥିବା ବେଳେ, ଆସନ୍ତାକାଲି ହେବ ପ୍ରଥମ ଅର୍ବିଟ୍ ରେଜିଂ ମାନ୍ୟୁଭର୍। ୧୨୫ ଦିନରେ ୧୫ ଲକ୍ଷ କିଲୋମିଟର...

5T Secretary’s helicopter visits
5T ସଚିବଙ୍କ ଚପର୍ ବୁଲାକୁ ନେଇ ବିବାଦ, ୬ମାସରେ ୭୫ଥର ହେଲିକପ୍ଟର ଗସ୍ତ

ବିଧାୟକଙ୍କ ସାମାଜିକ କାର୍ଯ୍ୟକ୍ରମ ପାଇଁ ବି ଚପର ବ୍ୟବହାରର ସାଂଘାତିକ ଅଭିଯୋଗ । ସରକାରୀ ଗସ୍ତ ନାଁରେ ରାଜନୈତିକ ସଭା କରି ସାରା ରାଜ୍ୟ ବୁଲିଦେଲେ ସଚିବ ।

 Surya Narayan Patra
Big Breaking : ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

Balasore train accident
ବାହାନଗା ଟ୍ରେନ୍‌ ଟ୍ରାଜେଡି: ୩ ଅଧିକାରୀଙ୍କ ନାଁରେ ସିବିଆଇର ଚାର୍ଜସିଟ୍ ଦାଖଲ

୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଚାର୍ଜସିଟ୍ ଦାଖଲ ହୋଇଛି ।

Thunderstorm
ବଜ୍ରପାତରେ ୪ ମୃତ, ଏପଟେ ଘଣ୍ଟାଏ ଭିତରେ ରାଜଧାନୀରେ ୪୨ ହଜାରରୁ ଅଧିକ ଥର ବିଜୁଳି ମାରିଲା

ପୃଥକ୍‌ ପୃଥକ୍ ସ୍ଥାନରେ ବଜ୍ରପାତରେ ୪ ମୃତ, ୩ ଗୁରୁତର...କଟକ ଏବଂ ଭୁବନେଶ୍ୱରରେ ଅତିପ୍ରବଳ ବର୍ଷା

Assam woman kills two daughters
ସ୍ୱାମୀ ଗାଳି କରିବାରୁ ଦୁଇ ଝିଅଙ୍କୁ ହତ୍ୟା, ତା’ପରେ ମୃତଦେହ ଉପରେ ବେଡସିଟ ଘୋଡ଼ାଇ ପାଖରେ ଶୋଇଲା ମା’

ସତରେ କ୍ରୋଧ ମଣିଷର ହିତାହିତ ଜ୍ଞାନ ହରଣ କରେ..ସାମୟିକ ସମୟର ଉତ୍ତେଜନା ପାଇଁ କେତେ ବଡ଼ ବଡ଼ ଭୁଲ କରିଦିଏ..ଏପରି ଏକ ଘଟଣା ଘଟିଛି ଆସାମର ସିଲଚର ସହରରେ..

5T secretary VK Pandian’s chopper visit
‘5T ସଚିବଙ୍କ ଗସ୍ତରେ ୫ଶହ କୋଟି ଖର୍ଚ୍ଚ ହେଲାଣି’

‘ସରକାରୀ ଗସ୍ତ ନାଁରେ ବ୍ୟକ୍ତିଗତ କାମକୁ ହେଲିକପ୍ଟରରେ ଯାଇଛନ୍ତି । ବ୍ୟକ୍ତିଗତ କାର୍ଯ୍ୟରେ ଥରେ ଅନୁଗୁଳ ଓ ଥରେ ତାଳଚେର ଯାଇଛନ୍ତି । ’

crime
ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ, ବିରୋଧ କରିବାରୁ ବାଇକରୁ ଯୁବତୀଙ୍କୁ ଠେଲି ଦେଲା ସଇତାନ

ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହେଲେ ଯୁବତୀ । ଶରୀରରେ ଗଭୀର ଆଘାତ ଲାଗିଥିବାରୁ ଅବସ୍ଥା ସଙ୍କଟାପନ୍ନ ।

bjd vs bjd
ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉତ୍ତେଜନା,ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ

ବିପ୍ଲବ ପାତ୍ର ବନାମ୍ ବିପିନ ପ୍ରଧାନ । ଆଜିର ନିର୍ବାଚନ ବାତିଲ ପରେ ଉତ୍ତେଜନା । ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେଉଛି ।

tragic story
ରାକ୍ଷୀ ପୁନେଇଁ ଦିନ ଭାଇକୁ ଛଡ଼ାଇ ନେଲା ବିଧାତା,ଶବ ହାତରେ ରାକ୍ଷୀ ବାନ୍ଧି ଶେଷ ବିଦାୟ ଦେଲା ଭଉଣୀ

ସେ ଭଉଣୀର ଯନ୍ତ୍ରଣା କେହି ହୁଏତ ଅନୁଭବ କରିପାରିବେ ନାହିଁ, ଯିଏ ରାକ୍ଷୀ ପୂର୍ଣ୍ଣିମା ଦିନ ହିଁ ନିଜ ଭାଇକୁ ହରାଇଛି

GPS
ଅପରାଧୀଙ୍କୁ ତ୍ରାହି ନାହିଁ, କଏଦୀଙ୍କ ଦେହରେ ଲାଗିବ ଜିପିଏସ୍‌

ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ରହିବ ବନ୍ଦୀର ସବୁ ଗତିବିଧି । ଜିପିଏସକୁ ନଷ୍ଟ କରିବାକୁ ଚେଷ୍ଟା କଲେ ଥାନାକୁ ଆଲର୍ଟ ଯିବ ।

ପାଣ୍ଡିଆନଙ୍କୁ ପୁଣି ଜୋରଦାର୍ ବିରୋଧ
‘ସଚିବ ରାଜୁତି ଚଳିବନାହିଁ, ଚଳିବ ନାହିଁ’ : ପାଣ୍ଡିଆନ ଗୋବ୍ୟାକ୍ ନାରା ଦେଲେ କଂଗ୍ରେସ କର୍ମୀ

ଯାଜପୁରରେ 5T ସଚିବ ଭି କେ ପାଣ୍ଡିଆନଙ୍କୁ ପୁଣି ଜୋରଦାର୍ ବିରୋଧ

Odisha Assembly Speaker election,
ଆସନ୍ତା ୨୧ରେ ବିଧାନସଭା ବାଚସ୍ପତି ନିର୍ବାଚନ,୧୮ରେ ନାମାଙ୍କନ ଦାଖଲ

ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ବାଚସ୍ପତି ପଦ

Flight Service
ଭୁବନେଶ୍ୱରରୁ ଉତକେଲାକୁ ଉଡ଼ିଲା ବିମାନ,ପ୍ରଥମ ଯାତ୍ରୀ ଭାବେ ଗଲେ ମନ୍ତ୍ରୀ ଟୁକୁନି ସାହୁ

ଆରମ୍ଭ ହେଲା ଭୁବନେଶ୍ୱର-ଉତକେଲା ମଧ୍ୟରେ ବିଧିବଦ୍ଧ ବିମାନ ସେବା ।

cancer treatment
କ୍ୟାନସର ସହ ଯୁଦ୍ଧ ହେଲା ସହଜ, ଏଣିକି ମାତ୍ର ୭ମିନିଟରେ ଦେଇହେବ ଇଞ୍ଜେକ୍ସନ

ଘଣ୍ଟାଏ ବଦଳରେ ଏଣିକି ମାତ୍ର ୭ ମିନିଟରେ ଦିଆଯାଇପାରିବ ଇଞ୍ଜେକ୍ସନ...

Crocodile attack
BREAKING : ପୁଣି ମାତିଲା ମଣିଷଖିଆ କୁମ୍ଭୀର, ମଇଁଷି ଚରାଳିଙ୍କୁ ଟାଣିନେଲା

ମଇଁଷି ଚରାଉ ଥିବାବେଳେ ଚରାଳିଙ୍କୁ ଟାଣିନେଲା କୁମ୍ଭୀର

Chandrayaan-3
Chandrayaan-3: ଆଉ ୭ ଦିନରେ ଶେଷ ହେବ ମିଶନ

କାହିଁକି ଆଉ ୭ ଦିନରୁ ଅଧିକ ମାମୁଁଘରେ ରହିପାରିବ ନାହିଁ ଚନ୍ଦ୍ରୟାନ-3 ?

Raksha Bandhan
ଆଜି ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା : ବଳଭଦ୍ର, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

ବିଷ୍ଟି ଯୋଗ ଥିବାରୁ ଗତକାଲି ଗହ୍ମା ପୂର୍ଣ୍ଣିମା ନୀତି ହୋଇନଥିଲା

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।