'କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୩ ଶହରୁ ୪ ଶହ ଡେଙ୍ଗୁ ପରୀକ୍ଷା ହେଉଛି'
ପୂରଣ କଲେ ସ୍ୱାମୀଙ୍କ ଇଚ୍ଛା.. ମୃତ୍ୟୁ ପରେ ସ୍ୱାମୀଙ୍କ ଆଖି ଦାନ କଲେ ..ବାଲେଶ୍ୱର ନୀଳଗିରି ବ୍ଲକ୍ ନୂଆସାହି ଗାଁର ଘଟଣା
ଚଳିତ ବର୍ଷ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଏହି ସବୁ ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ରହିବେ ।
ବାଲିଆପାଳ ସରପଞ୍ଚଙ୍କ ସ୍ୱାମୀ ଓ ସମିତି ସଭ୍ୟଙ୍କ ସ୍ୱାମୀ ମୁହାଁମୁହିଁ
୧୪ଶହ ଲୋକଙ୍କୁ ସ୍ଥାନାନ୍ତର, ପୋଡ଼ିଯାଇଛି ୨ ହଜାର ଘର । ଆପାତକାଳୀନ ପରିଚାଳନାରେ ତ୍ରୁଟି ଅଭିଯୋଗ କରିଛନ୍ତି ଲୋକେ ।
ଛୋଟ ବେଳୁ ଦାଦନ ଖଟିବାକୁ ନେଇ ଯାଇଥିଲା ସର୍ଦ୍ଦାର । ଗଜପତିରୁ ଯାଇ ପହଞ୍ଚିଥିଲେ ଅରୁଣାଚଳରେ । ସେଇଠି ଯୌବନଟା ବିତିଗଲା । ଏବେ ଯେତେବେଳେ ଆସାମର ସ୍ତ୍ରୀକୁ ସାଙ୍ଗରେ ଧରି ସେ ଗାଁକୁ ଫେରିଛନ୍ତି ଏଠି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ସରକାରୀ ସହାୟତା...
ସୌଭାଗ୍ୟକୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶ୍ୱଶୁର କୁଞ୍ଜବନ, ଅଭିଯୁକ୍ତ ଜ୍ୱାଇଁକୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ
ଘର ବାହାରେ ମଇଳା ପକାଇଲେ ତ୍ରାହି ନାହିଁ, ଆକ୍ସନ୍ ନେବ ଟିମ୍ ସାଇନ୍
5ଟି ସଚିବ ଭି କେ ପାଣ୍ଡିଆନଙ୍କ ବାଙ୍କୀ ଗସ୍ତକୁ ବିରୋଧ କରି କଳା ପତାକା ଦେଖାଇ ବିରୋଧ କରିଛନ୍ତି ବିଜେପି କାର୍ଯ୍ୟକର୍ତ୍ତା । ‘ଓଡିଶାରୁ ପାଣ୍ଡିଆନ ହଟାଅ’ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସୁନ୍ଦରଗଡ଼ ବଣାଇରେ ଦନ୍ତାହାତୀ ଆତଙ୍କ । ହାତୀ ଘର ଭାଙ୍ଗିବା ସହ ଘରୁ ଚାଉଳ ଆଣି ଖାଉଛି । ବଣାଇ ଅଞ୍ଚଳରେ ଦୁଇଟି ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ।
ଯୋଡ଼ା ଶ୍ରାବଣ ଯାଇ ଭାଦ୍ରବ ହେବାକୁ ବସିଲାଣି l ତଥାପି ବିଲକୁ ଯାଇପାରୁନି ଲଙ୍ଗଳ l ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍ଥାନରେ ଅଧାରେ ଅଟକିଛି ଧାନ ଚାଷ କାର୍ଯ୍ୟ l ଜଳସେଚନ ସୁବିଧା ନଥିବାରୁ ତଳି ରୁଆ ଓ ବେଉସା...
ସରକାରଙ୍କ ନିକଟରେ ବାରମ୍ବାର ଦାବି ଜଣାଇଲା ପରେ ବି କିଛି ସୁଫଳ ମିଳିଲା ନାହିଁ । ଶେଷରେ ବାଧ୍ୟ ହୋଇ ଗାଁ ଲୋକ ନିଜ ପାରିଶ୍ରମିକରେ କାଠର ପୋଲ ଟିଏ ଗଢ଼ିଦେଲେ । ଗାଁର କୁନି କୁନି ପିଲାମାନେ ମଧ୍ୟ ଗୁଣ୍ଡୁଚି ମୂଷା ଭଳି ସହଯୋଗ ଦେଲେ ଆଉ...
ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର ଚନ୍ଦ୍ର – ମେଷ ଅହୋରାତ୍ର, ତିଥି - ୯ମୀ ରାତ୍ରି ୦୪.୧୧ ଗତେ ୧୦ମୀ, ଘାତ ଚନ୍ଦ୍ର – ମେଷ ପ୍ରାତଃ ୦୭.୪୩ ଗତେ ବିଛ, ଘାତବାର – କର୍କଟ,...
୩୦ ବର୍ଷ ହେଲା ପିଲାଙ୍କୁ ଶିକ୍ଷାଦାନ ଦେଇ ଆସୁଥିଲେ। ଆଉ ଆଜି ଅବସର ନେଇ ଯାଉଥିବା ସମୟରେ ଲୁହରେ ଭିଜିଲା ସ୍କୁଲ ପରିସର। ପ୍ରିୟ ଶିକ୍ଷକଙ୍କୁ ସ୍କୁଲ ଛାଡି ଯିବା କଥାକୁ ନା ସହ୍ୟ କରି ପାରୁଛନ୍ତି ଛାତ୍ରଛାତ୍ରୀ ନା ନିଜେ ଶିକ୍ଷକ। କାନ୍ଦି କାନ୍ଦି ଏକା...
ଇଛାଶକ୍ତି ଓ ମନୋବଳ ଆଗରେ ହାର୍ ମନିଛି ଦାରିଦ୍ର୍ୟତା । ଦାଦନ ଶ୍ରମିକରୁ ନିଟ୍ ପାସ୍ କରି ଡାକ୍ତରୀ ପାଠ ପଢୁଛନ୍ତି ଅଭାବୀ ଆଦିବାସୀ ଯୁବକ । ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସଦର ପଞ୍ଚାୟତ ଥୁଆପାଡ଼ି ଗାଁର ଜଣେ ଆଦିବାସୀ ଯୁବକ ଯୁକ୍ତ ଦୁଇ ପଢ଼ିବା ପରେ...
ଆଗ ପଛ ହୋଇ ଦୁଇ ଭେଣ୍ଡିଆ ପୁଅ ଚାଲିଗଲେ । ଘରେ ବିଧବା ପତ୍ନୀ ସେମାନଙ୍କ ଚାରି ଚାରିଟା ଛୁଆ । ଅସୁସ୍ଥ ବାପା ଓ ମା ଏବେ କେମିତି ଘର ଚଳାଇବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ସରକାରୀ ସୁବିଧା ଏ ଯାଏ ସେମାନଙ୍କୁ...
୨୦୧୧ ମସିହାରେ ବନ୍ଧୁଙ୍କ ସହ ମିଶି ପେପରଫ୍ରାଏ ପ୍ରତିଷ୍ଠା କରିଥିଲେ ଅମ୍ବରୀସ ମୂର୍ତ୍ତୀ ।
ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ
ଗୃହରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗ ଯୋଗୁ କାର୍ଯ୍ୟାନୁଷ୍ଠାନ । ନିଲମ୍ବନ କଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ । ମୌସୁମୀ ଅଧିବେଶନ ସରିବା ଯାଏଁ ନିଲମ୍ବନ । ପବ୍ଲିସିଟି ପାଇଁ ଡେରେକ ନାଟକବାଜି କରୁଥିବା କହିଲେ ଅଧ୍ୟକ୍ଷ ।